Browsing Category

ବାଣିଜ୍ୟ

ରିଲାଏନ୍ସ ଜିଓ ପକ୍ଷରୁ ୫ଜି, ଓଟିଟି ଏବଂ ଏଆଇ ଅନୁଭୂତିକୁ ଏକତ୍ର କରି ହାପି ନ୍ୟୁ ଇୟର ୨୦୨୬ ଅଫର ଶୁଭାରମ୍ଭ ଘୋଷଣା

ଭୁବନେଶ୍ୱର: ରିଲାଏନ୍ସ ଜିଓ ୨୦୨୬ ନୂତନ ବର୍ଷ ପାଳନ ଅବସରରେ ଏହାର ହାପି ନ୍ୟୁ ଇୟର ୨୦୨୬ ଅଫର ସମୂହର ଶୁଭାରମ୍ଭ ଘୋଷଣା କରିଛି। ଏହି ଅଫରଗୁଡ଼ିକ ମାଧ୍ୟମରେ, ଜିଓ ସୁଲଭ ମୂଲ୍ୟରେ ଉନ୍ନତ ଡିଜିଟାଲ୍ ସେବା ପ୍ରଦାନ କରିବା ପାଇଁ ଏହାର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼କରିଛି। ଦୀର୍ଘ ବୈଧତା,

ନୂତନ ଉପେଭାକ୍ତାମାନଙ୍କୁ ଡିଜିଟାଲ୍ ପେମଣ୍ଟେର ସାମିଲ କରିବା ପାଇଁ ଭୀମ୍ ପକ୍ଷରୁ ‘ଗର୍ଭ ସେ ସ୍ୱେଦଶୀ’ ଅଭିଯାନ

- ନୂତନ ଉପେଭାକ୍ତାମାନଙ୍କ ପାଇଁ ୨୦ ଟଙ୍କା କିମ୍ବା ତା'ଠାରୁ ଅଧିକ ମୂଲ୍ୟର େଯେକøଣସି କାରବାରେର ୨୦ ଟଙ୍କା କ୍ୟାସବ୍ୟାକ୍ ଅଫର୍ ଘୋଷଣା କରିଛି ଭୁବେନଶ୍ୱର : ଏନପିସିଆଇ ଭୀମ୍ ସର୍ଭେିସସ୍ ଲିମେିଟଡ୍ (ଏନବିଏସ୍‌ଏଲ୍‌) ଦ୍ୱାରା ବିକଶିତ ଘେରାଇ ଡିଜିଟାଲ୍ ପେମଣ୍ଟ ପ୍ଲାଟଫର୍ମ ଭୀମ୍…

ସିପ୍ଲା ହେଲ୍‌ଥ୍ ପ୍ରୋଲାଇଟ୍ ଓ.ଆର୍.ଏସ୍. ସହିତ ସଠିକ୍ ଓ.ଆର୍.ଏସ୍. ଚୟନ ଉପରେ ସଚେତନତା ପାଇଁ ଆହ୍ୱାନ କରେ

ଭୁବନେଶ୍ୱର : ସିପ୍ଲା ହେଲଥ୍ ଲିମିଟେଡ୍‌ର ପ୍ରମୁଖ ବ୍ରାଣ୍ଡ୍ ପ୍ରୋଲିଟେର୍ସ, ଓରାଲ୍ ରିହାଇଡ୍ରେସନ୍ ସଲ୍ୟୁସନ୍ସ ବ୍ୟବହାର କରିବାର ଗୁରୁତ୍ୱକୁ ପୁନର୍ବାର ଦୋହରାଉଛି, ଯାହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁ.ଏଚ୍.ଓ. ) ଦ୍ୱାରା ଅନୁମୋଦିତ ଫର୍ମୁଲା ବ୍ୟବହାର କରିଥାଏ ଏବଂ ପ୍ୟାକେଜିଂରେ

ଅକ୍ଷୟ କୁମାରଙ୍କ ଦ୍ୱାରା ଶୁଭ ଉଦ୍ଘାଟନ ସହିତ କଲ୍ୟାଣ ଜୁଏଲର୍ସ ଭୁବନେଶ୍ୱର ଏବଂ କଟକରେ ଉପସ୍ଥିତି ବିସ୍ତାର

ଭୁବନେଶ୍ୱର/କଟକ: ଭାରତର ସବୁଠାରୁ ବିଶ୍ୱସ୍ତ ଏବଂ ଅଗ୍ରଣୀ ଅଳଙ୍କାର କମ୍ପାନୀ ମଧ୍ୟରୁ ଗୋଟିଏ, କଲ୍ୟାଣ ଜୁଏଲର୍ସ, ଆଜି ଓଡ଼ିଶାର ଭୁବନେଶ୍ୱର ଏବଂ କଟକରେ ଏହାର ସମ୍ପୂର୍ଣ୍ଣ ନୂତନ ଶୋ’ରୁମ୍ ଆରମ୍ଭ କରିଛି। ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଏହି ଶୋ’ରୁମ୍ ଉଦଘାଟନ କରିଛନ୍ତି, ଯାହାର ଲକ୍ଷ୍ୟ ଏହି…

ରୁଙ୍ଗଟା ଷ୍ଟିଲ୍ ଶାହରୁଖ ଖାନ, ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କୁ ନେଇ ନୂତନ ଟିଭିସି ଲଞ୍ଚ କରିଛି

ଭୁବନେଶ୍ୱର : ଭାରତର ପ୍ରମୁଖ ଇସ୍ପାତ ଏବଂ ସମନ୍ୱିତ ଟିଏମ୍ଟି ବାର୍ ନିର୍ମାତାମାନଙ୍କ ମଧ୍ୟରୁ ଗୋଟିଏ, ରୁଙ୍ଗଟା ଷ୍ଟିଲ୍‌, ଏହାର ନୂତନ ଟେଲିଭିଜନ ବିଜ୍ଞାପନ (ଟିଭିସି) ଲଞ୍ଚ କରିଛି, ଯେଉଁଥିରେ ବଲିଉଡ୍ ଆଇକନ୍ ଶାହରୁଖ ଖାନ, ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କୁ ଏକ ବିଜ୍ଞାପନ ଫିଲ୍ମରେ…

ଟିପିଏନଓଡିଏଲ ପକ୍ଷରୁ ଯୋଡାରେ ଉପଭୋକ୍ତା ସମ୍ମିଳନୀ

ବାଲେଶ୍ୱର, ୧୩/୧୨ : ଟିପିଏନଓଡିଏଲ ପକ୍ଷରୁ ଯୋଡ଼ାରେ ଏଚଟି ଓ ଇଏଚ୍‌ଟିର ପ୍ରମୁଖ ଉପଭୋକ୍ତାମାନଙ୍କୁ ନେଇ ଏକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଟିପିଏନଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଗଜାନନ କାଲେ, ବାଣିଜ୍ୟ ଓ ବିଇ ମୁଖ୍ୟ ଜୟଦୀପ ରୟ, ପରିଚାଳନା ମୁଖ୍ୟ…

ୟୁଏଲଏ ମଡେଲ୍ ଅଧୀନରେ ରୁଫ ଟପ୍ ସୋଲାର୍ ଗ୍ରହଣକୁ ତ୍ୱରାନ୍ୱିତ କରୁଛି ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍‌; ୭୦%…

ଭୁବନେଶ୍ୱର, ଓଡ଼ିଶା, ୧୩ ଡିସେମ୍ବର ୨୦୨୫: ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ଗୁଡିକରେ ୟୁଟିଲିଟି-ଲେଡ୍ ଆଗ୍ରିଗେସନ୍ (ୟୁଏଲଏ) ମଡେଲ ଅଧୀନରେ ରୁଫ୍‌ଟପ୍ ସୋଲାର ଗ୍ରହଣ କରିବାରେ ବ୍ୟାପକ ବୃଦ୍ଧି ପରିଲକ୍ଷିତ ହୋଇଛି ଏବଂ ରାଜ୍ୟରେ ମୋଟ ରୁଫ୍‌ଟପ୍ ସୋଲାର ସଂଯୋଗ…

କଟକରେ ଇନ୍ଦ୍ରିୟା, ଆଦିତ୍ୟ ବିର୍ଲା ଜୁଏଲାରୀର ନୂତନ ଷ୍ଟୋରର ଶୁଭାରମ୍ଭ

କଟକ : ଇନ୍ଦ୍ରିୟା, ଆଦିତ୍ୟ ବିର୍ଲା ଜୁଏଲାରୀ, ଓଡିଶାର ଐତିହାସିକ ସହର କଟକରେ ଏହାର ଦ୍ୱିତୀୟ ଷ୍ଟୋର ଖୋଲିଛି । କଟକରେ ନୂତନ ଷ୍ଟୋର ସହିତ ଇନ୍ଦ୍ରିୟା, ଭାରତର ସମୃଦ୍ଧ କାରିଗରୀ ଐତିହ୍ୟକୁ ଆଧୁନିକ ଡିଜାଇନ୍‌ର ସହିତ ଯୋଡ଼ି ଏହି କାରିଗରୀ ପରମ୍ପରାକୁ ସମ୍ମାନିତ କରିଛି । ଗ୍ରାହକମାନଙ୍କୁ ଏକ…

ଇଣ୍ଡସ୍‌ଇଣ୍ଡ୍ ଜେନେରାଲ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଡିଜିଟାଲ ମୋଟର ଯାନ ସମାଧାନ ପାଇଁ ସିଟ୍ରୋନ୍ ଇଣ୍ଡିଆ ସହ ସହଯୋଗିତା

ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ଘରୋଇ ସାଧାରଣ ବୀମା କମ୍ପାନି ଇଣ୍ଡସ୍‌ଇଣ୍ଡ୍ ଜେନେରାଲ୍ ଇନ୍‌ସ୍ୟୁରାନ୍ସ କମ୍ପାନି ଲିମିଟେଡ୍ ପକ୍ଷରୁ ଗ୍ରାହକମାନଙ୍କ କାର୍ ମାଲିନାକା ଅନୁଭୂତିରେ ଉନ୍ନତି ଆଣିବା ପାଇଁ ସିଟ୍ରୋନ୍ ଇଣ୍ଡିଆ ସହ ସହଯୋଗିତା ସ୍ଥାପନ କରାଯାଇଛି। ସର୍ବାଧିକ ସୁବିଧା, ବିଶ୍ୱାସ…

ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡ୍ ପକ୍ଷରୁ ଆକ୍ସିସ୍ ଗୋଲ୍ଡ୍ ଆଣ୍ଡ୍ ସିଲଭର୍ ପାସିଭ୍ ଏଫ୍‌ଓଏଫ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ଦେଶର ଅନ୍ୟତମ ଅଗ୍ରଣୀ ସଂପତି ପରିଚାଳନା କମ୍ପାନି ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡ୍ ପକ୍ଷରୁ ଆକ୍ସିସ୍ ଗୋଲ୍ଡ ଆଣ୍ଡ୍ ସିଲଭର୍ ପାସିଭ୍ ଫଣ୍ଡ୍ ଅଫ୍ ଫଣ୍ଡ୍ (ଏଫ୍‌ଓଏଫ୍‌) ଘୋଷଣା କରାଯାଇଛି। ଏହା ହେଉଛି ଏକ ଓପନ୍ ଏଣ୍ଡେଡ୍ ଫଣ୍ଡ୍ ଅଫ୍ ଫଣ୍ଡ୍ ସ୍କିମ୍ ଯେଉଁଥିରେ ସୁନା ଓ ରୁପା…