Browsing Category

ବାଣିଜ୍ୟ

ଭୁବନେଶ୍ୱରରେ ଇନଷ୍ଟାମାର୍ଟର ଅଭୂତପୂର୍ବ ବୃଦ୍ଧି

ଭୁବନେଶ୍ୱର : ଭାରତର ଅଗ୍ରଣୀ ବାଣିଜ୍ୟ ପ୍ଲାଟଫର୍ମ ଇନଷ୍ଟାମାର୍ଟ ତାହାର ବାର୍ଷିକ ରିପୋର୍ଟ “ହାଓ ଇଣ୍ଡିଆ ଇନଷ୍ଟାମାର୍ଟେଡ୍ ୨୦୨୫”ପ୍ରକାଶ କରିଛି । ଏହି ରିପୋର୍ଟ ରୁ ଜଣାଡିଛି ଯେ ଭୁବନେଶ୍ୱରବାସୀ ଏବେ ଭାରତର ସୁବିଧାଜନକ ବାଣିଜ୍ୟ ପରିବର୍ତନରେ ସବୁଠାରୁ ଆଗୁଆ । ସହରରେ ଅର୍ଡରରେ ପ୍ରାୟ…

କଳିଙ୍ଗନଗରରେ ସ୍ଥାୟୀ ଜଳ ସମ୍ପଦ ନେଇ ପଦକ୍ଷେପ ୫ ବର୍ଷରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଦ୍ଵାରା ୨୪୩ଟି ନୂଆ ପୋଖରୀ…

ଜଳ ଆମର ଏକ ମୌଳିକ ଉତ୍ସ । ଅନେକ କାର୍ଯ୍ୟ ଏହା ଦ୍ୱାରା ପରିଚାଳିତ ହୁଏ ଓ ଏହାର ଅଭାବରେ ଅନେକ କାର୍ଯ୍ୟକଳାପ ବନ୍ଦ ହୋଇଯାଏ । ଲୋକମାନେ ସେମାନଙ୍କର ମୌଳିକ ଆବଶ୍ୟକତା ପୂରଣ କରିବାରେ ଯେପରି ଜଳ ପାଇଁ କିଛି ସମସ୍ୟା ର ସମ୍ମୁଖିନ ନହେବେ ସେଥିପାଇଁ କଳିଙ୍ଗନଗରରେ ଟାଟା ଷ୍ଟିଲ୍…

ଓଡ଼ିଶା ନାଭାଲ ଟାଟା ହକି ହାଇ ପରଫରମାନ୍ସ ସେଣ୍ଟର ପକ୍ଷରୁ ତୃଣମୂଳ ସ୍ତରରେ ହକିକୁ ସୁଦୃଢ଼ କରିବାକୁ ଗୋଲକିପିଂ…

ଭୁବନେଶ୍ୱର, 21/12/2025: ଓଡ଼ିଶା ନାଭାଲ ଟାଟା ହକି ହାଇ ପରଫରମାନ୍ସ ସେଣ୍ଟର (ଓଏନଟିଏଚଏଚପିସି) ପକ୍ଷରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ତୃଣମୂଳସ୍ତରୀୟ ବାଳକ ଓ ବାଳିକାଙ୍କ ପାଇଁ ଏକ ବିଶେଷ ହକି ଗୋଲକିପିଂ ୱାର୍କସପ ସଫଳତାର ସହିତ ଆୟୋଜନ କରାଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି ଯୁବ ହକି…

ସ୍ୱାସ୍ଥ୍ୟସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜିନ୍ଦଲ ଷ୍ଟିଲ୍ କୁ ବେଙ୍ଗଲ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି…

ଭୁବନେଶ୍ୱର :ସ୍ୱାସ୍ଥ୍ୟ, ସାମାଜିକ ବିକାଶ ଏବଂ ମହିଳା ବିକାଶ କ୍ଷେତ୍ରରେ ଏହାର ଉଲ୍ଲେଖନୀୟ  କର୍ପୋରେଟ୍ ସାମାଜିକ ଦାୟିତ୍ୱ (ସିଏସଆର) କାର୍ଯ୍ୟ ପାଇଁ ଜିନ୍ଦଲ ଷ୍ଟିଲକୁ ବେଙ୍ଗଲ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ବିସିସି ଆଣ୍ଡ ଆଇ) ଦ୍ୱାରା ପୁରସ୍କୃତ କରାଯାଇଛି।  ଡିସେମ୍ବର ୧୯,…

ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡାରେ ପ୍ଲାଷ୍ଟିକ-ମୁକ୍ତ ସଚେତନତା ଅଭିଯାନ

ଝାରସୁଗୁଡା, ଓଡ଼ିଶା, ଡିସେମ୍ବର ୨୦, ୨୦୨୫: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଂଚଳିକ କାର୍ଯ୍ୟାଳୟ ସହିତ ମିଳିତ ଭାବରେ, ଝାରସୁଗୁଡାର ସବୁଠାରୁ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ଗୋଟିଏ କୋଇଲିଘୁଘର ଜଳପ୍ରପାତରେ

ଉତ୍ତର-ପୂର୍ବ ଭାରତକୁ ବିମାନ ସଂଯୋଗୀକରଣ କ୍ଷେତ୍ରରେ ନୂତନ ମାନଦଣ୍ଡ ସ୍ଥାପନ କଲେ: ଆଦାନୀ

ଗୌହାଟି, ୨୦ ଡିସେମ୍ବର ୨୦୨୫: ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକପ୍ରିୟ ଗୋପୀନାଥ ବୋର୍‌ଦୋଲୋଇ ଅନ୍ତର୍ଜାତୀୟ ବିମାନବନ୍ଦର (ଏଲ୍‌ଜିବିଆଇଏ) ଠାରେ ନୂତନ ଟର୍ମିନାଲ୍‌ର ଉଦ୍‌ଘାଟନ କରିଛନ୍ତି । ଏହି ପ୍ରକଳ୍ପ ଯୋଜନା ପ୍ରସ୍ତୁତିଠାରୁ କାର୍ଯ୍ୟାନ୍ୱୟନ ପର୍ଯ୍ୟନ୍ତ

ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା, ବାଦ ପଡିଲେ ଶୁଭମନ

ମୁମ୍ବାଇ: ଏକ ସାହସିକ ପଦକ୍ଷେପ ନେଇ, ଭାରତୀୟ କ୍ରିକେଟ ଦଳର ଜାତୀୟ ଚୟନ କମିଟି ଶନିବାର ଘରୋଇ T20 ବିଶ୍ୱକପ୍ ପାଇଁ ବାଛିଥିବା 15 ଜଣିଆ ଭାରତୀୟ ଦଳରୁ ଫର୍ମରୁ ବାହାରକୁ ଯାଉଥିବା ଉପ-ଅଧିନାୟକ ଶୁଭମନ ଗିଲଙ୍କୁ ବାଦ ଦେଇଛି। ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ଦଳର ଉପ-ଅଧିନାୟକ ନିଯୁକ୍ତ…

ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ପୋଡି ମାରିଦେବା ଘଟଣାରେ ୭ ଗିରଫ

ଢାକା: ବାଂଲାଦେଶରେ ଜଣେ ହିନ୍ଦୁଙ୍କୁ ହତ୍ୟା ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଛି, ଅନ୍ତରୀଣ ସରକାର ଶନିବାର ଘୋଷଣା କରିଛନ୍ତି। ମୁସଲମାନ ସଂପ୍ରଦାୟର ହିଂସାକାରୀମାନେ ଜଣେ ୨୫ ବର୍ଷୀୟ ହିନ୍ଦୁ ଶ୍ରମିକ ଦିପୁ ଚନ୍ଦ୍ର ଦାସ ଙ୍କୁ ପିଟିପିଟି ମାରିଦେବା ସହ ତାଙ୍କୁ ମଝି ରାସ୍ତାରେ ନିଆଁ ଲଗାଇ…

ସ୍ଥିର ରହିଛି ସୁନା ଦର, ଆପଣଙ୍କ ସହରରେ କେତେ ଅଛି ଜାଣନ୍ତୁ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ସୁନା ମୂଲ୍ୟ ୨୪ କ୍ୟାରେଟ୍ ଏବଂ ୨୨ କ୍ୟାରେଟ୍ ପାଇଁ ସ୍ଥିର ରହିଛି। ଡିସେମ୍ବର ୨୦, ୨୦୨୫ ରେ ୨୪ କ୍ୟାରେଟ୍ ସୁନା (୧୦ ଗ୍ରାମ) ର ମୂଲ୍ୟ ୧,୩୪,୧୮୦ ଟଙ୍କା ଥିଲା ବେଳେ ୨୨ କ୍ୟାରେଟ୍ ସୁନା (୧୦ ଗ୍ରାମ) ର ମୂଲ୍ୟ ୧,୨୩,୦୦୦ ଟଙ୍କା ଥିଲା।…

ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଆଣିଲା ପ୍ରୁ ସେକ୍ଟର ଲିଡର୍ସ ଇଣ୍ଡେକ୍ସ ଫଣ୍ଡ୍‌

ଭୁବନେଶ୍ୱର: ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ ଇନ୍ସୁରାନ୍ସ କମ୍ପାନୀ ଲିମିଟେଡ ପକ୍ଷରୁ ଲିଙ୍କ୍ଡ ଇନ୍ସୁରାନ୍ସ ପ୍ଲାନ୍ (ୟୁଲିପ୍‌) ଅଧିନରେ ଏକ ନୂଆ ଫଣ୍ଡ୍‌, ଆଇସିଆଇସିଆଇ ପ୍ରୁ ସେକ୍ଟର ଲିଡର୍ସ ଇଣ୍ଡେକ୍ସ ଫଣ୍ଡ୍ ଶୁଭାରମ୍ଭ କରାଯାଇଛି । ଏହି ଫଣ୍ଡ ଗ୍ରାହକଙ୍କୁ ଭାରତୀୟ ଅର୍ଥନୀତିର ୨୦ ରୁ…