Browsing Category
ବାଣିଜ୍ୟ
ଏୟାରଟେଲ ପକ୍ଷରୁ କୋଭିଡ ସହାୟତା ସେବାର ଶୁଭାରମ୍ଭ
ଭୁବନେଶ୍ୱର: ଭାରତର ଅଗ୍ରଣୀ ଟେଲିକମ ସେବା ପ୍ରଦାନକାରୀ, ଏୟାରଟେଲ ଏହାର ଡିଜିଟାଲ ପ୍ଲାଟଫର୍ମର ବ୍ୟବହାର କରି ଗ୍ରାହକଙ୍କ ପାଇଁ ଅନେକ ପ୍ରକାରର କୋଭିଡ ସହାୟତା ପଦକ୍ଷେପର ଶୁଭାରମ୍ଭ କରିଛି । ଏହି ପରିପ୍ରେକ୍ଷୀରେ ଏୟାରଟେଲ ଥ୍ୟାଙ୍କସ୍ ଆପର ଏକ୍ସପ୍ଲୋର ସେକ୍ସନରେ କମ୍ପାନୀ ପକ୍ଷରୁ ସହଜରେ…
ଆରବିଆଇର ଆଲର୍ଟ: ମେ ୨୩ରେ ୧୪ ଘଂଟା ପାଇଁ ଉପଲବ୍ଧ ହେବନାହିଁ ଟଙ୍କା ନେଣଦେଣ ସହ ଜଡିତ ଏହି ସୁବିଧା
ଦେଶରେ ଡିଜିଟାଲ ବ୍ୟାଙ୍କିଙ୍ଗକୁ ପ୍ରୋତ୍ସାହିତ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଅନେକ ପଦକ୍ଷେପ ନେଇଛି। ଏହି ସମୟରେ, ଡିଜିଟାଲ କାରବାର କରୁଥିବା ବ୍ୟକ୍ତିଙ୍କ ପାଇଁ ଆରବିଆଇ ଏକ ବିଜ୍ଞପ୍ତି ଜାରି କରିଛି। ଟେକନିକାଲ ଅପଗ୍ରେଡ ହେତୁ ମେ ୨୩ ରେ କିଛି ଘଂଟା ପାଇଁ…
୫୫ ମିଲିୟନରୁ ଅଧିକ ଗ୍ରାହକଙ୍କ ପାଇଁ ଏୟାରଟେଲର ୪୯ ଟଙ୍କାର ମାଗଣା ପ୍ୟାକ୍
ଭୁବନେଶ୍ୱର: ଦେଶରେ ଜାରି ରହିଥିବା ମହାମାରୀ ମଧ୍ୟରେ ନିମ୍ନ ଆୟ ବର୍ଗର ଗ୍ରାହକଙ୍କୁ ସଂଯୁକ୍ତ ରଖିବାରେ ସାହାଯ୍ୟ କରିବା ଲାଗି ଭାରତର ଅଗ୍ରଣୀ ଟେଲିକମ ସେବା ପ୍ରଦାନକାରୀ ଏୟାରଟେଲ ପକ୍ଷରୁ ଗ୍ରାହକଙ୍କ ପାଇଁ ବିଶେଷ ଫାଇଦାର ଘୋଷଣା କରାଯାଇଛି । ଏହି ପରିପ୍ରେକ୍ଷୀରେ ଏୟାରଟେଲ ୫୫ ନିୟୁତରୁ…
ଏୟାରଟେଲ ପେମେଂଟ ବ୍ୟାଙ୍କ ପକ୍ଷରୁ ଡିଜିଗୋଲ୍ଡର ଶୁଭାରମ୍ଭ
ଭୁବନେଶ୍ୱର: ଅଗ୍ରଣୀ ଡିଜିଟାଲଗୋଲ୍ଡ ପ୍ରଦାନକାରୀ-ସେଫଗୋଲ୍ଡର ସହବନ୍ଧିତାରେ ଏୟାରଟେଲ ପେମେଂଟ ବ୍ୟାଙ୍କ ପକ୍ଷରୁ ଡିଜିଗୋଲ୍ଡର ଶୁଭାରମ୍ଭ କରାଯାଇଛି । ସୁନାରେ ନିବେଶ କରିବା ପାଇଁ ଗ୍ରାହକଙ୍କ ପାଇଁ ଏହା ହେଉଛି ଏକ ଡିଜିଟାଲ ପ୍ଲ।ଟଫର୍ମ । ଡିଜିଗୋଲ୍ଡ ସହିତଏୟାରଟେଲ ପେମେଂଟ ବ୍ୟାଙ୍କର ସଂଚୟ…
ଚଳିତ ଅକ୍ଷୟ ତୃତୀୟାରେ ଉତ୍ତମ ସ୍ୱାସ୍ଥ୍ୟ, ଖୁସି ଓ ସମୃଦ୍ଧି କାମନା କରୁଛି ରିଲାଏନ୍ସ ଜୁଏଲ୍ସ
ଭୁବନେଶ୍ୱର: ଘରକୁ ସମୃଦ୍ଧି ଏବଂ ଆଶା ଆଣିବାର ନିରବଚ୍ଛିନ୍ନ ବିଶ୍ୱାସ ସହିତ ରିଲାଏନ୍ସ ଜୁଏଲ୍ସ ଅକ୍ଷୟ ତୃତୀୟା ପାଳନ କରୁଛି । ‘ଅକ୍ଷୟ’ ଅର୍ଥ ଯାହା କ୍ଷୟ ହୁଏନାହିଁ । ଅକ୍ଷୟ ତୃତୀୟା ନୂତନ ଆରମ୍ଭ ଏବଂ ସୁନା ତଥା ଅନ୍ୟାନ୍ୟ ମୂଲ୍ୟବାନ ଧାତୁ କ୍ରୟ କରିବାର ସବୁଠାରୁ ପବିତ୍ର ଦିନ ଭାବରେ…
ଓଡ଼ିଶାରେ ୧ ନମ୍ବର ସ୍ଥାନକୁ ମଜଭୁତ କଲା ଜିଓ
ଭୁବନେଶ୍ୱର: ଓଡ଼ିଶାରେ ନିଜର ୧ ନମ୍ବର ସ୍ଥାନକୁ ଅଧିକ ସୁଦୃଢ କରି ରିଲାଏନ୍ସ ଜିଓ ୨୦୨୧ ଫେବ୍ରୁଆରୀ ମାସରେ ୧.୯ ଲକ୍ଷରୁ ଅଧିକ ଗ୍ରାହକ ଯୋଗକରିଥିବା ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଦ୍ୱାରା ସଦ୍ୟ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟରୁ ଜଣାଯାଇଛି । ଏଥିସହିତ ଜିଓ ରାଜ୍ୟରେ…
ରିଲାଏନ୍ସ ରିଟେଲ ବିଶ୍ୱର ଦ୍ୱିତୀୟ ସର୍ବାଧିକ ଦ୍ରୁତ ଅଭିବୃଦ୍ଧିଶୀଳ ରିଟେଲର
ଭୁବନେଶ୍ୱର: ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ରିଟେଲ ଲିମିଟେଡ ୨୦୨୧ରେ ବିଶ୍ୱର ଦ୍ୱିତୀୟ ସର୍ବାଧିକ ଦ୍ରୁତ ଅଭିବୃଦ୍ଧିଶୀଳ ରିଟେଲର ଭାବେ ମାନ୍ୟତା ଲାଭ କରିଛି । ଏଥିସହିତ ରିଲାଏନ୍ସ ରିଟେଲ ଏକମାତ୍ର ଭାରତୀୟ ରିଟେଲର ଭାବରେ ବିଶ୍ୱର ୨୫୦ ରିଟେଲର ତାଲିକାରେ ସ୍ଥାନ ପାଇଛି । ବିଶ୍ୱର…
ଏକ ଲକ୍ଷରୁ ଅଧିକ ଜମା ଉପରେ ବାର୍ଷିକ ୬% ସୁଧ ଘୋଷଣା କରିଛି ଏୟାରଟେଲ ପେମେଂଟ ବ୍ୟାଙ୍କ
ଭୁବନେଶ୍ୱର: ଏୟାରଟେଲ ପେମେଂଟ ବ୍ୟାଙ୍କ ଏହାର ଗ୍ରାହକମାନଙ୍କୁ ୧ଲକ୍ଷ ଟଙ୍କାର ଉର୍ଦ୍ଧ୍ୱ ସଂଚୟ ଖାତା ଜମା ଉପରେ ବାର୍ଷିକ ୬%ର ଏକ ବର୍ଦ୍ଧିତ ସୁଧହାର ଯୋଗାଇଦେବା ସମ୍ପର୍କରେ ଘୋଷଣା କରିଛି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ନିର୍ଦ୍ଦେଶାବଳୀ ଅନୁଯାୟୀ ଏୟାରଟେଲ ପେମେଂଟ ବ୍ୟାଙ୍କ,…
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଚତୁର୍ଥ ତ୍ରୟମାସ ନିଟ୍ ଲାଭ ଦୁଇ ଗୁଣାରୁ ଅଧିକ ବୃଦ୍ଧି ସହ ୧୪,୯୯୫ କୋଟି ଟଙ୍କା
ମୁମ୍ବାଇ / ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ୨୦୨୦-୨୧ ଆର୍ଥିକ ବର୍ଷର ଚତୁର୍ଥ (ମାର୍ଚ୍ଚ) ତ୍ରୟମାସରେ ନିଟ୍ ଲାଭ ଦୁଇ ଗୁଣାରୁ ଅଧିକ ବୃଦ୍ଧି ପାଇ ୧୪,୯୯୫ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ଆଜି ଘୋଷଣା କରାଯାଇଛି । ପେଟ୍ରୋକେମିକାଲସ୍ ଓ ଉପଭୋକ୍ତା ବ୍ୟବସାୟରେ ହୋଇଥିବା…
ଜିଓ ପ୍ଲାଟଫର୍ମସ୍ ଟାଇମସ୍ ପତ୍ରିକାର ବିଶ୍ୱର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ କଂପାନି ତାଲିକାରେ ସାମିଲ
ଭୁବନେଶ୍ୱର: ମୁକେଶ ଅମ୍ବାନିଙ୍କ କଂପାନି ଜିଓ ପ୍ଲାଟଫର୍ମସ୍ “ଟାଇମସ୍ ପତ୍ରିକା’ର ସବୁଠୁ ୧୦୦ ପ୍ରଭାବଶାଳୀ କଂପାନି ତାଲିକାରେ ସ୍ଥାନ ପାଇଛି । ଭାରତରେ ଡିଜିଟାଲ୍ ପରିବର୍ତନ ଆଣିଥିବାରୁ ଏହି ତାଲିକାରେ ଜିଓ ପ୍ଲାଟଫର୍ମସ୍ର ନାମ ସାମିଲ କରାଯାଇଛି । ଟାଇମସ୍ ପତ୍ରିକା ପକ୍ଷରୁ କୁହାଯାଇଛି…