Browsing Category
ବାଣିଜ୍ୟ
ଲକଡ଼ାଉନ୍ ସମୟରେ କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟ ସହଯୋଗୀଙ୍କ ପାଇଁ ଆମାଜନ୍ ଇଣ୍ଡିଆର ସ୍ୱତନ୍ତ୍ର ଫଣ୍ଡ୍
ଭୁବନେଶ୍ୱର : ଆମାଜନ୍ ଉପରେ ବ୍ୟାପକ ରୂପେ ନିର୍ଭର କରୁଥିବା ଲଜିଷ୍ଟିକ୍ସ କ୍ଷେତ୍ରର ଏସ୍ଏମ୍ବିଗୁଡିକୁ ସକ୍ଷମ କରିବା ପ୍ରୟାସରେ କମ୍ପାନୀ ପକ୍ଷରୁ ଏକ ପାର୍ଟନର୍ ସପୋର୍ଟ ଫଣ୍ଡ୍ ଆରମ୍ଭ କରାଯାଇଛି । ଲଜିଷ୍ଟିକ୍ସ କ୍ଷେତ୍ରର କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟଗୁଡିକ ପାଇଁ ଏହି ପାର୍ଟନର୍ ସପୋର୍ଟ…
ରିଲାଏନ୍ସ ଜିଓର ଚତୁର୍ଥ ତ୍ରୟମାସରେ ନିଟ୍ ଲାଭ ୧୭୭ ପ୍ରତିଶତ ବୃଦ୍ଧି ପାଇ ୨୩୩୧ କୋଟି ଟଙ୍କା
ଭୁବନେଶ୍ୱର: ରିଲାଏନ୍ସ ଜିଓର ସଦ୍ୟ ସମାପ୍ତ ହୋଇଥିବା ୨୦୧୯-୨୦ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସ (ଜାନୁଆରି-ମାର୍ଚ୍ଚ ୨୦୨୦) ନିଟ୍ ଲାଭ ୧୭୭.୫ ପ୍ରତିଶତ ବୃଦ୍ଧି ପାଇ ୨୩୩୧ କୋଟି ଟଙ୍କା ହୋଇଥିବା କମପାନୀ ପକ୍ଷରୁ ପ୍ରକାଶ କରାଯାଇଛି । ଗ୍ରାହକ ସଂଖ୍ୟାରେ ଘଟିଥିବା ଦ୍ରୁତ ବୃଦ୍ଧି କାରଣରୁ…
ଓରିଫ୍ଲେମ ପକ୍ଷରୁ ଅନ୍କଲର୍ ରେଞ୍ଜର ଶୁଭାରମ୍ଭ
ଭୁବନେଶ୍ୱର: ଗ୍ରୀଷ୍ମକୁ ଦୃଷ୍ଟିରେ ରଖି ଅଗ୍ରଣୀ ସ୍ୱେଡିସ୍ ଡାଇରେକ୍ଟ-ସେଲିଙ୍ଗ ବିୟୁଟି ବ୍ରାଣ୍ଡ, ଓରିଫ୍ଲେମ ପକ୍ଷରୁ ଅନ୍କଲର୍ ଭଳି ଏକ ଭାଇବ୍ରାଂଟ ମେକ୍ଅପ୍ ରେଞ୍ଜର ଶୁଭାରମ୍ଭ କରାଯାଇଛି । ଯେଉଁଥିରେ ରହିଛି ବିଭିନ୍ନ ରେଞ୍ଜର ଲିପ୍ଷ୍ଟିକ, ନେଲ୍ ପଲିସ୍ ଏବଂ ଫେସ୍ ପାଉଡର, ଯାହାକି…
ଲକ୍ଡାଉନ୍ ସମୟରେ ଭାରତୀୟ ରେଳବିଭାଗ ସହ ସହଭାଗିତାକୁ ସୁଦୃଢ କରିଛି ଆମାଜନ୍ ଇଣ୍ଡିଆ
ଭୁବନେଶ୍ୱର: ଆମାଜନ୍ ଇଣ୍ଡିଆ ପକ୍ଷରୁ ଦେଶବ୍ୟାପୀ ଟ୍ରେନ୍ ମାଧ୍ୟମରେ ମାଲ୍ ପରିବହନ କରିବା ପାଇଁ ଭାରତୀୟ ରେଳ ବିଭାଗ ସହ ଏହାର ସହଭାଗିତାକୁ ଅଧିକ ମଜଭୁତ କରିଥିବା ସମ୍ପର୍କରେ ଘୋଷଣା କରାଯାଇଛି । କମ୍ପାନୀ, ଭାରତୀୟ ରେଳ ବିଭାଗ ଦ୍ୱାରା ଲକ୍ଡାଉନ୍ ଅବଧି ସମୟରେ ୫୫ଟି ଲେନ୍ରେ ପରିଚାଳନା…
ଆମ୍ପେରେ ଇଲେକ୍ଟ୍ରିକ୍ ପକ୍ଷରୁ ସ୍ୱତନ୍ତ୍ର ଗ୍ରାହକ ଯୋଜନା ସହ ‘କଲ୍ କୋ ବଚାଓ’ ଅଭିଯାନର ଘୋଷଣା
ଭୁବନେଶ୍ୱର : ଗ୍ରିଏଭେସ୍ କଟନ୍ର ଇଲେକ୍ଟ୍ରିକ୍ ମୋବିଲିଟି ସହାୟକ କମ୍ପାନୀ ଆମ୍ପେରେ ଇଲେକ୍ଟ୍ରିକ୍ ଭେଇକିଲ ପକ୍ଷରୁ ଏକ ମଜଭୁତ ଭବିଷ୍ୟତ ଗଠନ ଉଦ୍ଦେଶ୍ୟରେ ଏକ ପରିବେଶ ଅନୁକୂଳିତ ଅଭିଯାନ ‘କଲ୍ କୋ ବଚାଓ’ ଘୋଷଣା କରାଯାଇଛି ଯାହାକି ଆଜିର ୩ଟି ଗୁରୁତ୍ୱପୂଣ୍ଣ ସ୍ତମ୍ଭ- ଉନ୍ନତ ସ୍ୱାସ୍ଥ୍ୟ,…
ଲକ୍ଡାଉନ୍ ବେଳେ ନିଜ ଡିଲର୍ଙ୍କ ପାଇଁ ନୁଭୋକୋର ଅନ୍ଲାଇନ୍ ପ୍ରତିଯୋଗିତା
ଭୁବନେଶ୍ୱର: ବର୍ତମାନର ସଙ୍କଟ ସମୟରେ ଡିଲର୍ ସମୁଦାୟକୁ ନିୟୋଜିତ ଓ ଉତ୍ସାହିତ ରଖିବା ପାଇଁ ନୁଭୋକୋ ପକ୍ଷରୁ ପୂର୍ବ ଓ ଉତରାଂଚଳରେ ଥିବା ଏହାର ପଞ୍ଜୀକୃତ ଡିଲର୍ ମାନଙ୍କ ପାଇଁ ଅନ୍ଲାଇନ୍ ପ୍ରତିଯୋଗିତା ଆରମ୍ଭ କରାଯାଇଥିଲା । ଏହି ପ୍ରତିଯୋଗିତା ଡିଲରମାନଙ୍କୁ ଘରେ ନିଜ ପରିବାର…
ସାମସଙ୍ଗ ପକ୍ଷରୁ ‘ହ୍ୟାଂଡ ୱାଶ’ ଆପ୍
ଭୂବନେଶ୍ୱର: ସାମସଙ୍ଗ ରିସର୍ଚ ଇନ୍ଷ୍ଟିଚ୍ୟୁଟ ବାଙ୍ଗାଲୋର (ଏସ୍ଆର୍ଆଇ-ବି) ୟୁଏକ୍ସ ଏବଂ ୱାଏରେବଲ୍ ଟିମ, ଗ୍ୟାଲେକ୍ସି ୱାଚ ପାଇଁ ଏକ ଭିନ୍ନ ଧରଣର ‘ହ୍ୟାଂଡ ୱାଶ’ ଆପ୍ ବିକଶିତ କରିଛି, ଯାହାକି ବ୍ୟବହାରକାରୀଙ୍କୁ ସେମାନଙ୍କ ହାତର ସ୍ୱଚ୍ଛତା ପାଇଁ ଉତ୍ସାହିତ କରିବ । କାରଣ କୋଭିଡ-୧୯କୁ…
କରୋନା ଭାଇରସ ବିରୋଧରେ ଲଢିବା ପାଇଁ ମୋରପେନ୍ର ନୂତନ ଇନ୍ଫ୍ରାରେଡ ଥର୍ମୋମିଟର, ସାନିଟଇଜର୍ ଓ ମାସ୍କ
ଭୁବନେଶ୍ୱର : ମୋରପେନ୍ ଲାବ୍ରୋଟାରୀ ଲିମିଟେଡ୍ କରୋନା ଭାଇରସ ବିରୋଧରେ ଲଢିବା ପାଇଁ ଭାରତରେ ନନ୍ କଣ୍ଟାକ୍ଟ ଇନ୍ଫ୍ରାରେଡ ଥର୍ମୋମିଟର, ହ୍ୟାଣ୍ଡ ସାନିଟାଇଜର୍ ଓ ଫେସ୍ ମାସ୍କର ବଜାର ପ୍ରବେଶ କରାଇଛି । କମ୍ପାନୀର ହିମାଚଳ ପ୍ରଦେଶର ବାଦି ପ୍ଲାଣ୍ଟକୁ ଗତ ସପ୍ତାହରେ ରାଜ୍ୟର ଡ୍ରଗ କଟ୍ରୋଲର…
ଲକଡାଉନ୍ ସମୟରେ ସହଜ ରିଚାର୍ଜ ପାଇଁ ଜିଓ ଆରମ୍ଭ କଲା ‘ଜିଓ ଆସୋସିଏଟ୍’
ଭୁବନେଶ୍ଵର: ଦେଶ ସାରା ଲକଡାଉନ୍ ଚାଲିଥିବା ବେଳେ ରିଲାଏନ୍ସ ଜିଓ ଏହାର ଗ୍ରାହକ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ‘ଜିଓ ଆସୋସିଏଟ୍’ ନାମରେ ଏକ ସୁଯୋଗ ଆଣିଛି। ଏହି ସୁଯୋଗକୁ ଉପଯୋଗ କରି ଯେକୌଣସି ଜିଓ ଗ୍ରାହକ ଅନ୍ୟ ଜିଓ ଗ୍ରାହକଙ୍କ ପାଇଁ ରିଚାର୍ଜ କରିପାରିବେ ଓ ଘରେ ବସି କମିଶନ ବାବଦ ଅର୍ଥ…
ଓରିଫ୍ଲେମ୍ ପକ୍ଷରୁ ମ୍ୟାଗ୍ନେଟିଷ୍ଟା ଫ୍ରାଗ୍ରାନ୍ସର ଶୁଭାରମ୍ଭ
ଭୁବନେଶ୍ୱର: ଅଗ୍ରଣୀ ସ୍ୱିଡିଜ୍ ପ୍ରତ୍ୟକ୍ଷ ବିକ୍ରି ବିୟୁଟି ବ୍ରାଣ୍ଡ ଓରିଫ୍ଲେମ୍, ସ୍ୱତନ୍ତ୍ର ଅଭିଜ୍ଞତା ପ୍ରଦାନ କରିବା ପାଇଁ ପ୍ରଗତିଶୀଳ ବିଜ୍ଞାନର ଉପଯୋଗ କରି ସର୍ବୋତମ ଉତ୍ପାଦ ସୃଷ୍ଟି କରିବାରେ ବିଶ୍ୱାସ ରଖେ । ଏହି ବ୍ରାଣ୍ଡ ପକ୍ଷରୁ ନିକଟରେ ଏକ ନୂତନ ଉତ୍ପାଦ ମ୍ୟାଗ୍ନେଟିଷ୍ଟା…