Browsing Category

ଖବର

ଆନ୍ତର୍ଜାତୀୟ ବାଘ୍ର ଦିବସ

ଆଜି ତଥା ଜୁଲାଇ ୨୯ ବିଶ୍ୱ ବ୍ୟାପି ବାଘ୍ର ଦିବସ ପାଳନ କରାଯାଇଥାଏ । ଏହି ଦିବସର ଲକ୍ଷ୍ୟ ହେଉଛି ଏକ ବ୍ୟବସ୍ଥା ନିର୍ମାଣ କରିବା ଯାହା ଦ୍ୱାରା ବାଘ ଏବଂ ସେମାନଙ୍କର ପ୍ରାକୃତିକ ବାସସ୍ଥାନକୁ ସୁରକ୍ଷା ଦେବା ପାଇଁ କାର୍ଯ୍ୟ କରିବ । ୨୦୧୦ରେ ପ୍ରଥମ ଥର ପାଇଁ ବାଘଙ୍କ ସଂଖ୍ୟା କମିବା ପରେ…

ଆହୁରୀ ଶକ୍ତିଶାଳୀ ହେବ ଭାରତୀୟ ନୌସେନା, ମିଳିଲା ୨ ରୋମିଓ ମଲ୍ଟି ମିଶନ ହେଲିକପ୍ଟର

ଭାରତୀୟ ନୌସେନାକୁ ୨ଟି ରୋମିଓ ମଲ୍ଟି ମିଶନ ହେଲିକପ୍ଟର (ଏମ୍‌ଏଚ୍‌-୬୦ଆର ହେଲିକପ୍ଟର) ମିଳିଛି । ଆମେରିକାରୁ ଏହି ହେଲିକପ୍ଟର ଆସି ଗୁରୁବାର କୋଚିନ ବିମାନବନ୍ଦରରେ ପହଞ୍ଚିଛି । ଏଥିରେ ହେଲଫାୟାର ମିସାଇଲ ଓ ଘାତକ ରକେଟ ସିଷ୍ଟମ ମୁତୟନ ରହିଛି । ଏହା ଫଳରେ ଭାରତୀୟ ନୌସନାର ସାମରିକ…

ୟୁକ୍ରେନ ଫେରାନ୍ତା ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଝଟକା , ଭାରତରେ ପଢିପାରିବେ ନାହିଁ ଡାକ୍ତରୀ

ଅପରେସନ ଗଙ୍ଗା ମାଧ୍ୟମରେ ୟୁକ୍ରେନରୁ ଫେରିଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ଆଜି ଝଟକା ଲାଗିଛି । ରାଜ୍ୟ ସଭା ବୈଠକରେ କେନ୍ଦ୍ର ସରକାରଙ୍କ ତରଫରୁ ତାଙ୍କର ଡାକ୍ତରୀ ପଢାକୁ ନେଇ ବିବାଦ ଶେଷ କରି ସେମାନେ ଭାରତରେ ପଢିପାରିବେ ନାହିଁ ବୋଲି କହିଛନ୍ତି । କେନ୍ଦ୍ର…

ଏମପି ଅଧିର ଚୌଧୁରୀଙ୍କ ରାଷ୍ଟ୍ରପତ୍ନୀ ମନ୍ତବ୍ୟକୁ ନେଇ ପାର୍ଲାମେଣ୍ଟରେ ହଟ୍ଟଗୋଳ

ଲୋକସଭା କଂଗ୍ରେସ ନେତା ଅଧିର ଚୌଧୁରୀଙ୍କର ମନ୍ତବ୍ୟ ରାଷ୍ଟ୍ରପତ୍ନୀ ଅନଲାଇନ ଭାଇରାଲ ହେବାକୁ ଲାଗିଛି । ଏମପି ଅଧିର ଚୌଧୁରୀ ରାଷ୍ଟ୍ରପତି ଦୌ୍ରପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ କହି ସମ୍ବୋଧନ କରିଥିଲେ ଏଥିରେ ବିଜେପି ନେତାମାନେ ହଟ୍ଟଗୋଳ ପ୍ରାରମ୍ଭ କରିଥିଲେ । ଏହା ପରେ ଅଧିର ଏହା ତାଙ୍କ…

ଭୁବନେଶ୍ୱରରେ ସର୍ବସାଧାରଣଙ୍କ ପାଇଁ ଇ-ବସ ଏବଂ ଇ-ରିକ୍ସା

ଭୁବନେଶ୍ୱରରେ ଆସନ୍ତା ମାସରୁ ଗଡିବ ଇ-ବସ ଏବଂ ଇ-ରିକ୍ସା । ଏହାକୁ ଜୁଲାଇ ୨୯ରେ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟନ କରାଯିବ । ପ୍ରାଥମିକ ପ ର୍ୟ୍ୟାୟରେ ୧୦ଟି ଇ-ବସ ଏବଂ ୪୫ଟି ଇ-ରିକ୍ସା ପ୍ରଚଳନ ହେବ । ଜୁନ-୩୦ ତାରିଖରେ ଇ-ବସର ପରୀକ୍ଷଣ ପ୍ରାରମ୍ଭ ହୋଇଥିଲା ଏବଂ ପ୍ରାୟ ୨୫ ଦିନ ପରେ…

ଆଜି ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ-୨ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷା ଫଳ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷାର ଫଳାଫଳ ଆଜି ଅପରାହ୍ନ ୪ଟାରେ ପ୍ରକାଶ ପାଇବ । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବେ । ଏହା ପରେ ଏହାର ଫଳାଫଳ…

ଭୁବନେଶ୍ୱର ନାଇଜରରେ ଖୋଲିବ କ୍ୟାନସର ହସପିଟାଲ

ଭୁବନେଶ୍ୱର ନାଇଜର କ୍ୟାମ୍ପସରେ କ୍ୟାନସର ହସପିଟାଲ ଖୋଲିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ଏହି ଯୋଜନାରେ ସମୁଦାୟ ୬୫୦କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୪୦୦କୋଟି କେନ୍ଦ୍ର ଏବଂ ୨୫୦କୋଟି ଟାଟା ଟ୍ରଷ୍ଟ ଖର୍ଚ୍ଚ କରିବ । ୩ବର୍ଷ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ଏବଂ ଦ କ୍ଷତା…

ବାହାରିଲା ଓଜେଇ ରେଜଲ୍ଟ

ଆଜି ୧୧.୩୦ ରେ ଓଜେଇ ପରୀକ୍ଷା ଫଳ ପ୍ରକାଶ ପାଇଛି । ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ରେଜଲ୍ଟ ପ୍ରକାଶ ପାଇଛି । ଏଥିରେ ଏମବିଏ ଶ୍ରଦ୍ଧାରବିନ୍ଦ ସାମନ୍ତରାୟ ଟପ୍ପର ହୋଇଛନ୍ତି । ଏମସିଏରେ ଇଶାନ୍ତ କୁମାର ନାୟକ ଓ ବି.ଫାର୍ମାରେ ଅରୂପ ପଣ୍ଡା ଟପ୍ପର ହୋଇଛନ୍ତି । ଏମ.ଫର୍ମାରେ…

ନାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଆଜି ପୁନର୍ବାର ଇଡିରେ ହାଜର ହେବେ ସୋନିଆ ଗାନ୍ଧୀ

ଦ୍ୱିତୀୟ ଦିନରେ ୬ଘଣ୍ଟାର ଜେରା ପରେ ସୋନିଆ ଗାନ୍ଧୀ ପୁନର୍ବାର ଆଜି ଇଡିରେ ହାଜର ହେବେ । ମଙ୍ଗଳବାର ଦିନ ସୋନିଆଙ୍କୁ ପାଖାପଖି ୩୦ଟି ପ୍ରଶ୍ନ ପଚାରାଯାଇଥିବା ବେଳେ ସେ ସନ୍ଧ୍ୟା ୭ଟାରେ ଇଡି ଅଫିସରୁ ବାହାରି ଥିଲେ । ମଙ୍ଗଳବାର ଦିନ ସୋନିଆ ସକାଳ ୧୧ଟା ସମୟରେ ଇଡି ଅଫିସରେ ପ୍ରବେଶ କରିଥିଲେ…

୨୩ତମ କାର୍ଗିଲ ବିଜୟ ଦିବସ

୨୬ ଜୁଲାଇ ଦେଶ ବ୍ୟାପି କାର୍ଗିଲ ବିଜୟ ଦିବସ ପାଳନ କରାଯାଉଥିବା ବେଳେ ଦେଶର ବହୁ ବ୍ୟବସାୟୀ, ନେତା ଏବଂ ଅଭିନେତାମାନେ ଆମ୍ଭମାନଙ୍କର କାର୍ଗିଲ ହିରୋ ମାନଙ୍କୁ ଶ୍ରନ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ଜୁଲାଇ ୨୬ ୧୯୯୯ ମସିହାରେ ଭାରତୀୟ ଆର୍ମି ପାକିସ୍ଥାନକୁ ଯୁଦ୍ଧରେ ପରାସ୍ତ କରି କାର୍ଗିଲ…