Browsing Category
ବାଣିଜ୍ୟ
ସବିତା ଅଏଲ ଟେକ୍ନୋଲୋଜିସ ପକ୍ଷରୁ ମହିନ୍ଦ୍ରା ଗ୍ରୁପ ସହ ଦୁଇ ଦଶନ୍ଧି ସହଯୋଗିତାର ସମ୍ପ୍ରସାରଣ
ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ଲୁବ୍ରିକ୍ୟାଂଟ ନିର୍ମାତା ସବିତା ଅଏଲ ଟେକ୍ନୋଲୋଜିସ ଲିମିଟେଡ (ଏସଓଟିଏଲ) ପକ୍ଷରୁ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଫାର୍ମ ଇକ୍ୱିପମେଂଟ ବିଜନେସ (ମହିନ୍ଦ୍ରା ଟ୍ରାକ୍ଟର୍ସ) ସହ ଏକ ବହୁବର୍ଷୀୟ ରାଜିନାମା ସ୍ୱାକ୍ଷର କରାଯାଇଛି। ଏଥି ସହିତ ଦୁଇ…
ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ କାର୍ ଋଣ ସୁଧ ହାର ୦.୩୦% ହ୍ରାସ ପାଇ ବାର୍ଷିକ ୭.୬୦% ହୋଇଛି
ଭୁବନେଶ୍ୱର: ଭାରତର ଅନ୍ତର୍ଜାତୀୟ ବ୍ୟାଙ୍କ-ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ଏହାର କାର୍ ଋଣ ସୁଧ ହାରରେ ତତ୍କାଳ ୦.୩୦ ପ୍ରତିଶତ ହ୍ରାସ କରାଯାଇଛି। ବ୍ୟାଙ୍କର ଫ୍ଲୋଟିଂ ସୁଧ ହାର ଏବେ ବାର୍ଷିକ ୭.୯୦ ପ୍ରତିଶତରୁ ୦.୩୦ ପ୍ରତିଶତ ହ୍ରାସ ପାଇ ୭.୬୦ ପ୍ରତିଶତ ହୋଇଛି। ବ୍ୟାଙ୍କ ପକ୍ଷରୁ ବରୋଦା…
ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି ରେ କୃତ୍ରିମ ବୁଦ୍ଧିମତ୍ତା-ଆଧାରିତ ଲୋକନୀତି ଉପେର ମାନବ ସମ୍ପଦ ସମ୍ମିଳନୀ ଆୟୋଜିତ
ଭୁବେନଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି (ବିଜିୟୁ) ରେ “କୃତ୍ରିମ ବୁଦ୍ଧିମତ୍ତା-ଚାଳିତ ଲୋକନୀତି: ପ୍ରଯୁକ୍ତି ଓ ସମେବଦନାର ସମତୁଳନ” ବିଷୟେର ଏକ ଗରିମାମୟ ମାନବ ସମ୍ପଦ ସମ୍ମିଳନୀ ଅୋୟାଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମେର ଶିଳ୍ପ ଓ ଶିକ୍ଷାଜଗତର ଶୀଷର୍ସ୍ଥ ବ୍ୟକ୍ତିତ୍ୱମୋନ ଅଂଶଗ୍ରହଣ…
‘ସିଆଇଆଇ ସମ୍ବଲପୁର ଇନିସିଏଟିଭ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
ସମ୍ବଲପୁର: ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ପକ୍ଷରୁ ସମ୍ବଲପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଏକାଧିକ ପରିବର୍ତନଶୀଳ ପଦକ୍ଷେପର ଶୁଭାରମ୍ଭ କରାଯାଇଛି ଯାହା ପଶ୍ଚିମ ଓଡିଶାରେ ଶିକ୍ଷା, ଦକ୍ଷତା, ଉଦ୍ୟୋଗିକତା ଓ ବଜାର-ପରିଚାଳିତ କୃଷି ବିକାଶକୁ ସୁଦୃଢ କରିବାକୁ ଲକ୍ଷ୍ୟ ରଖିଛି । ଏହି…
ଡିଜିଟାଲ୍ ପେମେଣ୍ଟକୁ ପ୍ରୋତ୍ସାହନ: ‘ବିଲ୍ ପେ’ ଆଣ୍ଡ୍ ଉଇନ୍’ ଯୋଜନାରେ ଟିପିସିଓଡିଏଲ୍ର ୫୦୦ ଭାଗ୍ୟଶାଳୀ ଉପଭୋକ୍ତା…
ଭୁବନେଶ୍ୱର, ୧୫ ଫେବୃଆରୀ, ୨୦୨୬: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍), ପକ୍ଷରୁ ଠିକ୍ ସମୟରେ ବିଜୁଳି ବିଲ୍ ପୈଠ କରିବା ଏବଂ ଡିଜିଟାଲ୍ କାରବାରକୁ ବୃଦ୍ଧି କରିବା ପାଇଁ ‘ବିଲ୍ ପେ’ ଆଣ୍ଡ୍ ଉଇନ୍’…
ସମ୍ବଲପୁରରେ ‘ହୀରାକୁଦ ଇଣ୍ଟରନ୍ୟାସନାଲ ହାଫ୍ ମାରାଥନ୍’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
ହୀରାକୁଦ/ସମ୍ବଲପୁର, ଫେବୃୟାରୀ ୧୫ – ଭାରତ ୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ, ଆମକୁ ୨୦୨୬ରୁ ହିଁ ଏପରି ପ୍ରୟାସ କରିବାକୁ ହେବ ଯେପରି ସମ୍ବଲପୁର ଏବଂ ଓଡ଼ିଶାର ପ୍ରତିଭାବାନ ପିଲାମାନେ ବିଶ୍ୱସ୍ତରରେ ମେଡାଲ ଜିତିବେ । ରବିବାର ସମ୍ବଲପୁରର ଐତିହାସିକ…
ଜିଓ ସମେତ ୧୦ଟି ଦେଶର ୧୫ଟି ପ୍ରମୁଖ ଟେକ୍ କମ୍ପାନୀ ଗଠନ କଲେ “ଟ୍ରଷ୍ଟେଡ୍ ଟେକ୍ ଆଲାଏନ୍ସ”
ମ୍ୟୁନିଚ୍, ଫେବୃଆରୀ ୧୪, ୨୦୨୬: ଆଫ୍ରିକା, ଏସିଆ, ୟୁରୋପ ଏବଂ ଉତ୍ତର ଆମେରିକାର ପନ୍ଦରଟି ପ୍ରମୁଖ ଟେକ୍ନୋଲୋଜି କମ୍ପାନୀ "ଟ୍ରଷ୍ଟେଡ୍ ଟେକ୍ ଆଲାଏନ୍ସ" (ଟିଟିଏ) ଗଠନ ଘୋଷଣା କରିଛନ୍ତି। ଏହା ସମାନ ଚିନ୍ତାଧାରା ରହିଥିବା ବିଶ୍ୱସ୍ତରୀୟ ପ୍ରଯୁକ୍ତିବିଦ୍ୟା ପ୍ରଦାନକାରୀଙ୍କ ଏକ ଗୋଷ୍ଠୀ…
Maha Shivratri 2026 : ସବୁ ଦୁଃଖ ହେବ ଦୂର: ଜାଣନ୍ତୁ ମହାଦେବଙ୍କ ୩ଟି ଶକ୍ତିଶାଳୀ ମନ୍ତ୍ର, ଯାହା ବଦଳାଇ ଦେବ…
ଭୁବନେଶ୍ୱର: ଆଧ୍ୟାତ୍ମିକତାର ମହାକୁମ୍ଭ 'ମହାଶିବରାତ୍ରୀ' ବା ଜାଗର ପର୍ବ ପାଇଁ ସାରା ଦେଶ ଆଜି ଉତ୍ସବମୁଖର। ଫାଲ୍ଗୁନ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ପାଳିତ ହେଉଥିବା ଏହି ପବିତ୍ର ଦିବସଟି ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ଦିବ୍ୟ ବିବାହର ସ୍ମୃତି ବହନ କରେ। ଚଳିତ ବର୍ଷ ୨୦୨୬ରେ,…
ବାଂଲାଦେଶରେ ‘ବିଜେପି’ର ବିଜୟ! ଜାଣନ୍ତୁ ଏହି ଭାଇରାଲ ଖବର ପଛର ଅସଲ ସତ
ବାଂଲାଦେଶ ସଂସଦୀୟ ନିର୍ବାଚନର ଫଳାଫଳ ଆସିବା ପରେ ଏବେ ଚାରିଆଡ଼େ ଚର୍ଚ୍ଚା। ଦୀର୍ଘ ଦୁଇ ଦଶନ୍ଧି ପରେ ତାରିକ୍ ରହମାନଙ୍କ ନେତୃତ୍ୱରେ ବାଂଲାଦେଶ ନାସନାଲିଷ୍ଟ ପାର୍ଟି (BNP) ଏକ ବିଶାଳ ବହୁମତ ସହ କ୍ଷମତାକୁ ଫେରିଛି। କିନ୍ତୁ ଏହି ନିର୍ବାଚନରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଖବର ହେଉଛି…
ୱଣ୍ଡରଲାରେ ଜମିବ ଭାଲେଣ୍ଟାଇନ୍ସ ଡେ’ ରୋମାନ୍ସ
ଭୁବନେଶ୍ୱର: ଏହି ଭାଲେଟାଂଇନ୍ସ ଦିବସରେ ୱଣ୍ଡରଲା ଭୁବନେଶ୍ୱରର ରୋମାଂଚକର ସାଜସଜ୍ଜା ହୋଇଥିବା ବେଳେ ପାର୍କକୁ ସ୍ୱତନ୍ତ୍ର ଭାବେ ଭଲ ପାଇବାର ଉତ୍ସବ ପାଳନ କରିବା ପାଇଁ ଏକ ସନ୍ଧ୍ୟାକାଳୀନ ସ୍ୱର୍ଗାଡମ୍ୱର ରେ ପରିଣତ କରାଯାଇଛି । ଫେବ୍ରୁଆରି ୧୪ ଓ ୧୫ ତାରିଖରେ ଅପରାହ୍ନ ୩ଟାରୁ ଆରମ୍ଭ କରି…