Browsing Category
ବାଣିଜ୍ୟ
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ନିଟ୍ ଲାଭ ୪୦.୮% ବୃଦ୍ଧି ପାଇ ୧୯,୪୪୩ କୋଟି ଟଙ୍କା
ଭୁବନେଶ୍ୱର: ତୈଳ ଓ ଟେଲିକମ୍ ବ୍ୟବସାୟରୁ ଉତ୍ସାହଜନକ ଆୟ ହୋଇଥିବାରୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍ଆଇଏଲ୍)ର ନିଟ୍ ଲାଭରେ ୪୦.୮% ବୃଦ୍ଧି ହୋଇଛି । ୨୦୨୨-୨୩ ଆର୍ଥିକ ବର୍ଷର ଏପ୍ରିଲ୍-ଜୁନ୍ ତ୍ରୈମାସିକରେ ରିଲାଏନ୍ସ!-->…
ଓଡିଶାରେ ଲଂଚ୍ ହେବ ବୁଜିର ୧୦ ମିନିଟ୍ ମଦ ଡେଲିଭରି ସେବା
ନୂଆଦିଲ୍ଲୀ: ଏକ ପ୍ରଥମ ଧରଣର ୧୦ ମିନିଟ୍ ଲିକ୍ୱୋର ଡେଲିଭରି ପ୍ଲାଟ୍ଫର୍ମ ସହିତ କୋଲ୍କାତାରେ ଝଡ ସୃଷ୍ଟି କରିଥିବା ସେବା ବୁଜି ଓଡିଶା ଅବକାରୀ ବିଭାଗଠାରୁ ଏକ ଏନ୍ଓସି ପାଇବା ପରେ ଓଡିଶାରେ ଏହାର ପରିଚାଳନା ଆରମ୍ଭ କରିବା ପାଇଁ ପ୍ରସ୍ତୁତ ହୋଇଛି । ଓଡିଶା, ମୁଖ୍ୟତଃ ଭୁବନେଶ୍ୱର ମଦ…
ଓଡ଼ିଶା ଷ୍ଟାର୍ଟଅପ୍ କନ୍କ୍ଲେଭ୍ରେ ୧୦ ଷ୍ଟାର୍ଟଅପ୍ ସମ୍ବର୍ଦ୍ଧିତ
ଭୁବନେଶ୍ୱର: ଆଗକୁ ବଢ଼ିବା ଓ ସମୃଦ୍ଧ ହେବା ଲାଗି ଷ୍ଟାର୍ଟଅପ୍ ସଂସ୍ଥାଗୁଡ଼ିକ ପାଇଁ ଓଡ଼ିଶା ହେଉଛି ଉପଯୁକ୍ତ ସ୍ଥାନ । ଓ-ହବ୍ ଠାରେ ଆୟୋଜିତ ଓଡ଼ିଶା ଷ୍ଟାର୍ଟଅପ୍ କନ୍କ୍ଲେଭ୍ ୨୦୨୨ର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ଏମ୍ଏସ୍ଏମ୍ଇ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଏହା…
ଚୁଡା ମୁଢି ପରେ ଅନ୍ୟାନ୍ୟ ଖାଦ୍ୟ ପେୟରେ ବଢିଲା ଜିଏସଟି, ଆସନ୍ତୁ ଜାଣିବା କେଉଁ ପଦାର୍ଥ ହେବ ମହଙ୍ଗା ଏବଂ କେଉଁ…
ଲଗାତାର ସମସ୍ତ ପଦାର୍ଥର ମୂଲ୍ୟ ବୃଦ୍ଧି ସହିତ ବର୍ତ୍ତମାନର ଜିଏସଟି ବୋଝ ଉପରେ ନଳିତା ବିଡା ପରି ହୋଇଯାଇଛି । ଆପଣଙ୍କୁ ଡାଏରି ଉତ୍ପାଦ ତଥା ଦୁଗ୍ଧ , ଲସି ଏବଂ ପନିର ଇତ୍ୟାଦିରେ ୫ପ୍ରତିଶତ ଜିଏସଟି ଲାଗୁ ହୋଇଛି । ଏବଂ ସମସ୍ତ ପ୍ରକାରର ପ୍ୟାକେଡଟ ଫୁଡ ଉପରେ ମଧ୍ୟ ଜିଏସଟି ଦେବାକୁ ପଡିବ ।…
ଆଇଏନ୍ଆଇଏଫ୍ଡି ଭୁବନେଶ୍ୱର ପକ୍ଷରୁ ଓଡ଼ିଶା ହେରିଟେଜ୍ ଆୱାର୍ଡସ୍ ଓ ନବ୍ୟତା ୨୦୨୨ ଆୟୋଜିତ
ଭୁବନେଶ୍ୱର: ରାଜ୍ୟର କଳା ଓ ଡିଜାଇନ୍ ଐତିହ୍ୟ ପ୍ରତି ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ପ୍ରଦାନ କରିଥିବା ପ୍ରତିଭାମାନଙ୍କୁ ସମ୍ମାନିତ କରିବା ଓ ସେମାନଙ୍କ ସଫଳତାର ଉତ୍ସବ ପାଳନ କରିବା ଲାଗି ଆଇଏନଆଇଏଫ୍ଡି ଭୁବନେଶ୍ୱର ପକ୍ଷରୁ ଶନିବାର ହୋଟେଲ୍ ସ୍ୱସ୍ତି ପ୍ରିମିୟମ୍ରେ ଆୟୋଜନ କରାଯାଇଛି ଓଡ଼ିଶା…
ଏୟାରଟେଲ୍ ପକ୍ଷରୁ ବୋଶ୍ ଫ୍ୟାସିଲିଟିଠାରେ ଭାରତର ପ୍ରଥମ ଘରୋଇ ୫ଜି ନେଟ୍ୱର୍କ ନିୟୋଜିତ
ଭୁବନେଶ୍ୱର: ଏୟାରଟେଲ୍ ପକ୍ଷରୁ, ବେଙ୍ଗାଲୁରୁ ସ୍ଥିତ ବୋଶ୍ ଅଟୋମୋଟିଭ୍ ଇଲେକ୍ଟ୍ରୋନିକ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ (ଆର୍ବିଏଆଇ) ଫ୍ୟାସିଲିଟିଠାରେ ଭାରତର ପ୍ରଥମ ୫ଜି ପ୍ରାଇଭେଟ୍ ନେଟ୍ୱର୍କର ସଫଳ ପରୀକ୍ଷଣ କରାଯାଇଥିବା ନେଇ ଘୋଷଣା କରାଯାଇଛି । ଏୟାରଟେଲ୍ର ଅନ୍-ପ୍ରେମିଶ୍ ୫ଜି…
ରିହାତି ମୂଲ୍ୟରେ ଯକୃତ ପ୍ରତିରୋପଣ ପାଇଁ ଆଷ୍ଟର୍ ସିଏମ୍ଆଇ ହସ୍ପିଟାଲ, ବେଙ୍ଗାଲୁରୁ ପକ୍ଷରୁ ଓଡିଶା ସରକାରଙ୍କ ସହ…
ଭୁବନେଶ୍ୱର: ଆଷ୍ଟର୍ ସିଏମ୍ଆଇ ହସ୍ପିଟାଲ, ବେଙ୍ଗାଲୁରୁ ପକ୍ଷରୁ ରାଜ୍ୟରେ ପେଡିଆଟ୍ରିକ୍ ଲିଭର୍ ଟ୍ରାନ୍ସପ୍ଲାଂଟ୍ର କାର୍ଯ୍ୟକାରିତା ପାଇଁ ଓଡିଶା ସରକାରଙ୍କ ସହ ଏକ ଏମ୍ଓୟୁ ସ୍ୱାକ୍ଷର କରାଯାଇଛି । ଓଡିଶାର ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବକିଶୋର ଦାସ; ଓଡ଼ିଶାର…
ସାମସଙ୍ଗ ପକ୍ଷରୁ ଭୁବନେଶ୍ୱରରେ ଶିକ୍ଷା ଏବଂ ଇନୋଭେସନ ରୋଡ଼ ଶୋ ଆୟୋଜିତ
ଭୁବନେଶ୍ୱର: ସାମସଙ୍ଗ ଇଣ୍ଡିଆ ଦ୍ୱାରା ଭୁବନେଶ୍ୱରରେ ଆୟୋଜିତ ଶିକ୍ଷା ଏବଂ ଇନୋଭେସନ ରୋଡ ଶୋ ରେ ବିଦ୍ୟାଳୟ ଓ କଲେଜର ଛାତ୍ରଛାତ୍ରୀମାନେ ଆଗ୍ରହର ସହିତ ସାମିଲ ହୋଇଛନ୍ତି । ସେମାନେ ରାଜ୍ୟ ତଥା ଦେଶର ଲୋକମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଚିହ୍ନଟ କରିଛନ୍ତି ଓ ଏହାର ସମାଧାନ ପାଇଁ ସଂକଳ୍ପ…
ନିଜ ପ୍ଲାଟଫର୍ମର ଶ୍ରେଷ୍ଠ ୧୦ଟି ମନସୁନ ଗୀତର ଘୋଷଣା କରିଛି ଏୟାରଟେଲ ୱିଙ୍କ ମ୍ୟୁଜିକ
ଭୁବନେଶ୍ୱର: ଭାରତର ଏକ ନମ୍ବର ମ୍ୟୁଜିକ ଷ୍ଟ୍ରିମିଙ୍ଗ ଆପ୍ଲିକେସନ, ଏୟାରଟେଲ ୱିଙ୍କ ମ୍ୟୁଜିକ ପକ୍ଷରୁ ଟପ ୧୦ ମନସୁନ ଗୀତର ଘୋଷଣା କରାଯାଇଛି, ଯାହାକୁ ଲୋକମାନେ ଏହି ପ୍ଲାଟଫର୍ମରେ ସର୍ବାଧିକ ଶୁଣିଛନ୍ତି । ୱିଙ୍କ ମ୍ୟୁଜିକ ଆପରେ ମନସୁନ ଆରମ୍ଭ ହେବାଠାରୁ ଲୋକମାନେ ଶୁଣୁଥିବା ଶୀର୍ଷ ୧୦ଟି…
ଲୋକପ୍ରିୟ ଫେସନ୍ ବ୍ରାଣ୍ଡ୍ ଗ୍ୟାପ୍କୁ ଭାରତ ଆଣିବା ପାଇଁ ରିଲାଏନ୍ସ ରିଟେଲ୍ ପକ୍ଷରୁ ଗ୍ୟାପ୍ ଆଇଏନ୍ସି ସହ ସହଯୋଗିତା…
ଭୁବନେଶ୍ୱର: ଭାରତର ସର୍ବବୃହତ ରିଟେଲର ରିଲାଏନ୍ସ ରିଟେଲ୍ ଲିମିଟେଡ୍ ପକ୍ଷରୁ ଆମେରିକାର ପ୍ରସିଦ୍ଧ ଫେସନ୍ ବ୍ରାଣ୍ଡ୍ ଗ୍ୟାପ୍କୁ ଭାରତ ଆଣିବା ପାଇଁ ଗ୍ୟାପ୍ ଆଇଏନ୍ସି ସହିତ ସହଯୋଗିତା ସ୍ଥାପନ କରାଯାଇଛି । ଏହି ଦୀର୍ଘମିଆଦୀ ଫ୍ରାଂଚାଇଜି ବୁଝାମଣା ସହିତ ଭାରତରେ ସବୁ ମାଧ୍ୟମ ପାଇଁ!-->…