Browsing Category
ବାଣିଜ୍ୟ
ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜିଓ ପାଭିଲିଅନ୍ ପରିଦର୍ଶନ
ନୂଆଦିଲ୍ଲୀ : ଇଣ୍ଡିଆ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଇମ୍ପାକ୍ଟ ସମିଟ୍ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜିଓର ଏଆଇ ପାଭିଲିଅନ୍ ପରିଦର୍ଶନ କରିଛନ୍ତି। ସେ ଜିଓ ଦ୍ୱାରା ବିକଶିତ ବିଭିନ୍ନ ଏଆଇ ଆଧାରିତ ମଡେଲ୍ ଏବଂ ସମାଧାନ ବିଷୟରେ ଅବଗତ ହୋଇଥିଲେ।
ପ୍ରଧାନମନ୍ତ୍ରୀ ଜିଓ…
ମହିନ୍ଦ୍ରା ଲାଷ୍ଟ ମାଇଲ ମୋବିଲିଟି ଲିମିଟେଡ ପକ୍ଷରୁ ନୂଆ ଇ-ଅଟୋ ମହିନ୍ଦ୍ରା ଉଡୋ ଉନ୍ମୋଚିତ, ପ୍ରାରମ୍ଭିକ ମୂଲ୍ୟ…
ଭୁବନେଶ୍ୱର: ଭାରତର ଏକ ନମ୍ବର ଇଲେକ୍ଟ୍ରିକ ବାଣିଜ୍ୟିକ ଯାନ ନିର୍ମାତା ମହିନ୍ଦ୍ରା ଲାଷ୍ଟ ମାଇଲ ମୋବିଲିଟି ଲିମିଟେଡ (ଏମଏଲଏମଏମଏଲ) ପକ୍ଷରୁ ଅତ୍ୟାଧୁନିକ ଇଲେକ୍ଟ୍ରିକ ତିନିଚକିଆ ଯାନ ‘ମହିନ୍ଦ୍ରା ଉଡୋ’ ଉନ୍ମୋଚନ କରାଯାଇଛି। ଏକ ବିମାନରୁ ଅନୁପ୍ରାଣିତ ହୋଇ ମହିନ୍ଦ୍ରା ଉଡୋକୁ ବିକାଶ…
ଏନପିସିଆଇ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପାଇଁ ଡିଜିଟାଲ ପେମେଂଟ ସୁରକ୍ଷା ସଚେତନତାର ପ୍ରସାର
ଭୁବନେଶ୍ୱର: ଡିଜିଟାଲ ପେମେଂଟ ବରିଷ୍ଠ ନାଗରିକମାନଙ୍କ ନିତିଦିନିଆ ଜୀବନରେ ପରିବର୍ତ୍ତନ ଆଣିଛି। ଗ୍ରୋସରି, ଔଷଧ କିଣିବା ଓ ଯାତାୟାତ ବୁକିଂକୁ ସହଜ କରିଛି। ନିତିଦିନିଆ ଆବଶ୍ୟକତା ପାଇଁ ପରିବାର ସଦସ୍ୟଙ୍କ ଉପରେ ନିର୍ଭରଶୀଳ ନ ରହି ନିଜେ ପେମେଂଟ କରିବାରେ ଏହା ବରିଷ୍ଠ ନାଗରିକମାନଙ୍କୁ…
ମାଇକ୍ରୋଫାଇନାନ୍ସ ଜରିଆରେ ସ୍ଥିରତା: ଓଡ଼ିଶାରେ ଲୋକଙ୍କ ଜୀବନରେ ପରିବର୍ତନ ଆଣୁଛି ମିଡଲ୍ୟାଣ୍ଡ ମାଇକ୍ରୋଫିନ ଲିମିଟେଡ
ଭୁବନେଶ୍ୱର: ଓଡ଼ିଶାରେ କ୍ଷୁଦ୍ର ବ୍ୟବସାୟରେ ଦ୍ରୁତ ଅଭିବୃଦ୍ଧି ପରିଲକ୍ଷିତ ହୋଇଥିବା ବେଳେ ରାଜ୍ୟରେ ଋଣ ଚାହିଦା ଜାତୀୟ ହାରଠାରୁ ଅଧିକ ହୋଇଛି। ରାଜ୍ୟରେ ତୃଣମୂଳ ସ୍ତର ଉଦ୍ୟମିତାରେ ହୋଇଥିବା ବୃଦ୍ଧିକୁ ଏହା ପ୍ରତିଫଳିତ କରୁଛି ଯାହା ସମ୍ପର୍କରେ ସିଆରଆଇଏଫ ହାଇ ମାର୍କ ଓ ଏସଆଇଡିବିଆଇ…
ଟିଭିଏସ ମୋଟର ପକ୍ଷରୁ ଦ୍ୱିତୀୟ ବର୍ଷ ପାଇଁ ‘ରଣ ଉତ୍ସବ’ରେ ଅଂଶଗ୍ରହଣ; ମୋଟରସାଇକଲ ଜରିଆରେ ଅନୁଭୂତି ଅଧାରିତ…
ଭୁବନେଶ୍ୱର: ବିଶ୍ୱର ଅଗ୍ରଣୀ ଦୁଇଚକିଆ ଓ ତିନିଚକିଆ ଯାନ ନିର୍ମାତା ଟିଭିଏସ ମୋଟର କମ୍ପାନି ଦ୍ୱିତୀୟ ବର୍ଷ ପାଇଁ ଗୁଜରାଟର ରଣ ଉତ୍ସବରେ ଅଂଶ ଗ୍ରହଣ କରିଛି। ଏହି ଉତ୍ସବକୁ କମ୍ପାନି ମୋଟରସାଇକଲ ପ୍ରେମୀମାନଙ୍କ ପାଇଁ ନିଶ୍ଚିତ ପରିଦର୍ଶନ କରିବାର ଏକ ଉତ୍ସବ ଭାବେ ଉପସ୍ଥାପିତ କରିଛି। ଭାରତ ଓ…
ଗ୍ଲୋବାଲ୍ କ୍ଲିନ୍ଟେକ୍ ଏକ୍ସପୋ ୨୦୨୬, ଭାରତର ସର୍ବବୃହତ କ୍ଲିନ୍ଟେକ୍ ଏକ୍ସପୋ ଓଡ଼ିଶାରେ ଆରମ୍ଭ ହେଉଛି
ଭୁବନେଶ୍ୱର, ପ୍ରଥମ ଗ୍ଲୋବାଲ୍ କ୍ଲିନ୍ଟେକ୍ ଏକ୍ସପୋ-ଓଡ଼ିଶା ୨୦୨୬ ଆସନ୍ତା ୨୦ ଓ ୨୧ ଫେବୃଆରୀରେ ପ୍ରଦର୍ଶନୀ ପଡିଆ ଠାରେ ହେବ l ସେହିପରିପ୍ରେକ୍ଷୀରେ ପ୍ରାଚୀ ହୋଟେଲ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଦେବୀ ପ୍ରସାଦ ଦାଶ, ନିର୍ଦ୍ଦେଶକ, ନେଟ ଜିରୋ ଆସୋସିଏସନ,!-->…
ଆଜିର ବର୍ଷା କେବଳ ପାଣି ନୁହେଁ, ବରଂ ଅଷ୍ଟ୍ରେଲିଆର ସ୍ୱପ୍ନକୁ ଧୂଳିସାତ କରିପାରେ !
ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ଏକ ବଡ଼ ଓଲଟଫେର ଦେଖିବାକୁ ମିଳିପାରେ। ବର୍ଷା ଅଷ୍ଟ୍ରେଲିଆ ଦଳ ପାଇଁ କାଳ ସାଜିପାରେ, ଯାହା ଫଳରେ ଜିମ୍ବାୱେ ସୁପର-୮ ପର୍ଯ୍ୟାୟରେ ପ୍ରବେଶ କରିବାର ସୁଯୋଗ ପାଇପାରେ।
ବର୍ତ୍ତମାନ ଟି-୨୦ ବିଶ୍ୱକପ୍ ୨୦୨୬ରେ ଅଷ୍ଟ୍ରେଲିଆ ପାଇଁ ସ୍ଥିତି ଖୁବ୍ ସଙ୍ଗୀନ ରହିଛି।…
କ୍ରୋମା ପକ୍ଷରୁ ଏସି ଓ ପ୍ରିମିୟମ ଟିଭି ଉପରେ ୭୧% ପର୍ଯ୍ୟନ୍ତ ରିହାତି ସହ ଗ୍ରୀଷ୍ମକାଳୀନ ସେଲ୍ ଉନ୍ମୋଚିତ
ଭୁବନେଶ୍ୱର: ଟାଟା ଗ୍ରୁପ୍ର ଅଂଶ ତଥା ଭାରତର ଅଗ୍ରଣୀ ଓମନି ଚ୍ୟାନେଲ ଇଲେକ୍ଟ୍ରୋନିକ୍ସ ରିଟେଲର୍ କ୍ରୋମା ପକ୍ଷରୁ କ୍ରୋମା ସମର (ଗ୍ରୀଷ୍ମକାଳୀନ) ସେଲ୍ ୨୦୨୬ ଘୋଷଣା କରାଯାଇଛି। ତାତି ବଢ଼ିବା ଆରମ୍ଭ ହୋଇଥିବା ବେଳେ ଏହି ସେଲ୍ରେ ଗ୍ରାହକମାନେ ଶୀତଳତା ପ୍ରଦାନକାରୀ ସମାଧାନ ଓ ଦୈନନ୍ଦୀନ…
ଆକ୍ସିସ ବ୍ୟାଙ୍କ ପକ୍ଷରୁ ମୂଲ୍ୟ ତୁଳନାରେ ଉଚ୍ଚ ଋଣ ଓ ସମାନ ଦିନ ଆବଣ୍ଟନ ସହ ସୁନା ଋଣର ଶୁଭାରମ୍ଭ
ଭୁବନେଶ୍ୱର: ଭାରତର ଅନ୍ୟତମ ସର୍ବବୃହତ ଘରୋଇ ବ୍ୟାଙ୍କ ଆକ୍ସିସ ବ୍ୟାଙ୍କ ପକ୍ଷରୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ପାଇଁ ସୁନା ଋଣର ଶୁଭାରମ୍ଭ କରାଯାଇଛି। ଏହା ହେଉଛି ଏକ ସିକ୍ୟୁରଡ ଓଭରଡ୍ରାଫଟ ସୁବିଧା ଯାହାକୁ କ୍ଷୁଦ୍ର ବ୍ୟବସାୟୀଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ…
ବିବୃତି ଆସେଟ୍ ମ୍ୟାନେଜମେଂଟ୍ ପକ୍ଷରୁ ୨୦୨୬-୨୭ରେ ଏୟୁଏମ୍ରେ ୪୦% ଅଭିବୃଦ୍ଧି ହାସଲ ଲକ୍ଷ୍ୟ
ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ସଂପତି ପରିଚାଳନା କମ୍ପାନି ବିବୃତି ଆସେଟ୍ ମ୍ୟାନେଜମେଂଟ୍ (ଭିଏଏମ୍) ପୂର୍ବ ଭାରତରେ ଏହାର ଉପସ୍ଥିତିକୁ ସୁଦୃଢ଼ କରିଛି। ଇକ୍ୱିଟି ବଜାର ଅସ୍ଥିରତା ତୁଳନାରେ କମ୍ ୟିଲ୍ଡ ସୃଷ୍ଟି କରିବାକୁ ଚାହୁଥିବା ଫାମିଲି ଅଫିସ୍ ଓ ଏନ୍ଏଚ୍ଆଇମାନେ…