Browsing Category
ବାଣିଜ୍ୟ
ମହିନ୍ଦ୍ରା ପକ୍ଷରୁ ୧୮.୯୦ ଲକ୍ଷ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ବିଇ ୬ଇ ଓ ୨୧.୯୦ ଲକ୍ଷ ଟଙ୍କାରେ ଏକ୍ସଇଭି ୯ଇ…
ଭୁବନେଶ୍ୱର: ମହିନ୍ଦ୍ରା ପକ୍ଷରୁ ଇଲେକ୍ଟ୍ରିକ୍ ଗମନାଗମନ କ୍ଷେତ୍ରରେ ଦୁଇ ଇଲେକ୍ଟ୍ରିକ୍ ଅରିଜିନ୍ ଏସ୍ୟୁଭି ବିଇ ୬ଇ ଓ ଏକ୍ସଇଭି ୯ଇକୁ ଉନ୍ମୋଚନ କରାଯାଇଛି। ବୈପ୍ଳବିକ ଇଲେକ୍ଟ୍ରିକ୍ ଅରିଜିନ୍ ଢାଂଚା ଇଙ୍ଗଲୋରେ ଆଧାରିତ ଓ ଏମ୍ଏଆଇଏର ଶକ୍ତି ସହ ସେଗୁଡ଼ିକୁ ଗଠନ କରାଯାଇଛି। ଏକ ଗ୍ଲୋବାଲ୍…
ସମ୍ବଲପୁରରେ କଲ୍ୟାଣ ଜୁଏଲର୍ସର ନୂଆ ସୋ’ରୁମ୍ ଉଦ୍ଘାଟିତ
ଭୁବନେଶ୍ୱର: ଭାରତର ସବୁଠୁ ବିଶ୍ୱାସଯୋଗ୍ୟ ଓ ଅଗ୍ରଣୀ ଗହଣା ବ୍ରାଣ୍ଡ୍ କଲ୍ୟାଣ ଜୁଏଲର୍ସ ପକ୍ଷରୁ ସମ୍ବଲପୁରରେ ନୂଆ ସୋ’ରୁମର ଶୁଭାରମ୍ଭ କରାଯିବା ସହ କମ୍ପାନି ଏହି ସହରରେ ପ୍ରବେଶ କରିଛି। ବଲିଉଡ ତାରକା ସୋନାକ୍ଷୀ ସିହ୍ନା ଏହି ସୋ’ରୁମକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିଲା କିନ୍ତୁ…
କଲ୍ୟାଣ ଜୁଏଲର୍ସ ପକ୍ଷରୁ ଝାରସୁଗୁଡ଼ାରେ ନୂଆ ସୋ’ରୁମ୍ ଶୁଭାରମ୍ଭ ସହ ଓଡ଼ିଶାରେ ଉପସ୍ଥିତିର ସୁଦୃଢ଼ୀକରଣ
ଭୁବନେଶ୍ୱର: ଭାରତର ସବୁଠୁ ବିଶ୍ୱାସଯୋଗ୍ୟ ଓ ଅଗ୍ରଣୀ ଗହଣା ବ୍ରାଣ୍ଡ୍ କଲ୍ୟାଣ ଜୁଏଲର୍ସ ପକ୍ଷରୁ ଓଡ଼ିଶାର ଝାରସୁଗୁଡ଼ାରେ ନୂଆ ସୋ’ରୁମ୍ର ଶୁଭାରମ୍ଭ ଘୋଷଣା କରାଯାଇଛି। ଏହି ଶୁଭାରମ୍ଭ ସହ କଲ୍ୟାଣ ଜୁଏଲର୍ସ ଝାରସୁଗୁଡ଼ା ସହରରେ ପ୍ରବେଶ କରିଥିବା ବେଳେ ଏହାର ଲାଇଫ୍ଷ୍ଟାଇଲ୍ ଗହଣା…
ସୁରକ୍ଷା ଡାଏଗ୍ନୋଷ୍ଟିକ୍ ଲିମିଟେଡ୍ର ଇନିସିଆଲ୍ ପବ୍ଲିକ୍ ଅଫର ୨୦୨୪ ନଭେମ୍ବର ୨୯ରେ ଖୋଲିବ
ଭୁବନେଶ୍ୱର: ସୁରକ୍ଷା ଡାଏଗ୍ନୋଷ୍ଟିକ୍ ଲିମିଟେଡ୍ ଏହାର ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ)କୁ ୨୦୨୪ ନଭେମ୍ବର ୨୯ ଶୁକ୍ରବାର ଖୋଲିବାକୁ ପ୍ରସ୍ତାବ ରଖିଛି। ଆଙ୍କର ନିବେଶକମାନେ ବିଡ୍ ଖୋଲିବାର ଗୋଟିଏ କାର୍ଯ୍ୟଦିବସ ପୂର୍ବରୁ ୨୦୨୪ ନଭେମ୍ବର ୨୮ ଗୁରୁବାର ଦିନ ବିଡ୍ ଦାଖଲ କରିପାରିବେ ଏବଂ…
ଫିନୋଲେକ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଗ୍ରାମୀଣ ଓଡ଼ିଶାରେ ନିରନ୍ତର ଦକ୍ଷତା ବିକାଶରେ ଅଗ୍ରଣୀ
ଭୁବନେଶ୍ୱର: ଫିନୋଲେକ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଏଫଆଇଏଲ) ପକ୍ଷରୁ ସିଏସ୍ଆର୍ ସହଯୋଗୀ ମୁକୁଲ ମାଧବ ଫାଉଣ୍ଡେସନ୍ (ଏମ୍ଏମଏଫ) ଏବଂ ଆକ୍ସନ ଏଡର ମିଳିତ ସହଯୋଗରେ ଆଇଟିଆଇ ପଟ୍ଟାମୁଣ୍ଡାଇଠାରେ ପାଣି ପାଇପ (ପ୍ଲମ୍ବିଂ)ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରିଛି ଯେଉଁଥିରେ ୪୭ ଜଣ…
କଲ୍ୟାଣ ଜୁଏଲର୍ସ ପକ୍ଷରୁ ଓଡ଼ିଶାରେ ୨ ସୋ’ରୁମ୍ ଶୁଭାରମ୍ଭ ଘୋଷଣା
ନଭେମ୍ବର ୩୦ (ଶନିବାର) ବଲିଉଡ୍ ତାରକା ସୋନାକ୍ଷୀ ସିହ୍ନା ଉଦ୍ଘାଟନ କରିବେ
ସମ୍ବଲପୁରର ବୁଢ଼ାରଜା ମେନ୍ ରୋଡ୍ ସୋ’ରୁମ୍ ଅପରାହ୍ନ ୩ଟା ୩୦ ମିନିଟ୍ ଓ ଝାରସୁଗୁଡ଼ାର ସରବାହାଲ ରୋଡ୍ ସୋ’ରୁମ୍କୁ ଅପରାହ୍ନ ୫ଟା ୩୦ ମିନିଟ୍ରେ ଶୁଭାରମ୍ଭ କରାଯିବ
ଗହଣା କ୍ରୟରେ ଗ୍ରାହକମାନଙ୍କ ଲାଗି…
ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ଆକ୍ଟିଭା ଇ ଓ କ୍ୟୁସି୧ ସହ ଇଲେକ୍ଟ୍ରିକ୍ ଯାନ କ୍ଷେତ୍ରରେ ପ୍ରବେଶ
ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ଲିିମିଟେଡ୍ (ଏଚ୍ଏମ୍ଏସ୍ଆଇ) ପକ୍ଷରୁ ଆକ୍ଟିଭା ଇ ଓ କ୍ୟୁସି୧ର ଉନ୍ମୋଚନ ସହ କମ୍ପାନି ଇଲେକ୍ଟ୍ରିକ୍ ଯାନ କ୍ଷେତ୍ରରେ ପ୍ରବେଶ କରିଛି। ଆକ୍ଟିଭା ବ୍ରାଣ୍ଡ୍କୁ ସମ୍ପୂର୍ଣ୍ଣ ନୂଆ ଇଲେକ୍ଟ୍ରିକ୍ ଅବତାରରେ ଆଣିବା ଏବଂ କ୍ୟୁସିଆଇ୧ର…
ସ୍ମାର୍ଟ ଟେକ୍ନୋଲୋଜି ସହିତ ଜଳ ପରିଚାଳନାରେ ଅଗ୍ରଣୀ ଟାଟା ଷ୍ଟିଲ୍ FAMD
- ରିଅଲ୍ ଟାଇମ୍ ମନିଟରିଂ ଏବଂ ଡାଟା ଆନାଲିଟିକ୍ସ ଯୋଗୁ ଯୋଡା ଫେରୋ ଆଲୋଏଜ ପ୍ଲାଣ୍ଟରେ ଜଳ ବ୍ୟବହାର 40% ହ୍ରାସ
- ସ୍ୱଚ୍ଛ ଜଳ ନିଷ୍କାସନ ଏବଂ କୃଷି କାର୍ଯ୍ୟରେ ଏହାର ପୁନଃ ବ୍ୟବହାରକୁ ସୁନିଶ୍ଚିତ କରୁଛି ଅତ୍ୟାଧୁନିକ ଏଫ୍ଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଳାଣ୍ଟ
ଭୁବନେଶ୍ୱର: ସାରା ବିଶ୍ୱରେ ଜଳ!-->…
ସୁବର୍ଣ୍ଣରେଖା ପୋର୍ଟ ଓ ଟିଏସଏଫ ପକ୍ଷରୁ ବସ୍ତା ଓ ବାଲିଆପାଳରେ ଜ୍ୟୋତି ଫେଲୋସିପ୍ ମେରିଟ ପରୀକ୍ଷା
ବାଲିଆପାଳ: ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସଏଫ) ଓ ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ୍ ଲିମିଟେଡ୍ (ଏସପିପିଏଲ) ସହଯୋଗରେ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଜ୍ୟୋତି ଫେଲୋସିପ୍ ମେରିଟ୍ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି, ବାଲେଶ୍ୱର ଜିଲ୍ଲାର ବସ୍ତା ଓ ବାଲିଆପାଳ…
ଦେଶର ଡ଼ିଜିଟାଲ ପେମେଣ୍ଟ ସମାଧାନ ପାଇଁ ଏନ୍ପିସିଆଇ ପକ୍ଷରୁ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଓ ପେମେଂଟ୍ ବ୍ୟାଙ୍କ ସହ…
ଭୁବନେଶ୍ୱର: ନ୍ୟାସନାଲ ପେମେଂଟ୍ କର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇ) ପକ୍ଷରୁ ଏନପିସିଆଇ ସିନର୍ଜି ଅଭିଯାନର ଅଂଶସ୍ୱରୂପ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯେଉଁଥିରେ ସ୍ମଲ ଫାଇନାନ୍ସ ବ୍ୟାଙ୍କ (ଏସଏଫବି) ଓ ପେମେଂଟ୍ ବ୍ୟାଙ୍କର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ନବସୃଜନ,…