Browsing Category
ପ୍ରଯୁକ୍ତି
ଷ୍ଟେମ କ୍ଷେତ୍ରରେ ମହିଳାଙ୍କ ସଫଳତାକୁ ପାଳନ କରିବା ପାଇଁ ଏକ ସ୍ୱତନ୍ତ୍ର ଡୁଡଲ ତିଆରି କରିଛି ଗୁଗୁଲ
ଆନ୍ତର୍ଜାତିକ ମହିଳା ଦିବସ ୨୦୨୫ ଅବସରରେ ଗୁଗୁଲ୍ ଷ୍ଟେମ୍ (ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ) କ୍ଷେତ୍ରରେ ଅଗ୍ରଣୀ ମହିଳାଙ୍କ ସଫଳତାକୁ ସମ୍ମାନ ଜଣାଇ ଏକ ସ୍ୱତନ୍ତ୍ର ଡୁଡଲ୍ ଉପସ୍ଥାପନ କରିଛି। ମହାକାଶ ଗବେଷଣା, ପ୍ରାଚୀନ ଆବିଷ୍କାର ଏବଂ ପରୀକ୍ଷାଗାର ଗବେଷଣା…
ଶକ୍ତି ବିଭାଗ ଓ ଏନର୍ଜି ଏଫିସିଏନ୍ସି ସର୍ଭିସେସ ଲିମିଟେଡ଼ ମଧ୍ୟରେ ବୁଝାମାପତ୍ର ସ୍ୱାକ୍ଷରିତ
ଭୁବନେଶ୍ୱର:ଭାରତର ଶକ୍ତି କ୍ଷେତ୍ରରେ ନୂତନ ପରିବର୍ତ୍ତନ ଏବଂ ସ୍ଥାୟୀତ୍ୱ ଲକ୍ଷ୍ୟକୁ ଆଗକୁ ବଢାଇବା ପାଇଁ ଏନର୍ଜି ଏଫିସିଏନ୍ସି ସର୍ଭିସେସ ଲିମିଟେଡ୍ , ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି ।ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ ଶ୍ରୀ କନକ!-->!-->!-->…
କଣ୍ଟେଣ୍ଟ କ୍ରିଏଟର ଏବଂ ରିଲ୍ସ ପ୍ରେମୀଙ୍କ ପାଇଁ ସୂବର୍ଣ୍ଣ ସୁଯୋଗ ଆଣିଛି ୱେଭ୍ସ
ରିଲ୍ସ ତଥା କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ ଓ୍ୱେଭ୍ସ ଆୱାର୍ଡ୍ସ ଅଫ୍ ଏକ୍ସଲେନ୍ସ ଏକ ଅପୂର୍ବ ସୁଯୋଗ ଆଣିଛି । ବହୁ ପ୍ରତୀକ୍ଷିତ ଛାତ୍ରଛାତ୍ରୀ ଶୋ’ ରିଲ୍ ଏବଂ ପେସାଦାର ବିଜ୍ଞାପନ ଚଳଚ୍ଚିତ୍ର ପ୍ରତିଯୋଗିତା ଆନୁଷ୍ଠାନିକ ଭାବରେ ଆବେଦନ ପାଇଁ ଖୋଲା ରହିଛି ! ଫେବୃଆରୀ ୧୫ ତାରିଖ ସୁଦ୍ଧା ଏଥିରେ…
ଭୁବନେଶ୍ୱର ମିର୍ଚି ସହିତ ଏସବିଆଇ ଗ୍ରୀନ ମାରାଥନ ସିଜନ ୫
ଭୁବନେଶ୍ୱର : ଭାରତର ମନ୍ଦିର ମାଳିନୀ ସହର - ଭୁବନେଶ୍ୱର ମିର୍ଚି ସହିତ ମିଳିତ ଭାବରେ ଏସବିଆଇ ଗ୍ରୀନ ମାରାଥନ ସିଜନ ୫ରେ ଶେଷ ରେଖା ଅତିକ୍ରମ କରିବାକୁ ଏକତ୍ରିତ ହୋଇଥିଲା । ଭୁବନେଶ୍ୱର ଏକ ସମୃଦ୍ଧ ସହର ଯାହା ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ଆକର୍ଷଣୀୟ ଇତିହାସ ଏବଂ ମନୋରମ ପ୍ରାକୃତିକ…
ଜିଓ ଭାରତ ଫୋନରେ ମାଗଣାରେ ଉପଲବ୍ଧ ହେବ ୟୁପିଆଇ ପେମେଣ୍ଟ ଆଲର୍ଟ, ଜିଓ ସାଉଣ୍ଡପେ ସେବା ଶୁଭାରମ୍ଭ
ମୁମ୍ବାଇ, ଜାନୁଆରୀ ୨୪, ୨୦୨୫: ଗଣତନ୍ତ୍ର ଦିବସରେ ଜିଓ ପକ୍ଷରୁ ଜିଓସାଉଣ୍ଡପେ (JioSoundPay) ଶୁଭାରମ୍ଭ କରାଯିବ। ଏହି ସୁବିଧା ଜିଓ ଭାରତ ଫୋନରେ ଆଜୀବନ ମାଗଣାରେ ଉପଲବ୍ଧ ହେବ। ଜିଓସାଉଣ୍ଡପେ ରୁ ବିନା କୌଣସି ସାଉଣ୍ଡ ବକ୍ସ ରେ ୟୁପିଆଇ ପେମେଣ୍ଟ ଆଲର୍ଟ ମିଳିବ। ଭାରତର ଯେକୌଣସି ମୋବାଇଲ୍!-->…
ଏସ୍ଆର୍ଏମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜିର ପୁରାତନ ଛାତ୍ର ଶ୍ରୀରାମ କ୍ରିଷ୍ଣନଙ୍କୁ ହ୍ୱାଇଟ୍…
ଭୁବନେଶ୍ୱର: ଏସ୍ଆର୍ଏମ୍ ଇନଷ୍ଟିଚୁୃ୍ୟଟ୍ ଅଫ୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି (ଏସଆର୍ଏମ୍ ଆଇଏସ୍ଟି)ର ପୁରାତନ ଛାତ୍ର ଶ୍ରୀରାମ କ୍ରିଷ୍ଣନଙ୍କୁ ଆମେରିକାର ହ୍ୱାଇଟ୍ ହାଉସ୍ରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ନୀତି ଲାଗି ଆର୍ଟିଫିସିଆଲ ଇଂଟେଲିଜେନ୍ସର ବରିଷ୍ଠ ନୀତି ଉପଦେଷ୍ଟା ଭାବେ!-->…
ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ଲିମିଟେଡ୍ ପକ୍ଷରୁ ବିକ୍ରି ପରବର୍ତୀ ସେବା ପାଇଁ ସ୍ପିଡ୍ପୋର୍ସ ସହିତ…
ଭୁବନେଶ୍ୱର: ଦେଶର ଅଗ୍ରଣୀ ଇଲେକ୍ଟ୍ରିକ୍ ଯାନ ନିର୍ମାତା ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ଲିିମିଟେଡ୍ ପକ୍ଷରୁ ଭାରତର ଅଗ୍ରଣୀ ଦୁଇଚକିଆ ଯାନ ସର୍ଭିସ୍ ଶୃଙ୍ଖଳା ସ୍ପିଡ୍ଫୋର୍ସ ସହିତ ସହଯୋଗିତା ସ୍ଥାପନ କରାଯାଇଛି। ଏହି ସହଯୋଗିତାର ଲକ୍ଷ୍ୟ ହେଉଛି ଜୟ ଇ-ବାଇକ୍ ଗ୍ରାହକମାନଙ୍କ…
ଆଇଆଇଏମ୍ ସମ୍ବଲପୁରର ବାର୍ଷିକ ବିଜନେସ୍ କନ୍କ୍ଲେଭ୍ “ମାର୍ମାଗ୍ୟା ୯.୦’ ଅବସରରେ ଇନକ୍ୟୁବେସନ୍ କାର୍ଯ୍ୟକ୍ରମରେ…
ଭୁବନେଶ୍ୱର: ଅନ୍ୟତମ ପ୍ରମୁଖ ମ୍ୟାନେଜମେଂଟ୍ ଅନୁଷ୍ଠାନ ଆଇଆଇଏମ୍ ସମ୍ବଲପୁର ଏହାର କ୍ୟାମ୍ପସରେ ଭାରତୀୟ ଶିଳ୍ପ ମହାସଂଘ ସହଯୋଗରେ ବାର୍ଷିକ ବିଜନେସ୍ କନକ୍ଲେଭ୍ “ମାର୍ମାଗ୍ୟା ୯.୦'ର ଉଦଘାଟନୀ ସମାରୋହରେ ୩୦ଟି ଷ୍ଟାର୍ଟଅପ୍କୁ ନିୟୋଜିତ କରିଛି। ଏହି କନକ୍ଲେଭ୍ର ବିଷୟବସ୍ତୁ ଥିଲା…
ଓଡ଼ିଶାର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀଙ୍କ ଦ୍ୱାରା ଟାଟା ଷ୍ଟିଲ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ…
ଭୁବନେଶ୍ୱର: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋର)ର ଅହମ୍ମଦାବାଦ ସ୍ଥିତ ମହାକାଶ ପ୍ରୟୋଗ କେନ୍ଦ୍ର (ଏସ୍ଏସି)କୁ ଟାଟା ଷ୍ଟିଲ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ(ୟାଟ୍ସ)୨୦୨୨-୨୩ ର ୨୦ ଜଣ ବିଜେତାଙ୍କ ଯାତ୍ରାକୁ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସରକାରୀ…
‘ପ୍ରୋଜେକ୍ଟ ସର୍ବ-ଓ-ତମ’ ଜରିଆରେ ସେବାର ଡିଜିଟାଲ୍ ରୂପାନ୍ତରଣ କରୁଛି ଭାରତୀ ଆକ୍ସା ଲାଇଫ୍…
ଭୁବନେଶ୍ୱର: ଗ୍ରାହକ ମାନଙ୍କୁ ନିରବଚ୍ଛିନ୍ନ ସେବା ପ୍ରଦାନ କରିବା ଲାଗି ରହିଥିବା ପ୍ରତିବଦ୍ଧତା ଅନୁସାରେ ଭାରତୀ ଆକ୍ସା ଲାଇଫ୍ ଇନ୍ସ୍ୟୁରାନ୍ସ ନିରନ୍ତର ଭାବେ ଏହାର ଡିଜିଟାଲ୍ ଦକ୍ଷତାକୁ ବଢ଼ାଉଛି । କଂପାନି “ପ୍ରୋଜେକ୍ଟ ସର୍ବ-ଓ-ତମ’ର ପ୍ରଥମ ପର୍ଯ୍ୟାୟକୁ ସଫଳତାର ସହ ଶୁଭାରମ୍ଭ କରି…