Browsing Category
ବାଣିଜ୍ୟ
ଟିପିଏସ୍ଓଡିଏଲ୍ ପକ୍ଷରୁ ବିଦ୍ୟୁତ ଚୋରି ବିରୋଧରେ କାର୍ଯ୍ୟାନୁଷ୍ଠାନ
ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ବେଆଇନ ବିଦ୍ୟୁତ ବ୍ୟବହାର ଓ ବିଦ୍ୟୁତ ଉପକରଣରେ ହେରଫେର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଅଭିଯାନ ଆରମ୍ଭ କରାଯାଇଛି । ଏଭଳି ବେଆଇନ କାର୍ଯ୍ୟକଳାପକୁ ନିରୁତ୍ସାହିତ କରିବା ସହିତ!-->…
ଟିପିଏସଓଡି଼ଏଲ୍ ଦ୍ଵାରା ନନ୍ଦପୁରରେ ନୂତନ ବିତରଣ ଟ୍ରାନ୍ସଫର୍ମର ସଂସ୍ଥାପିତ
କୋରାପୁଟ: ଟାଟା ପାୱାର ଦକ୍ଷିଣ ଓଡି଼ଶା ବିତରଣ ଲିମିଟେଡ୍ (ଟିପିଏସଓଡି଼ଏଲ୍) ଚଳିତ ଗ୍ରୀଷ୍ମ ଋତୁରେ ବିଦ୍ୟୁତ ଆବଶ୍ୟକତାକୁ ପୂରଣ କରିବା ପାଇଁ ବୈଦ୍ୟୁତିକ ଭିତ୍ତିଭୂମିକୁ ମଜବୁତ କରିବାକୁ ସକ୍ରିୟ ପଦକ୍ଷେପ ଗ୍ରହଣ କରୁଛି । ଉପଭୋକ୍ତାଙ୍କୁ ନିରବଚ୍ଛିନ୍ନ ତଥା ନିର୍ଭରଯୋଗ୍ୟ ବିଦ୍ୟୁତ!-->…
ହୋଣ୍ଡା ରେସିଂ ଇଣ୍ଡିଆ ପକ୍ଷରୁ ୨୦୨୩ ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ଏନ୍ଏସ୍ଏଫ୍୨୫୦ଆର୍ ପାଇଁ ଚାଳକ…
୫ ନୂଆ ଚାଳକ ସେମାନଙ୍କ ରେସିଂ କୌଶଳ ପ୍ରଦର୍ଶନ କରିବେଭୁବନେଶ୍ୱର: ଚଳିତ ସପ୍ତାହ ଶେଷରେ କୋଏମ୍ବାଟୁରର କାରି ମୋଟର ସ୍ପିଡ୍ୱେରେ ଆରମ୍ଭ ହେବାକୁ ଯାଉଥିବା ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ପାଇଁ ହୋଣ୍ଡା ରେସିିଂ ଇଣ୍ଡିଆ ପକ୍ଷରୁ ଏହାର ଚାଳକଙ୍କ ଦଳ ଘୋଷଣା କରାଯାଇଛି!-->…
କ୍ରୋମା ପକ୍ଷରୁ କଟକରେ ନୂଆ ଷ୍ଟୋର୍ର ଶୁଭାରମ୍ଭ ସହ ଓଡ଼ିଶାରେ ଉପସ୍ଥିତିର ସମ୍ପ୍ରସାରଣ
କଟକର କଲେଜ ଛକରେ ଖୋଲାଯାଇଥିବା କ୍ରୋମାର ଷ୍ଟୋର୍ ଓଡ଼ିଶାରେ ତୃତୀୟଭୁବନେଶ୍ୱର: କ୍ରୋମା ପକ୍ଷରୁ କଟକରେ ପ୍ରଥମ ଷ୍ଟୋର୍ର ଶୁଭାରମ୍ଭ କରାଯାଇଛି । ଷ୍ଟୋର୍କୁ ଏକ ପ୍ରମୁଖ ବଜାର ଅଂଚଳରେ ଖୋଲାଯାଇଛି ଯାହାର ବହୁତ ଭଲ ସଂଯୋଗ, କଲେଜ ଛକ, ଜୋବ୍ରା, ରାଣୀହାଟ, ମଙ୍ଗଳାବାଗ, ରିଙ୍ଗ ରୋଡ୍ ଓ!-->…
ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ଅରବିନ୍ଦ ସିଂହଙ୍କୁ ନୂଆ ସିଇଓ ଭାବେ…
ବିଦାୟୀ ସିଇଓ ଶ୍ରୀ ଏମ୍ ସେନ୍ବାଗମଙ୍କ ୨୦୨୩ ମେ’ ୩୧ରେ ଅବସର ଗ୍ରହଣ ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ଶ୍ରୀ ଅରବିନ୍ଦ ସିଂହଙ୍କୁ କଂପାନିର ନୂଆ ସିଇଓ ଭାବେ ନିଯୁକ୍ତ!-->…
ଟିପିଏସ୍ଓଡିଏଲ୍ରେ ଅମିତ ଗର୍ଗଙ୍କୁ ନୂଆ ସିଇଓ ଭାବେ ନିଯୁକ୍ତି; ଅରବିନ୍ଦ ସିଂହ ହେଲେ ଟିପିସିଓଡିଏଲ୍ର ସିଇଓ
ବ୍ରହ୍ମପୁର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍)ରେ ଶ୍ରୀ ଅମିତ ଗର୍ଗଙ୍କୁ ନୂଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ତାଙ୍କ କାର୍ଯ୍ୟକାଳ ୨୦୨୩ ଜୁନ୍ ୧ରୁ!-->…
ରଜ ଉତ୍ସବ ପାଇଁ ଟ୍ରେଣ୍ଡ୍ସର ‘ରଜ ରାଜକୁମାରୀ’ ଅଭିଯାନ ଶୁଭାରମ୍ଭ
ଭୁବନେଶ୍ୱର: ପାର୍ବଣ ଋତୁରେ ଗ୍ରାହକଙ୍କ ପାଇଁ ଖୁସି ଓ ଆନନ୍ଦ ଆଣିବା ଲକ୍ଷ୍ୟରେ ଦେଶର ସର୍ବବୃହତ୍ ଏବଂ ଦ୍ରୁତ ଅଭିବୃଦ୍ଧି ହାସଲକାରୀ ପୋଷାକ ଓ ଆସେସୋରିଜ୍ ସ୍ପେସାଲିଟି ଚେନ୍ ରିଲାଏନ୍ସ ରିଟେଲ୍ ର ଟ୍ରେଣ୍ଡ୍ସ ପକ୍ଷରୁ ରଜ ରାଜକୁମାରୀ ଅଭିଯାନ ଘୋଷଣା କରାଯାଇଛି । ଓଡ଼ିଶାର ଲୋକପ୍ରିୟ ରଜ!-->…
ଆଇଆର୍ଡିଏଆଇ ଅନୁକୂଲ୍ୟରେ ମିଜୋରାମ୍ରେ ଜୀବନ ବୀମାକୁ ନେଇ ସଚେତନତା ଅଭିଯାନ ଆୟୋଜିତ
-ଟାଟା ଏଆଇଏ ଲାଇଫ୍ ଇନ୍ସ୍ୟୁରାନ୍ସ ଓ ଇଫ୍କୋ-ଟୋକିଓ ଜେନେରାଲ୍ ଇନ୍ସ୍ୟୁରାନ୍ସ ନେତୃତ୍ୱରେ କାର୍ଯ୍ୟକ୍ରମ ଆୟୋଜିତଭୁବନେଶ୍ୱର: ଭାରତୀୟ ଜୀବନ ବୀମା ନିୟାମକ ଓ ବିକାଶ କର୍ତୃପକ୍ଷ (ଆଇଆରଡିଏଆଇ)ର “୨୦୪୭ ସୁଦ୍ଧା ସମସ୍ତଙ୍କ ପାଇଁ ବୀମା’ ଲକ୍ଷ୍ୟର ଅଂଶ ସ୍ୱରୂପ ଭାରତୀୟ ବୀମା ଶିଳ୍ପ ମିଳିତ!-->…
ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ କଇଁଛ ସଂରକ୍ଷଣ ପାଇଁ ପଦକ୍ଷେପ
ଭୁବନେଶ୍ୱର/ ଛତ୍ରପୁର: ନିକଟରେ ପାଳନ କରାଯାଇଥିବା ବିଶ୍ୱ କଇଁଛ ଦିବସ ଉପଲକ୍ଷେ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଅଲିଭ୍ ରିଡ୍ଲେ କଇଁଛଙ୍କ ସୁରକ୍ଷା ଉପରେ ଏକ ସଚେତନତା ଅଭିଯାନ ଆୟୋଜନ କରାଯାଇଥିଲା । ଏହି ଅଧିବେଶନରେ କଇଁଛ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରାଯିିିବା ସହ ସ୍ଥାନୀୟ!-->…
ଓଡ଼ିଶାରୁ ଜ୍ୟୋତିର୍ବିଜ୍ଞାନୀ ଅନ୍ୱେଷଣ (ୟାଟ୍ସ)ର ୨୦ ବିଜେତାଙ୍କ ଇସ୍ରୋ ଅହମ୍ମଦାବାଦରେ ମହାକାଶ ଚମତ୍କାରିତା…
ଭୁବନେଶ୍ୱର: ଅହମ୍ମଦାବାଦ ସ୍ଥିତ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ମହାକାଶ ପ୍ରୟୋଗ କେନ୍ଦ୍ର (ଏସ୍ଏସି)ର ସ୍ୱପ୍ନର ପରିଦର୍ଶନରୁ ଓଡ଼ିଶାର ଯୁବ ଜ୍ୟୋତିର୍ବିଜ୍ଞାନୀ ଅନ୍ୱେଷଣ (ୟାଟ୍ସ) ୨୦୨୨-୨୩ ବିଜେତାମାନେ ପ୍ରତ୍ୟାବର୍ତନ କରିଛନ୍ତି । ଏଥି ସହିତ ଚଳିତ ବର୍ଷ ୟାଟ୍ସ!-->…