Browsing Category

ବାଣିଜ୍ୟ

କଠିନ ପରିଶ୍ରମ ଓ ନୂତନ ଚିନ୍ତାଧାରା ପ୍ରକୃତ ସଫଳତାର ଚାବିକାଠି – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, ଫେବୃୟାରୀ ୨୨ - ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୧୩୧ତମ 'ମନ୍ କୀ ବାତ୍' କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ରତନପୁରର ଯୁବ ଚାଷୀ ହୀରୋଦ ପଟେଲଙ୍କ ନିଆରା ଓ ଅଭିନବ କୃଷି ପ୍ରଣାଳୀକୁ ପ୍ରଶଂସା କରି ଓଡ଼ିଶାକୁ ଗର୍ବିତ କରିଛନ୍ତି ବୋଲି କହିଛନ୍ତି…

ଟିପିସିଓଡିଏଲ୍‌ ପକ୍ଷରୁ ବିଜନେସ୍ ଆସୋସିଏଟ ମିଟ୍‌ ଅନୁଷ୍ଠିତ: ସୁରକ୍ଷା, ଗୁଣବତ୍ତା ଓ ଦୀର୍ଘକାଳୀନ ସହଭାଗିତା ଉପରେ…

ଭୁବନେଶ୍ୱର, ୨୧ ଫେବୃଆରୀ: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌), ପକ୍ଷରୁ ଗତ ୨୦ ଫେବୃଆରୀ ୨୦୨୬ରେ ଭୁବନେଶ୍ୱରଠାରେ ଏକ ବିଜନେସ୍ ଆସୋସିଏଟ୍‌ ମିଟ୍‌ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମଗ୍ର…

ପ୍ରଜନନ ସମସ୍ୟାରେ ଠିକ ସମୟରେ ସଠିକ ଚିକିତ୍ସା ଦେଇପାରିବ ସଫଳତା

ଭୁବନେଶ୍ୱର : ଭୁବନେଶ୍ୱରର ଅନେକ ଦମ୍ପତିଙ୍କ ପାଇଁ ମାସ ମାସ କିମ୍ବା ବର୍ଷ ବର୍ଷ ଧରି ଗର୍ଭଧାରଣ ପାଇଁ କରାଯାଉଥିବା ପ୍ରୟାସ ଶେଷରେ ନିରାସା ଏବଂ ଅନିଶ୍ଚିତତାର କାରଣ ପାଲଟୁଛି । କମ ବୟସର ମହିଳାଙ୍କଠାରେ ଡିମ୍ବାଣୁ ଅଭାବ କିମ୍ବା ପୁରୁଷଙ୍କଠାରେ ଦୁର୍ବଳ ଶୁକ୍ରାଣୁ ଭଳି ପ୍ରଜନନ ସମସ୍ୟା…

ଦ୍ୱିପାକ୍ଷିକ ଏକାଡେମିକ ଏବଂ ଗବେଷଣା ସହଯୋଗ ଅଧିକ ସୁଦୃଢ଼ ହେବ-ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ଆୟୋଜିତ ଦୁଇ ଦିନିଆ 'ଭାରତ-ସ୍ପେନ୍ ଉଚ୍ଚଶିକ୍ଷା ସମ୍ମିଳନୀ' ଆଜି ସଫଳତାର ସହ ଉଦଯାପିତ ହୋଇଯାଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଭିଭାଷଣ ପ୍ରଦାନ କରିଥିଲେ । ଭାରତରେ ଅବସ୍ଥିତ ସ୍ପେନ୍…

ଜେଡ୍‌ସ୍କଲାର ଓ ଭାରତୀ ଏୟାରଟେଲ୍‌ର ସହଯୋଗରେ ସାଇବର ଓ ଏଆଇ ଗବେଷଣାର ନୂଆ ପଦକ୍ଷେପ

ନୂଆ ଦିଲ୍ଲୀ (ଭାରତ)  - କ୍ଲାଉଡ୍ ସୁରକ୍ଷାରେ ଅଗ୍ରଣୀ ଜେଡସ୍କଲାର, ଆଇଏନସି., ଭାରତର ସର୍ବବୃହତ ଦୂରସଂଚାର ସେବା ପ୍ରଦାନକାରୀ ଭାରତୀ ଏୟାରଟେଲ୍ ("ଏୟାରଟେଲ୍") ସହିତ ସହଭାଗୀତାରେ ଆଜି ଏଆଇ ଏବଂ ସାଇବର ବିପଦ ଗବେଷଣା କେନ୍ଦ୍ର - ଭାରତ ଆରମ୍ଭ କରିବାର ଘୋଷଣା କରିଛି। ଏହି ବହୁ-ଭାଗୀଦାର…

ରିଲାଏନ୍ସ ଫାଉଣ୍ଡେସନ୍ ନେତୃତ୍ୱରେ ୧୭୦ କୋଟି ଟଙ୍କାର ଶିକ୍ଷାନେକ୍ସଟ (ShikshaNext) ପ୍ରୟାସ ଆରମ୍ଭ

ନୂଆଦିଲ୍ଲୀ, ୨୦ ଫେବୃଆରୀ ୨୦୨୬: ରିଲାଏନ୍ସ ଫାଉଣ୍ଡେସନ୍‌ର ନେତୃତ୍ୱରେ ୧୭୦ କୋଟି ଟଙ୍କାର ବହୁ-ସହଭାଗୀ ଶିକ୍ଷା ପ୍ରୟାସ ଶିକ୍ଷାନେକ୍ସଟ୍ (ShikshaNext) ଆରମ୍ଭ କରାଯାଇଛି। ତିନି ବର୍ଷ ଅବଧି ବିଶିଷ୍ଟ ଏହି ପ୍ରୟାସର ଲକ୍ଷ୍ୟ ହେଉଛି ୨୦୨୯ ସୁଦ୍ଧା ଦେଶବ୍ୟାପୀ ୧.୩ କୋଟିରୁ ଅଧିକ ପିଲାଙ୍କୁ,…

ଫୋନପେ ପକ୍ଷରୁ ବାୟୋମେଟ୍ରିକ ଅଥେଂଟିକେସନ ସହିତ ୟୁପିଆଇ ପେମେଂଟ ର ଶୁଭାରମ୍ଭ

ଭୁବନେଶ୍ୱର: ଫୋନପେ ଆଜି ୟୁପିଆଇ ପେମେଂଟ ବ୍ୟବସ୍ଥାକୁ ଆହୁରି ସହଜ କରିଛି। କମ୍ପାନୀ ପକ୍ଷରୁ ଆଜିଠାରୁ ବାୟୋମେଟ୍ରିକ୍ ସୁବିଧାର ଶୁଭାରମ୍ଭ କରାଯାଇଛି। ଏହାଦ୍ୱାରା ଗ୍ରାହକମାନେ ଏବେ ଆହୁରି ଶୀଘ୍ର ଏବଂ ଗୋଟିଏ ଟଚ୍‌ରେ ପେମେଂଟ କରିପାରିବେ। ଏହି ନୂଆ ଫିଚର୍ ଦ୍ୱାରା, ୟୁଜରମାନେ ନିଜ…

ଇଡିଆଇଆଇ ପକ୍ଷରୁ ଟେକ୍ ଷ୍ଟାର୍ଟଅପ୍ ପାଇଁ ପିଜିଡିଏମ୍ ଏଂଟ୍ରେପ୍ରେନ୍ୟୁଅରସିପ୍ ଘୋଷଣା

ଭୁବନେଶ୍ୱର: ଉଦ୍ୟମିତା ଶିକ୍ଷା କ୍ଷେତ୍ରରେ ଦେଶର ଅଗ୍ରଣୀ ଅନୁଷ୍ଠାନ ଏଂଟ୍ରେପ୍ରେନ୍ୟୁଅରସିପ୍ ଡେଭେଲପ୍‌ମେଂଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଇଡିଆଇଆଇ) ପକ୍ଷରୁ ଆଜି ବେଙ୍ଗାଲୁରୁରେ ଏଆଇସିଟିଇ ଅନୁମୋଦିତ ମ୍ୟାନେଜମେଂଟ୍ କାର୍ଯ୍ୟକ୍ରମ “ପିଜିଡିଏମ୍ ଇନ ଏଂଟ୍ରେପ୍ରେନ୍ୟୁଅରସିପ୍ ଫର୍ ଟେକ୍…

ଭାରତରେ ଏକ ଉଜ୍ୱଳ କ୍ରିଏଟର ଅର୍ଥନୀତିକୁ ତ୍ୱରାନ୍ୱିତ କରିବା ପାଇଁ ଏଡୋବ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ପାଇଁ ମାଗଣାରେ…

ଭୁବନେଶ୍ୱର : ଗ୍ଲୋବାଲ ଟେକ୍ନୋଲୋଜି ଲିଡର ଏଡୋବି(ନାସକଡକ: ଏଡିବିଇ), ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ସୃଜନଶୀଳତା, ଉତ୍ପାଦକତା ଏବଂ ବ୍ୟକ୍ତିଗତ ଗ୍ରାହକ ଅଭିଜ୍ଞତାର ଉନ୍ମୋଚନ କରିଛି ଭାରତର ଆଗାମୀ ପିଢ଼ୀର ପ୍ରତିଭାମାନଙ୍କ ପାଇଁ ଏଆଇ-ପରିଚାଳିତ ସୃଜନଶୀଳତା ଏବଂ ଉତ୍ପାଦକତାକୁ

ମୁକେଶ ଅମ୍ବାନୀଙ୍କ ବଡ଼ ଘୋଷଣା: ଡାଟା ଭଳି ଶସ୍ତା ହେବ ଏଆଇ, ଜିଓ ଭାରତକୁ “ଇଣ୍ଟେଲିଜେନ୍ସ ଯୁଗ” ସହିତ ଯୋଡ଼ିବ

ନୂଆଦିଲ୍ଲୀ, ୧୯ ଫେବୃଆରୀ ୨୦୨୬: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌ରେ ଘୋଷଣା କରିଛନ୍ତି ଯେ, ଜିଓ ଯେଉଁଭଳି ଭାବରେ ଦେଶରେ ଡାଟାକୁ ଶସ୍ତା କରିଥିଲା, ଠିକ ସେହିପରି ଏବେ କୃତ୍ରିମ ବୁଦ୍ଧିମତ୍ତା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) କୁ…