Browsing Category

ବାଣିଜ୍ୟ

୧୩ ଦିନିଆ ଓଡ଼ିଶା ଷ୍ଟାର୍ଟଅପ୍ କାର୍ନିଭାଲ୍ ୨୦୨୨ ଉଦ୍‌ଘାଟିତ

ଭୁବନେଶ୍ୱର: ଷ୍ଟାର୍ଟଅପ୍ ଅଭିଯାନକୁ ପରବର୍ତୀ ସ୍ତର ପର୍ଯ୍ୟନ୍ତ ପହଂଚାଇବା ଲାଗି ଆଗେଇ ଆସିବାକୁ ଯୁବପିଢ଼ିଙ୍କୁ ଓଇଆର୍‌ସିର ପୂର୍ବତନ ଅଧ୍ୟକ୍ଷ, ଉପେନ୍ଦ୍ର ନାଥ ବେହେରା ଆହ୍ୱାନ ଦେଇଛନ୍ତି । ଏଆଇସି-ନାଳନ୍ଦା, ଷ୍ଟାର୍ଟଅପ୍ ଓଡ଼ିଶା, ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରିଜ୍…

ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ନିର୍ବାଚନ ପାଇଁ ପ୍ରାର୍ଥୀ ଦେଲା ମହାବିକାଶ ଅଘାଡି

ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ପଦବୀ ପାଇଁ ମହା ବିକାଶ ଅଘାଡି ନିଜ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ବିଜେପି ବିଧାୟକ ରାହୁଲ ନାରଓ୍ୱେକରଙ୍କ ବିରୋଧରେ ଶିବସେନା ବିଧାୟକ ରାଜନୀ ସାଲଭି ମଇଦାନକୁ ଓହ୍ଲାଇଛନ୍ତି । ଉଭୟ ପ୍ରାର୍ଥୀ ନିଜର ନାମାଙ୍କନ ଦାଖଲ କରିଛନ୍ତି । ତେବେ ରବିବାର…

ଆକ୍ସିସ୍ ବ୍ୟାଙ୍କ ସହ ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର: ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ ପକ୍ଷରୁ ଭାରତର ଟିୟର ୩ ସହର ଓ ଅର୍ଦ୍ଧ ସହରାଂଚଳ କ୍ଷେତ୍ରଗୁଡିକରେ ନଗଦ ସଂଗ୍ରହ ପ୍ରଣାଳୀକୁ ଡିଜିଟାଇଜ୍ କରିବା ପାଇଁ ଭାରତର ୩ୟ ସର୍ବବୃହତ୍ ଘରୋଇ ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ ସହ ସହଭାଗିତା କରାଯାଇଛି । ଏହି ସହଭାଗିତା ମାଧ୍ୟମରେ, ନଗଦ…

ସ୍ମାର୍ଟୱାଚ୍ ବଜାରରେ ଶୀର୍ଷରେ ରହିଛି ଘରୋଇ ଟେକ୍ ଷ୍ଟାର୍ଟଅପ୍ ଫାୟାର୍‌-ବୋଲ୍ଟ

ଭୁବନେଶ୍ୱର : ସଦ୍ୟତମ ଇଂଟରନ୍ୟାଶନାଲ ଡାଟା କର୍ପୋରେଶନ (ଆଇଡିସି) ରିପୋର୍ଟ ଅନୁଯାୟୀ ୱେରେବୁଲ୍ ୱାଚ୍ ମାର୍କେଟ୍‌ରେ ଏକ ଅପ୍ରତିଦ୍ୱନ୍ଦୀ ଲିଡର୍ ଭାବେ ବିବେଚିତ ହୋଇ ଘରୋଇ ୱେରେବୁଲ ଓ ଅଡିଓ ବ୍ରାଣ୍ଡ ଫାୟାର-ବୋଲ୍ଟ ଫ୍ରଂଟ୍‌-ରନର୍ ବା ଆଗଧାଡିର କମ୍ପାନୀଗୁଡିକୁ ଅତିକ୍ରମ କରିଛି ।…

ଜେକେ ଟାୟାର ପକ୍ଷରୁ ଓଡ଼ିଶାରେ ଦୁଇ ନୂଆ ଟାୟାର ଉନ୍ମୋଚିତ

ଭୁବନେଶ୍ୱର: ଦେଶର ଅଗ୍ରଣୀ ଟାୟାର ନିର୍ମାତା ଜେକେ ଟାୟାର ପକ୍ଷରୁ ଦୁଇଟି ନୂଆ ଟାୟାର ଜେଇଟି ଷ୍ଟିଲ୍ ଜେଡ୍‌ଡିଏଚ୍ ଏକ୍ସଏମ୍ ଓ ଜେଇଟି ୱେ ଜେୟୁସିକୁ ଉନ୍ମୋଚନ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି । ଏହି ନୂଆ ଉତ୍ପାଦକୁ କଟକର ପ୍ରମୋଦ ହୋଟେଲ୍‌ରେ ଆୟୋଜନ କରାଯାଇଥିବା ଏକ ଗ୍ରାହକ…

କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ଓ ସୀମା ଶୁଳ୍କ ବୋର୍ଡ, ଭୁବନେଶ୍ୱର ଜୋନ୍ ପକ୍ଷରୁ ଆଇକନିକ୍ ସପ୍ତାହର ଶୁଭାରମ୍ଭ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରାଳୟ ଓ କର୍ପୋରେଟ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ପାଳନ କରାଯାଉଥିବା ଆଜାଦୀ କା ଅମୃତ ମହୋତ୍ସବର ଅଂଶ ସ୍ୱରପ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ଓ ସୀମା ଶୁଳ୍କ ବୋର୍ଡ (ସିବିଆଇସି), ଭୁବନେଶ୍ୱର ଜୋନ୍ ପକ୍ଷରୁ ଆଇକନିକ୍ ସପ୍ତାହର ଶୁଭାରମ୍ଭ କରାଯାଇଛି…

ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ ପକ୍ଷରୁ ମୁଥୁଟ୍ ଫାଇନାନ୍ସ ସହଭାଗିତାରେ ଏୟାରଟେଲ୍ ଥ୍ୟାଙ୍କ୍‌ସ ଆପ୍‌ରେ ସୁନା ଋଣ…

ଭୁବନେଶ୍ୱର: ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ ଏହାର ଗ୍ରାହକଙ୍କୁ ଋଣ ପାଇଁ ସହଜ ପହଂଚ ପ୍ରଦାନ କରିବା ଆରମ୍ଭ କରିଛି । ବ୍ୟାଙ୍କର ଗ୍ରାହକମାନେ ଏବେ ଏୟାରଟେଲ୍ ଥ୍ୟାଙ୍କ୍‌ସ ଆପ୍‌ରେ ଏକ ମିନିଟ୍ ମଧ୍ୟରେ ମୁଥୁଟ୍ ଫାଇନାନ୍ସରୁ ସୁନା ଋଣ ପାଇଁ ଆବେଦନ କରିପାରିବେ । ଏହି ସହଭାଗିତା ସହ ଏୟାରଟେଲ୍…

କେଦାରନାଥ ଧାମ ପାଦଚଲା ଯାତ୍ରା ମାର୍ଗରେ ମୋବାଇଲ ସଂଯୋଗ ଯୋଗାଇବାରେ ଜିଓ ପ୍ରଥମ

ଡେରାଡୁନ : କେଦାରନାଥ ଧାମ ମନ୍ଦିରର ପାଦଚଲା ଯାତ୍ରା ମାର୍ଗରେ ମୋବାଇଲ ଯୋଗାଯୋଗ ପ୍ରଦାନ କରିବାରେ ରିଲାଏନ୍ସ ଜିଓ ପ୍ରଥମ ଅପରେଟର ହୋଇଛି । ଜିଓ ଦ୍ୱାରା ଗୌରୀକୁଣ୍ଡ ଏବଂ କେଦାରନାଥ ଧାମ ମଧ୍ୟରେ ସମୁଦାୟ ୫ଟି ଟାୱାର ସ୍ଥାପନ କରାଯିବ । କମ୍ପାନି ଦ୍ୱାରା ଛୋଟି ଲିଂଚୋଲି, ଲିଂଚୋଲି ଏବଂ

ଜିଓ ପ୍ଲାଟଫର୍ମସର ଦୁଇଟି କଂପାନି ଏଷ୍ଟେରିଆ ଏରୋସ୍ପେସ୍ ଓ ସାଂଖ୍ୟ ସୂତ୍ର ଲ୍ୟାବ୍‌ସ ପକ୍ଷରୁ ଭାରତ ଡ୍ରୋନ୍ ମହୋତ୍ସବରେ…

ଭୁବନେଶ୍ୱର: ଜିଓ ପ୍ଲାଟଫର୍ମସ୍‌ର ଦୁଇଟି ସହଯୋଗୀ କଂପାନି ଏଷ୍ଟେରିଆ ଏରୋସ୍ପେସ୍ ଲିମିଟେଡ୍ ଓ ସାଂଖ୍ୟ ସୂତ୍ର ଲ୍ୟାବ୍‌ସ ପକ୍ଷରୁ ଦିଲ୍ଲୀରେ ଆୟୋଜିତ ଭାରତ ଡ୍ରୋନ୍ ମହୋତ୍ସବରେ ନିଜର ପ୍ରଯୁକ୍ତି କ୍ଷମତାକୁ ପ୍ରଦର୍ଶିତ କରାଯାଇଛି । ବେଙ୍ଗାଲୁରୁ ସ୍ଥିତ “ଏଷ୍ଟେରିଆ ଏରୋସ୍ପେସ୍ ଲିମିଟେଡ୍‌’

ଜନସନ ଆଣ୍ଡ ଜନସନ ଭିଜନର ନୂତନ ଅଭିଯାନ

ଭୁବନେଶ୍ୱର: ଜନସନ ଆଣ୍ଡ ଜନସନ ପ୍ରାଇଭେଟ ଲିଃର ଏକ ବିଭାଗ, ଜନସନ ଆଣ୍ଡ ଜନସନ ଭିଜନ ଇଣ୍ଡିଆ ପକ୍ଷରୁ ସମ୍ପ୍ରତି ଏହାର ଅତ୍ୟାଧୁନିକ ଅଭିଯାନ “ଦେଖତେ ରେହ ଯାଓଗେ”ର ଶୁଭାରମ୍ଭ କରାଯାଇଛି । ଏହି ଅଭିଯାନ ବାସ୍ତବରେ ଭିନ୍ନ କାରଣ ଏଥିରେ ପ୍ରକୃତରେ ଆକ୍ୟୁଭ ଲେନ୍ସର ବ୍ୟବହାର କରୁଥିବା…