Browsing Category
ଜୀବନ ଚର୍ଯ୍ୟା
ଖରାଦିନେ ଓଜନ କମ କରିବା ପାଇଁ ପିଅନ୍ତୁ ଏହି ସମସ୍ତ ଡିଟକ୍ସ ଡ୍ରିଙ୍କ
ଅତ୍ୟଧିକ ଓଜନ କିମ୍ବା ଓବେସିଟି ବର୍ତ୍ତମାନର ଏକ ମୁଖ୍ୟ ସମସ୍ୟା । ତେଣୁ ଓଜନ ହ୍ରାସକରିବା ପାଇଁ ଯୁବ ପିଢିଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ୟ୍ୟନ୍ତ ସମସ୍ତେ ପ୍ରସ୍ତୁତ । ଅତ୍ୟଧିକ ଓଜନ ବୃଦ୍ଧି ହେଲେ ମଧ୍ୟ ବିଭିନ୍ନ ପ୍ରକାରର ରୋଗ ହୋଇଥାଏ । ଓଜନ ହ୍ରାସ କରିବା ପାଇଁ ବ୍ୟାୟାମ ସହିତ ଖାଦ୍ୟ…
ଖରାଦିନ ଛୁଟିରେ କିପରି କରିବେ ନିଜ ପିଲାଙ୍କ ବୌଦ୍ଧିକ ବିକାଶ
ଛୁଟିଦିନରେ ଅଭିଭାବକମାନେ ପିଲାମାନଙ୍କ ସହିତ ଅତିବାହିତ କରିବାର ଉପଯୁକ୍ତ ସମୟ ପାଇଥାନ୍ତି । ଏହା ସମସ୍ତ ଅବିଭାଭକ ଏବଂ ପିଲାଙ୍କ ପାଇଁ ସେହି ସମୟଟି ଖୁବ କଷ୍ଟଦାୟକ କାରଣ ପିଲାମାନେ କୌଣସି କାମ ନଥିବାରୁ ବିରକ୍ତ ହୋଇଯାନ୍ତି ଏବଂ ଅଭିଭାବକମାନେ ସେମାନଙ୍କୁ ନେଇ ଚିନ୍ତାରେ ପଡିଯାଆନ୍ତି ।…
ବାରମ୍ବାର ୟୁରିନ୍ ଇନଫେକ୍ସନ୍ ହେବା ପଛର ମୁଖ୍ୟ କାରଣ ସଂପର୍କରେ ଜାଣନ୍ତୁ
ମହିଳାମାନଙ୍କଠାରେ ୟୁରିନ୍ ଇନ୍ଫେକ୍ସନ୍ ହେବା ଏକ ସାଧାରଣ ସମସ୍ୟା। ଏହାଦ୍ୱାରା ସେମାନେ ବହୁତ କଷ୍ଟ ପାଆନ୍ତି। ପେଟରେ ପ୍ରବଳ ଯନ୍ତ୍ରଣା, ପରିସ୍ରା ପୋଡିବା ଏବଂ ଇନଫେକ୍ସନ୍ ଭଳି ଜନ୍ତ୍ରଣାରେ ଛଟପଟ ହୁଅନ୍ତି। ୟୁଟିଆଇ ହେଲେ, ଜୀବାଣୁ ଶୌଚାଳୟ ମାଧ୍ୟମରେ ଭିତରକୁ ଯାଆନ୍ତି ଏବଂ ବେଳେବେଳେ…
ରାତିରେ ଭାତ ଖାଇବା ଶରୀର ପାଇଁ କେତେ ହିତକର ? ଜାଣନ୍ତୁ
ଆମ ଦେଶରେ ଭାତ ହେଉଛି ଲୋକଙ୍କ ମୁଖ୍ୟ ଖାଦ୍ୟ । ଭାତ ପ୍ରସ୍ତୁତ କରିବା କଷ୍ଟସାଧ୍ୟ ମଧ୍ୟ ନୁହେଁ । ଏହା ସହଜରେ ପ୍ରସ୍ତୁତ କରାଯାଇପାରିବ । ଅଧିକାଂଶ ଲୋକଙ୍କୁ ଭାତ ମଧ୍ୟ ପସନ୍ଦ ଆସିଥାଏ । ଲୋକମାନେ ବିଭିନ୍ନ ଉପାୟରେ ଭାତ ଖାଆନ୍ତି । କେହି କେହି ଫ୍ରାଏଡ୍ ରାଇସ୍, ଆଉ କେହି ଭାତ ଏବଂ ରଜମା,…
ଶରୀରରେ ଜଳୀୟ ଅଂଶ ର ଅଭାବ ହେଲେ ଦେଖାଦେଇଥାଏ ଏହି ସବୁ ଲକ୍ଷଣ
ଶରୀରରେ ପାଣିର ପରିମାଣ କମ୍ ହେତୁ ଡିହାଇଡ୍ରେସନ୍ ସମସ୍ୟା ଦେଖାଯାଇଥାଏ । ଏହି ସମସ୍ୟା ଗରମ ଦିନେ ଅଧିକ ଦେଖାଦେଇଥାଏ । ଯଦି ଶରୀରରେ ପାଣିର ଅଭାବ କ’ଣ ପାଇଁ ହେଉଛି ଆପଣ ଜାଣିପାରିବେ ନାହିଁ ତେବେ ଏହା ଆପଣଙ୍କ ପାଇଁ ବଡ ସମସ୍ୟା ସୃଷ୍ଟି କରିପାରିବ । ଡିହାଇଡ୍ରେସନ୍ ବ୍ୟତୀତ ସ୍କିନ୍, ପେଟ…
ଚାଉଳ ପାଣି ସହିତ ଘରେ ମାଗଣାରେ କରନ୍ତୁ ପାର୍ଲର ପରି କେରାଟିନ୍ ଟ୍ରିଟମେଣ୍ଟ
କେଶକୁ ସୁନ୍ଦର କରିବା ପାଇଁ ଟ୍ରେଣ୍ଡରେ ଅନେକ ଚିକିତ୍ସା ଅଛି ଏବଂ ସେଥିମଧ୍ୟରୁ ଗୋଟିଏ ହେଉଛି କେରାଟିନ୍ ଚିକିତ୍ସା | ଏହାକୁ ସେମି ପର୍ମାନେଟ ହେୟାର ଷ୍ଟ୍ରେଟନିଙ୍ଗ ଚିକିତ୍ସା ମଧ୍ୟ କୁହାଯାଇପାରେ | ଏହି ଚିକିତ୍ସା କରି, ତୁମର କର୍ଲି କେଶ ବହୁ ପରିମାଣରେ ସିଧା ଦେଖାଯିବା ସହିତ ଏହା କେଶକୁ…
କମଳା ଖାଇବା ପରେ ଚୋପା ନ ଫିଙ୍ଗି ଏହାକୁ ଏଭଳି ଉପାୟରେ ପୁଣି କରିପାରିବେ ବ୍ୟବହାର
ଆମ ଦେଶରେ କମଳା ଉତ୍ପାଦନ ଅଧିକ ହୋଇଥାଏ । ଏହି ଫଳକୁ ଅତି ଉତ୍ସାହର ସହ ଖିଆଯାଇଥାଏ । ଏହାର ଖଟା-ମିଠା ସ୍ବାଦ ସମସ୍ତଙ୍କୁ ଆକର୍ଷିତ କରିଥାଏ । ଏଥିରେ ଥିବା ଭିଟାମିନ୍ ସି, କ୍ୟାଲସିୟମ୍ ଏବଂ ଫୋଲେଟ୍ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏହାର ଭିତରର ଫଳକୁ ତ ଆମେ ଖାଇଥାଉ କିନ୍ତୁ ଏହାର…
ଖରାଦିନେ ଥଣ୍ଡା ପାଣି ପିଇବା ଆଗରୁ ଜାଣି ରଖନ୍ତୁ ଏହି କେତୋଟି କଥା
ବର୍ତ୍ତମାନ ଗ୍ରୀଷ୍ମ ଋତୁ ଆରମ୍ଭ ହୋଇ ସାରିଛି। ଖରାଦିନ ଥଣ୍ଡା ପାଣି ଟିକେ ପିଇ ଦେଲେ ଶାନ୍ତି ମିଳିଥାଏ । ହେଲେ ଜାଣିଛନ୍ତି ଏହା ପିଇବା ସ୍ବାସ୍ଥ୍ୟ ପାଇଁ ବହୁତ କ୍ଷତି ପହଞ୍ଚାଇ ଥାଏ। ଯଦି ଥଣ୍ଡା ପାଣି ପିଉଛନ୍ତି, କିଛି ସମୟ ପାଇଁ ରହି ଯାଆନ୍ତୁ। କାରଣ ଏହା କରିବା ଦ୍ୱାରା ଆପଣ ନିଜ…
ଅଫିସରେ ଉନ୍ନତି ଏବଂ ସୌଭାଗ୍ୟ ଆଣିବାକୁ ହେଲେ ପାଳନ କରନ୍ତୁ କିଛି ବାସ୍ତୁ ନିୟମ . . . . . . . .
ଘର ପ୍ରସ୍ତୁତ କରିବା ସମୟରେ ଯେପରି ଆପଣ ବାସ୍ତୁ ଶାସ୍ତ୍ରକୁ ବିଚାରକୁ ନେଇଥାନ୍ତି ସେହିପରି ଆପଣ ଅଫିସ ପ୍ରସ୍ତୁତ କରିବା ସମୟରେ ବାସ୍ତୁ ନିୟମକୁ ପାଳନ କରିବା ଆବଶ୍ୟକ । ବାସ୍ତୁ ନିୟମ ସହିତ ଅଫିସ ପ୍ରସ୍ତୁତ କରିବା ଦ୍ୱାରା ସୌଭାଗ୍ୟ, ଉନ୍ନତି ଏବଂ ସଫଳତା ପ୍ରାପ୍ତ ହୋଇଥାଏ । ତେଣୁ ଆସନ୍ତୁ…
ଭାତ ପସନ୍ଦ କରୁଥିବା ବ୍ୟକ୍ତି ଜାଣନ୍ତୁ ଆମ୍ଭମାନଙ୍କ ଶରୀର ଉପରରେ କଣ ପଡିଥାଏ ଏହାର ପ୍ରଭାବ . . . . . . . . . .
ଓଡିଶା ଏକ କୃଷି ପ୍ରାଧ୍ୟାନ୍ୟ ରାଜ୍ୟ । ଓଡିଶାରେ ୯୦ ପ୍ରତିଶତ ଲୋକେ ଭାତ ଖାଇବାକୁ ପସନ୍ଦ କରିଥାନ୍ତି । ଭାତରେ ବହୁ ପ୍ରକାରର ପୋଷକ ତ ୍ୱ ରହିଛି ଯହା ଶରୀର ପାଇଁ ଖୁବ ଲାଭଦାୟକ । ଶରୀର ପାଇଁ ଆବଶ୍ୟକ ହେଉଥିବା ଉପକାରୀ କାର୍ବୋହାଇଡ୍ରେଟ ଏବଂ ଫାଇବର ଭାତରେ ଭରପୁର ମାତ୍ରାରେ ରହିଛି ।…