Browsing Category

ବାଣିଜ୍ୟ

ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଉଦୀୟମାନ କ୍ଷେତ୍ରକୁ ଫାଇନାନ୍ସ ପ୍ରଦାନ ପାଇଁ ‘ଚକ୍ର-ଉତ୍କର୍ଷ କେନ୍ଦ୍ର’ର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ସର୍ବବୃହତ ରାଷ୍ଟ୍ରାୟତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଦେଶର ଅର୍ଥନୈତିକ ରୂପାନ୍ତରଣ ପାଇଁ ଗୁରୁତ୍ୱପୂର୍ଣ୍ଣ ଉଦୀୟମାନ କ୍ଷେତ୍ରଗୁଡ଼ିକୁ ଫାଇନାନ୍ସ ଯୋଗାଇ ଦେବା ପାଇଁ ଚକ୍ର-ଉତ୍କର୍ଷ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି। ଏହା ଜରିଆରେ ବ୍ୟାଙ୍କ ବିକଶିତ ଭାରତ…

ବିସି ଜିନ୍ଦଲ ଗ୍ରୁପର ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ ୨୦୨୬-୨୭ ପାଇଁ ଉତ୍ତମ କାର୍ଯ୍ୟକ୍ଷେତ୍ର ପ୍ରମାଣପତ୍ର ହାସଲ କରିଛି

ଭୁବନେଶ୍ୱର: ବିସି ଜିନ୍ଦଲ ଗ୍ରୁପର ପ୍ରମୋଟର ଶ୍ୟାମ ସୁନ୍ଦର ଜିନ୍ଦଲଙ୍କ ନେତୃତ୍ୱାଧୀନ ବିସି ଜିନ୍ଦଲ ଗ୍ରୁପର ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ ଜାନୁଆରୀ ୨୦୨୬ - ଜାନୁଆରୀ ୨୦୨୭ ଅବଧି ପାଇଁ ‘ଗ୍ରେଟ୍ ପ୍ଲେସ୍ ଟୁ ୱାର୍କ’ ଦ୍ୱାରା ପ୍ରମାଣପତ୍ର ହାସଲ କରିଛି। ଏହି ପ୍ରତିଷ୍ଠିତ ପୁରସ୍କାର…

ରାଜଧାନୀରେ ଆଦିବାସୀ ଗାଁର ଅନୁଭୂତି, ଚାଲିଛି ଆଦିବାସୀ ମେଳା–୨୦୨୬

ଭୁବନେଶ୍ୱର,୦୩/୦୨: ରାଜଧାନୀରେ ଆଦିବାସୀ ଗାଁର ସଜୀବ ଅନୁଭୂତି। ଜଙ୍ଗଲ ସାମଗ୍ରୀ, ପାରମ୍ପରିକ ହସ୍ତଶିଳ୍ପ ସହ ଜନଜାତୀଙ୍କ ଚଳଣି ଓ ସଂସ୍କୃତିର ମନୋରମ ପ୍ରଦର୍ଶନ କରୁଛି ଆଦିବାସୀ ମେଳା–୨୦୨୬। ରାଜଧାନୀର ୟୁନିଟ–ୱାନ୍ ଆଦିବାସୀ ପଡ଼ିଆରେ ଏହି ମେଳା ଚାଲିଛି ଓ ଲୋକମାନଙ୍କୁ ଭଳିଭାବେ ଆକୃଷ୍ଟ

ଟ୍ରମ୍ପଙ୍କ ଟାରିଫ ହ୍ରାସ ପରେ ସେୟାର ବଜାରରେ ଝଡ଼, ମଜବୁତ ହେଲା ଟଙ୍କା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ପାଇଁ ଶୁଳ୍କ ହ୍ରାସ ଘୋଷଣା ପରେ ଭାରତୀୟ ସେୟାର ବଜାରରେ ଐତିହାସିକ ଉଛାଳ ଦେଖାଯାଇଛି। ଏହି ଖବର ନିବେଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ସୃଷ୍ଟି କରିଥିବାବେଳେ ସମସ୍ତ ପ୍ରମୁଖ ସୂଚକାଙ୍କ ରେକର୍ଡ ସ୍ତରରେ କାରବାର କରୁଛି।ବଜାର ଖୋଲିବା ସହିତ

କମିଲା ପେଟ୍ରୋଲ ଏବଂ ଡିଜେଲ ଦର

ଭୁବନେଶ୍ୱର: ଫେବୃଆରୀ 3, 2026 ରେ ଓଡିଶାର ମନ୍ଦିର ନଗରୀରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇଥିଲା। ମଙ୍ଗଳବାର ଦିନ, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଯଥାକ୍ରମେ 0.08 ଏବଂ 0.09 ପଇସା ହ୍ରାସ ସହିତ ପ୍ରତି ଲିଟର 101.03 ଟଙ୍କା ଏବଂ 92.60 ଟଙ୍କା ରେକର୍ଡ କରାଯାଇଛି। ଏହି ସମୟରେ,…

ଟର୍ଟଲମିଂଟ ଫିନଟେକ ସଲ୍ୟୁସନ୍ସ ଲିମିଟେଡ ପକ୍ଷରୁ ସେବି ନିକଟରେ ୟୁଡିଆରଏଚପି-ଆଇ ଦାଖଲ

ଭୁବନେଶ୍ୱର: ପ୍ରଯୁକ୍ତି ଆଧାରିତ ବୀମା ବଂଟନ ପ୍ଲାଟଫର୍ମ ଟର୍ଟଲମିଂଟ ଫିନଟେକ ସଲ୍ୟୁସନ୍ସ ଲିମିଟେଡ ପକ୍ଷରୁ ପ୍ରସ୍ତାବିତ ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ୟୁଡିଆରଏଚପି-ଆଇ ଦାଖଲ କରାଯାଇଛି। ଟର୍ଟଲମିଂଟ ମୁଖ୍ୟତଃ ଭାରତରେ ବୀମା…

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା, ୨୫%ରୁ ୧୮%କୁ କମିଲା ଟାରିଫ୍

ଭୁବନେଶ୍ଵର ,୦୩/୦୨: ଭାରତ–ଆମେରିକା ସମ୍ପର୍କରେ ଏକ ବଡ଼ ସଫଳତା। ଭାରତୀୟ ସାମଗ୍ରୀ ଉପରେ ଆମେରିକା ଲଗାଇଥିବା ଟାରିଫ୍‌କୁ ୨୫ ପ୍ରତିଶତରୁ କମାଇ ୧୮ ପ୍ରତିଶତ କରିଛି ଆମେରିକା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସିଧାସଳଖ ଆଲୋଚନା ପରେ ଏହି ସୂଚନା ସୋସିଆଲ ମିଡିଆରେ ଦେଇଛନ୍ତି

ଟାଟା ପାୱାର ନେତୃତ୍ଵାଧୀନ ସେଣ୍ଟ୍ରାଲ ଓଡ଼ିଶା ଡ଼ିସକମର ଶକ୍ତି ବିତରଣ ସଂସ୍କାର ଉପରେ ଆଇଆଇଟି ଭୁବନେଶ୍ୱରର ଅଧ୍ୟୟନ…

ଆଇଆଇଟି ଭୁବନେଶ୍ୱର ପକ୍ଷରୁ ଟାଟା ପାୱାର ନେତୃତ୍ଵାଧୀନ ସେଣ୍ଟ୍ରାଲ ଓଡ଼ିଶା ଡ଼ିସକମର ଶକ୍ତି ବିତରଣ ସଂସ୍କାର ଏବଂ ଏହାର ପରିବର୍ତ୍ତନର ଯାତ୍ରା ଉପରେ ଏକ ଅଧ୍ୟୟନ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ, ୧୫୦୦ କୋଟିରୁ ଅଧିକ ଟଙ୍କାର ରଣନୈତିକ ପୁଞ୍ଜି ବିନିଯୋଗ ଫଳରେ ବିଦ୍ୟୁତ…

ଅନ୍ନପୂର୍ଣ୍ଣା ଗ୍ରୁପ ପକ୍ଷରୁ ଅନ୍ନପୂର୍ଣ୍ଣା ଗାଈ ଘିଅର ଔପଚାରିକ ଶୁଭାରମ୍ଭ

ଭୁବନେଶ୍ୱର :ସାତ ଦଶନ୍ଧିରୁ ଅଧିକ ସମୟର ଏକ ବିରାସତ ଉପରେ ନିର୍ମିତ ଉତରପୂର୍ବାଂଚଳର ପ୍ରତିଷ୍ଠିତ ଘରୋଇ ଏଫଏମସିଜି କମ୍ପାନୀ, ଅନ୍ନପୂର୍ଣ୍ଣା ଗ୍ରୁପ ଉତରପ୍ରଦେଶ, ଦିଲ୍ଲୀ-ଏନସିଆର, ବିହାର, ଝାଡ଼ଖଣ୍ଡ ଓ ଓଡିଶା ସମେତ ଉତର ଓ ପୂର୍ବ ଭାରତୀୟ ବଜାରଗୁଡିକରେ ଏହାର ଫ୍ଲାଗସିପ ପ୍ରଡକ୍ଟ…

ଏନଏସଇ ପ୍ରସ୍ତାବିତ IPO ପାଇଁ SEBI ଠାରୁ NOC ପ୍ରାପ୍ତ

ଭୁବନେଶ୍ୱର: ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ (ଏନଏସଇ) ନିକଟରେ ସିକ୍ୟୁରିଟିଜ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (ସେବି)ଠାରୁ ଏହାର ପ୍ରସ୍ତାବିତ ଇନିସିଆଲ ପବ୍ଲିକ ଅଫରିଙ୍ଗ (ଆଇପିଓ) ପାଇଁ ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ (ଏନଓସି) ହାସଲ କରିଛି । ଯାହାକି ଏକ୍ସଚେଞ୍ଜର…