Browsing Category
ବାଣିଜ୍ୟ
ଓଡ଼ିଶାରେ ଜିଓ ଦ୍ଵାରା ପାଞ୍ଚ ଲକ୍ଷରୁ ଅଧିକ ଜିଓଫାଇବର ଓ ଜିଓଏୟାରଫାଇବର ଗ୍ରାହକ ଲକ୍ଷ୍ୟ ହାସଲ
ଭୁବନେଶ୍ୱର: ଓଡ଼ିଶାରେ ଜିଓ ଏହାର ଜୟ ଯାତ୍ରାରେ ଆଉ ଏକ ନୂତନ ଅଧ୍ୟାୟ ଯୋଡି, ରାଜ୍ୟରେ ପାଞ୍ଚ ଲକ୍ଷରୁ ଅଧିକ ଜିଓଫାଇବର ଏବଂ ଜିଓଏୟାରଫାଇବର ଗ୍ରାହକ ହାସଲର ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି। ଜିଓ ଓଡ଼ିଶାରେ ଏହି ମାଇଲଖୁଣ୍ଟ ହାସଲ କରିବାରେ ପ୍ରଥମ ଏବଂ ଏକମାତ୍ର ସେବା!-->…
ବ୍ୟାଙ୍କ୍ ଅଫ୍ ବରୋଦା ପକ୍ଷରୁ ଏମ୍ଏସ୍ଏମ୍ଇ ଓ କୃଷି କ୍ଷେତ୍ରକୁ ୪୩୦୦ କୋଟି ଟଙ୍କାର କ୍ରେଡିଟ୍ ବୁଷ୍ଟ୍
ଭୁବନେଶ୍ୱର: ପ୍ରତି ବର୍ଷ ଜୁନ୍ ୨୭ରେ ପାଳିତ ହେଉଥିବା ବିଶ୍ୱ ଏମ୍ଏସ୍ଏମ୍ଇ ଦିବସ ଅବସରରେ ଭାରତର ପ୍ରମୁଖ ସରକାରୀ ବ୍ୟାଙ୍କ ଗୁଡ଼ିକ ମଧ୍ୟରୁ ଗୋଟିଏ ବ୍ୟାଙ୍କ ଅଫ୍ ବରୋଦା, ଏମ୍ଏସ୍ଏମ୍ଇ ଓ କୃଷିଭଳି ପ୍ରାଥମିକତା କ୍ଷେତ୍ର ଉପରେ ଧ୍ୟାନ ଦେଇ ଓଡ଼ିଶାରେ ଅର୍ନ୍ତଭୁକ୍ତିମୂଳକ ଅଭିବୃଦ୍ଧି…
ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ଓଡ଼ିଶାର ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କୁ ସହାୟତା ପ୍ରଦାନ
ଭୁବନେଶ୍ୱର: ଦେଶର ଅଗ୍ରଣୀ ରାଷ୍ଟ୍ରାୟତ ବ୍ୟାଙ୍କ-ବ୍ୟାଙ୍କ ଅଫ ବରୋଦା ପକ୍ଷରୁ ଓଡ଼ିଶାର ପୁରୀ ରଥଯାତ୍ରାରେ ଅଂଶଗ୍ରହଣ କରୁଥିବା ଶ୍ରଦ୍ଧାଳୁମାନଙ୍କୁ ସହାୟତା ପ୍ରଦାନ କରାଯାଇଛି ଯାହା ଏହି ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସମୟରେ ଭକ୍ତଙ୍କ ପାଇଁ ଏକ ସୁରକ୍ଷିତ ଓ…
ଓମ୍ନିଟେକ୍ ଇଞ୍ଜିନିୟରିଂ ଲିମିଟେଡ୍ ପକ୍ଷରୁ ୮୫୦ କୋଟିର ଆଇପିଓ ପାଇଁ ସେବି ନିକଟରେ ଡିଆର୍ଏଚ୍ପି ଦାଖଲ
ଭୁବନେଶ୍ୱର: ପ୍ରେସିସନ୍ ଇଞ୍ଜିିନିୟରିଂ ଉପାଦାନ ନିର୍ମାତା ଓମ୍ନିଟେକ୍ ଇଞ୍ଜିନିୟରିଂ ଲିମିଟେଡ୍ ପକ୍ଷରୁ ୮୫୦ କୋଟି ଟଙ୍କାର ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସ୍ପେକ୍ଟସ୍ (ଡିଆର୍ଏଚ୍ପି) ଦାଖଲ…
ଲୌରିଜ୍ ନୁଡ୍ସେନ୍ ଇଲେକ୍ଟ୍ରିକାଲ୍ ଆଣ୍ଡ୍ ଅଟୋମେସନ୍ ପକ୍ଷରୁ ନୂଆ ଉତ୍ପାଦ ପୋର୍ଟଫୋଲିଓ ଉନ୍ମୋଚିତ
ଭୁବନେଶ୍ୱର: ଭାରତୀୟ ଇଲେକ୍ଟ୍ରିକ୍ାଲ ଓ ଅଟୋମେସନ୍ କ୍ଷେତ୍ରର ଅଗ୍ରଣୀ ସଂସ୍ଥା ଲୌରିଜ୍ ନୁଡ୍ସେନ୍ ଇଲେକ୍ଟ୍ରିକାଲ୍ ଆଣ୍ଡ୍ ଅଟୋମେସନ୍ ପକ୍ଷରୁ ଭାରତର ପ୍ରମୁଖ ଶିଳ୍ପ କ୍ଲଷ୍ଟର୍ ଓ ଅଭିବୃଦ୍ଧି କରିଡର୍ଗୁଡ଼ିକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ସର୍ବବୃହତ ଉତ୍ପାଦ ପୋର୍ଟଫୋଲିଓର ଶୁଭାରମ୍ଭ…
ଏସବିଆଇ ଜେନେରାଲ ଇନସ୍ୟୁରାନ୍ସର ଗାଡ଼ି ବୀମା ସହ ମୌସୁମୀ ଋତୁରେ ଚିନ୍ତାମୁକ୍ତ ଭାବେ ଗାଡ଼ି ଚଲାନ୍ତୁ
ଭୁବନେଶ୍ୱର: ମୌସୁମୀ ଋତୁ ଗରମରୁ ଆଶ୍ୱସ୍ତି ପ୍ରଦାନ କରିଥିବା ବେଳେ ଗାଡ଼ି ମାଲିକମାନଙ୍କ ପାଇଁ ଆହ୍ୱାନ ଆଣିଛି। ରାସ୍ତାରେ ପାଣି ଜମିବା, ଅପ୍ରତ୍ୟାଶିତ ବନ୍ୟା, ଖସଡ଼ା ସଡ଼କ ଏବଂ ରାସ୍ତା ଠିକ ଭାବେ ଦେଖା ନଯିବା ଭଳି ସମସ୍ୟା ପାଇଁ ଗାଡ଼ି ଚାଳନା ବିପଦପୂର୍ଣ୍ଣ ହୋଇଛି। ସେହି ସମସ୍ୟାକୁ…
ଜେଏସ୍ଡବ୍ଲ୍ୟୁ ପେଂଟ୍ସ ପକ୍ଷରୁ ଆକ୍ଜୋ ନୋବେଲ୍ ଇଣ୍ଡିଆକୁ ଅଧିଗ୍ରହଣ କରିବା ପାଇଁ ରାଜିନାମା ସ୍ୱାକ୍ଷରିତ
ଭୁବନେଶ୍ୱର: ଜେଏସ୍ଡବ୍ଲୁ ପେଂଟସ୍ ପକ୍ଷରୁ ଆକ୍ଜୋ ନୋବେଲ୍ ଏନ୍ଭି ଓ ଏହାର ସହଯୋଗୀଙ୍କଠାରୁ ୮୯୮୬ କୋଟି ଟଙ୍କାର ସେୟାର କ୍ରୟ ରାଜିନାମା ଅଧୀନରେ ଆକ୍ଜୋ ନୋବେଲ୍ ଇଣ୍ଡିଆ ଲିମିଟେଡ୍ (ଏଏନ୍ଆଇଏଲ୍)ର ୭୪.୭୬% ଅଂଶଧନ ଅଧିଗ୍ରହଣ କରିବା ଲାଗି ରାଜିନାମା ସ୍ୱାକ୍ଷର କରାଯାଇଛି। ଏହି…
ସୋନି ଇଣ୍ଡିଆ ପକ୍ଷରୁ ପରବର୍ତୀ ପିଢ଼ିର ବ୍ରାଭିଆ ୫ ଉନ୍ମୋଚନ ସହ ବ୍ରାଭିଆ ସିରିଜର ସମ୍ପ୍ରସାରଣ
ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ବହୁ ପ୍ରତିକ୍ଷୀତ ବ୍ରାଭିଆ ସିରିଜର ଟିଭି ବ୍ରାଭିଆ ୫କୁ ଉନ୍ମୋଚନ କରାଯାଇଛି। ଏହା ଦ୍ୱାରା ବ୍ରାଭିଆ ଟିଭି ବର୍ଗମାଳାର ସମ୍ପ୍ରସାରଣ ହୋଇଛି। ଗୃହ ମନୋରଂଜନରେ ରୂପାନ୍ତରଣ ଆଣିବା ପାଇଁ ପ୍ରସ୍ତୁତ କରାଯାଇଥିବା ଏହି ଟିଭି ଏଭଳି ଟିଭି ଦେଖିବା ଅନୁଭୂତି…
ଟାଟା ଷ୍ଟିଲ୍ ପକ୍ଷରୁ ଏହାର ବିବିଧତା ଓ ଅର୍ନ୍ତଭୁକ୍ତୀକରଣ ଅଭିଯାନ ‘ମୋଜାଇକ୍’ର ଏକ ଦଶଦ୍ଧି ପାଳନ
ଭୁବନେଶ୍ୱର, ୨୭/୦୬/୨୦୨୫: ଟାଟା ଷ୍ଟିଲ୍ ପକ୍ଷରୁ ୨୦୧୫ରେ ଶୁଭାରମ୍ଭ କରାଯାଇଥିବା ଏହାର ବିବିଧତା ଏବଂ ଅନ୍ତର୍ଭୁକ୍ତୀକରଣ ଅଭିଯାନ 'ମୋଜାଇକ୍’ (ଏମ୍ଓଏସ୍ଏଆଇସି)ର ଏକ ଦଶନ୍ଧି ପାଳନ କରାଯାଇଛି। ଚଳିତ ବର୍ଷ କମ୍ପାନି ପ୍ରାଇଡ୍ ବା ଗର୍ବ ମାସ ଭାବେ ଏହାକୁ ପାଳନ କରୁଛି, ଯାହା ଏକ ଅଧିକ…
ଟିପିସିଓଡିଏଲ୍ ପକ୍ଷରୁ ରଥଯାତ୍ରା ୨୦୨୫ ପାଇଁ ସୁରକ୍ଷିତ ଓ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ
ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍) ପୁରୀରେ ରଥଯାତ୍ରା ୨୦୨୫ ସମୟରେ ଏକ ସୁରକ୍ଷିତ ଓ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ବ୍ୟାପକ ସୁରକ୍ଷା ଓ ଭିର୍ତ୍ତିଭୂମି ପ୍ରସ୍ତୁତି…