Browsing Category

ବାଣିଜ୍ୟ

ଇନ୍ଦିରା ପାର୍କ ମର୍ଣ୍ଣିଂ ୱାକର୍ସ ଆସୋସିଏସନ ପକ୍ଷରୁ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର, ତା ୨୭.୧ : ୭୭ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଇନ୍ଦିରାଗାନ୍ଧୀ ପାର୍କସ୍ଥିତ ମର୍ଣ୍ଣିଂ ୱାକର୍ସ ଆସୋସିଏସନ ପକ୍ଷରୁ ଏହାର ପରିସରରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଏଥିରେ ୬ ବର୍ଷ ବୟସ୍କ ଛାତ୍ରଛାତ୍ରୀ ଶିବାଶିଷ କୁମାର (କାହ୍ନା) ଓ ଅନନ୍ୟା ଅନିନ୍ଦିତା (ସାରା)…

ମୁମ୍ବାଇର ଫୋର୍ଟିସ୍ ହସ୍ପିଟାଲ୍ ମୁଲୁଣ୍ଡ ଓଡ଼ିଶାର ବିମାନ ଦୁର୍ଘଟଣା ପରେ ଆହତ ଦମ୍ପତିଙ୍କୁ ନବଜୀବନ ପ୍ରଦାନ କରିଛି

~ ବିମାନ ଦୁର୍ଘଟଣାରୁ ବଞ୍ଚିଥିବା ବ୍ୟକ୍ତିମାନେ ଜାନୁଆରୀ ୨୧, ୨୦୨୬ରେ ୧୦ ଦିନର ଉନ୍ନତ ଆଘାତ ଚିକିତ୍ସା ପରେ ଡିସଚାର୍ଜ ହୋଇଛନ୍ତି, ସେମାନଙ୍କ ୨୮ତମ ବିବାହ ବାର୍ଷିକୀ ପାଳନ କରିବାକୁ ଘରକୁ ଫେରିଛନ୍ତି ~ ମୁମ୍ବାଇ/ ଭୁବନେଶ୍ବର: ମୁମ୍ବାଇର ଫୋର୍ଟିସ୍ ହସ୍ପିଟାଲ୍ ମୁଲୁଣ୍ଡ୍ ୧୦ ଜାନୁଆରୀ…

ଟିପିଡବ୍ଲୁଓଡିଏଲ୍ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ

ବୁର୍ଲା, ୨୬.୦୧.୨୦୨୬: ପଶ୍ଚିମ ଓଡିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ଟିପିଡବ୍ଲୁଓଡିଏଲର ବୁର୍ଲା ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ…

Republic Day 2026 : NSE ରେ ୭୭ତମ ଗଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର :  ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (NSE) ପକ୍ଷରୁ ସଂସ୍ଥାର ମିଳିତ ମୂଲ୍ୟବୋଧ ଓ ଜାତୀୟ ନୀତିକୁ ପ୍ରତିଫଳନ କରିଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସହିତ ମୁମ୍ବାଇସ୍ଥିତ ଏହାର ମୁଖ୍ୟ କାର୍ଯ୍ୟାଳୟରେ ଭାରତର ୭୭ତମ ଗଣତନ୍ତ୍ର ଦିବସ ପାଳନ କରାଯାଇଛି । ଏହି ସମାରୋହ ଏନଏସଇର…

ଫୋନପେ’ ଲିମିଟେଡ ପକ୍ଷରୁ ସେବି ନିକଟରେ ୟୁଡିଆରଏଚପି-ଆଇ ଦାଖଲ

ଭୁବନେଶ୍ୱର: ପେମେଂଟ ସେବା, ଡିଜିଟାଲ ବଂଟନ ସେବା ଓ ଆର୍ôଥକ ସେବା ପ୍ରଦାନ କରୁଥିବା ପ୍ରଯୁକ୍ତି କମ୍ପାନି ଫୋନପେ’ ଲିମିଟେଡ ପକ୍ଷରୁ ସେବି ନିକଟରେ ୟୁଡିଆରଏଚପି-ଆଇ ଦାଖଲ କରାଯାଇଛି। ଫୋନପେ’ ପକ୍ଷରୁ ପ୍ଲାଟଫର୍ମ ଜରିଆରେ ଗ୍ରାହକ ପେମେଂଟ, ମର୍ଚାଂଟ ପେମେଂଟ ଓ ଋଣ ବଂଟନ ଓ ବୀମା ବଂଟନ ସେବା…

ଏୟାର ଇଣ୍ଡିଆ ଏକ୍ସପ୍ରେସକୁ ଘରୋଇ ସଂଯୋଗ ବୃଦ୍ଧି ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପୁରସ୍କାର

ଭୁବନେଶ୍ୱର : ଭାରତ ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦ୍ୱାରା ଏଫ୍‌ଆଇସିସିଆଇ (ଫିକ୍କି) ଏବଂ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ସହଯୋଗରେ ଗଠିତ ୱିଙ୍ଗସ୍ ଇଣ୍ଡିଆ ୨୦୨୬ ରେ ଏୟାର ଇଣ୍ଡିଆ ଏକ୍ସପ୍ରେସକୁ ଏୟାରଲାଇନ୍ ବର୍ଗରେ ବିଜେତା ଭାବରେ ଘୋଷଣା କରାଯାଇଛି। ଅତିଥି…

ଟିପିସିଓଡିଏଲ୍ ପକ୍ଷରୁ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ: ସମ୍ମାନିତ ହେଲେ ଗ୍ରୀନ୍ ଚାମ୍ପିୟନ

ଭୁବନେଶ୍ୱର, ୨୬ ଜାନୁଆରୀ: ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ରାଷ୍ଟ୍ର ଗଠନ ଓ ଦୀର୍ଘସ୍ଥାୟୀ ପ୍ରଗତିର ସଂକଳ୍ପ ସହ ୭୭ତମ ସାଧାରଣତନ୍ତ୍ର ଦିବସକୁ ବେଶ୍ ଉତ୍ସାହର ସହ ପାଳନ କରାଯାଇଛି । ଏହି ଅବସରରେ ସଂସ୍ଥାର କର୍ପୋରେଟ୍ କାର୍ଯ୍ୟାଳୟ ପରିସରରେ…

୭୭ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ଅଭିବାଦନ ଗ୍ରହଣ କଲେ ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି

ଭୁବନେଶ୍ୱର, ୨୬/୦୧/୨୦୨୬: ସର ଦେଶ ସହ ଆଜି ରାଜଧାନୀ ଭୁବନେଶ୍ୱରର ମହାତ୍ମାଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ

ଜାତୀୟ ବିଦ୍ୟୁତ ମାନ୍ୟତାରେ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡିକର ବଡ଼ ସଫଳତା, ଶକ୍ତି ମନ୍ତ୍ରଣାଳୟର ୧୪ତମ…

ଭୁବନେଶ୍ୱର, ୨୩ ଜାନୁଆରୀ, ୨୦୨୬: ଶକ୍ତି କ୍ଷେତ୍ରରେ ଓଡ଼ିଶାର ସଫଳତା ପୁଣି ଥରେ ଜାତୀୟ ସ୍ତରରେ ପ୍ରଶଂସିତ ହୋଇଛି। କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ୨୦୨୫ ଆର୍ôଥକ ବର୍ଷର ୧୪ତମ ସମନ୍ୱିତ ରେଟିଂ ଏବଂ ରାଙ୍କିଙ୍ଗ ରିପୋର୍ଟ ରେ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡ଼ିକ…

ହୋଟେଲ ପ୍ରାଚୀରେ ‘ସିଲ୍କ ଇଣ୍ଡିଆ’ ପ୍ରଦର୍ଶନୀ ଆରମ୍ଭ

ଭୁବନେଶ୍ୱର : ପାର୍ବଣ ଓ ବିବାହ ଋତୁକୁ ନଜରରେ ରଖି ଭୁବନେଶ୍ୱରରେ ସିଲ୍କ ଇଣ୍ଡିଆ ପ୍ରଦର୍ଶନୀ ଲୋକଙ୍କୁ ଆକର୍ଷିତ କରିବାକୁ ପ୍ରସ୍ତୁତ ହୋଇଛି । ସମସ୍ତ ଅବସର ପାଇଁ ଉପଯୁକ୍ତ ବିଭିନ୍ନ ପ୍ରକାରର ରେଶମ ଶାଢ଼ି ଗୋଟିଏ ସ୍ଥାନରେ ପ୍ରଦାନ କରିବା ଉଦ୍ଦେଶ୍ୟରେ ଓଡ଼ିଶା କଳା ଓ ଶିଳ୍ପ ପକ୍ଷରୁ…