Browsing Category
ବାଣିଜ୍ୟ
ଟିପିଏସ୍ଓଡିଏଲ୍ରେ ଅମିତ ଗର୍ଗଙ୍କୁ ନୂଆ ସିଇଓ ଭାବେ ନିଯୁକ୍ତି; ଅରବିନ୍ଦ ସିଂହ ହେଲେ ଟିପିସିଓଡିଏଲ୍ର ସିଇଓ
ବ୍ରହ୍ମପୁର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍)ରେ ଶ୍ରୀ ଅମିତ ଗର୍ଗଙ୍କୁ ନୂଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ତାଙ୍କ କାର୍ଯ୍ୟକାଳ ୨୦୨୩ ଜୁନ୍ ୧ରୁ!-->…
ରଜ ଉତ୍ସବ ପାଇଁ ଟ୍ରେଣ୍ଡ୍ସର ‘ରଜ ରାଜକୁମାରୀ’ ଅଭିଯାନ ଶୁଭାରମ୍ଭ
ଭୁବନେଶ୍ୱର: ପାର୍ବଣ ଋତୁରେ ଗ୍ରାହକଙ୍କ ପାଇଁ ଖୁସି ଓ ଆନନ୍ଦ ଆଣିବା ଲକ୍ଷ୍ୟରେ ଦେଶର ସର୍ବବୃହତ୍ ଏବଂ ଦ୍ରୁତ ଅଭିବୃଦ୍ଧି ହାସଲକାରୀ ପୋଷାକ ଓ ଆସେସୋରିଜ୍ ସ୍ପେସାଲିଟି ଚେନ୍ ରିଲାଏନ୍ସ ରିଟେଲ୍ ର ଟ୍ରେଣ୍ଡ୍ସ ପକ୍ଷରୁ ରଜ ରାଜକୁମାରୀ ଅଭିଯାନ ଘୋଷଣା କରାଯାଇଛି । ଓଡ଼ିଶାର ଲୋକପ୍ରିୟ ରଜ!-->…
ଆଇଆର୍ଡିଏଆଇ ଅନୁକୂଲ୍ୟରେ ମିଜୋରାମ୍ରେ ଜୀବନ ବୀମାକୁ ନେଇ ସଚେତନତା ଅଭିଯାନ ଆୟୋଜିତ
-ଟାଟା ଏଆଇଏ ଲାଇଫ୍ ଇନ୍ସ୍ୟୁରାନ୍ସ ଓ ଇଫ୍କୋ-ଟୋକିଓ ଜେନେରାଲ୍ ଇନ୍ସ୍ୟୁରାନ୍ସ ନେତୃତ୍ୱରେ କାର୍ଯ୍ୟକ୍ରମ ଆୟୋଜିତଭୁବନେଶ୍ୱର: ଭାରତୀୟ ଜୀବନ ବୀମା ନିୟାମକ ଓ ବିକାଶ କର୍ତୃପକ୍ଷ (ଆଇଆରଡିଏଆଇ)ର “୨୦୪୭ ସୁଦ୍ଧା ସମସ୍ତଙ୍କ ପାଇଁ ବୀମା’ ଲକ୍ଷ୍ୟର ଅଂଶ ସ୍ୱରୂପ ଭାରତୀୟ ବୀମା ଶିଳ୍ପ ମିଳିତ!-->…
ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ କଇଁଛ ସଂରକ୍ଷଣ ପାଇଁ ପଦକ୍ଷେପ
ଭୁବନେଶ୍ୱର/ ଛତ୍ରପୁର: ନିକଟରେ ପାଳନ କରାଯାଇଥିବା ବିଶ୍ୱ କଇଁଛ ଦିବସ ଉପଲକ୍ଷେ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଅଲିଭ୍ ରିଡ୍ଲେ କଇଁଛଙ୍କ ସୁରକ୍ଷା ଉପରେ ଏକ ସଚେତନତା ଅଭିଯାନ ଆୟୋଜନ କରାଯାଇଥିଲା । ଏହି ଅଧିବେଶନରେ କଇଁଛ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରାଯିିିବା ସହ ସ୍ଥାନୀୟ!-->…
ଓଡ଼ିଶାରୁ ଜ୍ୟୋତିର୍ବିଜ୍ଞାନୀ ଅନ୍ୱେଷଣ (ୟାଟ୍ସ)ର ୨୦ ବିଜେତାଙ୍କ ଇସ୍ରୋ ଅହମ୍ମଦାବାଦରେ ମହାକାଶ ଚମତ୍କାରିତା…
ଭୁବନେଶ୍ୱର: ଅହମ୍ମଦାବାଦ ସ୍ଥିତ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ମହାକାଶ ପ୍ରୟୋଗ କେନ୍ଦ୍ର (ଏସ୍ଏସି)ର ସ୍ୱପ୍ନର ପରିଦର୍ଶନରୁ ଓଡ଼ିଶାର ଯୁବ ଜ୍ୟୋତିର୍ବିଜ୍ଞାନୀ ଅନ୍ୱେଷଣ (ୟାଟ୍ସ) ୨୦୨୨-୨୩ ବିଜେତାମାନେ ପ୍ରତ୍ୟାବର୍ତନ କରିଛନ୍ତି । ଏଥି ସହିତ ଚଳିତ ବର୍ଷ ୟାଟ୍ସ!-->…
ଉନ୍ନତ ଶକ୍ତି ପରିଚାଳନା ପାଇଁ ଟାଟା ଷ୍ଟିଲ୍ ମାଇନିଂ ପକ୍ଷରୁ ଫ୍ରାନ୍ସର ମେଟ୍ରନ୍ କଂପାନି ସହ ଏମ୍ଓୟୁ ସ୍ୱାକ୍ଷର
ଶକ୍ତି ଦକ୍ଷତା ସହ କାର୍ବନ ଫୁଟ୍ପ୍ରିଂଟ୍କୁ ହ୍ରାସ ଲକ୍ଷ୍ୟଭୁବନେଶ୍ୱର: ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍ (ଟିଏସ୍ଏମ୍ଏଲ୍) ପକ୍ଷରୁ ଫ୍ରାନ୍ସର କ୍ଲିନ୍ଟେକ୍ କଂପାନି ତଥା କ୍ଲାଉଡ୍-ଭିତିକ ଶକ୍ତି ପରିଚାଳନା ସମାଧାନ ପ୍ରଦାନ କରୁଥିବା ଅଗ୍ରଣୀ ସଂସ୍ଥା ମେଟ୍ରନ୍ ସହ ଏକ ବୁଝାମଣାପତ୍ର!-->…
ହାଇ ୱାଟେଜ୍ ବ୍ୟାଟେନ୍ର ଶୁଭାରମ୍ଭ କରିଛି ସୂର୍ୟା ରୋସ୍ନି
ଭୁବନେଶ୍ୱର : ଲାଇଟିଙ୍ଗ୍, ଫ୍ୟାନ୍, ହୋମ୍ ଆପ୍ଲାଏନ୍ସ, ଷ୍ଟିଲ୍ ପାଇପ୍ ଓ ପିଭିସି ପାଇପ୍ଗୁଡିକ ପାଇଁ ଭାରତର ଅନ୍ୟତମ ବିଶ୍ୱସନୀୟ ଓ ପ୍ରତିଷ୍ଠିତ ବ୍ରାଣ୍ଡ ସୂର୍ୟା ରୋସ୍ନି ଏହାର ଉପଭୋକ୍ତାଙ୍କ ଜୀବନକୁ ସରଳ ଓ ସ୍ୱାସ୍ଥ୍ୟକର କରିବା ପାଇଁ ନିଜର ଅଭିଜ୍ଞତା, ଟେକ୍ନୋଲୋଜି ଓ ଉଦ୍ଭାବନକୁ…
ମହିନ୍ଦ୍ରା ପକ୍ଷରୁ ଓଡିଶାରେ ରାଇସ୍ ଟ୍ରାନ୍ସପ୍ଲାଟଂର ଓ କମ୍ବାଇନ୍ ଟ୍ରାକ୍ ହାର୍ଭେଷ୍ଟରର ଡୋର-ଷ୍ଟେପ୍ ଡେଲିଭରି…
ଚେନ୍ନାଇ: ମହିନ୍ଦ୍ରା ଗ୍ରୁପ୍ର ଅଂଶ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଫାର୍ମ ଇକ୍ୱିପ୍ମେଂଟ୍ ସେକ୍ଟର (ଏଫ୍ଇଏସ୍) ପକ୍ଷରୁ ଓଡିଶାରେ ଏହାର ରାଇସ୍ ଟ୍ରାନ୍ସପ୍ଲାଟଂର ଓ କମ୍ବାଇନ୍ ଟ୍ରାକ୍ ହାର୍ଭେଷ୍ଟର୍ର ସ୍ୱତନ୍ତ୍ର ଡୋର୍-ଷ୍ଟେପ୍ ଡେଲିଭରିର ଶୁଭାରମ୍ଭ କରାଯାଇଛି । କଂପାନି ପକ୍ଷରୁ!-->…
ୱାର୍ଡୱିଜାର୍ଡ ଇନୋଭେସନ୍ସ ପକ୍ଷରୁ ପ୍ରତିିରକ୍ଷା କର୍ମଚାରୀଙ୍କ ଦକ୍ଷତା ବିକାଶ ପାଇଁ ଇଭି ଉତ୍କର୍ଷ କେନ୍ଦ୍ର…
ଭୁବନେଶ୍ୱର: ଭାରତର ଅଗ୍ରଣୀ ଦୁଇଚକିଆ ଇଲେକ୍ଟ୍ରିକ୍ ଯାନ ନିର୍ମାତା ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ଲିମିଟେଡ୍ ପକ୍ଷରୁ ଅଗ୍ନିବୀର ଓ ଅନ୍ୟାନ୍ୟ ଅବସରପ୍ରାପ୍ତ ସେବା ଅଧିକାରୀମାନଙ୍କୁ ସଶକ୍ତ କରିବା ଲାଗି ଏକ ରୂପାନ୍ତରୀତ ଯାତ୍ରାର ଶୁଭାରମ୍ଭ କରାଯାଇଛି । ଏକ!-->…
ବିଦ୍ୟୁତ ଚୋରି କେବଳ ବେଆଇନ ନୁହେଁ, ତାହା ନିଷ୍ଠାପର ଗ୍ରାହକଙ୍କ ଅଧିକାର ଉପରେ ହସ୍ତକ୍ଷେପ କରୁଥିବା ଏକ ସାମାଜିକ…
୭ ଦିନରେ ୮.୫ ମେଗାୱାଟ୍ ଲୋଡ୍ ବିରୋଧରେ ମାମଲାଭୁବନେଶ୍ୱର: ଗ୍ରାହକମାନଙ୍କୁ ଭରସାଯୋଗ୍ୟ ଓ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣର ସନ୍ଧାନରେ ଟିପିସିଓଡିଏଲ୍ ପକ୍ଷରୁ ଭିତିଭୂମି ବିକାଶ, ପ୍ରଯୁକ୍ତିରେ ଉନ୍ନତି ଓ ଗାହକ ସେବା କେନ୍ଦ୍ରରେ ଉନ୍ନତି ଆଦି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ!-->…