Browsing Category
ବାଣିଜ୍ୟ
ଓଡ଼ିଶାରୁ ଜ୍ୟୋତିର୍ବିଜ୍ଞାନୀ ଅନ୍ୱେଷଣ (ୟାଟ୍ସ)ର ୨୦ ବିଜେତାଙ୍କ ଇସ୍ରୋ ଅହମ୍ମଦାବାଦରେ ମହାକାଶ ଚମତ୍କାରିତା…
ଭୁବନେଶ୍ୱର: ଅହମ୍ମଦାବାଦ ସ୍ଥିତ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ମହାକାଶ ପ୍ରୟୋଗ କେନ୍ଦ୍ର (ଏସ୍ଏସି)ର ସ୍ୱପ୍ନର ପରିଦର୍ଶନରୁ ଓଡ଼ିଶାର ଯୁବ ଜ୍ୟୋତିର୍ବିଜ୍ଞାନୀ ଅନ୍ୱେଷଣ (ୟାଟ୍ସ) ୨୦୨୨-୨୩ ବିଜେତାମାନେ ପ୍ରତ୍ୟାବର୍ତନ କରିଛନ୍ତି । ଏଥି ସହିତ ଚଳିତ ବର୍ଷ ୟାଟ୍ସ!-->…
ଉନ୍ନତ ଶକ୍ତି ପରିଚାଳନା ପାଇଁ ଟାଟା ଷ୍ଟିଲ୍ ମାଇନିଂ ପକ୍ଷରୁ ଫ୍ରାନ୍ସର ମେଟ୍ରନ୍ କଂପାନି ସହ ଏମ୍ଓୟୁ ସ୍ୱାକ୍ଷର
ଶକ୍ତି ଦକ୍ଷତା ସହ କାର୍ବନ ଫୁଟ୍ପ୍ରିଂଟ୍କୁ ହ୍ରାସ ଲକ୍ଷ୍ୟଭୁବନେଶ୍ୱର: ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍ (ଟିଏସ୍ଏମ୍ଏଲ୍) ପକ୍ଷରୁ ଫ୍ରାନ୍ସର କ୍ଲିନ୍ଟେକ୍ କଂପାନି ତଥା କ୍ଲାଉଡ୍-ଭିତିକ ଶକ୍ତି ପରିଚାଳନା ସମାଧାନ ପ୍ରଦାନ କରୁଥିବା ଅଗ୍ରଣୀ ସଂସ୍ଥା ମେଟ୍ରନ୍ ସହ ଏକ ବୁଝାମଣାପତ୍ର!-->…
ହାଇ ୱାଟେଜ୍ ବ୍ୟାଟେନ୍ର ଶୁଭାରମ୍ଭ କରିଛି ସୂର୍ୟା ରୋସ୍ନି
ଭୁବନେଶ୍ୱର : ଲାଇଟିଙ୍ଗ୍, ଫ୍ୟାନ୍, ହୋମ୍ ଆପ୍ଲାଏନ୍ସ, ଷ୍ଟିଲ୍ ପାଇପ୍ ଓ ପିଭିସି ପାଇପ୍ଗୁଡିକ ପାଇଁ ଭାରତର ଅନ୍ୟତମ ବିଶ୍ୱସନୀୟ ଓ ପ୍ରତିଷ୍ଠିତ ବ୍ରାଣ୍ଡ ସୂର୍ୟା ରୋସ୍ନି ଏହାର ଉପଭୋକ୍ତାଙ୍କ ଜୀବନକୁ ସରଳ ଓ ସ୍ୱାସ୍ଥ୍ୟକର କରିବା ପାଇଁ ନିଜର ଅଭିଜ୍ଞତା, ଟେକ୍ନୋଲୋଜି ଓ ଉଦ୍ଭାବନକୁ…
ମହିନ୍ଦ୍ରା ପକ୍ଷରୁ ଓଡିଶାରେ ରାଇସ୍ ଟ୍ରାନ୍ସପ୍ଲାଟଂର ଓ କମ୍ବାଇନ୍ ଟ୍ରାକ୍ ହାର୍ଭେଷ୍ଟରର ଡୋର-ଷ୍ଟେପ୍ ଡେଲିଭରି…
ଚେନ୍ନାଇ: ମହିନ୍ଦ୍ରା ଗ୍ରୁପ୍ର ଅଂଶ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଫାର୍ମ ଇକ୍ୱିପ୍ମେଂଟ୍ ସେକ୍ଟର (ଏଫ୍ଇଏସ୍) ପକ୍ଷରୁ ଓଡିଶାରେ ଏହାର ରାଇସ୍ ଟ୍ରାନ୍ସପ୍ଲାଟଂର ଓ କମ୍ବାଇନ୍ ଟ୍ରାକ୍ ହାର୍ଭେଷ୍ଟର୍ର ସ୍ୱତନ୍ତ୍ର ଡୋର୍-ଷ୍ଟେପ୍ ଡେଲିଭରିର ଶୁଭାରମ୍ଭ କରାଯାଇଛି । କଂପାନି ପକ୍ଷରୁ!-->…
ୱାର୍ଡୱିଜାର୍ଡ ଇନୋଭେସନ୍ସ ପକ୍ଷରୁ ପ୍ରତିିରକ୍ଷା କର୍ମଚାରୀଙ୍କ ଦକ୍ଷତା ବିକାଶ ପାଇଁ ଇଭି ଉତ୍କର୍ଷ କେନ୍ଦ୍ର…
ଭୁବନେଶ୍ୱର: ଭାରତର ଅଗ୍ରଣୀ ଦୁଇଚକିଆ ଇଲେକ୍ଟ୍ରିକ୍ ଯାନ ନିର୍ମାତା ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ଲିମିଟେଡ୍ ପକ୍ଷରୁ ଅଗ୍ନିବୀର ଓ ଅନ୍ୟାନ୍ୟ ଅବସରପ୍ରାପ୍ତ ସେବା ଅଧିକାରୀମାନଙ୍କୁ ସଶକ୍ତ କରିବା ଲାଗି ଏକ ରୂପାନ୍ତରୀତ ଯାତ୍ରାର ଶୁଭାରମ୍ଭ କରାଯାଇଛି । ଏକ!-->…
ବିଦ୍ୟୁତ ଚୋରି କେବଳ ବେଆଇନ ନୁହେଁ, ତାହା ନିଷ୍ଠାପର ଗ୍ରାହକଙ୍କ ଅଧିକାର ଉପରେ ହସ୍ତକ୍ଷେପ କରୁଥିବା ଏକ ସାମାଜିକ…
୭ ଦିନରେ ୮.୫ ମେଗାୱାଟ୍ ଲୋଡ୍ ବିରୋଧରେ ମାମଲାଭୁବନେଶ୍ୱର: ଗ୍ରାହକମାନଙ୍କୁ ଭରସାଯୋଗ୍ୟ ଓ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣର ସନ୍ଧାନରେ ଟିପିସିଓଡିଏଲ୍ ପକ୍ଷରୁ ଭିତିଭୂମି ବିକାଶ, ପ୍ରଯୁକ୍ତିରେ ଉନ୍ନତି ଓ ଗାହକ ସେବା କେନ୍ଦ୍ରରେ ଉନ୍ନତି ଆଦି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ!-->…
ଟିପିସିଓଡିଏଲ୍ ପକ୍ଷରୁ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରିବାକୁ ପ୍ରାଥମିକତା ସହ କାଳବୈଶାଖୀ ଝଡ଼ର ତ୍ୱରିତ ମୁକାବିଲା
କାଳବୈଶାଖୀ ଝଡ଼ରେ ଭୁବନେଶ୍ୱର, ନିମାପଡ଼ା, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ ଢେଙ୍କାନାଳର ବିଭିନ୍ନ ଅଂଚଳ ପ୍ରଭାବିତସଫଳତାର ସହ ୫.୨୬ ଲକ୍ଷ ଗ୍ରାହକଙ୍କ ପାଇଁ ଟିପିସିଓଡିଏଲ୍ ପକ୍ଷରୁ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରାଯାଇଛିଭୁବନେଶ୍ୱର/ ପୁରୀ: ୨୦୨୩ ମେ’ ୨୫ ତାରିଖରେ ଘଟିଥିବା!-->…
ଟିବିଜେଡ୍ ପକ୍ଷରୁ କୋଲକାତାର କାଙ୍କୁରଗାଚ୍ଛିରେ ନୂଆ ଭବ୍ୟ ଷ୍ଟୋର୍ର ଶୁଭାରମ୍ଭ
ଭୁବନେଶ୍ୱର: ତ୍ରିଭୂବନଦାସ ଭିମ୍ଜୀ ଜାଭେରି (ଟିବିଜେଡ୍)-ଦି ଅରିଜିନାଲ୍ ପକ୍ଷରୁ କୋଲକାତାର କାଙ୍କୁରଗାଚ୍ଛିରେ ଏହାର ଷ୍ଟୋରକୁ ପୁନଃ ଶୁଭାରମ୍ଭ କରାଯାଇଛି । କଂପାନିର ବ୍ରାଣ୍ଡ୍ ଆମ୍ବାସାଡର ତଥା ବଲିଉଡ୍ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ଏହି ଷ୍ଟୋର୍କୁ ମେ’ ୨୫ରେ ଉଦ୍ଘାଟନ କରିଛନ୍ତି!-->…
ସ୍ମାର୍ଟ ମନୋରଂଜନ ପାଇଁ ସୋନି ଇଣ୍ଡିଆ ପକ୍ଷରୁ ନୂଆ ବ୍ରାଭିଆ ଏକ୍ସ୭୦ଏଲ୍ ଟେଲିଭିଜନ ସିରିଜ୍ ଉନ୍ମୋଚିତ
ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ୪କେ ଅଲ୍ଟ୍ରା ଏଚ୍ଡି ଏଲ୍ଇଡି ଡିସ୍େପ୍ଲ ଥିବା ନୂଆ ବ୍ରାଭିଆ ଏକ୍ସ୭୦ଏଲ୍ ଟେଲିଭିଜନ ସିରିଜ୍କୁ ଉନ୍ମୋଚନ କରାଯାଇଛି । ଶ୍ରେଷ୍ଠ ଶ୍ରେଣୀର ମନୋରଂଜନ ଏବଂ ବାସ୍ତବ ଜୀବନ ଭଳି ଦେଖିବା ଅନୁଭୂତି ପ୍ରଦାନ କରିବା ଲାଗି ଏହି ନୂଆ ପିଢ଼ିର ଟିଭିକୁ!-->…
ରୋମାଂଚକର ଗେମିଂ ଅନୁଭବ ପାଇଁ ସୋନିର ନୂଆ ବ୍ରାଭିଆ ଏକ୍ସ୭୫ଏଲ୍ ଟିଭି ସିରିଜ୍ ଉନ୍ମୋଚନ
ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ନୂଆ ବ୍ରାଭିଆ ଏକ୍ସ୭୫ଏଲ୍ ଟିଭି ସିିରିଜ୍କୁ ଉନ୍ମୋଚନ କରାଯାଇଛି ଯେଉଁଥିରେ ୪କେ ଅଲ୍ଟ୍ରା ଏଚ୍ଡି ଏଲ୍ଇଡି ଡିସ୍ପ୍ଲେ ରହିଛି । ଏହି ପରବର୍ତି ପିଢ଼ିର ଟିଭିଗୁଡ଼ିକ ବ୍ୟକ୍ତିଗତ ସୁହାଇବା ଭଳି ଏବଂ ବାସ୍ତବ ଜୀବନ ସଦୃଶ ଟିଭି ଦେଖିବା ଅନୁଭୂତି ପ୍ରଦାନ!-->…