Browsing Category

ଖବର

ନେକ୍ସଟ୍‌ୱେଭ୍ ଗ୍ରାଜୁଏଟ୍‌ଙ୍କୁ ୧୩୦୦ରୁ ଅଧିକ କଂପାନିରେ ନିଯୁକ୍ତି

ଭୁବନେଶ୍ୱର: ସଫ୍‌ଟୱେର କ୍ୟାରିୟର ଲାଗି ଦକ୍ଷତା ବିକାଶ ପ୍ଳାଟ୍‌ଫର୍ମ ନେକ୍ସଟ୍‌ୱେଭ୍ ପକ୍ଷରୁ ଘୋଷଣା କରାଯାଇଛି ଯେ ଗତ ଦୁଇ ବର୍ଷରେ ଏହାର ପ୍ରଶିକ୍ଷାର୍ଥୀଙ୍କୁ ୧୩୦୦ରୁ ଅଧିକ କଂପାନିରେ ନିଯୁକ୍ତି ମିଳିଛି । ପ୍ରତିଭାବାନ କର୍ମଚାରୀ ସନ୍ଧାନ କରୁଥିବା ପ୍ରଯୁକ୍ତି କଂପାନିଗୁଡ଼ିକ ଲାଗି ଏହା

ସିକଲ୍ ସେଲ୍ ରୋଗୀଙ୍କୁ ରକ୍ତଦାନ କରି ମହାନତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ଦେଓଗଡ଼: ସିକଲ୍ ସେଲ୍ ରୋଗୀଙ୍କୁ ରକ୍ତ ଦାନ କରି ପୁଣି ନିଜର ମହାନତା ଦେଖାଇଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଘଟଣାନୁଯାୟୀ ଗୋବିନ୍ଦ ମହାକୁଦ ନାମକ ଜଣେ ୧୩ ବର୍ଷିୀୟ ବାଳକ ସିକଲ୍ ସେଲ ରୋଗରେ ପୀଡ଼ିତ ହୋଇ ଦେଓଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ଏଠାରେ ଉକ୍ତ…

ସ୍ୱତନ୍ତ୍ର ଶିକ୍ଷା ଅଭିଯାନ ପାଇଁ ୟୁନିସେଫ୍ ସହ ହାତ ମିଳାଇଲା ଆଦାନି ବିଦ୍ୟା ମନ୍ଦିର, ଅହମ୍ମଦାବାଦ

ଭୁବନେଶ୍ୱର: ଚଳିତ ବର୍ଷ ଜୁନ୍‌ରୁ ଡିସେମ୍ବର ପର୍ଯ୍ୟନ୍ତ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ଲାଗି ‘ୟୁନିସେଫ୍ ଅନ କ୍ୟାମ୍ପସ୍ ନଲେଜ୍ ଅଭିଯାନ’ର ଶୁଭାରମ୍ଭ କରିବା ଲାଗି ୟୁନିସେଫ୍ ସହିତ ହାତ ମିଳାଇଛି ଆଦାନି ବିଦ୍ୟା ମନ୍ଦିର ଅହମ୍ମଦାବାଦ । ଏହି ଅଭିଯାନକୁ ଗୁଜରାଟରେ ୟୁନିସେଫ୍ କାର୍ଯ୍ୟାଳୟ

ମିଟର ଟ୍ୟାମ୍ପରିଂ କରି ଜଣେ ଗିରଫ

TPCODL ଏନଫୋର୍ସମେଣ୍ଟ ଟିମ୍ ସହିତ ଗଣ୍ଡଗୋଳ କରିବା ପଡ଼ିଲା ମହଙ୍ଗା, ଅଭିଯୁକ୍ତ କୁ ଘରୁ ଉଠାଇ ଆଣିଲା ପୋଲିସ । ସୂଚନା ଅନୁଯାୟୀ ଗତକାଲି TPCODL ଏନଫୋର୍ସମେଣ୍ଟ ଟିମ୍ ଭୁବନ ଗ୍ରାମରେ ବିକାଶ ରଞ୍ଜନ ପଣ୍ଡା ଙ୍କ ମିଟର ଯାଞ୍ଚ ସମୟରେ ମିଟର ଟି ଟ୍ୟାମ୍ପର ହୋଇ ବିଦ୍ୟୁତ୍ ଚୋରି ରେ ସଂପୃକ୍ତ

ଦୁଇ ଜଣ ଥାଲାସେମିଆ ରୋଗୀଙ୍କୁ ରକ୍ତ ଦାନ କରି ମହାନତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ବାଲେଶ୍ୱର: ଦୁଇ ଦୁଇ ଜଣ ଥାଲାସେମିଆ ରୋଗୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଘଟଣାନୁଯାୟୀ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ନିବାସୀ ମହେଶ ରାମ (୮ବର୍ଷ) ଏବଂ ବାଲେଶ୍ୱର ଜିଲ୍ଲା ଖଂଟପଦା ନିବାସୀ ପ୍ରଭାତ ସିଂ(୨୦ବର୍ଷ) ନାମକ ଯୁବକ, ଥାଲାସେମିଆ ରୋଗରେ ପିଡ଼ିତ…

ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ସକାଳୁ ଜାପାନ, ପପୁଆ ନିଉ ଗିନି ଓ ଅଷ୍ଟ୍ରେଲିଆକୁ ତ୍ରିରାଷ୍ଟ୍ରିୟ ଗସ୍ତରେ ଯାଇଛନ୍ତି । ତାଙ୍କ ଗସ୍ତର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଆମନ୍ତ୍ରଣରେ ଜି-୭ ଶିଖର ସମ୍ବିଳନୀରେ ଅଂଶଗ୍ରହଣ କରିବେ।…

ବରଗଡର ଲୋକଙ୍କ ପାଇଁ ଅର୍ଥୋପେଡିକ୍ ଓପିଡିର ଆୟୋଜନ କରିବ ସାଇ କୃପା ହସ୍ପିଟାଲ

ବରଗଡ : ସାଇ କୃପା ହସ୍ପିଟାଲ ପକ୍ଷରୁ ଓଡିଶାର ବରଗଡରେ ଆସନ୍ତା ମେ’ ୨୭ ଓ ୨୮ ତାରିଖ ୨୦୨୩ରେ ସାଧାରଣ ଜନତାଙ୍କ ପାଇଁ ଏହାର ନୂଆ ଅର୍ଥୋପେଡିକ୍ ଓପିଡିର ଘୋଷଣା କରାଯାଇଛି । ଏହି କାର୍ଯ୍ୟକ୍ରମ ବରଗଡ ଓ ଏହାର ଆଖପାଖ ଅଂଚଳର ଲୋକମାନଙ୍କ ପାଇଁ ସୁଲଭ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ…

ରୋଟାରି ଓଡିଶା ପକ୍ଷରୁ ବେଙ୍ଗାଲୁରୁରେ ପ୍ରଥମ ଜିଲ୍ଲା ପ୍ରଶିକ୍ଷଣ ସଭା ଆୟୋଜିତ

ଭୁବନେଶ୍ୱର : ରୋଟାରି ଓଡିଶା ପକ୍ଷରୁ ଦୁଇ ଦିନ ପାଇଁ ବେଙ୍ଗାଲୁରୁଠାରେ ଏହାର ପ୍ରଥମ ଜିଲ୍ଲା ପ୍ରଶିକ୍ଷଣ ସଭା ‘ଜୟ ହୋ’ର ଆୟୋଜନ କରାଯାଇଛି । ଓଡିଶାର ବିଭିନ୍ନ ଜିଲ୍ଲାରୁ ୪୦୦ରୁ ଅଧିକ ରୋଟାରି ପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ ରୋଟାରି ବର୍ଷ ୨୦୨୩-୨୪ ପାଇଁ ବିଭିନ୍ନ…

ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ପୂର୍ବରୁ ଜଗା ଦର୍ଶନ କଲେ ଦୁଇ କେନ୍ଦ୍ରମନ୍ତ୍ରୀ

ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ପୂର୍ବରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଆଶିର୍ବାଦ ନେଇଛନ୍ତି। ବନ୍ଦେ ଭାରତ ଏକ୍ସପ୍ରେସର ସଫଳତା ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।…

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷାଫଳ

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ । କଟକ ସ୍ଥିତ ବୋର୍ଡ଼ କାର୍ଯ୍ୟାଳୟରେ ଦିନ ୧୦ଟାରେ ଗଣଶିକ୍ଷା ବିଭାଗ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ସଚିବଙ୍କ ଉପସ୍ଥିତିରେ ପରୀକ୍ଷା ଫଳ ପ୍ରକାଶ ପାଇଛି । ତେବେ ଚଳିତ ବର୍ଷ ମୋଟ ପାସ ହାର ୯୬.୧୯ ପ୍ରତିଶତ ରହିଛି । ରେଗୁଲାର ପାସ ହାର ରହିଛି ୯୬.୪୦% । ଏହି…