Browsing Category

ବାଣିଜ୍ୟ

ମାରୁତି ସୁଜୁକି ପକ୍ଷରୁ ଏକ ଭାରତ, ଏକ ଇଭି ପ୍ଲାଟଫର୍ମର ଶୁଭାରମ୍ଭ

ନୂଆଦିଲ୍ଲୀ : ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍ (ମାରୁତି ସୁଜୁକି) ୧୩  ଚାର୍ଜ ପଏଣ୍ଟ ଅପରେଟର୍ସ (ସିପିଓ) ଏବଂ ଏଗ୍ରିଗେଟରମାନଙ୍କ ସହିତ ସହଯୋଗର ଚୁକ୍ତିନାମା ସ୍ୱାକ୍ଷର ଘୋଷଣା କରିଛି। ଏହି ଅବସରରେ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍ ର ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓ ଶ୍ରୀ ହିସାଶି

୧୯,୯୯୯ ଟଙ୍କାରେ ନଥିଙ୍ଗ ଫୋନ (3a) ଲାଇଟ୍‌ ବଜାରରେ

ଭୁବନେଶ୍ୱର : ଲଣ୍ଡନ ଭିତିକ ଟେକ୍ନୋଲୋଜି କମ୍ପାନୀ ନଥିଙ୍ଗ ପକ୍ଷରୁ ଡିସେମ୍ବର ୫ ତାରିଖ, ୨୦୨୫ରୁ ଏହାର ଫୋନ (୩ଏ) ଲାଇଟ୍‌ର ସେଲ ଆରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ନଥିଙ୍ଗ ପକ୍ଷରୁ ଏହି ସ୍ମାର୍ଟଫୋନର ଭାରତ ଲଂଚ ସମୟରେ କ୍ଲାସିକ ବ୍ଲାକ ଓ ହ୍ୱାଇଟ ରଙ୍ଗ ସହିତ ଏକ ନୂଆ ବ୍ଲୁ କଲର୍‌ର…

ଇଭି ଦୁଇଚକିଆ ଯାନ କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ‘ଏଥର୍ ଇଲେକ୍‌ଟ୍ରିକ ଡିସେମ୍ବର’ର ଘୋଷଣା କରିଛି ଏଥର୍…

ଭୁବନେଶ୍ୱର : ଭାରତର ଅନ୍ୟତମ ଅଗ୍ରଣୀ ଦୁଇଚକିଆ ଯାନ ନିର୍ମାତା ଏଥର ଏନର୍ଜି ପକ୍ଷରୁ ଏହାର ଦୀର୍ଘ ଏକ ମାସର ଅଭିଯାନ ‘ଏଥର୍ ଇଲେକ୍‌ଟ୍ରିକ ଡିସେମ୍ବର’ ର ୩ୟ ସଂସ୍କରଣ ଘୋଷଣା କରିଛି, ଏକ କାର୍ଯ୍ୟକ୍ରମ  ଯାହା ଆକର୍ଷଣୀୟ ନଗଦ ରିହାତି, ଇଏମଆଇ ଅଫର ଓ ବିସ୍ତୃତ ବ୍ୟାଟେରୀ ୱାରେଂଟି ବିକଳ୍ପ

ଧୀରେ ଧୀରେ ରନ୍ଧା ହୋଇଥିବା କବାବଠାରୁ ବିବିମ୍ବାପ୍‌, ସୁଗନ୍ଧିତ ବିରିୟାନି ଏବଂ ତେରିଆକି ସାଲମନ ପର୍ଯ୍ୟନ୍ତ: ଏୟାର…

ନୂତନ ମେନୁରେ ଭାରତୀୟ ଏବଂ ଗ୍ଲୋବାଲ୍ ଖାଦ୍ୟ, ସହିତ ବିଭିନ୍ନ ଭୌଗୋଳିକ କ୍ଷେତ୍ରର ସ୍ୱତନ୍ତ୍ର ଖାଦ୍ୟ ଅନ୍ତର୍ଭୁକ୍ତ। ଖାଦ୍ୟ ସୋର୍ସିଂ, ପ୍ରସ୍ତୁତି, ପ୍ୟାକେଜିଂ ଓ ପରିଚାଳନା ପରିବେଶ ତଥା ସମ୍ପ୍ରଦାୟ ଅନୁଯାୟୀ ସତର୍କତାର ସହ ପ୍ରସ୍ତୁତ କରାଯାଇଛି। ଭୁବନେଶ୍ୱର: ଭାରତର ଅଗ୍ରଣୀ…

ସାତ୍ୱିକ ଗ୍ରିନ ଏନର୍ଜି ଲିମିଟେଡର ଅମ୍ବାଲା କାରଖାନାକୁ ସମ୍ମାନଜନକ ସିଆଇଆଇ-ଆଇଜିବିସି ଗ୍ରିନ ଫ୍ୟାକ୍ଟ୍ରି ବିଲଡିଂ…

ଭୁବନେଶ୍ୱର: ଭାରତର ଅଗ୍ରଣୀ ସୋଲାର ପିଭି ନିର୍ମାତା ସାତ୍ୱିକ ଗ୍ରିନ ଏନର୍ଜି ଲିମିଟେଡର ହରିୟାଣାର ଅମ୍ବାଲାଠାରେ ଥିବା ଅତ୍ୟାଧୁନିକ କାରଖାନାକୁ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)- ଇଣ୍ଡିଆନ ଗ୍ରିନ ବିଲଡିଂ କାଉନସିଲ୍ (ଆଇଜିବିସି) ପକ୍ଷରୁ ସମ୍ମାଜନକ ଆଇଜିବିସି ଗ୍ରିନ ଫ୍ୟାକ୍ଟ୍ରି ବିଲଡିଂ…

ବେଦାନ୍ତର ୨ ନିୟୁତରୁ ଅଧିକ ଖୁଚୁରା ସେୟାରଧାରୀ ଲାଭବାନ ହେବେ, ଶେଷ ପର୍ଯ୍ୟାୟରେ ଡିମର୍ଜର

ଭୁବନେଶ୍ୱର: ଦେଶର ଏକ ଅଗ୍ରଣୀ ଖଣି ଏବଂ ପ୍ରାକୃତିକ ସମ୍ପଦ କମ୍ପାନୀ ବେଦାନ୍ତ ଲିମିଟେଡର ବହୁ ପ୍ରତୀକ୍ଷିତ ଡିମର୍ଜର ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲ (ଏନସିଏଲଟି) ର ମୁମ୍ବାଇ ବେଞ୍ଚ ନଭେମ୍ବରରେ ଏହାର ଆଦେଶ ସଂରକ୍ଷିତ ରଖିଥିଲା, ଡିସେମ୍ବର ୨୦୨୫ ରେ…

ଫ୍ୟାକ୍ଟ ଚେକ୍ – ୟୁନିଟ୍ ପିଛା ୩୬ ପଇସା ଅଧିକ ଆଦାୟ ଦାବି ବିଭ୍ରାନ୍ତିକର: ଓଡ଼ିଶା ଡିସକମ୍

ବିଦ୍ୟୁତ୍ ଉପଭୋକ୍ତାଙ୍କଠାରୁ ୟୁନିଟ୍ ପିଛା ୩୬ ପଇସା ଅଧିକ ଆଦାୟ କରାଯାଉଥିବା ନେଇ ନିକଟରେ ଯେଉଁ ଅଭିଯୋଗ ହୋଇଛି, ତାହା ସମ୍ପୂର୍ଣ୍ଣ ଭାବେ ତଥ୍ୟହୀନ ଏବଂ ଭୁଲ୍ ବୋଲି ଆମେ ସ୍ପଷ୍ଟ କରିବାକୁ ଚାହୁଁଛୁ। ଏଭଳି ଦାବି ବିଦ୍ୟୁତ୍ ଆଇନ, ୨୦୦୩ ଏବଂ ଓଇଆରସି ଟାରିଫ୍ ନିୟମାବଳୀ, ୨୦୨୨ ଅଧୀନରେ ଥିବା…

ଟିପିସିଓଡିଏଲ୍ ପକ୍ଷରୁ ବ୍ୟବସାୟିକ ସହଯୋଗୀଙ୍କ ପାଇଁ ପିଏମ୍ ସୂର୍ଯ୍ୟ ଘର ୟୁଏଲ୍‌ଏ ମଡେଲ୍ ର ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର, ୨ ଡିସେମ୍ବର, ୨୦୨୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌), ପକ୍ଷରୁ ଆଜି ଏହାର ବ୍ୟବସାୟିକ ସହଯୋଗୀ (ବିଜନେସ୍ ଆସୋସିଏଟ୍ସ) ମାନଙ୍କ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।…

ଓଡ଼ିଶାରେ ଜିଓ ସର୍ବାଧିକ ୧.୬୯ କୋଟି ମୋବାଇଲ୍ ଗ୍ରାହକ ସହିତ ଏକ ନମ୍ବର ବଜାୟ ରଖିଛି : ଟ୍ରାଇ ତଥ୍ୟ

ଭୁବନେଶ୍ୱର: ରାଜ୍ୟର ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବରେ ଓଡିଶା ଟେଲିକମ ବଜାରରେ ଏହାର ନେତୃତ୍ୱ ସ୍ଥାନକୁ ଅଧିକ ସୁଦୃଢ଼ କରି ରିଲାଏନ୍ସ ଜିଓ ୨୦୨୫ ଅକ୍ଟୋବର ମାସରେ ଓଡ଼ିଶାରେ ସର୍ବାଧିକ ୧.୬୭ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଗ୍ରାହକ ଏବଂ ୨୭୦୦୦ରୁ ଅଧିକ ନୂତନ ହୋମ୍

ଏସବିଆଇ ଜେନେରାଲ ଇନସ୍ୟୁରାନ୍ସର ହେଲ୍‌ଥ ଆଲଫା କାହିଁକି ଚୟନ କରିବେ ତାହାର ୫ଟି ମୁଖ୍ୟ କାରଣ

ଭୁବନେଶ୍ବର: ଡାକ୍ତରଖାନା ଖର୍ଚ୍ଚ ବଢୁଥିବା ବେଳେ ଓ ବୟସ ସହିତ ସ୍ୱାସ୍ଥ୍ୟ ଆବଶ୍ୟକତା ବଦଳୁଥିବାରୁ ଗ୍ରାହକମାନେ ଏବେ ଏକାଧିକ ସ୍ୱାସ୍ଥାବ୍ୟସ୍ଥା ପାଇଁ ପ୍ରସ୍ତୁତ ପୁରୁଣା ଧରଣର ସ୍ୱାସ୍ଥ୍ୟ ବୀମା ପଲିସିଠାରୁ ଆଗକୁ ବଢୁଛନ୍ତି। ସେମାନେ ଚାହୁଁଛନ୍ତି ଦୀର୍ଘମିଆଦି ମୂଲ୍ୟ, ଗଭୀର ସୁରକ୍ଷା ଓ…