Browsing Category
ବାଣିଜ୍ୟ
ବଜାଜ ଫାଇନାନ୍ସ ପକ୍ଷରୁ ଓଡ଼ିଶାର ଭୁବନେଶ୍ୱରରେ ସାଇବର ନିରାପତା ସଚେତନତା ଅଭିଯାନ “ନକଆଉଟ୍ ଡିଜିଟାଲ୍ ଠକେଇ” ଆୟୋଜିତ
ଭୁବନେଶ୍ୱରରେ ଚାଲିଥିବା ଏହି ସଚେତନତା ଅଭିଯାନଟି ବଜାଜ୍ ଫାଇନାନ୍ସର ୧୦୦ଟି ସହରର ସାଇବର ସୁରକ୍ଷା କାର୍ଯ୍ୟକ୍ରମର ଏକ ଅଂଶ, ଯାହା ସାଇବର ଠକେଇର ବିଭିନ୍ନ ପ୍ରକାର ଦିଗ ବିଷୟରେ ସଚେତନ ହେବା ସହ ବ୍ୟକ୍ତିଗତ ଅର୍ଥକୁ ଠକେଇ ଠାରୁ କିପରି ସୁରକ୍ଷିତ ରଖିବା ବିଷୟରେ ସୂଚନା ଦେବାକୁ…
ମୋସନ ଏଜୁକେସନ ପକ୍ଷରୁ ୨୦୦ କୋଟି ଟଙ୍କାର ଶିକ୍ଷାବୃତ୍ତିର ଶୁଭାରମ୍ଭ, ଭାରତର ଶ୍ରେଷ୍ଠ ଛାତ୍ରଛାତ୍ରୀ ଅନ୍ୱେଷଣ ପାଇଁ…
ଭୁବନେଶ୍ୱର: ନିତୀନ ବିଜୟଙ୍କ ଦ୍ୱାରା ପରିଚାଳିତ ମୋସନ ଏଜୁକେସନ୍ ପକ୍ଷରୁ ମୋସନ ପ୍ରତିଭା ଅନ୍ୱେଷଣ ପରୀକ୍ଷା (ଏମ୍ଟିଏସ୍ଇ) ଘୋଷଣା କରାଯାଇଛି। ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ (ବିଜ୍ଞାନ) ପର୍ଯ୍ୟନ୍ତର ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା ଦେଇପାରିବେ ଓ ନିଜ ପ୍ରତିଭା ପ୍ରଦର୍ଶନ କରିବାକୁ ସେମାନେ…
ମୌସୁମୀ ଋତୁର ମୁକାବିଲା ପାଇଁ ଟିପିଏସ୍ଓଡିଏଲ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି
-- ଛଅଟି ସର୍କଲରେ ୫୯୨୫ ଜଣିଆ ସ୍ବତନ୍ତ୍ର ଟିମ୍ ନିୟୋଜିତ-- ବିଭିନ୍ନ ସ୍ଥାନରେ ଜରୁରୀକାଳୀନ ସାମଗ୍ରୀ ଏବଂ ଉପକରଣ ମହଜୁଦ-- ତ୍ୱରିତ ପଦକ୍ଷେପ ପାଇଁ ଛଅଟି ଭ୍ରାମ୍ୟମାଣ ସବଷ୍ଟେସନ ଏବଂ ଦୁଇଟି ଟାୱାର ୱାଗନ ମୁତୟନ-- ୧୧ କେଭି ଏବଂ ୩୩ କେଭି ଲାଇନର ଡ୍ରୋନ୍ ସର୍ଭେ-- ଭରସାଯୋଗ୍ୟ ବିଜୁଳି!-->…
ଜିଓ ଫାଇନାନ୍ସିଆଲ୍ ଏବଂ ଆଲିଆଞ୍ଜ୍ ପୁନର୍ବୀମା କ୍ଷେତ୍ରରେ ପ୍ରବେଶ କରିବେ
ମୁମ୍ବାଇ : ଜିଓ ଫାଇନାନ୍ସିଆଲ୍ ସର୍ଭିସେସ୍ ଲିମିଟେଡ୍ (ଜେଏଫଏସଏଲ) ଏବଂ ଆଲିଆଞ୍ଜ୍ ଗ୍ରୁପ୍ (ଆଲିଆଞ୍ଜ)ର ଏକ ସହାୟକ କମ୍ପାନୀ ଆଲିଆଞ୍ଜ୍ ୟୁରୋପ ବି.ଭି. ଭାରତୀୟ ବୀମା ବଜାରରେ ପ୍ରବେଶ କରିବା ପାଇଁ ଏକ ୫୦:୫୦ ଅନୁପାତରେ ଘରୋଇ ପୁନଃବୀମା ମିଳିତ ଉଦ୍ୟୋଗ ଗଠନ ଘୋଷଣା କରିଛନ୍ତି। ଏଥିପାଇଁ!-->…
ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସ୍କମ୍ ଦ୍ୱାରା ୪୦୦୦୦ ନୂତନ ଟ୍ରାନ୍ସଫର୍ମର ସ୍ଥାପନ
ଭୁବନେଶ୍ୱର: ଗତ ପାଂଚ ବର୍ଷ ଧରି ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସ୍କମ୍ଗୁଡ଼ିକ ପକ୍ଷରୁ ରାଜ୍ୟର ବିଦ୍ୟୁତ୍ ବଂଟନ କ୍ଷେତ୍ରରେ ଉଲ୍ଲେଖନୀୟ ରୂପାନ୍ତରଣ କରାଯାଇ ଶକ୍ତି ଭରସାଯୋଗ୍ୟତା, ସମସ୍ତଙ୍କ ପାଖରେ ବିଦ୍ୟୁତ୍ ପହଂଚାଇବା ଓ ଭବିଷ୍ୟତ ପାଇଁ ପ୍ରସ୍ତୁତ ଭିର୍ତିଭୂମି ପାଇଁ ଦୃଢ଼ ମୂଳଦୁଆ…
ସିଲଭରଟନ ଇଣ୍ଡଷ୍ଟ୍ରିଜ ଲିମିଟେଡ ପକ୍ଷରୁ ସେବି ନିକଟରେ ଡିଆରଏଚପି ଦାଖଲ
ଭୁବନେଶ୍ୱର: ପରିବେଶ ମିତବ୍ୟୟୀ କାଗଜ ଉତ୍ପାଦନ ଓ ବିପଣନ କରୁଥିବା ସଂସ୍ଥା ସିଲଭରଟନ ଇଣ୍ଡଷ୍ଟ୍ରିଜ ଲିମିଟେଡ୍ ପକ୍ଷରୁ ଲିଖନ ଓ ଛାପା କାଗଜ, କ୍ରାଫ୍ଟ କାଗଜ, କପଷ୍ଟକ କାଗଜ ଏବଂ ଅନ୍ୟାନ୍ୟ ସ୍ୱତନ୍ତ୍ର ଧରଣର କାଗଜ ପ୍ରସ୍ତୁତ କରାଯାଉଛି। କମ୍ପାନିର କାଗଜ ଉତ୍ପାଦଗୁଡ଼ିକ ରିଟେଲ୍, କର୍ପୋରେଟ,…
ଟିପିସିଓଡିଏଲ୍ ପକ୍ଷରୁ ଏସ୍ବିଆଇ ଓ ରେଜରପେ ସହଯୋଗରେ ଡିଜିଟାଲ ପେମେଂଟ ଅଭିଯାନର ଶୁଭାରମ୍ଭ
ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିସିଓଡିଏଲ୍) ପକ୍ଷରୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ) ଓ ରେଜରପେ ସହଯୋଗରେ ଏକ ଡିଜିଟାଲ ପେମେଂଟ ଅଭିଯାନର ଶୁଭାରମ୍ଭ କରାଯାଇଛି। ଡିଜିଟାଲ ଫ୍ଲାଟ୍ଫର୍ମ ସହ ଭଲ…
ଭାରତୀ ଆକ୍ସା ଲାଇଫ୍ ଇନ୍ସ୍ୟୁରାନ୍ସ ପକ୍ଷରୁ “ଗ୍ୟାରେଟେଂଡ୍ ବଚତ୍ ପ୍ଲାନ୍”ର ଶୁଭାରମ୍ଭ
ଭୁବନେଶ୍ୱର: ଭାରତର ଅଗ୍ରଣୀ ଘରୋଇ ଜୀବନ ବୀମା କମ୍ପାନି ଭାରତୀ ଆକ୍ସା ଲାଇଫ୍ ଇନ୍ସ୍ୟୁରାନ୍ସ ପକ୍ଷରୁ ନୂଆ “ଭାରତୀ ଆକ୍ସା ଲାଇଫ୍ ଗ୍ୟାରେଟେଂଡ୍ ବଚତ୍ ପ୍ଲାନ୍”ର ଶୁଭାରମ୍ଭ କରାଯାଇଛି। ନିଜ ପରିବାରର ସୁରକ୍ଷା ସହିତ ସଂଚୟ ଗଠନ କରିବା ପାଇଁ ସରଳ ତଥା ଭରସାଯୋଗ୍ୟ ସମାଧାନ…
ଆସନ୍ତା ଶୁକ୍ରବାର ଦିନ ଆମର ଦେୟମୁକ୍ତ ଗ୍ରାହକ ଯୋଗାଯୋଗ ନମ୍ବର ସାମୟିକ ସମୟ ପାଇଁ ବନ୍ଦ ରହିବ: ଟିପିଡବ୍ଲୁଓଡିଏଲ୍
ବୁର୍ଲା, ଜୁଲାଇ ୧୬, ୨୦୨୫: ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ଜନସାଧାରଣ ତଥା ସମସ୍ତ ବିଦ୍ୟୁତ୍ ଗ୍ରାହକଙ୍କୁ ଜଣାଇ ଦିଆଯାଉଅଛି ଯେ, ଆମର ଗ୍ରାହକ ଯୋଗାଯୋଗ କେନ୍ଦ୍ରର ଆଧୁନିକୀକରଣ କାର୍ଯ୍ୟ ନିମନ୍ତେ ଆମର ଦେୟମୁକ୍ତ ଗ୍ରାହକ ଯୋଗାଯୋଗ ନମ୍ବର…
ମୌସୁମୀ ମୁକାବିଲା ପାଇଁ ଟିପିଏନଓଡିଏଲର ପ୍ରସ୍ତୁତି
ବାଲେଶ୍ଵର, 15।7 : ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ) ପକ୍ଷରୁ ମୌସୁମୀ ବର୍ଷା ପ୍ରସ୍ତୁତି ଅଭିଯାନର ପଦକ୍ଷେପ ସ୍ୱରୂପ ବିଭିନ୍ନ ବୈଦ୍ୟୁତିକ ସୁରକ୍ଷା ପଦକ୍ଷେପ ପ୍ରତି ଗୁରୁତ୍ଵ ଦିଆଯାଇଛି। ମୌସୁମୀ…