Browsing Category
ବାଣିଜ୍ୟ
ଗୋଦରେଜ୍ ପକ୍ଷରୁ ଏଲ୍ଜିବିଟିକ୍ୟୁଆଇଏ+କୁ ନେଇ ପ୍ରାଇଡ୍ ମାର୍ଚ ଆୟୋଜିତ
ଭୁବନେଶ୍ୱର: ଗୋଦରେଜ୍ ଇଣ୍ଡଷ୍ଟ୍ରିଜ୍ ଗ୍ରୁପ୍ର ଏହାର ମୁଖ୍ୟ କାର୍ଯ୍ୟାଳୟ ଗୋଦରେଜ୍ ୱାନ୍ରେ ଏକ ପ୍ରାଇଡ୍ ମାର୍ଚ ଆୟୋଜନ କରାଯାଇଥିଲା ଯାହାର ନେତୃତ୍ୱ ନେଇଥିଲେ ମନିଶ ଶାହ ଗୋଦରେଜ୍ କ୍ୟାପିଟାଲର ପରିଚାଳନା ନିର୍ଦ୍ଦେଶକ। ଏଥିରେ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।…
ଆଇସିଆଇସିଆଇ ବ୍ୟାଙ୍କ ଓ ଟାଟା ମେମୋରିଆଲ ସେଂଟର (ଟିଏମସି) ପକ୍ଷରୁ ବିଶାଖାପାଟଣାରେ ଅତ୍ୟାଧୁନିକ କ୍ୟାନସର କେୟାର…
ଭୁବନେଶ୍ୱର: ଆଇସିଆଇସିଆଇ ବ୍ୟାଙ୍କ ଓ ଟାଟା ମେମୋରିଆଲ ସେଂଟର (ଟିଏମସି) ପକ୍ଷରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ହୋମି ଜାହାଙ୍ଗୀର ଭାବା କ୍ୟାନସର ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଂଟର (ଏଚବିସିଏଚଆରସି)ର ନୂତନ କୋଠାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ୫୫୦ କୋଟି ଟଙ୍କାରୁ ଅଧିକ ନିବେଶ…
ଇରେଡା ପକ୍ଷରୁ କ୍ୟୁଆଇପି ଜରିଆରେ ୨୦୦୫.୯୦ କୋଟି ଟଙ୍କା ହାସଲ
ଭୁବନେଶ୍ୱର: ଭାରତୀୟ ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି ଲିମିଟେଡ୍ (ଇରେଡା) ପକ୍ଷରୁ କ୍ୱାଲିଫାଏଡ୍ ଇନଷ୍ଟିଚ୍ୟୁସନ୍ସ ପ୍ଲେସ୍ମେଂଟ୍ (କ୍ୟୁଆଇପି) ଜରିଆରେ ୨୦୦୫.୯୦ କୋଟି ଟଙ୍କା ହାସଲ କରାଯାଇଛି। ସେୟାର ପିଛା ୧୬୫.୧୪ ଟଙ୍କା ହିସାବରେ ୧୨.୧୫ କୋଟି ସେୟାର ଜାରି କରି କମ୍ପାନି ଏହି ପାଣ୍ଠି…
ଟାଟା ଆସେଟ୍ ମ୍ୟାନେଜମେଣ୍ଟ ପକ୍ଷରୁ ଅଲ-ଇନ୍-ୱାନ ନିବେଶ ଆପର ଶୁଭାରମ୍ଭ
ଭୁବନେଶ୍ୱର: ଟାଟା ଆସେଟ୍ ମ୍ୟାନେଜମେଣ୍ଟ ପକ୍ଷରୁ ଏକ ଅଭିନବ ମୋବାଇଲ୍ ଆପ୍ ଶୁଭାରମ୍ଭ କରାଯାଇଛି ଯାହା ବ୍ୟବହାରକାରୀମାନଙ୍କୁ ସେମାନଙ୍କର ଆର୍ôଥକ ଜଗତର ଏକ ସମ୍ପୂର୍ଣ୍ଣ ଚିତ୍ର ଦେବା ପାଇଁ ଉଦ୍ଦିଷ୍ଟ। ବ୍ରାଣ୍ଡ୍ ପ୍ଲାଟଫର୍ମ ଅଧୀନରେ ଏହି ଆପ୍ ସରଳତା, ବୁଦ୍ଧିମତା ଏବଂ ପର୍ସନାଲାଇଜେସନକୁ…
ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ରେପୋ ସହ ଲିଙ୍କ୍ ହୋଇଥିବା ଋଣ ସୁଧ ହାର ୦.୫୦ ପ୍ରତିଶତ ହ୍ରାସ
ଭୁବନେଶ୍ୱର: ଭରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ରେପୋ ହାରରେ ହ୍ରାସ କରାଯିବା ପରେ ଭାରତର ଅନ୍ୟତମ ଅଗ୍ରଣୀ ରାଷ୍ଟ୍ରାୟତ ବ୍ୟାଙ୍କ ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ରେପୋ ଲିଙ୍କ୍ ଆଧାରିତ ସୁଧ ହାରରେ ୦.୫୦ ପ୍ରତିଶତ ହ୍ରାସ କରାଯାଇଛି। ଏହି ନିଷ୍ପତି ୨୦୨୫ ଜୁନ୍ ୭ ତାରିଖରୁ ତତ୍କାଳ ଲାଗୁ…
ବିଗ୍ ବ୍ୟାଙ୍ଗଲ ଅଫର୍ ସହ ରଜ ପର୍ବ ପାଳନ କରୁଛି ରିଲାଏନ୍ସ ଜୁଏଲ୍ସ
ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ସୁନା ଚୁଡ଼ି ବା ବ୍ୟାଙ୍ଗଲର ମେକିଙ୍ଗ ଚାର୍ଜ ଉପରେ ୫୦ ପ୍ରତିଶତ ରିହାତି ଏବଂ ହୀରା ମୂଲ୍ୟ ଓ ମେକିଙ୍ଗ ଚାର୍ଜ ଉପରେ ୩୫ ପ୍ରତିଶତ ରିହାତି
ଭୁବନେଶ୍ୱର: ଭାରତର ଅନ୍ୟତମ ସର୍ବାଧିକ ବିଶ୍ୱସନୀୟ ଜୁଏଲାରୀ ବ୍ରାଣ୍ଡ ରିଲାଏନ୍ସ ଜୁଏଲ୍ସ ସ୍ୱତନ୍ତ୍ର ପାର୍ବଣ ଅଫର!-->!-->!-->…
ଟାଟା ପାୱାର୍ର ସ୍ମାର୍ଟ ସର୍କୁଲାରିଟି କାର୍ଯ୍ୟକ୍ରମ ୫୦୦୦ କେଜି ପ୍ଲାଷ୍ଟିକ୍କୁ ମହିଳାଙ୍କ ପାଇଁ ଜୀବନଜୀବିକା…
ଭୁବନେଶ୍ୱର: ଟାଟା ପାୱାରର ଅନୋଖା ଧାଗା ସ୍ମାର୍ଟ ସର୍କୁଲାରିଟି କାର୍ଯ୍ୟକ୍ରମ ୫୦୦୦ କେଜିର ଏକକ ବ୍ୟବହାର ପ୍ଲାଷ୍ଟିକ୍ ବର୍ଜ୍ୟକୁ ଉଚ୍ଚ ଗୁଣାତ୍ମକ ମାନର, ରିସାଇକଲ୍ ଫ୍ୟାବ୍ରିକ୍ ଉତ୍ପାଦରେ ପରିଣତ କରିଛି। ଛଅଟି କେନ୍ଦ୍ରର ମହିଳାମାନଙ୍କ ନେତୃତ୍ୱାଧୀନ ଏହି ଅଭିଯାନ ପ୍ଲାଷ୍ଟିକ୍ ପ୍ରଦୂଷଣର…
ଇଣ୍ଡସଇଣ୍ଡ ବ୍ୟାଙ୍କ ପକ୍ଷରୁ ‘ଇଣ୍ଡି’ ଆପ ଜରିଆରେ ୧୫ ନିୟୁତରୁ ଅଧିକ ରିଟେଲ ବ୍ୟାଙ୍କିଂ ଗ୍ରାହକଙ୍କୁ ଉନ୍ନତ…
ଭୁବନେଶ୍ୱର: ଇଣ୍ଡସଇଣ୍ଡ ବ୍ୟାଙ୍କ ପକ୍ଷରୁ ଏହାର ସୁପର ଆପ ‘ଇଣ୍ଡି’କୁ ସମସ୍ତ ଖୁଚୁରା ରିଟେଲ ବ୍ୟାଙ୍କିଂ ଗ୍ରାହକଙ୍କ ପାଇଁ ସମ୍ପ୍ରସାରଣ କରାଯାଇଛି। ଏହି ପ୍ଲାଟଫର୍ମକୁ ୧୫ ନିୟୁତରୁ ଅଧିକ ଗ୍ରାହକ ଆସିବେ ବୋଲି ଲକ୍ଷ୍ୟ ରହିଛି। ଭବିଷ୍ୟତ ପାଇଁ ପ୍ରସ୍ତୁତ, ସୁରକ୍ଷିତ ଓ ବ୍ୟାପକ ବ୍ୟାଙ୍କିଂ…
ସର୍ବଭାରତୀୟ ଋଣ ସଚେତନତା ଅଭିଯାନର ଶୁଭାରମ୍ଭ ପାଇଁ ଟ୍ରାନ୍ସୟୁନିୟନ ସିବିଲ ଓ ସା-ଧନ ମଧ୍ୟରେ ସହଯୋଗିତା
ଭୁବନେଶ୍ୱର: ଏକ ଉତ୍ସର୍ଗୀକୃତ ଋଣ ସଚେତନତା ଅଭିଯାନ ଆରମ୍ଭ କରିବା ଲାଗି ଭାରତର ଅଗ୍ରଣୀ ସୂଚନା ଓ ତଥ୍ୟ କମ୍ପାନି ଟ୍ରାନ୍ସୟୁନିୟନ ସିବିଳ ପକ୍ଷରୁ ସା-ଧନ ସହିତ ସହଯୋଗିତା ସ୍ଥାପନ କରାଯାଇଛି। ମାଇକ୍ରୋଫାଇନାନ୍ସ ବ୍ୟବସ୍ଥାରେ ଋଣ ସାକ୍ଷରତାକୁ ବଢ଼ାଇବା ଓ ଉଚିତ ଋଣ ପ୍ରଥା ଆରମ୍ଭ କରିବା ଲାଗି…
ଆଇକସ ପକ୍ଷରୁ ଆଇପିଓ ପାଇଁ ସେବି ନିକଟରେ ଡିଆରଏଚପି ଦାଖଲ
ଭୁବନେଶ୍ୱର: ମେକ ଇନ ଇଣ୍ଡିଆ ପାଇଁ ଅଗ୍ରଣୀ କମ୍ପାନି ଆଇକସ ଲିମିଟେଡ ପକ୍ଷରୁ ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଗୋପନୀୟ ଭାବେ ଡ୍ରାଫ୍ଟ ରେଡ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ କରାଯାଇଛି। ଏନେଇ ୨୦୨୫ ଜୁନ ୩ରେ ଏକ…