Browsing Category

ବାଣିଜ୍ୟ

ମାଲାବାର ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ପକ୍ଷରୁ ବ୍ରାଇଡ୍‌ସ୍ ଅଫ୍ ଇଣ୍ଡିଆର ୧୫ତମ ସଂସ୍କରଣର ଭବ୍ୟ ଉନ୍ମୋଚନ, ଭାରତର ବିବିଧ…

ଭୁବନେଶ୍ୱର: ପ୍ରତି ଭାରତୀୟ ବଧୂ, ଭାବନାର ଏକ ଦୁନିଆକୁ ଧରି ରଖିଥାନ୍ତି। ତାହା ହେଉଛି ସେ ବଢ଼ୁଥିବା ବେଳେ ଦେଖିଥିବା ରୀତିନୀତି, ସେ ଆଣିଥିବା ସଂସ୍କୃତି, ତାଙ୍କ ନିକଟତର ଥିବା ସ୍ମୃତି ଓ ତାଙ୍କ ଜୀବନର ଅନ୍ୟତମ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିନରେ ତାଙ୍କ ପରିଚୟର ଅଂଶ ପାଲଟିଥିବା ଗହଣା।…

ଆର୍ଥିକ ପରାମର୍ଶଦାତାଙ୍କୁ ସଶକ୍ତ କରିବା ପାଇଁ ଟାଟା ଏଆଇଏ ଲାଇଫ୍ ଇନ୍‌ସୁୃ୍ୟରାନ୍ସ ଓ ସିଏନ୍‌ବିସି-ଟିଭି୧୮ ମଧ୍ୟରେ…

ଭୁବନେଶ୍ୱର: ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି, ନବସୃଜନରେ ବୃଦ୍ଧି ଓ ସମଗ୍ର ବିଶ୍ୱରେ ବଢ଼ୁଥିବା ପ୍ରଭାବ ଦ୍ୱାରା ବିଶ୍ୱ ଅଭିବୃଦ୍ଧିରେ ଭାରତରେ ଅଗ୍ରଣୀ ସ୍ଥାନରେ ରହିଛି। ତାହା ଭାରତୀୟମାନଙ୍କ ପାଇଁ ବିପୁଳ ସୁଯୋଗ ସୃଷ୍ଟି କରିଛି। ସମୃଦ୍ଧି ବଢ଼ିବା ସହିତ ନାଗରିକମାନଙ୍କ ପାଇଁ ଆର୍ଥିକ ଯୋଜନା ଓ…

ଲଣ୍ଡନ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସରେ କୁମାର ମଙ୍ଗଳମ ବିର୍ଲାଙ୍କୁ ଡକ୍ଟରେଟ ଅଫ ସାଇନ୍ସ (ଇକୋନମିକ୍ସ) ପ୍ରଦାନ

ଭୁବନେଶ୍ୱର: ଲଣ୍ଡନ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସରେ କୁମାର ମଙ୍ଗଳମ ବିର୍ଲାଙ୍କ ସମେତ ପାଂଚ ଜଣଙ୍କୁ ସମ୍ମାନଜନକ ଅନରାରି ଡିଗ୍ରି ପ୍ରଦାନ କରାଯାଇଥିଲା। ଶ୍ରୀ ବିର୍ଲା ହେଉଛନ୍ତି ଆଦିତ୍ୟ ବିର୍ଲା ଗ୍ରୁପର ଅଧ୍ୟକ୍ଷ। ଏହା ହେଉଛି ଏକ ଶତାବ୍ଦୀ ପୁରୁଣା କମ୍ପାନି ଯାହାର ଦେଶବିଦେଶରେ…

ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ସମ୍ବଲପୁର ସହରରେ ବିଦ୍ୟୁତ୍ ସେବାର ନିର୍ଭରଯୋଗ୍ୟତା ଏବଂ ନିରାପତ୍ତା ବୃଦ୍ଧି ପାଇଁ…

ବୁର୍ଲା, ୨୪ ନଭେମ୍ବର ୨୦୨୫: ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ସମ୍ୱଲପୁର ସହରର ବିଦ୍ୟୁତ୍ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ଗ୍ରାହକମାନଙ୍କ ପାଇଁ ସୁରକ୍ଷିତ, ଅଧିକ ନିର୍ଭରଯୋଗ୍ୟ ବିଦ୍ୟୁତ୍ ସେବା ସୁନିଶ୍ଚିତ କରିବା ପାଇଁ ପ୍ରମୁଖ…

ଟାଟା ଷ୍ଟିଲ୍ ଡାଉନ୍‌ଷ୍ଟ୍ରିମ୍ ପ୍ରଡକ୍ଟସ୍ ଲିମିଟେଡ୍, କଳିଙ୍ଗନଗରକୁ କଳିଙ୍ଗ ସୁରକ୍ଷା ଉତ୍କର୍ଷ ପୁରସ୍କାର ୨୦୨୪–୨୫…

ଟାଟା ଷ୍ଟିଲ୍ ଡାଉନ୍‌ଷ୍ଟ୍ରିମ୍ ପ୍ରଡକ୍ଟସ୍ ଲିମିଟେଡ୍ (ଟିଏସଡିପିଏଲ), କଳିଙ୍ଗନଗର ୨୦୨୪–୨୫ ବର୍ଷ ପାଇଁ ସମ୍ମାନଜନକ କଳିଙ୍ଗ ସୁରକ୍ଷା ଉତ୍କର୍ଷ ପୁରସ୍କାର – ପ୍ଲାଟିନମ୍ ବର୍ଗରେ ସମ୍ମାନିତ ହୋଇଛି। ଏହି ସମ୍ମାନ ଓଡ଼ିଶା ସରକାରଙ୍କ କାରଖାନା ଓ ବଏଲର୍ ନିର୍ଦ୍ଦେଶାଳୟ ଅଧୀନରେ ଥିବା…

ସିଡିଏସ୍‌ଏଲ୍ ଛାତ୍ରମାନଙ୍କ ଆତ୍ମନିର୍ଭରତା ପାଇଁ ନିବେଶକ ଶିକ୍ଷା ଏବଂ ନିୟୋଜିତତାକୁ ପୁନଃକଳ୍ପନା କରି ଆଇଡିଆଥନ୍ ଲଞ୍ଚ…

ଭୁବନେଶ୍ୱର : ଏସିଆର ପ୍ରଥମ ତାଲିକାଭୁକ୍ତ ଡିପୋଜିଟୋରୀ ଏବଂ ୧୬.୭ କୋଟିରୁ ଅଧିକ ଡିମାଟ୍ ଆକାଉଣ୍ଟର ବିଶ୍ୱସ୍ତ ସଂରକ୍ଷକ, କେନ୍ଦ୍ରୀୟ ଡିପୋଜିଟୋରୀ ସର୍ଭିସେସ୍ (ଇଣ୍ଡିଆ) ଲିମିଟେଡ୍ ("ସିଡିଏସ୍‌ଏଲ୍‌’), ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ନବସୃଜନ ଚ୍ୟାଲେଞ୍ଜ, ଏହାର ପ୍ରଥମ ଆଇଡିଆଥନ୍ ଆରମ୍ଭ…

କ୍ରୋମାରେ ବ୍ଲାକ୍ ଫ୍ରାଇଡେ ସେଲ୍‌: ବିଭିନ୍ନ ବର୍ଗରେ ୫୦% ପର୍ଯ୍ୟନ୍ତ ରିହାତି

ଭୁବନେଶ୍ୱର: ଭାରତର ଅଗ୍ରଣୀ ଓମ୍‌ନି ଚ୍ୟାନେଲ୍ ଇଲେକ୍ଟ୍ରୋନିକ୍ସ ରିଟେଲର୍ କ୍ରୋମା ପକ୍ଷରୁ ବିଭିନ୍ନ ବର୍ଗରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ସହିତ ବାର୍ଷିକ ବ୍ଲାକ୍ ଫ୍ରାଇଡେ୍ ସେଲ୍ ଘୋଷଣା କରାଯାଇଛି। କ୍ରୋମାର ବ୍ଲାକ୍ ଫ୍ରାଇଡେ ସେଲ୍ ୨୦୨୫ ନଭେମ୍ବର ୨୨ରୁ ଆରମ୍ଭ ହୋଇ ନଭେମ୍ବର ୩୦…

ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡିକ ପକ୍ଷରୁ ୪,୦୦୦ ନୂତନ ଶିଳ୍ପକୁ ବିଦ୍ୟୁତ ସଂଯୋଗ

ଭୁବନେଶ୍ୱର, ୨୨ ନଭେମ୍ବର ୨୦୨୫: ରାଜ୍ୟରେ ସେବାଯୋଗାଣ ପରଠାରୁ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡିକ ଏକ ଦୃଢ଼ ୧,୭୦୦ ଏମଭିଏ ବିତରଣ କ୍ଷମତା ସହିତ ପ୍ରାୟ ୪,୦୦୦ ନୂତନ ଶିଳ୍ପକୁ ବିଦ୍ୟୁତ ସଂଯୋଗ ପ୍ରଦାନ କରିଛନ୍ତି। ଏହା ଓଡ଼ିଶାର ଶିଳ୍ପ ଏବଂ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଏକ…

ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡ୍ ପକ୍ଷରୁ ଆକ୍ସିସ୍ ମଲ୍ଟି-ଆସେଟ୍ ଆକ୍ଟିଭ୍ ଫଣ୍ଡ୍ ଅଫ୍ ଫଣ୍ଡ୍ ଉନ୍ମୋଚିତ

ଭୁବନେଶ୍ୱର: ଦେଶର ଅନ୍ୟତମ ଅଗ୍ରଣୀ ସଂପତି ପରିଚାଳନା କମ୍ପାନି ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡ୍ ପକ୍ଷରୁ ଆକ୍ସିସ୍ ମଲ୍ଟି ଆସେଟ୍ ଆକ୍ଟିଭ୍ ଫଣ୍ଡ୍ ଅଫ୍ ଫଣ୍ଡ୍ (ଏଫ୍‌ଓଏଫ୍‌) ଘୋଷଣା କରାଯାଇଛି। ଇକ୍ୱିଟି ଓ ଡେବ୍‌ଟ ଫଣ୍ଡ୍ ସ୍କିମ୍ ଓ କମୋଡିଟି ଆଧାରିତ ଇଟିଏଫ୍‌ରେ ନିବେଶ କରିବା ଲାଗି ଏହା ହେଉଛି…

ଲେନ୍ସକାର୍ଟ ପକ୍ଷରୁ ଭାରତରେ ୟୁରୋପୀୟ ବ୍ରାଣ୍ଡ ମେଲରର ଶୁଭାରମ୍ଭ ଓ ଲୋକପ୍ରିୟ ଲାବୁବୁ ନିର୍ମାତା ପୋପମାର୍ଟ ସହ…

ଭୁବନେଶ୍ୱର: ଚଷମା ୟୁନିକର୍ଣ୍ଣ ଲେନ୍ସକାର୍ଟ ପକ୍ଷରୁ ବାର୍ସେଲୋନାର ପ୍ରିମିୟମ ଚଷମା ବ୍ରାଣ୍ଡ ମେଲରକୁ ଭାରତରେ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି। ଏଥି ସହିତ ବିଶ୍ୱବିଖ୍ୟାତ ପୋପ-କଲଚର ବ୍ରାଣ୍ଡ ତଥା ଭାଇରାଲ ଲାବୁବୁ ନିର୍ମାତା ପୋପମାର୍ଟ ସହିତ ସହଭାଗିତା କରାଯାଇଛି। ଏହି ଦୁଇ ଘୋଷଣା…