Browsing Category

ବାଣିଜ୍ୟ

ରୁଙ୍ଗଟା ଷ୍ଟିଲ୍ ଶାହରୁଖ ଖାନ, ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କୁ ନେଇ ନୂତନ ଟିଭିସି ଲଞ୍ଚ କରିଛି

ଭୁବନେଶ୍ୱର : ଭାରତର ପ୍ରମୁଖ ଇସ୍ପାତ ଏବଂ ସମନ୍ୱିତ ଟିଏମ୍ଟି ବାର୍ ନିର୍ମାତାମାନଙ୍କ ମଧ୍ୟରୁ ଗୋଟିଏ, ରୁଙ୍ଗଟା ଷ୍ଟିଲ୍‌, ଏହାର ନୂତନ ଟେଲିଭିଜନ ବିଜ୍ଞାପନ (ଟିଭିସି) ଲଞ୍ଚ କରିଛି, ଯେଉଁଥିରେ ବଲିଉଡ୍ ଆଇକନ୍ ଶାହରୁଖ ଖାନ, ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କୁ ଏକ ବିଜ୍ଞାପନ ଫିଲ୍ମରେ…

ଟିପିଏନଓଡିଏଲ ପକ୍ଷରୁ ଯୋଡାରେ ଉପଭୋକ୍ତା ସମ୍ମିଳନୀ

ବାଲେଶ୍ୱର, ୧୩/୧୨ : ଟିପିଏନଓଡିଏଲ ପକ୍ଷରୁ ଯୋଡ଼ାରେ ଏଚଟି ଓ ଇଏଚ୍‌ଟିର ପ୍ରମୁଖ ଉପଭୋକ୍ତାମାନଙ୍କୁ ନେଇ ଏକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଟିପିଏନଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଗଜାନନ କାଲେ, ବାଣିଜ୍ୟ ଓ ବିଇ ମୁଖ୍ୟ ଜୟଦୀପ ରୟ, ପରିଚାଳନା ମୁଖ୍ୟ…

ୟୁଏଲଏ ମଡେଲ୍ ଅଧୀନରେ ରୁଫ ଟପ୍ ସୋଲାର୍ ଗ୍ରହଣକୁ ତ୍ୱରାନ୍ୱିତ କରୁଛି ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍‌; ୭୦%…

ଭୁବନେଶ୍ୱର, ଓଡ଼ିଶା, ୧୩ ଡିସେମ୍ବର ୨୦୨୫: ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ଗୁଡିକରେ ୟୁଟିଲିଟି-ଲେଡ୍ ଆଗ୍ରିଗେସନ୍ (ୟୁଏଲଏ) ମଡେଲ ଅଧୀନରେ ରୁଫ୍‌ଟପ୍ ସୋଲାର ଗ୍ରହଣ କରିବାରେ ବ୍ୟାପକ ବୃଦ୍ଧି ପରିଲକ୍ଷିତ ହୋଇଛି ଏବଂ ରାଜ୍ୟରେ ମୋଟ ରୁଫ୍‌ଟପ୍ ସୋଲାର ସଂଯୋଗ…

କଟକରେ ଇନ୍ଦ୍ରିୟା, ଆଦିତ୍ୟ ବିର୍ଲା ଜୁଏଲାରୀର ନୂତନ ଷ୍ଟୋରର ଶୁଭାରମ୍ଭ

କଟକ : ଇନ୍ଦ୍ରିୟା, ଆଦିତ୍ୟ ବିର୍ଲା ଜୁଏଲାରୀ, ଓଡିଶାର ଐତିହାସିକ ସହର କଟକରେ ଏହାର ଦ୍ୱିତୀୟ ଷ୍ଟୋର ଖୋଲିଛି । କଟକରେ ନୂତନ ଷ୍ଟୋର ସହିତ ଇନ୍ଦ୍ରିୟା, ଭାରତର ସମୃଦ୍ଧ କାରିଗରୀ ଐତିହ୍ୟକୁ ଆଧୁନିକ ଡିଜାଇନ୍‌ର ସହିତ ଯୋଡ଼ି ଏହି କାରିଗରୀ ପରମ୍ପରାକୁ ସମ୍ମାନିତ କରିଛି । ଗ୍ରାହକମାନଙ୍କୁ ଏକ…

ଇଣ୍ଡସ୍‌ଇଣ୍ଡ୍ ଜେନେରାଲ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଡିଜିଟାଲ ମୋଟର ଯାନ ସମାଧାନ ପାଇଁ ସିଟ୍ରୋନ୍ ଇଣ୍ଡିଆ ସହ ସହଯୋଗିତା

ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ଘରୋଇ ସାଧାରଣ ବୀମା କମ୍ପାନି ଇଣ୍ଡସ୍‌ଇଣ୍ଡ୍ ଜେନେରାଲ୍ ଇନ୍‌ସ୍ୟୁରାନ୍ସ କମ୍ପାନି ଲିମିଟେଡ୍ ପକ୍ଷରୁ ଗ୍ରାହକମାନଙ୍କ କାର୍ ମାଲିନାକା ଅନୁଭୂତିରେ ଉନ୍ନତି ଆଣିବା ପାଇଁ ସିଟ୍ରୋନ୍ ଇଣ୍ଡିଆ ସହ ସହଯୋଗିତା ସ୍ଥାପନ କରାଯାଇଛି। ସର୍ବାଧିକ ସୁବିଧା, ବିଶ୍ୱାସ…

ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡ୍ ପକ୍ଷରୁ ଆକ୍ସିସ୍ ଗୋଲ୍ଡ୍ ଆଣ୍ଡ୍ ସିଲଭର୍ ପାସିଭ୍ ଏଫ୍‌ଓଏଫ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ଦେଶର ଅନ୍ୟତମ ଅଗ୍ରଣୀ ସଂପତି ପରିଚାଳନା କମ୍ପାନି ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡ୍ ପକ୍ଷରୁ ଆକ୍ସିସ୍ ଗୋଲ୍ଡ ଆଣ୍ଡ୍ ସିଲଭର୍ ପାସିଭ୍ ଫଣ୍ଡ୍ ଅଫ୍ ଫଣ୍ଡ୍ (ଏଫ୍‌ଓଏଫ୍‌) ଘୋଷଣା କରାଯାଇଛି। ଏହା ହେଉଛି ଏକ ଓପନ୍ ଏଣ୍ଡେଡ୍ ଫଣ୍ଡ୍ ଅଫ୍ ଫଣ୍ଡ୍ ସ୍କିମ୍ ଯେଉଁଥିରେ ସୁନା ଓ ରୁପା…

ଜେଏସଡବ୍ଲ୍ୟୁ ପେଣ୍ଟସ୍ ପକ୍ଷରୁ ଆକଜୋ ନୋବେଲ୍ ଇଣ୍ଡିଆର ଅଧିଗ୍ରହଣ ସମାପ୍ତି ଘୋଷଣା

ଭୁବନେଶ୍ୱର : ଜେଏସଡବ୍ଲ୍ୟୁ ପେଣ୍ଟସ୍ ଲିମିଟେଡ୍ ("ଜେଏସଡବ୍ଲ୍ୟୁ ପେଣ୍ଟସ୍‌’) ଆକଜୋ ନୋବେଲ୍ ଏନ.ଭି. ଏବଂ ଏହାର ସହଯୋଗୀ କମ୍ପାନୀଗୁଡ଼ିକ ଠାରୁ ଆକଜୋ ନୋବେଲ୍ ଇଣ୍ଡିଆ ଲିମିଟେଡ୍ ("ଏଏନଆଇଏଲ’)ରେ ୬୦.୭୬ ପ୍ରତିଶତ ର ଅଧିକାଂଶ ଅଂଶଧନ ଅଧିଗ୍ରହଣ କରିଛି। ପୂର୍ବରୁ ଜେଏସଡବ୍ଲ୍ୟୁ ପେଣ୍ଟସ୍…

ବି.ସି. ଜିନ୍ଦଲ ଗ୍ରୁପର ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ ଉତ୍ପାଦନ କ୍ଷମତାକୁ ସୁଦୃଢ଼ କରିବା ପାଇଁ ଅତିରିକ୍ତ ୧୫୦ କୋଟି…

ଭୁବନେଶ୍ୱର : ପ୍ରତିଷ୍ଠିତ ବି.ସି. ଜିନ୍ଦଲ ଗ୍ରୁପର ଅଂଶ ଏବଂ ଭାରତର ଅଗ୍ରଣୀ ଡାଉନଷ୍ଟ୍ରିମ୍ ଇସ୍ପାତ ଉତ୍ପାଦ ନିର୍ମାତାମାନଙ୍କ ମଧ୍ୟରୁ ଗୋଟିଏ, ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍‌, ପଶ୍ଚିମବଙ୍ଗର ହାଓଡ଼ାରେ ଏହାର ଅତ୍ୟାଧୁନିକ ସୁବିଧାରେ ୧୫୦ କୋଟି ଟଙ୍କାର ଅତିରିକ୍ତ ନିବେଶ ଘୋଷଣା କରିଛି।…

ଡିସେମ୍ବର ୧୩ରେ ଅନୁଷ୍ଠିତ ହେବ ଟିପିସିଓଡିଏଲ୍‌ର ଲୋକ ଅଦାଲତ

ଭୁବନେଶ୍ୱର, ୧୧ ଡିସେମ୍ବର ୨୦୨୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌), ପକ୍ଷରୁ ଆସନ୍ତା ୧୩ ଡିସେମ୍ବର ୨୦୨୫ରେ ଚତୁର୍ଥ ଜାତୀୟ ଲୋକ ଅଦାଲତ ଓ ସମାଧାନ ଶିବିର ଆୟୋଜିତ ହେବ। ଅନଧିକୃତ ବିଦ୍ୟୁତ…

ସୋନି ଇଣ୍ଡିଆ ପକ୍ଷରୁ ନୂଆ କ୍ୟାମେରା “ଆଇଏଲ୍‌ସିଇ-୭ଭି’ ଉନ୍ମୋଚିତ

ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ଲୋକପ୍ରିୟ ଆଲ୍‌ଫା ୭ ଫୁଲ-ଫ୍ରେମ୍ ମିରର୍‌ଲେସ୍ କ୍ୟାମେରା ଆଇଏଲ୍‌ସିଇ-୭ଭିକୁ ଉନ୍ମୋଚନ କରାଯାଇଛି। ଏଥିରେ ନୂତନ ଭାବେ ବିକାଶ କରାଯାଇଥିବା ଏକ୍ସମୋର୍ ଆର୍‌ଏସ୍ ସିଏମ୍‌ଓଏସ୍ ଇମେଜ୍ ସେନ୍‌ସର୍ ରହିଛି ଯାହା ୩୩.୦ ପ୍ରଭାବଶଳୀ ମେଗାପିକ୍‌ସେଲ୍ ସହ ଆସିଛି।…