Browsing Category
ବାଣିଜ୍ୟ
ଜିଏଫଏଫ ୨୦୨୫ରେ ଏନପିସିଆଇର ଶ୍ରୀ ଅଜୟ କୁମାର ଚୌଧୁରୀଙ୍କ ସମାବେଶୀ ଅର୍ଥନୀତି ପାଇଁ ଦାୟିତ୍ୱପୂର୍ଣ୍ଣ ବୁଦ୍ଧିମତା ପାଇଁ…
ଭୁବନେଶ୍ୱର: ବିଶ୍ୱ ଅର୍ଥନୀତିରେ କୃତ୍ରିମ ବୁଦ୍ଧିମତା (ଏଆଇ) ଏକ ରୂପାନ୍ତରକାରୀ ଶକ୍ତି ଭାବରେ ଉଭା ହୋଇଛି ଯାହା ଆର୍ôଥକ ସେବାଗୁଡ଼ିକୁ କିପରି ପରିକଳ୍ପନା, ବିତରଣ ଏବଂ ଅନୁଭବ କରାଯାଏ ତାହାକୁ ପୁନଃବ୍ୟାଖ୍ୟା କରୁଛି। ମୁମ୍ବାଇରେ ୬ଷ୍ଠ ଗ୍ଲୋବାଲ ଫିନଟେକ୍ ଫେଷ୍ଟ (ଜିଏଫ୍ଏଫ୍) ୨୦୨୫ରେ…
ୱିୱାର୍କ ଇଣ୍ଡିଆ ମ୍ୟାନେଜମେଂଟ ଲିମିଟେଡର ଆଇପିଓ ୨୦୨୫ ଅକ୍ଟୋବର ୩ରେ ଆରମ୍ଭ
ଭୁବନେଶ୍ୱର: ୱିୱାର୍କ ଇଣ୍ଡିଆ ମ୍ୟାନେଜମେଂଟ ଲିମିଟେଡର ଇକ୍ୱିଟି ସେୟାରର ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ୨୦୨୫ ଅକ୍ଟୋବର ୩ ଶୁକ୍ରବାର ଦିନ ଖୋଲିଛି ଯାହା ଅକ୍ଟୋବର ୭ ମଙ୍ଗଳବାର ଦିନ ବନ୍ଦ ହେବ। ଆଙ୍କର ନିବେଶକମାନଙ୍କୁ ଗୋଟିଏ କାର୍ଯ୍ୟଦିବସ ପୂର୍ବରୁ ଅକ୍ଟୋବର ୧ ବୁଧବାର ବିଡ୍ ଦାଖଲ…
ବିଦ୍ୟୁତ୍ ବଣ୍ଟନରେ ଓଡ଼ିଶାର ଫିଜିଟାଲ୍ ବିପ୍ଳବ: ପ୍ରାୟ ୧ କୋଟି ଉପଭୋକ୍ତାଙ୍କୁ ସଶକ୍ତ କରି ଗ୍ରାହକ- କୈନ୍ଦ୍ରିକ…
ଭାରତର ପୂର୍ବ ଉପକୂଳରେ ଅବସ୍ଥିତ, ଓଡ଼ିଶା ଏକ ରାଜ୍ୟ ଯାହା ଏହାର ବିଶାଳତା ଏବଂ ବିବିଧତା ପାଇଁ ପରିଚିତ। ପଶ୍ଚିମ ଓଡ଼ିଶାର ଖଣିଜ ସମୃଦ୍ଧ ଉଚ୍ଚଭୂମିଠାରୁ ଏହାର ଉପକୂଳବର୍ତ୍ତୀ ଅଞ୍ଚଳର ଉର୍ବର ଡେଲଟା ପର୍ଯ୍ୟନ୍ତ, ରାଜ୍ୟରେ ରହିଛି ଉଭୟ ଆର୍ôଥକ ପ୍ରତିଶୃତି ସହିତ ସାମାଜିକ ଜଟିଳତା। ଏଠାରେ…
ଆର୍ଡି ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍ଏଚ୍ପି ଦାଖଲ
ଭୁବନେଶ୍ୱର: ସର୍କୁଲାର ଇକୋନମିର ଅଗ୍ରଣୀ ସଂସ୍ଥା ଆରଡି ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସପେକ୍ଟସ୍ (ଡିଆର୍ଏଚପି) ଦାଖଲ କରାଯାଇଛି। ପ୍ରସ୍ତାବିତ ଆଇପିଓରେ ୩୨୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି…
ପ୍ରାଇଡ୍ ହୋଟେଲ୍ସ ଲିମିଟେଡ୍ ପକ୍ଷରୁ ଆଇପିଓ ପାଇଁ ସେବି ନିକଟରେ ଡିଆର୍ଏଚ୍ପି ଦାଖଲ
ଭୁବନେଶ୍ୱର: ନୂଆଦିଲ୍ଲର ପ୍ରାଇଡ୍ ହୋଟେଲ୍ସ ଲିମିଟେଡ୍ ପକ୍ଷରୁ ଇନିସିଆଲ ପବ୍ଲିକ୍ ଅଫରିଂ ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସପେକ୍ଟସ୍ (ଡିଆରଏଚପି) ଦାଖଲ କରାଯାଇଛି। ଅପ୍ସ୍କେଲ୍, ଅପର୍ ମିଡ୍ସ୍କେଲ୍ ଓ ମିଡ୍ସ୍କେଲ୍ ବର୍ଗରେ…
ଶଙ୍କେଶ ଜୁଏଲର୍ସ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍ଏଚ୍ପି ଦାଖଲ
ଭୁବନେଶ୍ୱର: ଶଙ୍କେଶ ଜୁଏଲର୍ସ ଲିମିଟେଡ଼୍ ପକ୍ଷରୁ ଇନିସିଆଲ ପବ୍ଲିକ ଅଫର୍ (ଆଇପିଓ) ମାଧ୍ୟମରେ ଅର୍ଥ ସଂଗ୍ରହ ପାଇଁ ପୁଞ୍ଜି ବଜାର ନିୟାମକ ସଂସ୍ଥା ଭାରତୀୟ ପ୍ରତିଭୂତି ଓ ବିିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଙ୍ଗ୍ ପ୍ରୋସ୍ପେକ୍ଟସ୍ (ଡିଆରଏଚପି) ଦାଖଲ କରାଯାଇଛି।
୨୦୦୫ରେ…
ଷ୍ଟରଲାଇଟ ଇଲେକ୍ଟ୍ରିକ ଲିମିଟେଡ ପକ୍ଷରୁ ସେବି ନିକଟରେ ଡିଆରଏଚପି ଦାଖଲ
ଭୁବନେଶ୍ୱର: ବେଦାନ୍ତ ଗ୍ରୁପର ଅଂଶ ଷ୍ଟରଲାଇଟ ଇଲେକ୍ଟ୍ରିକ ଲିମିଟେଡ ପକ୍ଷରୁ ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ କରାଯାଇଛି। ଏହି ଆଇପିଓରେ ନୂଆ ୭,୭୯୩, ୩୭୧ ଇକ୍ୱିଟି…
ପ୍ରିମିୟର ଇଣ୍ଡଷ୍ଟ୍ରିଆଲ କର୍ପୋରେସନ ଲିମିଟେଡ ପକ୍ଷରୁ ସେବି ନିକଟରେ ଡିଆରଏଚପି ଦାଖଲ
ଭୁବନେଶ୍ୱର: ଉଭୟ ପାଉଡର ଓ ତାରର ୱେଲଡିଂ କଂଜ୍ୟୁମେବଲ ଶିଳ୍ପର ଦ୍ରୁତ ଅଭିବୃଦ୍ଧିଶୀଳ ନିର୍ମାତା ପ୍ରିମିୟର ଇଣ୍ଡଷ୍ଟ୍ରିଆଲ କର୍ପୋରେସନ ଲିମିଟେଡ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ କରାଯାଇଛି।
କମ୍ପାନି…
ଓଡ଼ିଶା ୨.୦ ସହିତ ଟିପି ଓଡ଼ିଶା ଡିସକମ୍ ଗୁଡିକର ଏକ ନୂତନ ଅଧ୍ୟାୟ ଆରମ୍ଭ
ଭୁବନେଶ୍ବର, ଅକ୍ଟୋବର ୬, ୨୦୨୫: "କେୟାର ବିୟଣ୍ଡ ପାୱାର- ବିକଜ ପିପୁଲ ମ୍ୟାଟର" ଶୀର୍ଷକ ବିଷୟବସ୍ତୁ ଅନ୍ତର୍ଗତ ସାମଗ୍ରିକ ବିକାଶ ଏବଂ କର୍ମଚାରୀ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ ଏକ ପ୍ରୟାସ, ଓଡ଼ିଶା ୨.୦ ର ଉନ୍ମୋଚନ ସହିତ ଆଜି ଓଡ଼ିଶା ଡିସକମ୍ ଗୁଡିକ ଓଡ଼ିଶାରେ ଏକ ନୂତନ ଅଧ୍ୟାୟ ଆରମ୍ଭ…
ଓଡ଼ିଶାର କୃଷକ ପିଏମ୍ ସୂର୍ଯ୍ୟ ଘର ଯୋଜନା ଅଧୀନରେ ରୁଫଟପ ସୋଲାର ସ୍ଥାପନ କରି ଖର୍ଚ୍ଚ ବଞ୍ଚାଇବା ଏବଂ ସବୁଜ ଶକ୍ତି…
ପିଏମ ସୂର୍ଯ୍ୟ ଘର ଯୋଜନା ଅଧୀନରେ ବ୍ୟାଙ୍କ ଅଫ ବରୋଦା ଓଡ଼ିଶା ସହିତ ସାରା ଦେଶର ହଜାର ହଜାର ପରିବାରର ଜୀବନକୁ ରୂପାନ୍ତରିତ କରୁଛି
ଗ୍ରାହକଙ୍କ ସୁବିଧା ପାଇଁ ବ୍ୟାଙ୍କ ଏବେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ଏକ ଏଣ୍ଡ-ଟୁ-ଏଣ୍ଡ ଡିଜିଟାଲ ପ୍ରକ୍ରିୟା ଆରମ୍ଭ କରିଛି
!-->!-->!-->!-->!-->!-->!-->…