Browsing Category
ବାଣିଜ୍ୟ
ଲିଡ୍ ସୁପର୍ର ୧୦୦ ଛାତ୍ରଛାତ୍ରୀମାନଙ୍କର ସଫଳତା
ଯାଜପୁର ରୋଡ୍: ଭାରତର ସର୍ବବୃହତ ସ୍କୁଲ୍ ଏଡ୍ଟେକ୍ କଂପାନି ଲିଡ୍ର ଦଶମ ଶ୍ରେଣୀର ୨୦୨୩ ବ୍ୟାଚ୍ ସିବିଏସ୍ଇ ବୋର୍ଡ ପରୀକ୍ଷାରେ ଉଚ୍ଚ ସ୍ତରର ଶିକ୍ଷାଗତ ଉତ୍କର୍ଷ ହାସଲ କରି ନିଜ ସ୍କୁଲରେ ନୂଆ ରେକର୍ଡ ସ୍ଥାପନ କରିଛନ୍ତି । ଭାରତର ଛୋଟ ସହରର ପ୍ରତିଭାବାନ ଛାତ୍ରଛାତ୍ରୀମାନଙ୍କ ଲାଗି!-->…
ଭାରତ ଫାଇନାନ୍ସିଆଲ ଇନ୍କ୍ଲୁଜନ ଲିମିଟେଡ୍ ପକ୍ଷରୁ ଓଡ଼ିଶାରେ ଗ୍ରାହକ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ
ଭୁବନେଶ୍ୱର: ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କର ୧୦୦% ସହାୟକ ସଂସ୍ଥା ଭାରତ ଫାଇନାନ୍ସିଆଲ ଇନ୍କ୍ଲୁଜନ୍ ଲିମିଟେଡ୍ (ବିଏଫ୍ଆଇଏଲ୍) ପକ୍ଷରୁ ଓଡ଼ଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କ ଉପସ୍ଥିତିରେ ଓଡ଼ିଶାରେ ଗ୍ରାହକ ସଚେତନତା ଅଭିଯାନର ଶୁଭାରମ୍ଭ କରାଯାଇଛି । ଏହି ଅଭିଯାନର ଲକ୍ଷ୍ୟ…
ଟାଟା ଷ୍ଟିଲ୍ ମାଇନିଂ ପକ୍ଷରୁ ଆନ୍ତର୍ଜାତିକ ଜୈବବିବିଧତା ଦିବସ ଉପଲକ୍ଷେ କାହାଣୀ କଥନ କାର୍ଯ୍ୟକ୍ରମ ଆୟୋଜିତ
ସୁକିନ୍ଦା: ଆନ୍ତର୍ଜାତିକ ଜୈବବିବିଧତା ଦିବସ ପାଳନ ଉପଲକ୍ଷେ ଟାଟା ଷ୍ଟିଲ୍ ମାଇନିଂ ପକ୍ଷରୁ ପରିବେଶ, ଜଙ୍ଗଲ ଓ ଜଳବାୟୁ ମନ୍ତ୍ରଣାଳୟର ସମନ୍ୱିତ ଆଂଚଳିକ କାର୍ଯ୍ୟାଳୟ ସହଯୋଗରେ ସୋମବାର ସୁକିନ୍ଦା କ୍ରୋମାଇଟ୍ ଖଣିରେ ଏକ ଚିତାକର୍ଷକ କାହାଣୀ କଥନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି…
‘ପ୍ରୋଜେକ୍ଟ ସର୍ବ-ଓ-ତମ’ ଜରିଆରେ ସେବାର ଡିଜିଟାଲ୍ ରୂପାନ୍ତରଣ କରୁଛି ଭାରତୀ ଆକ୍ସା ଲାଇଫ୍…
ଭୁବନେଶ୍ୱର: ଗ୍ରାହକ ମାନଙ୍କୁ ନିରବଚ୍ଛିନ୍ନ ସେବା ପ୍ରଦାନ କରିବା ଲାଗି ରହିଥିବା ପ୍ରତିବଦ୍ଧତା ଅନୁସାରେ ଭାରତୀ ଆକ୍ସା ଲାଇଫ୍ ଇନ୍ସ୍ୟୁରାନ୍ସ ନିରନ୍ତର ଭାବେ ଏହାର ଡିଜିଟାଲ୍ ଦକ୍ଷତାକୁ ବଢ଼ାଉଛି । କଂପାନି “ପ୍ରୋଜେକ୍ଟ ସର୍ବ-ଓ-ତମ’ର ପ୍ରଥମ ପର୍ଯ୍ୟାୟକୁ ସଫଳତାର ସହ ଶୁଭାରମ୍ଭ କରି…
ନେକ୍ସଟ୍ୱେଭ୍ ଗ୍ରାଜୁଏଟ୍ଙ୍କୁ ୧୩୦୦ରୁ ଅଧିକ କଂପାନିରେ ନିଯୁକ୍ତି
ଭୁବନେଶ୍ୱର: ସଫ୍ଟୱେର କ୍ୟାରିୟର ଲାଗି ଦକ୍ଷତା ବିକାଶ ପ୍ଳାଟ୍ଫର୍ମ ନେକ୍ସଟ୍ୱେଭ୍ ପକ୍ଷରୁ ଘୋଷଣା କରାଯାଇଛି ଯେ ଗତ ଦୁଇ ବର୍ଷରେ ଏହାର ପ୍ରଶିକ୍ଷାର୍ଥୀଙ୍କୁ ୧୩୦୦ରୁ ଅଧିକ କଂପାନିରେ ନିଯୁକ୍ତି ମିଳିଛି । ପ୍ରତିଭାବାନ କର୍ମଚାରୀ ସନ୍ଧାନ କରୁଥିବା ପ୍ରଯୁକ୍ତି କଂପାନିଗୁଡ଼ିକ ଲାଗି ଏହା!-->…
ରିଲାଏନ୍ସ ଫାଉଣ୍ଡେସନ ଶିକ୍ଷାବୃତି ୨୦୨୨-୨୩ ପାଇଁ ୫,୦୦୦ ଅଣ୍ଡର-ଗ୍ରାଜୁଏଟ୍ ଛାତ୍ରଛାତ୍ରୀଙ୍କୁ ଚୟନ
ଭୁବନେଶ୍ୱର: ୨୭ଟି ରାଜ୍ୟ ଓ ଚାରିଟି କେନ୍ଦ୍ର ଶାସିତ ଅଂଚଳର ପାଂଚ ହଜାର ପ୍ରଥମ ବର୍ଷ ଅଣ୍ଡର ଗ୍ରାଜୁଏଟ ଛାତ୍ରଛାତ୍ରୀ ୨୦୨୨-୨୩ ପାଇଁ ରିଲାଏନ୍ସ ଫାଉଣ୍ଡେସନ ଅଣ୍ଡର-ଗ୍ରାଜୁଏଟ୍ ଶିକ୍ଷାବୃତି ପାଇବେ । ଏଥିପାଇଁ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇବେ ଓ!-->…
ସ୍ୱତନ୍ତ୍ର ଶିକ୍ଷା ଅଭିଯାନ ପାଇଁ ୟୁନିସେଫ୍ ସହ ହାତ ମିଳାଇଲା ଆଦାନି ବିଦ୍ୟା ମନ୍ଦିର, ଅହମ୍ମଦାବାଦ
ଭୁବନେଶ୍ୱର: ଚଳିତ ବର୍ଷ ଜୁନ୍ରୁ ଡିସେମ୍ବର ପର୍ଯ୍ୟନ୍ତ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ଲାଗି ‘ୟୁନିସେଫ୍ ଅନ କ୍ୟାମ୍ପସ୍ ନଲେଜ୍ ଅଭିଯାନ’ର ଶୁଭାରମ୍ଭ କରିବା ଲାଗି ୟୁନିସେଫ୍ ସହିତ ହାତ ମିଳାଇଛି ଆଦାନି ବିଦ୍ୟା ମନ୍ଦିର ଅହମ୍ମଦାବାଦ । ଏହି ଅଭିଯାନକୁ ଗୁଜରାଟରେ ୟୁନିସେଫ୍ କାର୍ଯ୍ୟାଳୟ!-->…
ଓଟିଟି ପ୍ଲାଟଫର୍ମ ରାଜସ୍ୱରେ ଭାଗ ଚାହୁଁଛନ୍ତି ଟେଲିକମ୍ କଂପାନି
ଭୁବନେଶ୍ୱର: ଆମାଜନ ଓ ନେଟ୍ଫ୍ଲିକ୍ସ ଭଳି ଓଭର ଦି ଟପ୍ (ଓଟିଟି) ପ୍ଲାଟଫର୍ମଗୁଡ଼ିକର ରାଜସ୍ୱରେ ଟେଲିକମ୍ କଂପାନିଗୁଡ଼ିକର ଯୁକ୍ତିଯୁକ୍ତ ଭାଗକୁ ନେଇ ବିଶ୍ୱବ୍ୟାପୀ ବିଚାରବିମର୍ଶ ଜାରି ରହିଛି । ୟୁରୋପୀୟ ସଂଘ ଓ ବ୍ରାଜିଲ୍ ଏକ୍ଷେତ୍ରରେ ଆଗକୁ ବଢ଼ିଛନ୍ତି । ଟେଲିକମ୍ କଂପାନିଗୁଡ଼ିକର ଯୁକ୍ତି…
ଚଳିତ ଆର୍ଥିକ ବର୍ଷରେ ଏୟାରଟେଲ୍ ପେମେଂଟ୍ସ ବ୍ୟାଙ୍କର ୧୨୯୧ କୋଟି ଟଙ୍କାର ରାଜସ୍ୱ ଲାଭ
ଭୁବନେଶ୍ୱର: ଏୟାରଟେଲ୍ ପେମେଂଟ୍ସ ବ୍ୟାଙ୍କ, ୨୦୨୨-୨୩ ଆର୍ଥିକ ବର୍ଷରେ ବିଭିନ୍ନ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ କରିଛି । ଗତ ମାର୍ଚ୍ଚ ୨୦୨୩ରେ ଶେଷ ହୋଇଥିବା ଆର୍ଥିକ ବର୍ଷ ପାଇଁ ବ୍ୟାଙ୍କ ୩୭% ବୃଦ୍ଧି ସହ ୧୨୯୧ କୋଟି ଟଙ୍କାର ରାଜସ୍ୱ ଅଭିବୃଦ୍ଧି ରେକର୍ଡ କରିଛି, ଏଥିସହିତ ୧୪୧% ବୃଦ୍ଧି…
ୱି ଓ ଏରିକ୍ସନ ପକ୍ଷରୁ ଭାରତରେ ବିଶ୍ୱର ଅନ୍ୟତମ ସର୍ବବୃହତ ଚାର୍ଜିଂ କାର୍ଯ୍ୟକ୍ରମ ସମାପନ
ଭୁବନେଶ୍ୱର: ଏରିକ୍ସନ ପକ୍ଷରୁ ଅଗ୍ରଣୀ ଟେଲିକମ୍ ଅପରେଟର ଭୋଡାଫୋନ୍ ଆଇଡିଆ ଲିମିଟେଡ୍ (ଭିଆଇଏଲ୍) ପାଇଁ ସଫଳତାର ସହ ସର୍ବବୃହତ ଚାର୍ଜିଂ କାର୍ଯ୍ୟକ୍ରମକୁ ସମାପନ କରାଯାଇଛି । ପୂର୍ବରୁ ଥିବା ତିନିଟି ଅନଲାଇନ୍ ଚାର୍ଜିଂ ସମାଧାନକୁ ବଦଳାଇ ସେହି ସ୍ଥାନରେ ଏରିକ୍ସନ ଚାର୍ଜିଂକୁ ସ୍ଥାପନ…