Browsing Category
ବାଣିଜ୍ୟ
୨୦୨୫ରେ ଦୁଇ ଲକ୍ଷରୁ ଅଧିକ ଗ୍ରାହକ ଯୋଡିଲେ ଜିଓ ଏୟାର ଫାଇବର
ଭୁବନେଶ୍ୱର: ଓଡ଼ିଶାର ଅଗ୍ରଣୀ ଡିଜିଟାଲ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ୨୦୨୫ ବର୍ଷରେ ଦୁଇ ଲକ୍ଷରୁ ଅଧିକ ନୂତନ ଜିଓଏୟାରଫାଇବର ଗ୍ରାହକ ଯୋଡିବା ସହିତ ହୋମ୍ ବ୍ରଡବ୍ୟାଣ୍ଡ କ୍ଷେତ୍ରରେ ଏହାର ଏକ ନମ୍ବର ସ୍ଥାନକୁ ଆହୁରି ସୁଦୃଢ଼ କରିଛି । ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ)…
ଆନ୍ଧ୍ରର ସରକାରୀ ସଂସ୍ଥା ଏଏମଟିଜେଡ ସହିତ ନାରାୟଣ ସେବା ସଂସ୍ଥାନର ୫-ବର୍ଷିଆ ବୁଝାମଣା
ଭୁବନେଶ୍ୱର: ସ୍ୱଦେଶୀ, ସୁଲଭ ଓ ଉଚ୍ଚ ପ୍ରଦର୍ଶନକାରୀ ପ୍ରୋସଥେଟିକ, ଅର୍ଥୋଟିକ ଓ ସହାୟକ ପ୍ରଯୁକ୍ତିରେ ଉନ୍ନତି ଆଣିବା ପାଇଁ ଆନ୍ଧ୍ରପ୍ରଦେଶ ସରକାରଙ୍କ ସଂସ୍ଥା ତଥା ଭାରତର ପ୍ରିମିୟର ମେଡିକାଲ ଟେକ୍ନୋଲୋଜି ପାର୍କ ଆନ୍ଧ୍ରପ୍ରଦେଶ ମେଡଟେକ ଜୋନ ଲିମିଟେଡ (ଏଏମଟିଜେଡ) ପକ୍ଷରୁ ଦିବ୍ୟାଙ୍ଗଙ୍କ…
ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ସଶକ୍ତିକରଣ ପାଇଁ ସ୍ପାଇସ ମନି ଜିଏଫଟିଏନ୍ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ବୁଝାମଣା ପତ୍ର…
ଭୁବନେଶ୍ୱର: ଭାରତର ଅଗ୍ରଣୀ ଗ୍ରାମୀଣ ଫିନଟେକ କମ୍ପାନି ଓ ଡିଜିସ୍ପାଇସ ଟେକ୍ନୋଲୋଜିସ ଲିମିଟେଡର ସହାୟକ ସଂସ୍ଥା ସ୍ପାଇସ ମନି ପକ୍ଷରୁ ଓଡ଼ିଶା ସରକାରଙ୍କ ଭାରତ ନେତ୍ର ପ୍ରୋଗ୍ରାମ ଅଧୀନରେ ଅନୁଷ୍ଠିତ ଗ୍ଲୋବାଲ ଫାଇନାନ୍ସ ଆଣ୍ଡ ଟେକ୍ନୋଲୋଜି ନେଟୱର୍କ (ଜିଏଫଟିଏନ)ର ଅଭିଯାନ ବ୍ଲାକ ସ୍ୱାନ ସମିଟ…
ଯାତ୍ରା ସମୟରେ ପାଟିର ସ୍ୱଚ୍ଛତା: ଆପଣଙ୍କ ପାଇଁ ଏକ ସହଜ ମାର୍ଗଦର୍ଶିକା
ଭୁବନେଶ୍ୱର: ଗବେଷଣାରୁ ଜଣାପଡିଛି ଯେ ୪୦% ରୁ ଅଧିକ ପର୍ଯ୍ୟଟକ ଯାତ୍ରା ସମୟରେ ଦିନକୁ ଅତି କମରେ ଥରେ ବ୍ରଶ୍ କରିବାକୁ ଭୁଲିଯାଆନ୍ତି। ବିମାନ ଯାତ୍ରା ସମୟରେ ଶରୀରରେ ଜଳୀୟ ଅଂଶ କମିଯିବା ଫଳରେ ମାତ୍ର କିଛି ଘଣ୍ଟା ମଧ୍ୟରେ ଲାଳ ତିଆରି ପ୍ରକ୍ରିୟା ଯଥେଷ୍ଟ ହ୍ରାସ ପାଇଥାଏ। ଏହି ଛୋଟ ଛୋଟ!-->…
ଏସବିଆଇ ଜେନେରାଲ ଇନସ୍ୟୁରାନ୍ସ ରବି ଫସଲ ୨୦୨୫-୨୬ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମଏଫବିୱାଇ) ଅନ୍ତର୍ଗତ…
ଭୁବନେଶ୍ୱର: ଭାରତର ପ୍ରମୁଖ ସାଧାରଣ ବୀମା କମ୍ପାନୀଗୁଡ଼ିକ ମଧ୍ୟରୁ ଗୋଟିଏ, ଏସବିଆଇ ଜେନେରାଲ ଇନସ୍ୟୁରାନ୍ସ, ରବି ଫସଲ ଋତୁ ୨୦୨୫-୨୬ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମଏଫବିୱାଇ) ଅନ୍ତର୍ଗତ ‘ମେରି ପଲିସି ମେରେ ହାତ' ଅଭିଯାନରେ ଅଂଶଗ୍ରହଣ ଘୋଷଣା କରିଛି। ଫେବୃଆରୀ ୧୫ ରୁ…
ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍ ସୁପର–୮ ମ୍ୟାଚ୍ରେ ଜୟ ଶାହ ଓ ସୁନ୍ଦର ପିଚାଇ
ଭୁବନେଶ୍ବର: ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍ ସୁପର ୮ ମ୍ୟାଚ୍ ର ଭାରତ ବନାମ ଦକ୍ଷିଣ ଆଫ୍ରିକା ଅନୁଷ୍ଠିତ ମୁକାବିଲା ଅବସରରେ, ଆଇସିସି ଅଧ୍ୟକ୍ଷ ଜୟ ଶାହ ଏବଂ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉପସ୍ଥିତ ଥିଲେ । ଯେହେତୁ ଗୁଗୁଲର ପ୍ରମୁଖ ସ୍ମାର୍ଟଫୋନ୍…
ରାଷ୍ଟ୍ର ପରିଚାଳନାରେ ନ୍ୟାୟ ଇଞ୍ଜିନ୍ ସଦୃଶ:ନ୍ୟାୟମୂର୍ତୀ ଶଶିକାନ୍ତ ମିଶ୍ର
ଭୁବନେଶ୍ୱର, : ଭାରତର ସମ୍ବିଧାନ ରାଷ୍ଟ୍ରର ନାଗରିକଙ୍କୁ ବ୍ୟକ୍ତିଗତ ସ୍ତରରେ ଏବଂ ସାମୂହିକ ଭାବେ ପ୍ରତ୍ୟେକ କ୍ଷେତ୍ରରେ ଉତ୍କର୍ଷତା ବୃଦ୍ଧି କରିବା ସୁନିଶ୍ଚିତ କରିଛି । ଯାହାଦ୍ୱାରା କି ରାଷ୍ଟ୍ର ନିରନ୍ତର ଭାବରେ ଉଚ୍ଚତର ସ୍ତରକୁ ଯାଇ ସଫଳତା ହାସଲ କରି ପାରିବ ବୋଲି ଶନିବାର ଓଡିଶା…
ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬: ‘ଏଆଇ ସଖୀ’ କାର୍ଯ୍ୟକ୍ରମରେ ଓଡ଼ିଶାର ୩୧୫ ମହିଳା ସାମିଲ
ଭୁବନେଶ୍ୱର, ୧୭.୦୨.୨୦୨୬: ଟାଟା ଷ୍ଟିଲ୍ ଏବଂ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଆୟୋଜିତ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬’ ଅନ୍ତର୍ଗତ ‘ଏଆଇ ସଖୀ’ ଇମର୍ସନ କାର୍ୟ୍ୟକ୍ରମରେ ୬୦୦ରୁ ଅଧିକ ମହିଳା ସାମିଲ ହୋଇଛନ୍ତି। ଏହି କାର୍ୟ୍ୟକ୍ରମରେ ବିଶେଷ କରି…
ବଜାର ସ୍ଥିତିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ନିବେଶକଙ୍କ ମିଡ-କ୍ୟାପ କ୍ଷେତ୍ରକୁ ଧ୍ୟାନ
ଭୁବନଶବର: ଇକ୍ୱିଟି ବଜାରରେ ଉତ୍ସାହ ଓ ସତର୍କତା ମଧ୍ୟରେ ସନ୍ତୁଳନ ସହ ଆଗକୁ ବଢ଼ୁଥିବା ବେଳେ ଖୁଚୁରା ନିବେଶକମାନେ ଦୀର୍ଘକାଳୀନ ଅଭିବୃଦ୍ଧି ସୁଯୋଗ ହାସଲ କରିବା ଲାଗି ସେମାନଙ୍କ ପୋର୍ଟଫୋଲିଓରେ ପରିବର୍ତ୍ତନ କରୁଛନ୍ତି। ବର୍ତ୍ତମାନ ବଜାର ଚକ୍ରରେ ସେମାନେ ଯେଉଁ କ୍ଷେତ୍ର ପ୍ରତି ଆଗ୍ରହ…
ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିରେ ପ୍ରଥମ ବ୍ୟାଚ ଫାଇନାନ୍ସିଆଲ ଟେକ୍ନୋଲୋଜିରେ ଏମ୍ବିଏ ପାଇଁ ଆବେଦନ ଆହ୍ୱାନ
- ଏହି କାର୍ଯ୍ୟକ୍ରମ ଡିଜିଟାଲ ଅର୍ଥନୀତି ପରିବେଶ ପାଇଁ ଭବିଷ୍ୟତମୁଖୀ ଫିନ୍ଟେକ୍ ନେତୃତ୍ୱ ଗଢ଼ି ତୋଳିବାରେ କେନ୍ଦ୍ରିତ
ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି (ବିଜିୟୁ), ଏକ ପ୍ରମୁଖ ବିଶ୍ୱବିଦ୍ୟାଳୟ, ଏହାର ଫାଇନାନ୍ସିଆଲ ଟେକ୍ନୋଲୋଜି (ଫିନ୍ଟେକ୍)ରେ ଏମ୍ବିଏ!-->…