Browsing Category

ବାଣିଜ୍ୟ

ମିଶୋର ଇନିସିଆଲ ପବ୍ଲିକ ଅଫରିଂ ୨୦୨୫ ଡିସେମ୍ବର ୩ ବୁଧବାର ଖୋଲିବ

ଭୁବନେଶ୍ୱର: ମିଶୋ ଲିମିଟେଡର ଇକ୍ୱିଟି ସେୟାରର ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ୨୦୨୫ ଡିସେମ୍ବର ୩ ବୁଧବାର ଦିନ ଖୋଲିବ। ଆଙ୍କର ନିବେଶକମାନେ ତାହାର ଗୋଟିଏ କାର୍ଯ୍ୟଦିବସ ପୂର୍ବରୁ ଅର୍ଥାତ ୨୦୨୫ ଡିସେମ୍ବର ୨ ମଙ୍ଗଳବାର ବିଡ୍ ଦାଖଲ କରିପାରିବ। ବିଡ ଦାଖଲ କରିବାର ଶେଷ ଦିବସ ହେଉଛି ୨୦୨୫…

ଏମଏସଏମ୍‌ଇକୁ ସୁଦୃଢ଼ କରିବା ଓ ଜାତୀୟ ଶିଳ୍ପ ଅଭିବୃଦ୍ଧି ବଢ଼ାଇବା ପାଇଁ ଆଲୁମିନିୟମ ଆମଦାନୀ ଶୁଳ୍କ କୋହଳ କରିବାର…

ଭୁବନେଶ୍ୱର: ସିୟୁଟିଏସ୍ ଇଂଟରନ୍ୟାସନାଲ୍ ପକ୍ଷରୁ ଜାରି କରାଯାଇଥିବା ଏକ ପଲିସି ପେପର୍‌ରେ ଭାରତର ମାଧ୍ୟମିକ ଆଲୁମିନିୟମ କ୍ଷେତ୍ର ସାମ୍ନା କରୁଥିବା ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ଉପରେ ଆଲୋକପାତ କରାଯାଇଛି। ଭାରତର ଆଲୁମିନିୟମ ଚାହିଦା ବର୍ତମାନର ୫.୩ ନିୟୁତ ଟନ୍‌ରୁ ବୃଦ୍ଧି ପାଇ ୨୦୩୦ ସୁଦ୍ଧା…

ଠକେଇରୁ ବର୍ତ୍ତିବା ପାଇଁ ଏୟାରଟେଲ ପେମେଣ୍ଟ ବ୍ୟାଙ୍କର ସେଫ ସେକେଣ୍ଡ ଆକାଉଣ୍ଟର ଶୁଭାରମ୍ଭ

ଭୁବନେଶ୍ୱର : ଭାରତୀ ଏୟାରଟେଲର ଉପାଧ୍ୟକ୍ଷ ତଥା ଏମଡି ଗୋପାଳ ଭିଟ୍ଟଲ ଏୟାରଟେଲର ଗ୍ରାହକମାନଙ୍କୁ ଚିଠି ଲେଖି ଡିଜିଟାଲ ସ୍କାମ ଏବଂ ଠକେଇର ବଢୁଥିବା ସମସ୍ୟାର ସମାଧାନ କରିବା ପାଇଁ କହିଛନ୍ତି। ନକଲି ପାର୍ସଲ ଡେଲିଭରି କଲ୍, ଫିସିଂ ଲିଙ୍କ୍ ଏବଂ ଡିଜିଟାଲ୍ ଗିରଫଦାରୀ ଠକେଇ ଭଳି ବିପଦ

ଟିପିସିଓଡିଏଲକୁ ଓଡ଼ିଶା ସିଏସଆର ଏକ୍ସେଲେନ୍ସ ପୁରସ୍କାର ୨୦୨୫

ଟିପି ସେଣ୍ଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲକୁ) କୁ ଓଡ଼ିଶା ସିଏସଆର ଫୋରମ୍ ଦ୍ୱାରା ଓଡ଼ିଶା ସିଏସଆର ଏକ୍ସେଲେନ୍ସ ପୁରସ୍କାର - ୨୦୨୫ ରେ ସମ୍ମାନିତ କରାଯାଇଛି। ଏହାର ଅତ୍ୟନ୍ତ ପ୍ରଭାବଶାଳୀ ଫ୍ଲାଗସିପ୍ କାର୍ଯ୍ୟକ୍ରମ “ଅଧିକାର – ସରକାରୀ ଯୋଜନା ସମୂହକୁ ପ୍ରବେଶ…

ନଥିଂ ପକ୍ଷରୁ ୧୯,୯୯୯ଟଙ୍କା ମୂଲ୍ୟରେ ଫୋନ୍ (୩ଏ) ଲାଇଟ୍‌ର ଶୁଭାରମ୍ଭ

ଭୁବନେଶ୍ୱର : ଲଣ୍ଡନ ସ୍ଥିତ ଟେକ୍ନୋଲୋଜି କମ୍ପାନୀ, ନଥିଂ ଭାରତରେ ଫୋନ୍ (୩ଏ) ଲାଇଟର ଉନ୍ମୋଚନ କରିଛି, ଯାହାକୁ କ୍ଲାସିକ୍ କଳା ଏବଂ ଧଳା ସହିତ ଏକ ନୂତନ ନୀଳ ରଙ୍ଗରେ ଉନ୍ମୋଚନ କରାଯାଇଛି । ଏହି ଡିଭାଇସ ନଥିଙ୍ଗର ସିଗ୍ନେଚର ଟ୍ରାନ୍ସପରେଂଟ ଡିଜାଇନ୍‌, ୬.୭୭ ଇଂଚ ଏମୋଏଲଡ ଡିସପ୍ଲେ,

ବିସି ଜିନ୍ଦଲ ଗ୍ରୁପ୍ ପକ୍ଷରୁ୧୫୦ ମେଗାୱାଟ୍ ରାଉଣ୍ଡ-ଦି-କ୍ଲକ୍ ପ୍ରକଳ୍ପ ପାଇଁ ସୌର ଶକ୍ତି ନିଗମ ଅଫ୍ ଇଣ୍ଡିଆ…

ଭୁବନେଶ୍ୱର: ଭାରତର ଅଗ୍ରଣୀ ତଥା ୧୮,୦୦୦ କୋଟିରୁ ଅଧିକ କାରବାର କରୁଥିବା ବିସି ଜିନ୍ଦଲ ଗ୍ରୁପ ପକ୍ଷରୁ ୧୫୦ ମେଗାୱାଟ୍ ରାଉଣ୍ଡ-ଦି-କ୍ଲକ୍ (ଆରଟିସି) ପ୍ରକଳ୍ପ ପାଇଁ ରାଷ୍ଟ୍ରାୟତ୍ତ ସୌର ଶକ୍ତି ନିଗମ ଅଫ୍ ଇଣ୍ଡିଆ ଲିମିଟେଡ୍ (ଏସ୍‌ଇସିଆଇ) ସହିତ ଏକ ବିଦ୍ୟୁତ୍ କ୍ରୟ ଚୁକ୍ତିନାମା (ପିପିଏ)…

ଇଣ୍ଟରନେଟ୍ ବ୍ୟାଙ୍କିଂ ଅଭିଜ୍ଞତାକୁ ରୂପାନ୍ତରିତ କରିବ ଏନବିବିଏଲର ବ୍ୟାଙ୍କିଂ କନେକ୍ଟ

ଭୁବନେଶ୍ୱର: ନ୍ୟାସନାଲ୍ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିସିଆଇ)ର ସମ୍ପୂର୍ଣ୍ଣ ମାଲିକାନା ଥିବା ସହାୟକ କମ୍ପାନୀ ଏନପିସିଆଇ ଭାରତ ବିଲ୍‌ପେ’ ଲିମିଟେଡ୍ (ଏନବିବିଏଲ୍‌), ବ୍ୟାଙ୍କିଂ କନେକ୍ଟ ସହିତ ଏହାର ଡିଜିଟାଲ୍ ପେମେଣ୍ଟ ଦୃଷ୍ଟିକୋଣକୁ ଆଗକୁ ବଢାଇଛି, ଏହା ଏକ ନୂତନ…

ମହିନ୍ଦ୍ରା ପକ୍ଷରୁ ଭାରତର ବଡ଼ ନୂଆ ଇଲେକ୍ଟ୍ରିକ୍ ୭-ସିଟ୍ ବିଶିଷ୍ଟ ଏସ୍‌ୟୁଭି “ଏକ୍ସଇଭି ୯ଏସ୍‌” ଉନ୍ମୋଚିତ

ଭୁବନେଶ୍ୱର: ମହିନ୍ଦ୍ରା ପକ୍ଷରୁ ଭାରତ ବୃହତ୍ ନୂଆ ୭ ସିଟ୍ ବିଶିଷ୍ଟ ଇଲେକ୍ଟ୍ରିକ୍ ଏସ୍‌ୟୁଭି “ଏକ୍ସଇଭି ୯ଏସ୍‌”କୁ ଉନ୍ମୋଚନ କରାଯାଇଛି। ଏହାକୁ କମ୍ପାନି ଏହାର ଇଙ୍ଗଲୋ ଢ଼ାଂଚାରେ ପ୍ରସ୍ତୁତ କରିଛି। ଗ୍ରାହକଙ୍କୁ ଅଧିକ ସ୍ଥାନ ପ୍ରଦାନ କରିବାକୁ ଦୃଷ୍ଟିରେ ରଖି ଏହି ଏସ୍‌ୟୁଭିର ବିକାଶ…

କଳିଙ୍ଗ ସେଫ୍ଟି ଏକ୍ସଲେନ୍ସ ନ୍ୟାସନାଲ ଆୱାର୍ଡରେ ଟିପିସିଓଡିଏଲକୁ ‘ପ୍ରିମିୟମ ଗୋଲ୍ଡ’ ସମ୍ମାନ

ଭୁବନେଶ୍ୱର, ୨୭ ନଭେମ୍ବର ୨୦୨୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌), କୁ କଳିଙ୍ଗ ସେଫ୍ଟି ଏକ୍ସଲେନ୍ସ ନ୍ୟାସନାଲ ଆୱାର୍ଡରେ ‘ପ୍ରିମିୟମ ଗୋଲ୍ଡ’ ବର୍ଗରେ ସମ୍ମାନିତ କରାଯାଇଛି। ନିକଟରେ…

ବ୍ୟାଙ୍କ୍ ଅଫ୍ ବରୋଦା ପକ୍ଷରୁ ବରୋଦା କିଷାନ ପଖୱାଡ଼ାର ଅଷ୍ଟମ ସଂସ୍କରଣ ଆୟୋଜିତ

ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ରାଷ୍ଟ୍ରାୟତ ବ୍ୟାଙ୍କ୍‌-ବ୍ୟାଙ୍କ୍ ଅଫ୍ ବରୋଦା ପକ୍ଷରୁ ପ୍ରମୁଖ ଗ୍ରାମୀଣ ଆଉଟ୍‌ରିଚ୍ ଅଭିଯାନ “ବରୋଦା କିଷାନ ପଖୱାଡ଼ା”ର ଅଷ୍ଟମ ସଂସ୍କରଣକୁ ୨୦୨୫ ନଭେମ୍ବର ୩ ରୁ ୧୫ ପର୍ଯ୍ୟନ୍ତ ଆୟୋଜନ କରାଯାଇଥିଲା। ଏହି ପକ୍ଷରେ ବ୍ୟାଙ୍କ୍ ୩.୬୫ ଲକ୍ଷ ଚାଷୀଙ୍କ ସହ…