Browsing Category

ବାଣିଜ୍ୟ

ଟିପିସିଓଡିଏଲ୍ ପକ୍ଷରୁ ମୌସୁମୀ ଋତୁରେ ବିଦ୍ୟୁତ୍ ସୁରକ୍ଷା ନିୟମ ପାଳନ କରି ସୁରକ୍ଷିତ ରହିବା ପାଇଁ ଗ୍ରାହକମାନଙ୍କୁ…

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ମୌସୁମୀ ଋୁତୁ ଲାଗି ପ୍ରସ୍ତୁତ ରହିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ବଜାୟ ରଖିବା ଏବଂ ବର୍ଷା…

ବ୍ରିଗେଡ ହୋଟେଲ ଭେଂଚର୍ସ ଲିମିଟେଡର ଇନିସିଆଲ ପବ୍ଲିକ ଅଫରିଂ ୨୦୨୫ ଜୁଲାଇ ୨୪ ଗୁରୁବାର ଖୋଲିବ

ଭୁବନେଶ୍ୱର: ବ୍ରିଗେଡ ହୋଟେଲ ଭେଂଚର୍ସ ଲିମିଟେଡ (ବିଇଏଲ)ର ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ୨୦୨୫ ଜୁଲାଇ ୨୪ ଗୁରୁବାର ଦିନ ଖୋଲିବ। ଆଙ୍କର ନିବେଶକମାନେ ଗୋଟିଏ କାର୍ଯ୍ୟ ଦିବସ ପୂର୍ବରୁ ୨୦୨୫ ଜୁଲାଇ ୨୩, ବୁଧବାର ଦିନ ବିଡ ଦାଖଲ କରିପାରିବେ। ବିଡ ଦାଖଲ କରିବାର ଶେଷ ଦିବସ ହେଉଛି ୨୦୨୫…

ମୋଦିକେୟାର୍‌ର ୫ ଶ୍ରେଷ୍ଠ ସେଲ୍‌ଫ-କେୟାର ଡେ’ ସମାଧାନ

ଭୁବନେଶ୍ୱର: ନିଜର ଯତ୍ନ ନେବା ଏକ ଉତ୍ତମ ମାନସିକତା। ଏଥିପାଇଁ ମୋଦିକେୟାରର ଅର୍ବାନ କଲର ଲଣ୍ଡନ୍ ପକ୍ଷରୁ ଅଣାଯାଇଥିବା ସେଲ୍‌ଫ-କେୟାର ଡେ’ ଉଚ୍ଚ ପ୍ରଦର୍ଶନକାରୀ ଓ ଚର୍ମକୁ ସୁହାଉଥିବା ଫର୍ମୁଲା ଯାହା ଆପଣଙ୍କ ଲୁକ୍‌କୁ ବଢ଼ାଇବ ଓ ଚର୍ମର ଯତ୍ନ ନେବ। ଏଥିରେ ସନ୍‌ସ୍କ୍ରିନ୍‌ଠାରୁ ଆରମ୍ଭ କରି…

ଏସବିଆଇକୁ ଗ୍ଲୋବାଲ ଫାଇନାନ୍ସ ପକ୍ଷରୁ ୨୦୨୫ ପାଇଁ ‘ବିଶ୍ୱର ଶ୍ରେଷ୍ଠ ଉପଭୋକ୍ତା ବ୍ୟାଙ୍କ’ମାନ୍ୟତା

ଭୁବନେଶ୍ୱର: ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କକୁ ଗ୍ଲୋବାଲ ଫାଇନାନ୍ସ ପତ୍ରିକା ପକ୍ଷରୁ ୨୦୨୫ ପାଇଁ ବିଶ୍ୱର ଶ୍ରେଷ୍ଠ ଉପଭୋକ୍ତା ବ୍ୟାଙ୍କ ମାନ୍ୟତା ପ୍ରଦାନ କରାଯାଇଛି। ସାରା ବିଶ୍ୱର କର୍ପୋରେଟ ଫାଇନାନ୍ସ ଏକଜିକ୍ୟୁଟିଭ, ଆନାଲିଷ୍ଟ ଓ ବ୍ୟାଙ୍କରମାନଙ୍କଠାରୁ ମିଳିଥିବା…

ଜିଏନଜି ଇଲେକ୍ଟୋନିକ୍ସ ଲିମିଟେଡର ଇନିସିଆଲ୍ ପବ୍ଲିକ୍ ଅପରିଂ ୨୦୨୫ ଜୁଲାଇ ୨୩, ବୁଧବାର ଖୋଲିବ

ଭୁବନେଶ୍ୱର: ଜିଏନଜି ଇଲେକ୍ଟ୍ରୋନିକ୍ସ ଲିମିଟେଡର ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ୨୦୨୫ ଜୁଲାଇ ୨୩ ବୁଧବାର ଦିନ ଖୋଲିବ। ଆଙ୍କର ନିବେଶକମାନେ ବିଡ୍ ଖୋଲିବାର ଗୋଟିଏ ଦିନ ପୂର୍ବରୁ ୨୦୨୫ ଜୁଲାଇ ୨୨, ମଙ୍ଗଳବାର ବିଡ୍ ଦାଖଲ କରିପାରିବେ। ଏହି ବିଡ୍ ୨୦୨୫ ଜୁଲାଇ ୨୫, ଶୁକ୍ରବାର ବନ୍ଦ ହେବ।…

ଇଣ୍ଡିକ୍ୟୁବ ସ୍ପେସେସ ଲିମିଟେଡର ଇନିସିଆଲ ପବ୍ଲିକ ଅଫରିଂ ୨୦୨୫ ଜୁଲାଇ ୨୩ ବୁଧବାର ଖୋଲିବ

ଭୁବନେଶ୍ୱର: ଇଣ୍ଡିକ୍ୟୁବ ସ୍ପେସେସ ଲିମିଟେଡର ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ୨୦୨୫ ଜୁଲାଇ ୨୩ ବୁଧବାର ଦିନ ଖୋଲିବ। ଆଙ୍କର ନିବେଶକମାନେ ଇସ୍ୟୁର ଗୋଟିଏ କାର୍ଯ୍ୟଦିବସ ପୂର୍ବରୁ ୨୦୨୫ ଜୁଲାଇ ୨୨, ମଙ୍ଗଳବାର ଦିନ ବିଡ ଦାଖଲ କରିପାରିବେ। ବିଡ ଦାଖଲ କରିବାର ଶେଷ ତାରିଖ ହେଉଛି ୨୦୨୫ ଜୁଲାଇ…

ଆଦାନୀ ପୋର୍ଟସ ଏବଂ ଏସ୍ଇଜେଡ୍ ପକ୍ଷରୁ ‘କନେକ୍ଟ ୨.୦’ ଆୟୋଜିତ

ଭୁବନେଶ୍ୱର, ୨୧.୦୭.୨୦୨୫: ପୂର୍ବ ଭାରତର ଅଗ୍ରଣୀ ବନ୍ଦର ଲଜିଷ୍ଟିକ୍ସ କମ୍ପାନୀ, ଆଦାନୀ ପୋର୍ଟସ ଏବଂ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ (ଏପିଏସ୍ଇଜେଡ୍) ପକ୍ଷରୁ ‘କନେକ୍ଟ ୨.୦’ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ‘ଟୁଗେଦର୍ସ ଟୁୱାର୍ଡସ ଟୁମୋରୋ’ ଶୀର୍ଷକ ଉପରେ ପର୍ଯ୍ୟବେଷିତ ଥିଲା ।

ଆରୋମା ମ୍ୟାଜିକ୍ ବର୍ତମାନ ଏକ ନୂତନ ରୂପରେ

ଭୁବନେଶ୍ୱର, ଜୁଲାଇ ୧୫, ୨୦୨୫( ବ୍ୟୁରୋ) : ଭାରତର ଅଗ୍ରଣୀ ଆରୋମାଥେରାପି କମ୍ପାନୀ ବ୍ଲୋସମ କୋଚର ଆରୋମାମ୍ୟାଜିକ୍ ଗର୍ବର ସହ ଏହାର ଆଇକନିକ୍ ରେଞ୍ଜର ଏସେନ୍ସିଆଲ ଅଏଲର ପୁନଃ ଶୁଭାରମ୍ଭ ଘୋଷଣା କରିଛି, ଯାହା ବର୍ତମାନ ଏକନୂତନ, ସୁନ୍ଦର ଅବତାରରେ ଉପସ୍ଥାପିତ ହୋଇଛି । ଆଜି ଭୁବନେଶ୍ୱରରେ ଏକ

ଟିଭିଏସ୍ ମୋଟର୍ କମ୍ପାନି ପକ୍ଷରୁ ୨୦୨୫ ଟିଭିଏସ୍ ଆପାଚି ଆର୍‌ଟିଆର୍ ୩୧୦ ଉନ୍ମୋଚିତ

ଭୁବନେଶ୍ୱର: ଚାରି ଦଶନ୍ଧି ଧରି ରେସିଂ ପରମ୍ପରାକୁ ନେଇ ଦୁଇଚକିଆ ଓ ତିନିଚକିଆ ଯାନର ଅଗ୍ରଣୀ ସଂସ୍ଥା ଟିଭିଏସ ମୋଟର କମ୍ପାନି ପକ୍ଷରୁ ୨୦୨୫ ଟିଭିଏସ୍ ଆପାଚି ଆର୍‌ଟିଆର୍ ୩୧୦କୁ ଉନ୍ମୋଚନ କରାଯାଇଛି। ଚାଳକ-ପ୍ରଥମ ମାନସିକତା ଓ ପ୍ରଦର୍ଶନକୁ ନେଇ ପ୍ରସ୍ତୁତ କରାଯାଇଥିବା ଏହି ମଡେଲ୍‌ରେ…

ଟିସିଏସ ପକ୍ଷରୁ ଏମଆଇଟି ସ୍ଲୋଆନ ମ୍ୟାନେଜମେଂଟ ରିଭ୍ୟୁ ସହଯୋଗରେ ନୂଆ ଗବେଷଣା ସିରିଜର ଶୁଭାରମ୍ଭ

ଭୁବନେଶ୍ୱର: ବିଶ୍ୱର ଅଗ୍ରଣୀ ଆଇଟି ସେବା, କନସଲ୍ଟିଂ ଓ ବ୍ୟବସାୟ ସମାଧାନ କମ୍ପାନି ଟାଟା କନସଲଟାନ୍ସି ସର୍ଭିସେସ (ଟିସିଏସ) ପକ୍ଷରୁ ଏମଆଇଟି ସ୍ଲୋଆନ ମ୍ୟାନେଜମେଂଟ ରିଭ୍ୟୁ ସହଯୋଗରେ ବୃହତ୍ ସଂସ୍ଥାରେ ମାନବ ଓ ଏଆଇ ସହଯୋଗିତାର ପରବର୍ତୀ ପର୍ଯ୍ୟାୟର ଅନ୍ୱେଷଣ କରିବା ପାଇଁ ନୂଆ ଗବେଷଣା…