Browsing Category
ବାଣିଜ୍ୟ
ସାମ୍କୋ ପକ୍ଷରୁ ନୂଆ ସାମ୍କୋ ଆକ୍ଟିଭ୍ ମୋମେଂଟମ୍ ଫଣ୍ଡ୍ର ଶୁଭାରମ୍ଭ
ଭୁବନେଶ୍ୱର: ଅଗ୍ରଣୀ ନିବେଶ ପରିଚାଳନା ସଂସ୍ଥା ସାମ୍କୋ ଆସେଟ୍ ମ୍ୟାନେଜମେଂଟ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଭାରତର ପ୍ରଥମ ପ୍ରତ୍ୟକ୍ଷ ଭାବେ ପରିଚାଳିତ ମୋମେଂଟମ୍ ଫଣ୍ଡ୍ ସାମ୍କୋ ଆକ୍ଟିଭ୍ ମୋମେଂଟମ୍ ଫଣ୍ଡ୍ର ଶୁଭାରମ୍ଭ କରାଯାଇଛି । ଭାରତୀୟ ବଜାରରେ ମୋମେଂଟମ୍ ନିବେଶରେ ରହିଥିବା!-->…
ସୁବର୍ଣ୍ଣରେଖା ବନ୍ଦର ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ
ବାଲିଆପାଳ: ବିଶ୍ୱ ପରିବେଶ ଦିବସ ଅବସରରେ ସୁବର୍ଣ୍ଣରେଖା ବନ୍ଦର ପ୍ରାଇଭେଟ୍ ଲିମିଟେଡ୍ (ଏସ୍ପିପିଏଲ୍) ପକ୍ଷରୁ ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍ଏଫ) ସହଯୋଗରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି । “ପ୍ଲାଷ୍ଟିକ୍ ପ୍ରଦୂଷଣକୁ ହରାଇବା’ ବିଷୟବସ୍ତୁ ଅନୁଯାୟୀ ସ୍ୱେଚ୍ଛାସେବୀମାନଙ୍କ!-->…
ଆଦିତ୍ୟ ବିର୍ଲା ଗ୍ରୁପ୍ର ବ୍ରାଣ୍ଡେଡ୍ ଅଳଙ୍କାର ରିଟେଲ୍ ବ୍ୟବସାୟ କ୍ଷେତ୍ରରେ ପ୍ରବେଶ
-୫୦୦୦ କୋଟିର ନିବେଶ, ସର୍ବଭାରତୀୟ ସ୍ତରରେ ଷ୍ଟୋର ସ୍ଥାପନ ଯୋଜନାଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍ ୫୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ ସହିତ ବ୍ରାଣ୍ଡେଡ୍ ଅଳଙ୍କାର ରିଟେଲ୍ ବ୍ୟବସାୟ କ୍ଷେତ୍ରରେ ପ୍ରବେଶ କରିଛି । ନୂଆ ସଂସ୍ଥା “ନୋଭେଲ୍ ଜୁଏଲସ୍ ଲିମିଟେଡ୍” ଜରିଆରେ ସେହି ବ୍ୟବସାୟ!-->…
ଟିପିସିଓଡିଏଲ୍ ପକ୍ଷରୁ ସ୍ୱଚ୍ଛ ଓ ସବୁଜ ଶକ୍ତି ଅଭିଯାନ ଭାବେ ପ୍ରକଳ୍ପ ଟିମ୍ ପାଇଁ ଇ-ବାଇକ୍ର ଶୁଭାରମ୍ଭ
ଭୁବନେଶ୍ୱର: ବିଦ୍ୟୁତ ବଂଟନ ପାଇଁ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଏକ ଦୀର୍ଘସ୍ଥାୟୀ ପରିବେଶ ଅନୁକୂଳ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଭାରତରେ!-->…
ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ
୨୫୦୦ରୁ ଅଧିକ ଚାରା ରୋପଣ ହର୍ବାଲ୍ ଓ ମସଲା ଉଦ୍ୟାନ ଉଦ୍ଘାଟିତ ସ୍କୁଲ ପିଲାଙ୍କୁ ୬୫୦ ଫଳ ଧାରଣକାରୀ ଚାରା ବଂଟନକଳିଙ୍ଗନଗର: ଏକ ଦୀର୍ଘସ୍ଥାୟୀ ଭବିଷ୍ୟତ ସୃଷ୍ଟି କରିବା ପ୍ରତିବଦ୍ଧତାକୁ ଦୋହରାଇବା ସହ ଜାତିସଂଘ ପକ୍ଷରୁ ଘୋଷଣା କରାଯାଇଥିବା “ବିଟ୍ ଦି ପ୍ଲାଷ୍ଟିକ୍’ ବିଷୟବସ୍ତୁ!-->…
ବିଶ୍ୱ ପରିବେଶ ସପ୍ତାହ ୨୦୨୩ ଅବସରରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ଜାତୀୟ ପରିବେଶ ଅଭିଯାନ…
ଭୁବନେଶ୍ୱର: ପରିବେଶ ମିତବ୍ୟୟୀ ପ୍ରଥାର ପ୍ରସାର କରିବା ଏବଂ ପରିବେଶ ଦୀର୍ଘସ୍ଥାୟିତ୍ୱ ପ୍ରତି ପ୍ରତିବଦ୍ଧତା ସହ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚ୍ଏମ୍ଏସ୍ଆଇ) ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ ସହିତ ସପ୍ତାହବ୍ୟାପୀ ଜାତୀୟ ପରିବେଶ ଅଭିଯାନର ଶୁଭାରମ୍ଭ କରାଯାଇଛି,!-->…
ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ଏନ୍ଏସ୍ଏ୍ଫ୨୫୦ଆର୍ର ଉଦ୍ଘାଟନୀ ପର୍ଯ୍ୟାୟରେ ହୋଣ୍ଡା ରେସିଂ ଇଣ୍ଡିଆ…
ଭୁବନେଶ୍ୱର: କୋଏମ୍ବାଟୁରର କାରି ମୋଟର ସ୍ପିଡ୍ୱେରେ ଆୟୋଜିତ ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ଏନ୍ଏସ୍ଏଫ୍୨୫୦ଆର୍ ୨୦୨୩ର ପ୍ରଥମ ପର୍ଯ୍ୟାୟରେ ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍ର ଚାଳକମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି ।ନୂଆ ପିଢ଼ିର ଚାଳକମାନେ ଗୌରବ ଅଣେିବା ଲାଗି ଆଇଡେମିସୁ!-->…
ଟାଟା ଏଆଇଏ ଲାଇଫ୍ ଫର୍ଚୁନ୍ ଗ୍ୟାରେଂଟି ପେନ୍ସନ୍ର ଉନ୍ନତ ଭର୍ସନ ଉନ୍ମୋଚିତ
ଭୁବନେଶ୍ୱର: ଭାରତର ଅଗ୍ରଣୀ ଜୀବନ ବୀମା କଂପାନି ଟାଟା ଏଆଇଏ ଲାଇଫ୍ ଇନ୍ସ୍ୟୁରାନ୍ସ ପକ୍ଷରୁ ଟାଟା ଏଆଇଏ ଫର୍ଚୁନ୍ ଗ୍ୟାରେଂଟି ପେନ୍ସନ୍ର ଉନ୍ନତ ଭର୍ସନକୁ ଉନେˆାଚନ କରାଯାଇଛି । ଏଥିରେ ଅଧିକ ଆନୁଇଟି ହାର, ମୃତୁକାଳୀନ ସୁବିଧା ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ସୁବିଧା ସୁଯୋଗ ରହିଛି ।!-->…
ସୋନି ପକ୍ଷରୁ ଚମତ୍କାର ଛବି ଓ ଧ୍ୱନୀ ସହ ବ୍ରାଭିଆ ଏକ୍ସ୮୨ଏଲ୍ ସିରିଜ୍ର ଶୁଭାରମ୍ଭ
ଭୁବନେଶ୍ୱର: ଚମତ୍କାର ଛବି ଓ ଧ୍ୱନୀ ସହିତ ସୋନି ଇଣ୍ଡିଆ ପକ୍ଷରୁ ନୂଆ ବ୍ରାଭିଆ ଏକ୍ସ୮୨ଏଲ୍ ଟିଭି ସିରିଜକୁ ଉନ୍ମୋଚନ କରାଯାଇଛି । ଏହି ଟିଭି ସିରିଜ୍ ଛବି ଓ ଧ୍ୱନୀକୁ ଏକ ନୂଆ ସ୍ତରରେ ପହଂଚାଇଥିବା ବେଳେ ଗୁଗୁଲ୍ ଟିଭି ସହିତ ମନୋରଂଜନର ଏକ ଆକର୍ଷଣୀୟ ଦୁନିଆ ପ୍ରଦାନ କରି ସୁନ୍ଦର ରଙ୍ଗ!-->…
ବଜାଜ ଆଲଆଞ୍ଜ୍ ଲାଇଫ୍ ଇନ୍ସ୍ୟୁରାନ୍ସ ପକ୍ଷରୁ ଓଡ଼ିଶା ଟ୍ରେନ୍ ଦୁର୍ଘଟଣା ପୀଡ଼ିତଙ୍କ ପାଇଁ ଦାବି ଫଇସଲା ପ୍ରକ୍ରିୟାର…
ସର୍ବନିମ୍ନ କାଗଜପତ୍ର ସହିତ ଦାବି ଫଇସଲା ପ୍ରକ୍ରିୟାର ସରଳୀକରଣ ସର୍ବାଧିକ ଅଗ୍ରାଧିକାର ସହ ଯଥା ସମ୍ଭବ ଶୀଘ୍ର ଦାବିର ଫଇସଲା କରାଯିବ
ଭୁବନେଶ୍ୱର: ଅନ୍ୟତମ ଘରୋଇ ଜୀବନ ବୀମା ପ୍ରଦାନକାରୀ ବଜାଜ ଆଲିଆଂଜ୍ ଲାଇଫ୍ ଇନ୍ସ୍ୟୁରାନ୍ସ ଓଡ଼ିଶାରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାରେ ପ୍ରଭାବିତ!-->…