Browsing Category

ବାଣିଜ୍ୟ

ଲିଭାଇସ୍‌ପ୍ପ ବାୟ ବେଟର୍‌, ୱେର୍ ଲଙ୍ଗର୍ ଅଭିଯାନ

ଭୁବନେଶ୍ୱର: ଲିଭାଇସ୍ ପକ୍ଷରୁ ଏକ ନୂଆ ସ୍ପ୍ରିଙ୍ଗ କ୍ୟାମ୍ପେନ୍‌- ‘ବାୟ ବେଟର୍‌, ୱେର୍ ଲଙ୍ଗର୍‌’ର ଶୁଭାରମ୍ଭ କରାଯାଇଛି, ଯାହା ପୋଷାକ ଉତ୍ପାଦନ ଓ ବ୍ୟବହାର କାରଣରୁ ପରିବେଶ ଉପରେ ପଡ଼ୁଥିବା ପ୍ରଭାବ ଉପରେ ଆମର ସହଭାଗୀ ଦାୟିତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରୁଛି । ଆମ ପୃଥିବୀର…

ଏୟାରଟେଲ ପକ୍ଷରୁ ନୂଆ କର୍ପୋରେଟ ଗଠନର ଘୋଷଣା

ଭୁବନେଶ୍ୱର: ଏୟାରଟେଲ ପକ୍ଷରୁ ଏକ ନୂଆ କର୍ପୋରେଟ ଗଠନର ଘୋଷଣା କରାଯାଇଛି । ଏହା ଭାରତରେ ଦ୍ରୁତ ଉନ୍ମୁକ୍ତ ଡିଜିଟାଲ ସୁଯୋଗଗୁଡ଼ିକୁ ପରିଚାଳନା କରିବାରେ କମ୍ପାନୀର ଧ୍ୟାନକୁ ଆହୁରି ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି । ଏହାଦ୍ୱାରା ଚାରୋଟି ପୃଥକ ଦିଗ ଯଥା ଡିଜିଟାଲ, ଭାରତ,…

ବିଣା ଧାନ ୧୧: ଓଡିଶାରେ କୃଷକମାନଙ୍କ ହୃଦୟ ଜିତିଥିବା ଏକ ଧାନ କିସମ

ଭୁବନେଶ୍ୱର: ଚାଉଳ, ଓଡିଶାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ ଫସଲ, ଯାହାକୁ ମୁଖ୍ୟତଃ ବର୍ଷା ଋତୁରେ ପ୍ରାୟ ୩.୫ ମିଲିୟନ ହେକ୍ଟର ଚାଷ ଜମିରେ ଚାଷ କରାଯାଇଥାଏ । ଏହା ମୁଖ୍ୟତଃ ବର୍ଷା ଆଧାରିତ ଫସଲ ଅଟେ, କାରଣ ରାଜ୍ୟର କେବଳ ୩୫% ଧାନ ଫସଲ ଚାଷଜମି ଜଳସେଚିତ ହୋଇଥାଏ । ମରୁଡି, ବନ୍ୟା…

ବଜାଜ ଫାଇନାନ୍ସ ଏଫଡିରେ ନିବେଶ କରି ପାଆନ୍ତୁ ୭.୨୫% ପର୍ଯ୍ୟନ୍ତର ଆକର୍ଷଣୀୟ ସୁଧହାର

ଭୁବନେଶ୍ୱର: ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ନେତୃତ୍ୱାଧିନ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଗଠିତ ମନେଟାରୀ ପଲିସି କମିଟି ପକ୍ଷରୁ ଚଳିତ ଏପ୍ରିଲ ୭ ତାରିଖରେ ରେପୋ ରେଟକୁ ଅପରିବର୍ତିତ ରଖିବାର ନିଷ୍ପତି ନିଆଯାଇଛି । ସରକାରୀ ସିକ୍ୟୋରିଟୀ ମାର୍କେଟ ଓ ଆର୍ଥିକ ପ୍ରଣାଳୀରେ…

ପେଚା ଦେଖିବାର ଶୁଭ-ଅଶୁଭ ଫଳ ସଂପର୍କରେ ଜାଣନ୍ତୁ

ଶୁଭ, ଅଶୁଭକୁ ନେଇ ବର୍ତ୍ତମାନ ଯୁଗରେ ଲୋକମାନଙ୍କର ବହୁ ଭ୍ରାନ୍ତ ଧାରଣା ରହିଛି। ଯାହାକୁ ଲୋକମାନେ ନିଜ ହିସାବରେ ଠିକ୍ କିମ୍ଵା ଭୁଲ୍ ବୋଲି ଦର୍ଶାଇଥାନ୍ତି। ଯାହାର ଉଦାହରଣ ପେଚା। ମା ଲକ୍ଷ୍ମୀଙ୍କର ବାହନ ହେଉଛି ପେଚା। ପେଚାକୁ ବହୁ ସ୍ଥାନରେ ଶୁଭ ବୋଲି ଭାବୁଥିବା ବେଳେ କେତେକ ସ୍ଥାନରେ…

ଭାରତରେ ନୂଆ ବିଏମଡବ୍ଲୁ ୬ ସିରିଜର ଶୁଭାରମ୍ଭ

ଭୁବନେଶ୍ୱର: ଭାରତରେ ନୂଆ ବିଏମଡବ୍ଲୁ ୬ ସିରିଜ୍‌ର ଶୁଭାରମ୍ଭ କରାଯାଇଛି । ସ୍ଥାନୀୟ ଭାବେ ବିଏମଡବ୍ଲୁ ଗ୍ରୁପ୍ ପ୍ଲାଂ୍‌ଟ ଚେନ୍ନାଇଠାରେ ଉତ୍ପାଦିତ ଏହି କାର୍ ଗୋଟିଏ ପେଟ୍ରୋଲ (ନୂଆ ଭାବେ ଉନ୍ମୋଚିତ ବିଏମଡବ୍ଲୁ ୬୩୦ଆଇ ଏମ୍‌ସ୍ପୋର୍ଟ) ଓ ଦୁଇଟି ଡିଜେଲ୍ ଭାରିଆଂଟ୍ ( ବିଏମଡବ୍ଲୁ ୬୩୦ଡି…

କେନ୍ଦ୍ରୀୟ ଜିଏସ୍‌ଟି ଓ ସୀମା ଶୁଳ୍କ ବିଭାଗ ଭୁବନେଶ୍ୱର ଜୋନ୍‌ର ୨୦୨୦-୨୧ ରାଜସ୍ୱରେ ୧୪% ଅଭିବୃଦ୍ଧି ହାସଲ

ଭୁବନେଶ୍ୱର: ଜିଏସ୍‌ଟି, କେନ୍ଦ୍ରୀୟ ଉତ୍ପାଦ ଓ ସୀମା ଶୁଳ୍କର ଭୁବନେଶ୍ୱର ଜୋନ୍ ୨୦୨୦-୨୧ ଆର୍ଥିକ ବର୍ଷରେ ୧୪%ର ରେକର୍ଡ ଅଭିବୃଦ୍ଧି ସହିତ ୩୯,୬୭୧ କୋଟି ଟଙ୍କାର ରାଜସ୍ୱ ହାସଲ କରିଛି । ଯାହାକି ୨୦୧୯-୨୦ ଆର୍ଥିକ ବର୍ଷରେ ୩୪,୮୧୭ କୋଟି ଟଙ୍କା ଥିଲା । ଜୋନ୍‌ର ଆଇଆର୍‌ଏସ୍ ଚିଫ୍ କମିଶ୍‌ନର…

ଡଃ ବାତ୍ରାସ୍ ପକ୍ଷରୁ ‘ହିଲିଙ୍ଗ୍ ପିପୁଲ୍‌, ଚେଞ୍ଜିଙ୍ଗ୍ ଲାଇଫ୍‌’ ପୁସ୍ତକର ଉନ୍ମୋଚନ

ଭୁବନେଶ୍ୱର: ହୋମିଓପାଥିର ସୃଷ୍ଟିକର୍ତା ଡଃ ସାମୁଏଲ୍ ହାନେମନ୍‌ଙ୍କ ଜନ୍ମ ବାର୍ଷିକୀକୁ ସ୍ମରଣ କରିବା ପାଇଁ ଚଳିତ ବିଶ୍ୱ ହୋମିଓପାଥି ଦିବସରେ ଡଃ ବାତ୍ରା ପକ୍ଷରୁ ‘ହିଲିଙ୍ଗ ପିପୁଲ୍‌, ଚେଞ୍ଜିଙ୍ଗ୍ ଲାଇଭ୍‌ସ କଫି ଟେବୁଲ୍ ବୁକ୍‌’ ଶୁଭାରମ୍ଭ କରାଯାଇଛି । ଯାହା ମାଧ୍ୟମରେ ଏହି ପ୍ରାକୃତିକ,…

ଗ୍ରାହକଙ୍କୁ ଏସବିଆଇର ଝଟକା: ମହଙ୍ଗା ହେଲା ହୋମ ଲୋନ, ଜାଣନ୍ତୁ କେତେ ରହିଛି ସୁଧ ହାର

ଦେଶର ସର୍ବବୃହତ ରାଷ୍ଟ୍ରାୟତ୍ତ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ସାଧାରଣ ଲୋକଙ୍କୁ ଏକ ବଡ଼ ଝଟକା ଦେଇଛି। ଏପ୍ରିଲ୍ ୧, ୨୦୨୧ ଠାରୁ, ଗୃହ ଋଣ ଉପରେ ସର୍ବନିମ୍ନ ସୁଧ ବୃଦ୍ଧି ପାଇଛି | ଏସବିଆଇ ୱେବସାଇଟ୍ ଅନୁଯାୟୀ, ଗ୍ରାହକଙ୍କ ପାଇଁ ଗୃହ ଋଣର ସର୍ବନିମ୍ନ ହାର ଏହି ମାସଠାରୁ ୬.୯୫…

ଜାଣନ୍ତୁ କଣ ହୋଇଥାଏ କ୍ଷୁଦ୍ର ସଂଚୟ ଯୋଜନା? କିପରି କରିବେ ବିନିଯୋଗ ଏବଂ କେତେ ମିଳିବ ସୁଧ

ସମସ୍ତେ ଟଙ୍କା ରୋଜଗାର କରିବାକୁ ଚାହାଁନ୍ତି, କିନ୍ତୁ ଅନେକ ଥର ଆର୍ଥିକ ଯୋଜନା ସତ୍ତ୍ୱେ ଆମେ ଆମର ବିତ୍ତୀୟ ଲକ୍ଷ୍ୟ ହାସଲ କରିବାକୁ ସକ୍ଷମ ହୋଇପାରିନଥାଉ| ଏପରି ପରିସ୍ଥିତିରେ, ଯଦି ଆପଣ ଘରେ ବସି ଟଙ୍କା ରୋଜଗାର କରିବାର ସୁଯୋଗ ପାଇବେ, ତେବେ ସେ ବିଷୟରେ କ’ଣ କହିବେ | ଦେଶରେ ଅନେକ…