Browsing Category
ବାଣିଜ୍ୟ
ସୋନି ଇଣ୍ଡିଆ ପକ୍ଷରୁ ନୂଆ ଡବ୍ଲୁଏଫ୍-ଏଲ୍୯୧୦ (ଲିଙ୍କବଡ୍ସ ଓପନ୍) ଓୟାରଲେସ୍ ଇୟରବଡ୍ସର ଶୁଭାରମ୍ଭ
ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ଲିଙ୍କବଡ୍ସ ସିରିଜ୍ର ନୂଆ ଉତ୍ପାଦ ଡବ୍ଲୁଏଫ୍-ଏଲ୍୯୧୦ (ଲିଙ୍କବଡ୍ସ ଓପନ୍) ଓୟାରଲେସ୍ ଇୟର୍ବଡ୍ସକୁ ଉନ୍ମୋଚନ କରାଯାଇଛି। ଆରାମ, ସଂଯୋଗ ଓ ଉତ୍କୃଷ୍ଠ ସାଉଣ୍ଡ ମାନ ଚାହୁଥିବା ଗ୍ରାହକମାନଙ୍କୁ ପ୍ରାକୃତିକ ଅଡିଓ ଅନୁଭୂତି ପ୍ରଦାନ କରିବା ଲାଗି ଏହି…
ବ୍ୟାଙ୍କ୍ ଅଫ ବରୋଦା ପକ୍ଷରୁ ବିଓବି ଉତ୍ସବ ଜମା ସ୍କିମର ଶୁଭାରମ୍ଭ
ଭୁବନେଶ୍ୱର: ଦେଶର ଅନ୍ୟତମ ଅଗ୍ରଣୀ ରାଷ୍ଟ୍ରାୟତ ବ୍ୟାଙ୍କ୍-ବ୍ୟାଙ୍କ୍ ଅଫ୍ ବରୋଦା ପକ୍ଷରୁ ଏକ ୪୦୦ ଦିନିଆ ମିଆଦୀ ଜମା ସ୍କିମ ବିଓବି ଉତ୍ସବ ଜମା ସ୍କିମ ଘୋଷଣା କରାଯାଇଛି ଯାହା ସ୍ୱତନ୍ତ୍ର ଭାବେ ଏହି ବର୍ଷର ଉତ୍ସବ ଋତୁ ପାଇଁ ଅଣାଯାଇଛି। ଏହି ଜମା ସ୍କିମରେ ସାଧାରଣ ଗ୍ରାହକମାନେ ବାର୍ଷିକ…
ଜେପିଏଫଏଲ ଫିଲ୍ମସ ପ୍ରାଇଭେଟ ଲିମିଟେଡ ଏହାର କାପାସିଟର ଫିଲ୍ମସ ବ୍ୟବସାୟକୁ ଦ୍ୱିଗୁଣିତ କରିବ
ଭୁବନେଶ୍ୱର: ବିସି ଜିନ୍ଦଲ ଗ୍ରୁପର ଏକ ଅଂଶ, ପ୍ୟାକେଜିଂ କମ୍ପାନି ଜେପିଏଫଏଲ ଫିଲ୍ମସ ପ୍ରାଇଭେଟ ଲିମିଟେଡ (ଜିନ୍ଦଲ) କାପାସିଟର ଚଳଚ୍ଚିତ୍ର ବ୍ୟବସାୟ ପାଇଁ ସମ୍ପୂର୍ଣ୍ଣ କ୍ଷମତା ଉପଯୋଗ ଘୋଷଣା କରିଛି। ବଢୁଥିବା କ୍ୟାପାସିଟର ଚାହିଦାକୁ ପୂରଣ କରିବା ପାଇଁ କମ୍ପାନି ଏହାର କ୍ଷମତାକୁ…
ପ୍ରଚଣ୍ଡ ଗ୍ରୀଷ୍ମ ଲହରିରେ ଟିପିସିଓଡିଏଲ୍ ପକ୍ଷରୁ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ଲାଗି ସ୍ୱତନ୍ତ୍ର ପଦକ୍ଷେପ…
ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଲାଗି ୭,୭୦୦ କ୍ଷେତ୍ର କର୍ମଚାରୀ ମୂତୟନ କ୍ଷେତ୍ର କର୍ମଚାରୀଙ୍କୁ ବିଦ୍ୟୁତ ଖୁଂଟ, କଣ୍ଡକ୍ଟର, ଆସେସୋରି, ହାଇଡ୍ରା ଓ ପୋଲମାଷ୍ଟର ପ୍ରଦାନ ରାତିରେ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଆସ୍କା ଆଲୋକୀକରଣ ବ୍ୟବସ୍ଥା ଭୁବନେଶ୍ୱର: ଟିପି ସେଂଟ୍ରାଲ୍ ଓଡ଼ିଶା!-->…
ମହିନ୍ଦ୍ରା ଲାଷ୍ଟ ମାଇଲ୍ ମୋବିଲିଟି ଆର୍ଥିକ ବର୍ଷ 2023ରେ ଭାରତର ଏକ ନମ୍ବର ଇଲେକ୍ଟ୍ରିକ୍ 3 ଚକିଆ ଯାନ ନିର୍ମାତା
ମୁମ୍ବାଇ: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଏକ ଡିଭିଜନ ମହିନ୍ଦ୍ରା ଲାଷ୍ଟ ମାଇଲ୍ ମୋବିଲିଟି (ଏଲ୍ଏମ୍ଏମ୍ ) ଆର୍ଥିକ ବର୍ଷ 2023ରେ ଏହାର ଏକ ନମ୍ବର ଇଲେକ୍ଟ୍ରିକ୍ 3 ଚକିଆ ଯାନ ନିର୍ମାତା ମାନ୍ୟତା ସୁଦୃଢ଼ କରିଛି। ଏହି ସମୟ ମଧ୍ୟରେ, ଏଲ୍ଏମ୍ଏମ୍ 36 816 ଇଭି ବିକ୍ରି କରିଥିଲା ଏବଂ ଏହାର!-->…
ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ଓବିଡି୨ ନିୟମ ପାଳନ କରୁଥିବା ନୂଆ ୨୦୨୩ ଡିଓ ଉନ୍ମୋଚିତ
ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ଲିିମିଟେଡ୍ (ଏଚ୍ଏମ୍ଏସ୍ଆଇ) ପକ୍ଷରୁ ଓବିଡି୨ ନିୟମ ପାଳନ କରୁଥିବା ନୂଆ ୨୦୨୩ ଡିଓକୁ ଉନ୍ମୋଚନ କରାଯାଇଛି ଯାହାର ଏକ୍ସ ସୋ’ରୁମ୍ ମୂଲ୍ୟ (ଦିଲ୍ଲୀ) ହେଉଛି ୭୦,୨୧୧ ଟଙ୍କା ।ଏହି ଅବସରରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର!-->…
ଟ୍ରାନ୍ସଫର୍ମର କ୍ଷମତା ବଢ଼ାଇଲା ଟିପିଏସଓଡି଼ଏଲ
ବ୍ରହ୍ମପୁର: ଟାଟା ପାୱାର ଦକ୍ଷିଣ ଓଡି଼ଶା ବିତରଣ ଲିମିଟେଡ଼ (ଟିପିଏସଓଡି଼ଏଲ) ଗ୍ରୀଷ୍ମ ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ସକ୍ରିୟ ପ୍ରୟାସ ଜାରି ରଖିଛି । ଏହାର ଉପଭୋକ୍ତାମାନଙ୍କୁ ନିରନ୍ତର ବିଦ୍ୟୁତ ଯୋଗାଣ ପାଇଁ କମ୍ପାନୀ ଅନେକ ପଦକ୍ଷେପ ନେଇଛି । ଏମକେସିଜି ମେଡିକାଲ କଲେଜ ଓ!-->…
ୱେଷ୍ଟର୍ଣ୍ଣ କ୍ୟାରିୟର୍ସ ପକ୍ଷରୁ ସେବି ନିକଟରେ ଡିଆର୍ଏଚ୍ପି ଦାଖଲ
ଭୁବନେଶ୍ୱର: ଭାରତର ସର୍ବବୃହତ ଲଜିଷ୍ଟିକ୍ସ କଂପାନି ୱେଷ୍ଟର୍ଣ୍ଣ କ୍ୟାରିୟର୍ସ (ଇଣ୍ଡିଆ) ଲିମିଟେଡ୍ ପକ୍ଷରୁ ଇନିସିଆଲ ପବ୍ଲିକ୍ ଅଫର (ଆଇପିଓ) ଜରିଆରେ ପାଣ୍ଠି ହାସଲ କରିବା ଲାଗି ପୁଞ୍ଜି ବଜାର ନିୟାମକ ସଂସ୍ଥା ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାପ୍ଟ ରେଡ୍!-->…
ଟିପିସିଓଡିଏଲ୍ ପକ୍ଷରୁ ଭୁବନେଶ୍ୱର କାଳବୈଶାଖୀ ଝଡ଼ ପରେ ତ୍ୱରିତ ପଦକ୍ଷେପ ଗ୍ରହଣ
ଝଡ଼ର ପ୍ରଭାବକୁ କମ୍ କରିବା ଓ ଶୀଘ୍ର ବିଦ୍ୟୁତ ଯୋଗାଣ ସ୍ୱାଭାବିକ କରିବାକୁ ଟିପିସିଓଡିଏଲ୍ ପ୍ରତିବଦ୍ଧତାଭୁବନେଶ୍ୱର: ୨୦୨୩ ଜୁନ୍ ୮ ତାରିଖରେ ଭୁବନେଶ୍ୱରରେ ଘଟିଥିବା କାଳବୈଶାଖୀ ଝଡ଼ ପ୍ରଭାବରେ ବିଦ୍ୟୁତ ଭିତିଭୂମିରେ ବିଭ୍ରାଟ ଦେଖାଦେଇଥିଲା ଯାହା ଫଳରେ ବିଦ୍ୟୁତ ବିଭ୍ରାଟ ଘଟିବା ସହ!-->…
ଓଡ଼ିଶା ନାଭାଲ୍ ଟାଟା ହକି ହାଇ ପରଫରମାନ୍ସ ସେଂଟର୍ ପକ୍ଷରୁ ଢେଙ୍କାନାଳରେ ତୃଣମୂଳ ସ୍ତରରେ ହକିର ପ୍ରସାର
-୩୦୦ରୁ ଅଧିକ କ୍ୟାଡେଟ୍ଙ୍କୁ ପ୍ରଶିକ୍ଷଣନରେନ୍ଦ୍ରପୁର: ଓଡ଼ିଶାର ଢେଙ୍କାନାଳରେ ତୃଣମୂଳସ୍ତରେ ହକିର ପ୍ରସାର ଦିଗରେ ଓଡ଼ିଶା ନାଭାଲ ଟାଟା ହକି ହାଇପରଫରମାନ୍ସ ସେଂଟର ପ୍ରମୁଖ ଭୂମିକା ନିର୍ବାହ କରୁଛି । ୨୦୨୧ ଜାନୁଆରୀରେ ଖୋଲିଥିବା ଢେଙ୍କାନାଳରେ ହକି ତୃଣମୂଳ କେନ୍ଦ୍ର ଢେଙ୍କାନାଳ!-->…