Browsing Category
ଖବର
ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷାଫଳ
ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ । କଟକ ସ୍ଥିତ ବୋର୍ଡ଼ କାର୍ଯ୍ୟାଳୟରେ ଦିନ ୧୦ଟାରେ ଗଣଶିକ୍ଷା ବିଭାଗ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ସଚିବଙ୍କ ଉପସ୍ଥିତିରେ ପରୀକ୍ଷା ଫଳ ପ୍ରକାଶ ପାଇଛି । ତେବେ ଚଳିତ ବର୍ଷ ମୋଟ ପାସ ହାର ୯୬.୧୯ ପ୍ରତିଶତ ରହିଛି । ରେଗୁଲାର ପାସ ହାର ରହିଛି ୯୬.୪୦% । ଏହି…
ଶାନ୍ତି ମେମୋରିଆଲ ହସ୍ପିଟାଲରେ ଲାପାରୋସ୍କୋପିକ୍ ଓ ଏଣ୍ଡୋସ୍କୋପିକ୍ କୋଅପରେଟିଭ୍ (ଏଲ୍ଇସିଏସ୍)ର ସଫଳ ଅସ୍ତ୍ରୋପଚାର
ଭୁବନେଶ୍ୱର : ନିକଟରେ ଶାନ୍ତି ମେମୋରିଆଲ ହସ୍ପିଟାଲରେ ଜଣେ ରୋଗୀଙ୍କଠାରେ ଏକାସଙ୍ଗେ ଲାପାରୋସ୍କୋପି ଓ ଏଣ୍ଡୋସ୍କୋପିର ସମ୍ମିଶ୍ରଣ କରାଯାଇ ଏଲ୍ଇସିଏସ୍ ନାମକ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ କରାଯାଇଛି । ବାରମ୍ବାର ବାନ୍ତି ଓ ଯନ୍ତ୍ରଣାରେ ପୀଡିତ ଜଣେ ୫୮ ବର୍ଷୀୟ ପୁରୁଷ ରୋଗୀଙ୍କୁ…
ଆପଣ ଜାଣନ୍ତି ସମଗ୍ର ବିଶ୍ୱରେ ଏପରି ଏକମାତ୍ର ଦେଶ ଯାହାର ତିନୋଟି ରାଜଧାନୀ ଅଛି?
ବାସ୍ତବରେ, ଆଜିର ପ୍ରଶ୍ନ ହେଉଛି ସମଗ୍ର ବିଶ୍ୱରେ ଏକମାତ୍ର ଦେଶ, ଯାହାର ତିନୋଟି ଭିନ୍ନ ରାଜଧାନୀ ଅଛି | ପ୍ରକାଶ ଥାଉ ଯେ ଏହି ପ୍ରଶ୍ନର ଉତ୍ତର ଦେବାକୁ ଆପଣଙ୍କ ପାଖରେ ମାତ୍ର ୮ ସେକେଣ୍ଡ ଅଛି | ଯଦିଓ, ଯଦି ଆପଣ ଏହାର ଉତ୍ତର ଜାଣି ନାହାଁନ୍ତି, ତେବେ ଏଥିରେ କିଛି ଫରକ ପଡ଼ିବ ନାହିଁ, ଆମେ…
“ଦି କେରଳ ଷ୍ଟୋରୀ” ଫିଲ୍ମ ଟିକେଟ୍ ଦେଖାଇଲେ ମିଳିବ ମାଗଣା ଚା’ ଓ କଫି!
ଯେତିକି ବିବାଦ ସେତିକି ସମର୍ଥନ । ବ୍ୟାନ, ବିବାଦ ଓ ବିରୋଧ ମଧ୍ଯରେ ଦର୍ଶକଙ୍କ ପ୍ରସଂଶା ସାଉଁଟି ଚାଲିଛି “ଦି କେରଳ ଷ୍ଟୋରୀ” । ଅଦା ଶର୍ମା ଷ୍ଟାରର (Adah Sharma) “ଦି କେରଳ ଷ୍ଟୋରୀ”କୁ ("The Kerala Story") ନେଇ ଗୋଟେ ପଟେ ବିବାଦ ଥମିବାର ନାଁ ନେଉ ନଥିବା ବେଳେ ଅନ୍ୟପଟେ ଫିଲ୍ମଟି…
୧୪ରେ କରିବ ଲ୍ୟାଣ୍ତଫଲ୍ ବାତ୍ୟା “ମୋକା ”
ଦକ୍ଷିଣ- ପୂର୍ବ ବଙ୍ଗୋପସାଗରେ (Bay of Bengal) ସୃଷ୍ଟି ହେଲା ବାତ୍ୟା। ବାତ୍ୟାର ରୂପ ନେଲା ସକ୍ରିୟ ଗଭୀର ଅବପାତ । ତେବେ ଏହି ବାତ୍ୟାର (cyclone) ନାଁ “ମୋକା” ରଖାଯାଇଥିବା ନେଇ ଭୁବନେଶ୍ବର ପାଣିପାଗ କେନ୍ଦ୍ରର ପାଣିପାଗ (METEOROLOGICAL CENTRE BHUBANESWAR) ବିଜ୍ଞାନୀ ଉମା…
ସୁନ୍ଦରଗଡ଼ରେ ‘ମିଶନ ଜୀବିକା’ ଅଧୀନରେ ଅର୍ଥକାରୀ ଫସଲକୁ ପ୍ରୋତ୍ସାହନ, ଲାଭବାନ ହେଉଛନ୍ତି ଆଦିବାସୀ ଚାଷୀ
ସୁନ୍ଦରଗଡ଼, ୧୦ ମେ’ ୨୦୨୩: ଚାଷୀମାନଙ୍କ ଆୟକୁ ବହୁ ଗୁଣିତ କରିବା ଲାଗି ଅର୍ଥକାରୀ ଫସଲ ଚାଷ ଉପରେ ରାଜ୍ୟ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ଚାଷୀ ଭାଇ ଭଉଣୀମାନେ ବିଭିନ୍ନ ପୁଷ୍ଟିଶସ୍ୟ ସହିତ ଡାଲି ଜାତୀୟ, ତୈଳବୀଜ ଏବଂ ବିଭିନ୍ନ ପନିପରିବା!-->…
ବାଂଲାଦେଶ-ମିଆଁମାର ମୁହାଁ ‘ମୋକା’, ୨୪ ଘଣ୍ଟାରେ ବାତ୍ୟା ସମ୍ଭାବନା !
ବଙ୍ଗୋପସାଗରରେ ଘନୀଭୂତ ହେଉଛି ଗଭୀର ଅବପାତ । ୬ ଘଣ୍ଟା ହେଲା ଘଣ୍ଟାକୁ ୭ କିମି ବେଗରେ ଗତି କରୁଛି । ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । କାଲି ସକାଳ ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବ । ଆସନ୍ତାକାଲି ରାତି ସୁଦ୍ଧା ଅତି…
ଓଡିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ
ଓଡିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପୁରୀ ଅନୁଷ୍ଠିତ ହେବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ କାର୍ଯ୍ୟକ୍ରମକୁ ଆସିପାରନ୍ତି ପ୍ରଧାନମନ୍ତ୍ରୀ। ଏନେଇ ଆଜି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ପକ୍ଷରୁ ଆଜି ସୂଚନା ମିଳିଛି।
କର୍ଣ୍ଣାଟକରେ ୨୨୪ ଆସନ ପାଇଁ ମତଦାନ ଆରମ୍ଭ
କର୍ଣ୍ଣାଟକରେ ୨୨୪ ଆସନ ପାଇଁ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏଥିରେ ପ୍ରାୟ ୫ କୋଟି ୨୧ ଲକ୍ଷ ୭୩ ଲକ୍ଷ ମତଦାତା ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ୫୮ ହଜାର ୨୮୨ଟି ମତଦାନ କେନ୍ଦ୍ର ସ୍ଥାପନ ହୋଇଛି। ପ୍ରଥମ ଥର ୮୦ବର୍ଷରୁ ଅଧିକ ଓ ଭିନ୍ନକ୍ଷମ ମତଦାତାଙ୍କୁ ଘରୁ…
ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ: ୩ ମୃତ, ପାଇଲଟ୍ ସୁରକ୍ଷିତ
ରାଜସ୍ଥାନର ହନୁମାନଗଡ଼ରେ ଭାରତୀୟ ବାୟୁସେନାର ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପାଇଲଟ୍ ସୁରକ୍ଷିତ ଥିବା କୁହାଯାଉଛି। ଏଥିସହ ୩ ଜଣ ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ମିଗ୍-୨୧ର ଭଗ୍ନାବଶେଷ ଏକ ଘରର ଛାତ…