Browsing Category

ବାଣିଜ୍ୟ

ବିଶ୍ୱ ପରିବେଶ ସପ୍ତାହ ୨୦୨୩ ଅବସରରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ଜାତୀୟ ପରିବେଶ ଅଭିଯାନ…

ଭୁବନେଶ୍ୱର: ପରିବେଶ ମିତବ୍ୟୟୀ ପ୍ରଥାର ପ୍ରସାର କରିବା ଏବଂ ପରିବେଶ ଦୀର୍ଘସ୍ଥାୟିତ୍ୱ ପ୍ରତି ପ୍ରତିବଦ୍ଧତା ସହ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ ସହିତ ସପ୍ତାହବ୍ୟାପୀ ଜାତୀୟ ପରିବେଶ ଅଭିଯାନର ଶୁଭାରମ୍ଭ କରାଯାଇଛି,

ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ଏନ୍‌ଏସ୍‌ଏ୍‌ଫ୨୫୦ଆର୍‌ର ଉଦ୍‌ଘାଟନୀ ପର୍ଯ୍ୟାୟରେ ହୋଣ୍ଡା ରେସିଂ ଇଣ୍ଡିଆ…

ଭୁବନେଶ୍ୱର: କୋଏମ୍ବାଟୁରର କାରି ମୋଟର ସ୍ପିଡ୍‌ୱେରେ ଆୟୋଜିତ ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ଏନ୍‌ଏସ୍‌ଏଫ୍‌୨୫୦ଆର୍ ୨୦୨୩ର ପ୍ରଥମ ପର୍ଯ୍ୟାୟରେ ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍‌ର ଚାଳକମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି ।ନୂଆ ପିଢ଼ିର ଚାଳକମାନେ ଗୌରବ ଅଣେିବା ଲାଗି ଆଇଡେମିସୁ

ଟାଟା ଏଆଇଏ ଲାଇଫ୍ ଫର୍ଚୁନ୍ ଗ୍ୟାରେଂଟି ପେନ୍‌ସନ୍‌ର ଉନ୍ନତ ଭର୍ସନ ଉନ୍ମୋଚିତ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଜୀବନ ବୀମା କଂପାନି ଟାଟା ଏଆଇଏ ଲାଇଫ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଟାଟା ଏଆଇଏ ଫର୍ଚୁନ୍ ଗ୍ୟାରେଂଟି ପେନ୍‌ସନ୍‌ର ଉନ୍ନତ ଭର୍ସନକୁ ଉନେˆାଚନ କରାଯାଇଛି । ଏଥିରେ ଅଧିକ ଆନୁଇଟି ହାର, ମୃତୁକାଳୀନ ସୁବିଧା ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ସୁବିଧା ସୁଯୋଗ ରହିଛି ।

ସୋନି ପକ୍ଷରୁ ଚମତ୍କାର ଛବି ଓ ଧ୍ୱନୀ ସହ ବ୍ରାଭିଆ ଏକ୍ସ୮୨ଏଲ୍ ସିରିଜ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ଚମତ୍କାର ଛବି ଓ ଧ୍ୱନୀ ସହିତ ସୋନି ଇଣ୍ଡିଆ ପକ୍ଷରୁ ନୂଆ ବ୍ରାଭିଆ ଏକ୍ସ୮୨ଏଲ୍ ଟିଭି ସିରିଜକୁ ଉନ୍ମୋଚନ କରାଯାଇଛି । ଏହି ଟିଭି ସିରିଜ୍ ଛବି ଓ ଧ୍ୱନୀକୁ ଏକ ନୂଆ ସ୍ତରରେ ପହଂଚାଇଥିବା ବେଳେ ଗୁଗୁଲ୍ ଟିଭି ସହିତ ମନୋରଂଜନର ଏକ ଆକର୍ଷଣୀୟ ଦୁନିଆ ପ୍ରଦାନ କରି ସୁନ୍ଦର ରଙ୍ଗ

ବଜାଜ ଆଲଆଞ୍ଜ୍ ଲାଇଫ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଓଡ଼ିଶା ଟ୍ରେନ୍ ଦୁର୍ଘଟଣା ପୀଡ଼ିତଙ୍କ ପାଇଁ ଦାବି ଫଇସଲା ପ୍ରକ୍ରିୟାର…

ସର୍ବନିମ୍ନ କାଗଜପତ୍ର ସହିତ ଦାବି ଫଇସଲା ପ୍ରକ୍ରିୟାର ସରଳୀକରଣ ସର୍ବାଧିକ ଅଗ୍ରାଧିକାର ସହ ଯଥା ସମ୍ଭବ ଶୀଘ୍ର ଦାବିର ଫଇସଲା କରାଯିବ ଭୁବନେଶ୍ୱର: ଅନ୍ୟତମ ଘରୋଇ ଜୀବନ ବୀମା ପ୍ରଦାନକାରୀ ବଜାଜ ଆଲିଆଂଜ୍ ଲାଇଫ୍ ଇନ୍‌ସ୍ୟୁରାନ୍ସ ଓଡ଼ିଶାରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାରେ ପ୍ରଭାବିତ

ଟିପିଏସଓଡି଼ଏଲ୍ ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ

ବ୍ରହ୍ମପୁର: ଟାଟା ପାୱାର ଏବଂ ଓଡି଼ଶା ସରକାରଙ୍କ ମିଳିତ ଉଦ୍ୟମ, ଟିପି ଦକ୍ଷିଣ ଓଡ଼ିଶା ବିତରଣ ଲିମିଟେଡ଼ (ଟିପିଏସଓଡି଼ଏଲ୍) ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ "ବୃକ୍ଷରୋପଣ ଅଭିଯାନ" ଆୟୋଜନ ହୋଇଥିଲା । ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ ଗର୍ଗ କର୍ପୋରେଟ…

ଟିପିଏସଓଡି଼ଏଲ୍ ଦ୍ଵାରା ଟ୍ରାନ୍ସଫର୍ମର ବାଡ଼ ସୁରକ୍ଷାକୁ କରୁଛି ସୁନିଶ୍ଚିତ

ଆସ୍କା: ଟିପି ଦକ୍ଷିଣ ଓଡିଶା ବିତରଣ ଲିମିଟେଡ୍ (ଟିପିଏସଓଡି଼ଏଲ୍) ଜନସାଧାରଣଙ୍କ ସୁରକ୍ଷା ବଜାୟ ରଖିବା ପାଇଁ ସକ୍ରିୟ ରକ୍ଷଣାବେକ୍ଷଣ କାର୍ଯ୍ୟ ଗ୍ରହଣ କରୁଛି । ସ୍ଥାୟୀ ଏବଂ ସୁରକ୍ଷିତ ବିଦ୍ୟୁତ ବିତରଣ ବଜାୟ ରଖିବା ପାଇଁ ଏହାର ପ୍ରତିବଦ୍ଧତାର ଏକ ଉଦାହରଣ ଭାବରେ, ଟିପିଏସଓଡି଼ଏଲ୍

ବାହନଗାର ଟ୍ରେନ୍ ଦୁର୍ଘଟଣାରେ ପିତାମାତାଙ୍କୁ ହରାଇଥିବା ପିଲାମାନଙ୍କୁ ମାଗଣାରେ ପାଠ ପଢ଼ାଇବେ ଆଦାନି

ଭୁବନେଶ୍ୱର: ବାଲେଶ୍ୱର ବାହନଗାରେ ଘଟିଥିବା ଦେଶର ଅନ୍ୟତମ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାରେ ନିଜ ପିତାମାତାଙ୍କୁ ହରାଇଥିବା ପିଲାମାନଙ୍କୁ ମାଗଣାର ପାଠପଢ଼ାଇବେ ଶିଳ୍ପପତି ଗୌତମ ଆଦାନି । ସେମାନଙ୍କ ସ୍କୁଲ୍ ଶିକ୍ଷା ଖର୍ଚ୍ଚକୁ ସେ ବହନ କରିବେ ।ଆଦାନି ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନି ଟୁଇଟ୍

ଟିପିଏନ୍‌ଓଡିଏଲ୍ ପକ୍ଷରୁ ଭଦ୍ରକରେ ନୂଆ ଗ୍ରାହକ ସେବା କେନ୍ଦ୍ର ଉଦ୍‌ଘାଟିତ

ଭୁବନେଶ୍ୱର / ବାଲେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦନ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍‌ଓଡିଏଲ୍‌) ପକ୍ଷରୁ ଭଦ୍ରକ ଜିଲ୍ଲା ଧାମନଗରର ଦକ୍ଷିଣ ବାଡ଼ ଛକ ନିକଟସ୍ଥ ଭଦ୍ରକ ଦକ୍ଷିଣ ବିଦ୍ୟୁତ ଡିଭିଜନ୍‌ରେ ଏକ ନୂଆ ଗ୍ରାହକ ସେବା କେନ୍ଦ୍ର

ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଟାଟା ମେମୋରିଆଲ୍ ସେଂଟରକୁ ୧୨୦୦ କୋଟି ଟଙ୍କା ସହାୟତା ପ୍ରଦାନ

ଭୁବନେଶ୍ୱର: ଦେଶରେ କ୍ୟାନସର ରୋଗର ଚିକିତ୍ସା ଓ ଗବେଷଣା କ୍ଷେତ୍ରର ପ୍ରତିଷ୍ଠିତ ଅନୁଷ୍ଠାନ ଟାଟା ମେମୋରିଆଲ ସେଂଟର (ଟିଏମ୍‌ସି)କୁ ୧୨୦୦ କୋଟି ଟଙ୍କାର ସହାୟତା ପ୍ରଦାନ କରିବା ଲାଗି ଆଇସିଆଇସିଆଇ ବ୍ୟାଙ୍କ ନିଜର ପ୍ରତିବଦ୍ଧତା ଘୋଷଣା କରିଛି । ମିଳିତ ଭାବେ ୭.୫ ଲକ୍ଷ ବର୍ଗଫୁଟ ଅଂଚଳରେ