Browsing Category
ବାଣିଜ୍ୟ
T20 World Cup 2026 : କ’ଣ ସତରେ ବିଶ୍ୱକପ ଖେଳିପାରିବ ବାଲାଂଦେଶ, ପଢନ୍ତୁ ପୂରା ଖବର
T20 World Cup 2026 : ବର୍ତ୍ତମାନ ବାଲାଂଦେଶ କ୍ରିକେଟ ବୋର୍ଡ ପାଇଁ ଏହା ନିଷ୍ପତି ନେବାର ସମୟ ଅଟେ । ବାଲାଂଦେଶ ଦଳ T20 World Cup 2026 ଖେଳିପାରିବ କିମ୍ବା ନାହିଁ ଆଜି (ଗୁରୁବାର) ଜଣାପଡିଯିବ । ଭାରତରେ ବାଲାଂଦେଶ ଦଳର ଖେଳିବାର ସୁରକ୍ଷାକୁ ନେଇ ବିସିବି ଯେଉଁଚିନ୍ତା ପ୍ରକଟ କରିଥିଲା…
ୟୁଟିଆଇ ଲାର୍ଜ ଏବଂ ମିଡ୍ କ୍ୟାପ୍ ଫଣ୍ଡ – ଦୃଢ଼ ଏବଂ ଗୁଣାତ୍ମକ କମ୍ପାନୀଗୁଡ଼ିକର ଏକ ପୋର୍ଟଫୋଲିଓ ଯାହା…
ଭୁବନେଶ୍ୱର: ୟୁଟିଆଇ ଲାର୍ଜ ଏବଂ ମିଡ୍ କ୍ୟାପ୍ ଫଣ୍ଡ ଏକ ବିବିଧ ନିବେଶ ପୋର୍ଟଫୋଲିଓ ପ୍ରଦାନ କରେ ଏବଂ ଏପରି ଭଲ କମ୍ପାନୀଗୁଡ଼ିକରେ ନିବେଶ କରିବାକୁ ଲକ୍ଷ୍ୟ ରଖେ ଯାହା ସେମାନଙ୍କର ପୂର୍ବ ବ୍ୟବସାୟୀକ କ୍ରମ କିମ୍ବା ସମକକ୍ଷ ତୁଳନାରେ ଉତ୍ତମ ବ୍ୟବସାୟ ମାଧ୍ୟମରେ ସୁରକ୍ଷିତ ମାର୍ଜିନ୍ ପ୍ରଦାନ…
କଷ୍ଟମାଇଜେବଲ୍ ସ୍ୱାସ୍ଥ୍ୟ ବୀମା ଯୋଜନାର ବୃଦ୍ଧି: କାହିଁକି ସ୍ୱାସ୍ଥ୍ୟ କଭର ଅଧିକ ଆଦୃତ ହେଉଛି
ଭୁବନେଶ୍ୱର: ଭାରତରେ ସ୍ୱାସ୍ଥ୍ୟ ବୀମା ଆର୍ôଥକ ସୁରକ୍ଷାର ଏକ ଅତ୍ୟାବଶ୍ୟକ ସ୍ତମ୍ଭ ପାଲଟିଛି, ଯାହା ବ୍ୟକ୍ତି ଏବଂ ପରିବାରକୁ ଦୀର୍ଘକାଳୀନ ସଞ୍ଚୟକୁ ସୁରକ୍ଷା ଦେବା ସହିତ ବର୍ଦ୍ଧିତ ଚିକିତ୍ସା ଖର୍ଚ୍ଚ ପରିଚାଳନା କରିବାକୁ ସକ୍ଷମ କରିଥାଏ। ସ୍ୱାସ୍ଥ୍ୟସେବା ଯୋଜନା ଏବଂ ଆର୍ôଥକ ସୁରକ୍ଷା…
ଏଡିକନ ୨୦୨୬ ଅବସରରେ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡ଼ିସକମ ଗୁଡିକ ଜାତୀୟ ସ୍ତରରେ ସମ୍ମାନିତ
ଗ୍ରାମାଞ୍ଚଳରୁ ରାଜସ୍ୱ ଆଦାୟରେ ଉନ୍ନତି ପାଇଁ ଟିପିସିଓଡିଏଲ୍ କୁ ସ୍ୱର୍ଣ୍ଣ ଏବଂ ସ୍ମାର୍ଟ ମିଟର ଡାଟାର ସର୍ବୋତ୍ତମ ବ୍ୟବହାର ପାଇଁ ଟିପିଡବ୍ଲୁଓଡିଏଲ୍ କୁ ରୌପ୍ୟ ପଦକ
ନୂଆଦିଲ୍ଲୀ, ୨୧ ଜାନୁୟାରୀ, ୨୦୨୬: ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡ଼ିସକମ ଗୁଡିକ ଦେଶର ଶ୍ରେଷ୍ଠ ପ୍ରଦର୍ଶନକାରୀ…
ରାଇଡ ଇଜି। ଭାଇବ ଇଜି। ଆସିଯାଇଛି ଏକଦମ ନୂଆ ଚେତକ C25।
ଚେତକର ସିଗ୍ନେଚର ମେଟାଲ ବଡି ଥିବା ଏକ ଷ୍ଟାଇଲିସ ଏବଂ ସହଜରେ ନିୟନ୍ତ୍ରଣଯୋଗ୍ୟ ଇଲେକ୍ଟ୍ରିକ ସ୍କୁଟର ଯାହା 2.5 kWh ବ୍ୟାଟେରୀ ଦ୍ୱାରା ଚାଳିତ ଏବଂ 113 କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ପ୍ରଦାନ କରେ।
₹ 91,399 (ଦିଲ୍ଲୀରେ ଏକ୍ସ-ଶୋରୁମ ମୂଲ୍ୟ) ମୂଲ୍ୟରେ ନୂଆ ଚେତକ C25 ବର୍ତ୍ତମାନ!-->!-->!-->!-->…
ଗ୍ରାମୀଣ ଉଦ୍ୟମୀମାନଙ୍କ ସଶକ୍ତିକରଣ ପାଇଁ ଆଇଆଇଏମ୍ ସମ୍ବଲପୁରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ
ସମ୍ବଲପୁର: ଭାରତର ଏକ ପ୍ରମୁଖ ପ୍ରବନ୍ଧନ ସଂସ୍ଥାନ ଆଇଆଇଏମ୍ ସମ୍ବଲପୁର, ଜାତୀୟ ଏସସି-ଏସଟି ହବ୍, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ମନ୍ତ୍ରଣାଳୟ, ଭାରତ ସରକାରଙ୍କ ସହଯୋଗରେ ୧୯ ରୁ ୨୪ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ଉଦ୍ୟମୀମାନଙ୍କ ପାଇଁ ୬ ଦିନିଆ ‘ବ୍ୟବସାୟ ତ୍ୱରାନ୍ୱିତ’…
ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିରେ ‘ଏମବିଏ ଇନ୍ କମ୍ୟୁନିକେସନ ମ୍ୟାନେଜମେଣ୍ଟଟ’ ପ୍ରଥମ ବ୍ୟାଚ୍ ପାଇଁ ଆବେଦନ ଜାରି
ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି (ବିଜିୟୁ), ଏକ ପ୍ରମୁଖ ବିଶ୍ୱବିଦ୍ୟାଳୟ, ଏହାର ‘ଏମବିଏ ଇନ୍ କମ୍ୟୁନିକେସନ ମ୍ୟାନେଜମେଣ୍ଟଟ’ ପାଠ୍ୟକ୍ରମର ପ୍ରଥମ ବ୍ୟାଚ୍ (୨୦୨୬–୨୮) ପାଇଁ ଆବେଦନ ଜାରି ରହିଛି। ଏହି କାର୍ଯ୍ୟକ୍ରମ କର୍ପୋରେଟ୍, ମିଡିଆ, କନସଲ୍ଟିଂ ଏବଂ ପବ୍ଲିକ୍…
AMAZON : ଆମାଜନ ରେ ଦୈନଦିନ ସାମଗ୍ରୀ ଉପରେ ପାଆନ୍ତୁ ୮୦% ପର୍ଯ୍ୟନ୍ତ ରିହାତି
ଭୁବନେଶ୍ୱର : Amazon ଏବେ ଫ୍ୟାଶନ ଏବଂ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ବହୁତ ବଡ଼ ରିହାତି ପ୍ରଦାନ କରୁଛି। ‘ଗ୍ରେଟ୍ ରିପବ୍ଲିକ୍ ଡେ ସେଲ୍ ୨୦୨୬' ଅବସରରେ ଗ୍ରାହକମାନେ ମାତ୍ର ୯୯ ଟଙ୍କାରୁ ନିଜ ପସନ୍ଦର ଜିନିଷ କିଣିବା ଆରମ୍ଭ କରିପାରିବେ। ଏହି ସେଲ୍ରେ ସାମଗ୍ରୀଗୁଡ଼ିକ ଉପରେ ୮୦%…
ଭଲ ନିଦ୍ରା ପାଇଁ Almond ଅତ୍ୟନ୍ତ ଜରୁରୀ
ଭୁବନେଶ୍ୱର : ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀରେ ଅନିଦ୍ରା ଏକ ମୁଖ୍ୟ଼ ସମସ୍ୟା ପାଲଟିଛି। କିନ୍ତୁ ଆପଣ ଜାଣନ୍ତି କି, କେବଳ ମୁଠାଏ Almond ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତି ଦେଇପାରିବ । ବିଶେଷଜ୍ଞଙ୍କ ମତରେ, ଭଲ ନିଦ୍ରା ପାଇଁ Almond ଅତ୍ୟନ୍ତ ଜରୁରୀ। ତେବେ ବଲିଉଡ ଅଭିନେତ୍ରୀ ଅନନ୍ୟା…
ସୁନା ମୂଲ୍ୟ ନିର୍ଦ୍ଧାରଣରେ ବିଶ୍ୱସନୀୟତା ରକ୍ଷା କରାଯିବା ଆବଶ୍ୟକ: ଏମ୍ ପି ଅହମ୍ମଦ
ଭୁବନେଶ୍ବର: ମାଲାବାର ଗ୍ରୁପ୍ର ଅଧ୍ୟକ୍ଷ ଏମ୍ ପି ଅହମ୍ମଦ ସତର୍କ କରାଇ ଦେଇଛନ୍ତି ଯେ ଭାରତରେ ସୁନା ମୂଲ୍ୟ ନିର୍ଦ୍ଧାରଣରେ କିଛି ପ୍ରଥା ପ୍ରତିଷ୍ଠିତ ମାନଦଣ୍ଡରୁ ବିଚ୍ୟୁତ ହେଉଛି ଏବଂ ଦେଶର ସୁନା ବ୍ୟବସାୟର ଦୀର୍ଘକାଳୀନ ବିଶ୍ୱସନୀୟତାକୁ ଦୁର୍ବଳ କରିବାର ବିପଦ ସୃଷ୍ଟି କରୁଛି।
ସେ…