Browsing Category
ବାଣିଜ୍ୟ
ଲେନ୍ସକାର୍ଟ ସଲ୍ୟୁସନ୍ସ ଲିମିଟେଡ୍ର ଇନିସିଆଲ ପବ୍ଲିକ୍ ଅଫରିଂ ୨୦୨୫ ଅକ୍ଟୋବର ୩୧ରେ ଖୋଲିବ
ଭୁବନେଶ୍ୱର: ଲେନ୍ସକାର୍ଟ ସଲ୍ୟୁସନ୍ସ ଲିମିଟେଡର ଇକ୍ୱିଟି ସେୟାରର ଇନିସିଆଲ ପବ୍ଲିକ୍ ଅଫରିଂ ୨୦୨୫ ଅକ୍ଟୋବର ୩୧ ଶୁକ୍ରବାର ଦିନ ଖୋଲିବ। ଆଙ୍କର ନିବେଶକମାନେ ଗୋଟିଏ କାର୍ଯ୍ୟଦିବସ ପୂର୍ବରୁ ୨୦୨୫ ଅକ୍ଟୋବର ୩୦, ଗୁରୁବାର ଦିନ ବିଡ୍ ଦାଖଲ କରିପାରିବେ। ୨୦୨୫ ନଭେମ୍ବର ୪ ମଙ୍ଗଳବାର ଦିନ ବିଡ୍…
ଟ୍ରାଇର ସ୍ୱାଧୀନ ଡ୍ରାଇଭ୍ ଟେଷ୍ଟରେ ଜିଓର ଏୟାରଟେଲ ତୁଳନାରେ ଦୁଇଗୁଣା ଡାଉନଲୋଡ୍ ସ୍ପିଡ୍ ପ୍ରଦର୍ଶନ
- ରାଉରକେଲା ସହର ଏବଂ ଭୁବନେଶ୍ୱର-ରାଉରକେଲା ରାଜପଥରେ ପରୀକ୍ଷଣରେ ଜିଓର ୧୯୧.୧୦ ଏମବିପିଏସ ଡାଉନଲୋଡ୍ ସ୍ପିଡ୍ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଏୟାରଟେଲ ତୁଳନାରେ ଦୁଇଗୁଣ ରହିଛି।- ହଟସ୍ପଟଗୁଡ଼ିକରେ ଜିଓ ସର୍ବାଧିକ ୨୧୯.୪୩ ଏମବିପିଏସ ୫ଜି ଡାଉନଲୋଡ୍ ସ୍ପିଡ୍ ପ୍ରଦର୍ଶିତ କରିଛି
ଭୁବନେଶ୍ୱର:!-->!-->!-->…
ଟାଟା ଏଆଇଏ ପକ୍ଷରୁ ଟର୍ମ ପ୍ଲାନ ‘ଶୁଭ ଫାମିଲି ପ୍ରୋଟେକ୍ଟ’ ଶୁଭାରମ୍ଭ
ଭୁବନେଶ୍ୱର: ଦେଶର ଅନ୍ୟତମ ଅଗ୍ରଣୀ ଜୀବନ ବୀମା କମ୍ପାନି ଟାଟା ଏଆଇଏ ଇନସ୍ୟୁରାନ୍ସ କମ୍ପାନି ଲିମିଟେଡ ପକ୍ଷରୁ ଏକ ନୂଆ ଟର୍ମ ପ୍ଲାନ ‘ଟାଟା ଏଆଇଏ ଶୁଭ ଫାମିଲି ପ୍ରୋଟେକ୍ଟ’ର ଶୁଭାରମ୍ଭ କରାଯାଇଛି। ଏଥିରେ ଉଭୟ ତତ୍କାଳ ଏକକାଳୀନ ମୋଟା ଅଙ୍କର ବୀମା ରାଶି ପାଇବା ଓ ୩୦ ବର୍ଷ ପର୍ଯ୍ୟନ୍ତ…
ଷ୍ଟଡ୍ସ ଆସେସୋରିଜ୍ ଲିମିଟେଡ୍ର ଇନିସିଆଲ ପବ୍ଲିକ୍ ଅଫରିଂ ୨୦୨୫ ଅକ୍ଟୋବର ୩୦ରେ ଖୋଲିବ
ଭୁବନେଶ୍ୱର: ଷ୍ଟଡ୍ସ ଆସେସୋରିଜ୍ ଲିମିଟେଡର ଇକ୍ୱିଟି ସେୟାରର ଇନିସିଆଲ ପବ୍ଲିକ୍ ଅଫରିଂ ୨୦୨୫ ଅକ୍ଟୋବର ୩୦ ଗୁରୁବାର ଦିନ ଖୋଲିବ। ଆଙ୍କର ନିବେଶକମାନେ ଗୋଟିଏ କାର୍ଯ୍ୟଦିବସ ପୂର୍ବରୁ ୨୦୨୫ ଅକ୍ଟୋବର ୨୯, ବୁଧବାର ଦିନ ବିଡ୍ ଦାଖଲ କରିପାରିବେ। ୨୦୨୫ ନଭେମ୍ବର ୩ ସୋବାର ଦିନ ବିଡ୍ ଦାଖଲ ଶେଷ…
ରେନୋ ପକ୍ଷରୁ ଆଗାମୀ ସାଧାରଣତନ୍ତ୍ର ଦିବସରେ ଆଇକନିକ୍ ଡଷ୍ଟର୍ର ପ୍ରତ୍ୟାବର୍ତନ ଘୋଷଣା
ଭୁବନେଶ୍ୱର: ଫ୍ରାନ୍ସର କାର୍ ନିର୍ମାତା ରେନୋ ଗ୍ରୁପ୍ର ସମ୍ପୂର୍ଣ୍ଣ ସହାୟକ କମ୍ପାନି ରେନୋ ଇଣ୍ଡିଆ ପକ୍ଷରୁ ବହୁ ପ୍ରତିକ୍ଷୀତ ନୂଆ ଏସ୍ୟୁଭି ଡଷ୍ଟର୍ର ପ୍ରତ୍ୟାବର୍ତନ ସମ୍ପର୍କରେ ଘୋଷଣା କରାଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ୨୦୧୨ରେ ଉନ୍ମୋଚନ ହୋଇଥିବା ରେନୋ ଡଷ୍ଟର୍ ଏସ୍ୟୁଭି…
ସତର୍କତା ସଚେତନତା ସପ୍ତାହ ୨୦୨୫: ଇରେଡା ସିଏମ୍ଡିଙ୍କ ପକ୍ଷରୁ କର୍ମଚାରୀମାନଙ୍କୁ ସଚ୍ଚୋଟତାର ଶପଥ ପାଠ
ଭୁବନେଶ୍ୱର: ଭାରତୀୟ ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି ଲିମିଟେଡ୍ (ଇରେଡା) ପକ୍ଷରୁ ସତର୍କତା ସଚେତନତା ସପ୍ତାହ ୨୦୨୫କୁ ଉଦ୍ଘାଟନ କରାଯାଇଛି। ଏହି ଅବସରରେ କମ୍ପାନିର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ କୁମାର ଦାସ ଓ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି କେନ୍ଦ୍ରୀୟ ସତର୍କତା ଆୟୋଗ…
ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ ପକ୍ଷରୁ ହ୍ୱାଇଟ୍ ଗୁଡ୍ସ ଶିଳ୍ପକୁ ପ୍ରିମିୟମ୍ କୋଟେଡ୍ ଇସ୍ପାତ ଯୋଗାଣ ଆରମ୍ଭ
ଭୁବନେଶ୍ୱର: ବିସି ଜିନ୍ଦଲ ଗ୍ରୁପ୍ର ଅଂଶ ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ ପକ୍ଷରୁ ଘୋଷଣା କରାଯାଇଛି ଯେ ଏହା କଲର କୋଟେଡ୍ ଉତ୍ପାଦ ପାଇଁ ଅତିରିକ୍ତ ଉତ୍ପାଦନ କ୍ଷମତା ଯୋଗ କରିଥିବା ବେଳେ ଦେଶର ଉଚ୍ଚ ମାନର ହ୍ୱାଇଟ୍ ଗୁଡ୍ସ ଶିଳ୍ପକୁ ଯୋଗାଣ ଆରମ୍ଭ କରିଛି। ଏଥି ସହିତ କମ୍ପାନି ଚଳିତ ଆର୍ଥିକ…
ଆକ୍ସିସ ମ୍ୟୁଚୁଆଲ ଫଣ୍ଡ ପକ୍ଷରୁ ଆକ୍ସିସ ଇନକମ ପ୍ଲସ ଆଭ୍ରିଟ୍ରେଜ ପାସିଭ ଏଫଓଏଫର ଶୁଭାରମ୍ଭ
ଭୁବନେଶ୍ୱର: ଦେଶର ଅଗ୍ରଣୀ ସମ୍ପତ୍ତି ପରିଚାଳନା କମ୍ପାନି ଆକ୍ସିସ ମ୍ୟୁଚୁଆଲ ଫଣ୍ଡ ପକ୍ଷରୁ ଏକ ଅଭିନବ ଓପନ ଏଣ୍ଡେଡ ସ୍କିମ ଆକ୍ସିସ ଇନକମ ପ୍ଲାସ ଆବ୍ରିଟ୍ରେଜ ପାସିଭ ଏଫଓଏଫକୁ ଉନ୍ମୋଚନ କରାଯାଇଛି, ଯାହା ନିବେଶକମାନଙ୍କୁ ସ୍ଥିରତା, ପୂର୍ବାନୁମାନ ଓ ଟିକସ ପାରଦର୍ଶିତାର ମିଶ୍ରର ପ୍ରଦାନ…
ବାତ୍ୟା ‘’ମୋନ୍ଥା’’ର ମୁକାବିଲା ପାଇଁ ପ୍ରସ୍ତୁତ ଟିପିଡବ୍ଲୁଓଡିଏଲ୍: ବିଦ୍ୟୁତ୍ ସେବା ପୁନରୁଦ୍ଧାର ଲାଗି ଦଳ ମୁତୟନ…
ଭବାନୀପାଟଣାଠାରେ ନିୟନ୍ତ୍ରଣ କକ୍ଷ ପ୍ରତିଷ୍ଠା କରାଯାଇଛି; ଜରୁରୀକାଳୀନ ପରିସ୍ଥିତିରେ ନିରବଚ୍ଛିନ୍ନ ଯୋଗାଯୋଗ ସୁନିଶ୍ଚିତ କରୁଛି ସାଟେଲାଇଟ୍ ଲିଙ୍କ୍ ।
ସମ୍ଭାବ୍ୟ ବାତ୍ୟାକୁ ମୁକାବିଲା କରିବା ପାଇଁ ରଣନୀତିକ ଭାବରେ ମାନବଶକ୍ତି, ଯନ୍ତ୍ରପାତି ଏବଂ ସାମଗ୍ରୀ ମହଜୁଦ!-->!-->!-->!-->!-->!-->…
ଭାରି ବର୍ଷା ସମୟରେ ସୁରକ୍ଷିତ ରହିବାକୁ ଗ୍ରାହକମାନଙ୍କୁ ଟିପିସିଓଡିଏଲ୍ର ଅନୁରୋଧ
ଭାରତୀୟ ପାଣିପାଗ ବିଭାଗ ବାତ୍ୟା ‘ମୋନ୍ଥା’ କାରଣରୁ ଓଡିଶାର ବିଭିନ୍ନ ଅଞ୍ଚଳରେ ଭାରି ବର୍ଷା ହେବାର ପୂର୍ବନୁମାନ କରିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି, ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍),…