Browsing Category

ଜୀବନ ଚର୍ଯ୍ୟା

ପିଛା ଛାଡ଼ୁନି କି ଗ୍ୟାସ ସମସ୍ୟା ? ଏହି ଜିନିଷର ବ୍ୟବହାର କଲେ ଚୁଟକିରେ ମିଳିବ ମୁକ୍ତି

ଜୁଆଣି ଖାଇବା ପେଟ ପାଇଁ ବହୁତ ଭଲ। ଜୁଆଣି ପାଣି ପିଇବା ଦ୍ୱାରା ଗ୍ୟାସ୍, ବଦହଜମି, ପେଟ ଯନ୍ତ୍ରଣା ଏବଂ କୋଷ୍ଠକାଠିନ୍ୟ ଦୂର ହୋଇପାରିବ। ଜୁଆଣି ଆୟୁର୍ବେଦିକ ଗୁଣରେ ପରିପୂର୍ଣ୍ଣ ବୋଲି କୁହାଯାଏ। ଜୁଆଣି ପାଇଁ ସେବନ ଦ୍ୱାରା ଓଜନ ମଧ୍ୟ ନିୟନ୍ତ୍ରଣ କରାଯାଇପାରିବ। ଜୁଆଣିରେ ପ୍ରୋଟିନ୍,…

ଚିନି ବଦଳରେ ଆପଣାନ୍ତୁ ଗୁଡ଼, ମିଳିଥାଏ ଏହି ପାଂଚୋଟି ଜବରଦସ୍ତ ଫାଇଦା

ଯେତେବେଳେ ବିଶୋଧିତ ଚିନି ସହିତ ଗୁଡକୁ ତୁଳନା କରାଯାଇଥାଏ, ଗୁଡ ଏକ ସ୍ୱାସ୍ଥ୍ୟକର ବିକଳ୍ପ ହୋଇଥାଏ, କାରଣ ଏହା ଆପଣଙ୍କୁ ଚିନି ଅପେକ୍ଷା ଅଧିକ ଲାଭ ଦେଇଥାଏ। ଖାଇବାରେ ଚିନି ବଦଳରେ ଗୁଡ ବ୍ୟବହାର କରିବା ସ୍ୱାସ୍ଥ୍ୟ ପକ୍ଷେ ହିତକର ହୋଇଥାଏ । ଏହା ଓଜନ କମ୍ କରିବାଠୁ ଆରମ୍ଭ କରି ଅନେକ ରୋଗ…

ଥାଇରଏଡରେ ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ ଏହିସବୁ ଜିନିଷ, ହୋଇପାରେ ସମସ୍ୟା

ଥାଇରଏଡ୍ ହେଉଛି ବେକରେ ଅବସ୍ଥିତ ପ୍ରଜାପତି ଆକୃତିର ଏକ ଗ୍ରନ୍ଥି | ଶରୀରର ମେଟାବୋଲିକ୍ କାର୍ଯ୍ୟକଳାପରେ ଏହି ଗ୍ରନ୍ଥିର ବିଶେଷ ଅବଦାନ ରହିଛି | ଏହା ବ୍ୟତୀତ ଥାଇରଏଡ ହରମୋନର କାର୍ଯ୍ୟ ହେଉଛି ରକ୍ତରେ ସୁଗାର, କୋଲେଷ୍ଟ୍ରଲ ଏବଂ ଫସଫୋଲିପିଡର ପରିମାଣକୁ ନିୟନ୍ତ୍ରଣ କରିବା, ଅସ୍ଥି ଏବଂ…

ଘରେ ବାସ୍ତୁଦୋଷ ସୃଷ୍ଟି କରିଥାଏ ଆପଣଙ୍କ ଏହିସବୁ କାର୍ଯ୍ୟ, ଜାଣନ୍ତୁ ଏହାର ପ୍ରତିକାର

ଅଧିକ ଧନ ରୋଜଗାର କରିବା ସତ୍ବେ ଅନେକ ସମୟରେ ଘରେ ଧନର ଅଭାବ ଦେଖାଦେଇଥାଏ। ଏଭଳି ଘଟଣା ବହୁବାର ଦେଖିବାକୁ ମିଳିଥାଏ। ବାସ୍ତୁ ଜନିତ ସମସ୍ୟା କାରଣରୁ ଟଙ୍କାପଇସାର ଅଭାବ ହୋଇଥାଏ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି। ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ନିକଟରେ ଥିବା କେତେକ ଜିନିଷ କାରଣରୁ ଏହି…

ଘରେ ଏହିସବୁ ଉଦ୍ଭିଦ ଲଗାଇଲେ ବଢ଼ିଥାଏ ସୁଖ ସମୃଦ୍ଧି, ଜାଣନ୍ତୁ କଣ

ଘରେ ବାସ୍ତୁଦୋଷ ଥିଲେ ଏହାର ପ୍ରଭାବ ଜୀବନ ଉପରେ ମଧ୍ୟ ପଡିଥାଏ। ବାସ୍ତୁ ଅନୁଯାୟୀ ଘରେ କେଉଁ ଗଛ ଲଗାଇବା ଉଚିତ ଓ କେଉଁ ଗଛ ଲଗାଇବା ଉଚିତ ନୁହେଁ ଜାଣନ୍ତୁ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ତୁଳସୀ ଗଛ ଲଗାଇଲେ ବାସ୍ତୁଦୋଷ ଦୂର ହୋଇଥାଏ ଓ ଘରକୁ ସୁଖ ସମୃଦ୍ଧି ଆସିଥାଏ। ଘରେ ତୁଳସୀ ଗଛ…

ମୁହଁରୁ କଳାଦାଗ ଦୂର କରିବାରେ ବେଶ ଲାଭଦାୟକ ହୋଇଥାଏ ଏହି ଉଦ୍ଭିଦ

ଘିକୁଆଁରୀରରେ ଆଣ୍ଟି-ଫଙ୍ଗଲ ଓ ଆଣ୍ଟି-ବ୍ୟାକ୍ଟେରିଆ ଭରପୂର ମାତ୍ରାରେ ରହିଛି। ମୁହଁ ପାଇଁ ବ୍ୟବହୃତ ଅନେକ ପ୍ରସାଧନ ସାମଗ୍ରୀରେ ଘିକୁଆଁରୀର ବ୍ୟବହାର କରାଯାଇଥାଏ। ବଜାରରେ ଘିକୁଆଁରୀର ଜେଲ ମିଳିଥାଏ। କିନ୍ତୁ ଘରେ ଘିକୁଆଁରୀ ଗଛ ଥି​‌ଲେ ତାହାକୁ ବ୍ୟବହାର କରି ଜେଲ ପ୍ରସ୍ତୁତ କରି ପାରିବା।…

କିପରି କଟିବ ଆଜି ଆପଣଙ୍କ ଦିନ, ପଢନ୍ତୁ ରାଶିଫଳ

ମେଷ: ଧନକ୍ଷତି, ମାନସିକ ଅସ୍ଥିରତା, ମୂଲ୍ୟବାନ ପଦାର୍ଥ ନଷ୍ଟ, ପରିବାରରେ ବିବାଦ ଓ ଶାରୀରିକ ପୀଡ଼ା ଭୋଗିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ୱଳ୍ପ ଏବଂ ଖର୍ଚ୍ଚ ଅଧିକ ହେବ। କର୍ମରେ ଅନାଗ୍ରହ ଓ ଆଳସ୍ୟତା ଭାବ ପ୍ରକାଶ ପାଇବ ଏବଂ ସହକର୍ମୀଙ୍କ ସହ ବିବାଦ ଦେଖାଦେବ । ଯେଉଁମାନଙ୍କର ଅଶ୍ୱିନୀ ଓ…

ଜନ୍ମାଷ୍ଟମୀ ଦିନ ଭୁଲରେ ବି କରନ୍ତୁ ନାହିଁ ଏହିଭଳି ଭୁଲ, ନଚେତ୍ ହୋଇପାରେ ଅନିଷ୍ଟ

ପ୍ରତିବର୍ଷ ଭାଦ୍ରବ ମାସର କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ କୃଷ୍ଣ ଜନ୍ମାଷ୍ଟମୀ ପର୍ବ ପାଳନ କରାଯାଏ । ଯେଉଁଭଳି ଭଗବାନ ଶିବଙ୍କୁ ଶ୍ରାବଣରେ ପୂଜା କରାଯାଏ, ସେହିଭଳି ଭାଦ୍ରବ ମାସରେ ଶ୍ରୀକୃଷ୍ଣଙ୍କ ଉପାସନା ଏବଂ ଉପବାସ ଗୁରୁତ୍ୱପୂର୍ଣ୍ଣ ଅଟେ। ଏଥର ଶ୍ରୀକୃଷ୍ଣଙ୍କ ୫୨୨୭ ତମ ଜନ୍ମ ବାର୍ଷିକୀ…

ରସୁଣର ଅତ୍ୟଧିକ ବ୍ୟବହାର ଶରୀରକୁ ପହଞ୍ଚାଇପାରେ କ୍ଷତି, କରନ୍ତୁ ନାହିଁ ଏହିସବୁ ଭୁଲ

ଅଧିକାଂଶ ଘରେ ରସୁଣ ବ୍ୟବହାର କରାଯାଏ | ଏହା କେବଳ ଖାଦ୍ୟର ସ୍ୱାଦ ବଢ଼ାଏ ନାହିଁ, ବରଂ ଏହାର ଅନେକ ସ୍ୱାସ୍ଥ୍ୟ ଉପକାର ମଧ୍ୟ ରହୁଥାଏ | ରସୁଣରେ ଥିବା ଔଷଧୀୟ ଗୁଣ ଯୋଗୁଁ ଏହାକୁ 'ପ୍ରାକୃତିକ ଆଣ୍ଟିବାୟୋଟିକ୍' ମଧ୍ୟ କୁହାଯାଏ | ଏଥିରୁ ଅନେକ ଗୁଣ ମିଳିଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ…

କିପରି କଟିବ ଆଜି ଆପଣଙ୍କ ଦିନ, ପଢନ୍ତୁ ରାଶିଫଳ

ମେଷ: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅପେକ୍ଷା ବ୍ୟୟ ବହୁତ କମ୍‌ ରହିବ ଏବଂ ବଦଖର୍ଚ୍ଚ ଓ ଅଯଥା ଖର୍ଚ୍ଚରୁ ମୁକ୍ତ ହେବେ । କର୍ମରେ ସଫଳତା ଓ ଅଟକିଥିବା କର୍ମ ସୁରୁଖୁରୁରେ ସମ୍ପାଦନ କରିବେ । ସମସ୍ତ କର୍ମରେ ଉଚିତ୍‌ ପଦକ୍ଷେପ ନେବେ ଏବଂ ଅନୁଚିତ୍‌ କର୍ମ, କୁସଙ୍ଗ ପରିତ୍ୟାଗ କରିବେ ।…