Browsing Category
ଖବର
ଦୁର୍ନୀତିରେ ମାତିଛନ୍ତି ସରକାରୀ ବାବୁ
ଭୁବନେଶ୍ୱର,୨୩/୦୩:ଦୁର୍ନୀତିରେ ମାତିଛନ୍ତି ସରକାରୀ ବାବୁ। ଦୁର୍ନୀତିଖୋରଙ୍କ ବିରୋଧରେ କଡା ଆଭିମୁଖ୍ୟ ନେଉଛି ଭିଜିଲାନ୍ସ ।5 ବର୍ଷରେ ଗିରଫ ହୋଇଛନ୍ତି 822 ଅଧିକାରୀ।161 କ୍ଲାସ ୱାନ ଅଫିସର, 158 କ୍ଲାସ ଟୁ, 485 ତୃତୀୟ ଶ୍ରେଣୀ ଏବଂ 18 ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ଗିରଫ।ସର୍ବାଧିକ!-->…
ଗାଁର ଜୀବନଶୈଳୀରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଲକ୍ଷ୍ୟ – ଧର୍ମେନ୍ଦ୍ର ପ୍ରଧାନ
ଅନୁଗୋଳ, - ପ୍ରତ୍ୟେକ ଗ୍ରାମରେ ବିକାଶର ଧାରାକୁ ସୁଦୃଢ଼ କରି ଜନସାଧାରଣଙ୍କ ଜୀବନଶୈଳୀରେ ସକାରାତ୍ମକ ପରିବର୍ତ୍ତନ ଆଣିବା ହିଁ ଆମର ମୂଳ ଲକ୍ଷ୍ୟ ବୋଲି ଶନିବାର ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଠାରେ ପ୍ରାୟ ୧୭୨ କୋଟି ଟଙ୍କା ମୂଲ୍ୟର ୪୧ଟି ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଭୂମିପୂଜନ କରିବା…
ଆହୁରି ଶସ୍ତା ହେଲା ସୁନା, ଦିନକରେ କମିଲା ୫୪୫୦ ଟଙ୍କା
ଭୁବନେଶ୍ୱର,୨୩/୦୩:ମଧ୍ୟପ୍ରାଚ୍ୟ ଯୁଦ୍ଧ ଘନଘଟା ଭିତରେ ଖସିଲା ସୁନା ଭାଉ। ଲଗାତାର ତଳମୁହାଁ ହୋଇଛି ସୁନା ଦର ।ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୪୦,୦୨୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୨୮,୩୫୦ ଟଙ୍କା ଛୁଇଁଛି ।ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍!-->…
ସରକାରୀ ମେଡିକାଲରେ 4107 ମେଡିକାଲ ଅଫିସର ପଦବୀ ଖାଲି
ଭୁବନେଶ୍ୱର,୨୩/୦୩:ସରକାରୀ ମେଡିକାଲରେ ଖାଲି ଚେୟାର। ହଜାର ହଜାର ପଦବୀ ଖାଲି।4107 ମେଡିକାଲ ଅଫିସର ପଦବୀ ଖାଲି। 15 ହଜାର 793 ମେଡିକାଲ ଅଫିସର ଥିବା ବେଳେ 11 ହଜାର 186 ମେଡିକାଲ ଅଫିସର ଅଛନ୍ତି।ସେହିଭଳି 18 ହଜାର 945 ନର୍ସିଙ୍ଗ ଅଫିସର,2644 ଫର୍ମାସୀ ଅଫିସର, 1283 ଲାଇବ୍ରେରୀ!-->…
ପର୍ଯ୍ୟଟନ ମାଧ୍ୟମରେ ସ୍ଥାନୀୟ ଅର୍ଥନୀତି ସୁଦୃଢ଼ ହେବ – ଧର୍ମେନ୍ଦ୍ର ପ୍ରଧାନ
ଡେରଜାଙ୍ଗ /ଅନୁଗୋଳ, – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଆଜି ଅନୁଗୋଳ ଜିଲ୍ଲା ବଅଁରପାଳ ସ୍ଥିତ ଡେରଜାଙ୍ଗ ଠାରେ ବହୁପ୍ରତୀକ୍ଷିତ ‘ବୋଟିଂ ସୁବିଧା’ର ଶୁଭାରମ୍ଭ କରିଛନ୍ତି । ପ୍ରାୟ ୬ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଜିଲ୍ଲାର ପର୍ଯ୍ୟଟନ…
ବଜାରରେ ମିଳୁଛି 40 ଟି ନିମ୍ନ ମାନର ଔଷଧ,କିଣିବା ବେଳେ ରୁହନ୍ତୁ ସାବଧାନ !
ଭୁବନେଶ୍ୱର,୨୩/୦୩:ଆପଣଙ୍କ ଖାଉଥିବା ମେଡ଼ିସିନ ନିମ୍ନ ମାନର ନୁହେଁ ତ?ଆପଣ କିଣୁଥିବା ଔଷଧ କଳା ତାଲିକା ଭୁକ୍ତ ନୁହେଁ ତ ? ଚେକ କରନ୍ତୁ ମେଡ଼ିସିନ ନିଗମର ୱେବ ସାଇଟରେ ।ତଥ୍ୟ କହୁଛି ଦୁଇ ବର୍ଷରେ 40 ଟି ଔଷଧ ନିମ୍ନ ମାନର ଥିବା ସାମ୍ନାକୁ ଆସିଛି ଓଡିଶା ରାଜ୍ୟ ଔଷଧ ନିଗମ ଦ୍ବାରା ଗତ ଦୁଇ!-->…
ଓଡ଼ିଶାକୁ କାଳବୈଶାଖୀ ଚେତାବନୀ
ଭୁବନେଶ୍ୱର,୨୩/୦୩:ରାଜ୍ୟରେ ଗୋଟେପଟେ ବଢ଼ୁଛି ତାପମାତ୍ରା, ଅନ୍ୟପଟେ ଆସୁଛି ବଜ୍ରପାତ ଓ ଝଟକା ପବନ ସତର୍କତା। ଗତ ୨୪ ଘଣ୍ଟାରେ ପାରଳାଖେମୁଣ୍ଡି ଠାରେ ସର୍ବାଧିକ ୩୬.୨ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ ହୋଇଥିବାବେଳେ ଫୁଲବାଣୀରେ ସର୍ବନିମ୍ନ ୧୫.୫ ଡିଗ୍ରୀ ରେକର୍ଡ ହୋଇଛି। ରାଜ୍ୟର!-->…
୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଓଡ଼ିଶା ହେବ ସମ୍ପୂର୍ଣ୍ଣ ମାଓ ମୁକ୍ତ ରାଜ୍ୟ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୩/୦୩: ରାଜ୍ୟରେ ୧୫ ମାଓବାଦୀ ଥିବା ଗୃହରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ।କନ୍ଧମାଳ -କଳାହାଣ୍ଡି -ରାୟଗଡା ଜିଲ୍ଲା ସୀମାବର୍ତ୍ତୀ ଅଳ୍ପ କିଛି ଅଞ୍ଚଳରେ ଅଛନ୍ତି 15 ମାଓବାଦୀ।ରାଜ୍ୟରେ ଅନ୍ୟ କୌଣସି ସ୍ଥାନରେ ମାଓବାଦୀ ଉପସ୍ଥିତ ନାହାନ୍ତି।ଗତ ଦୁଇ ବର୍ଷରେ 2026 ମାର୍ଚ୍ଚ 15!-->…
ବର୍ଷକରେ ୩୨ହଜାର ମହିଳା ବିରୋଧୀ ହିଂସା
ଭୁବନେଶ୍ୱର,୨୩/୦୩:ସାମ୍ନାକୁ ଆସିଲା 2025 ର ମହିଳା ବିରୋଧୀ ଅପରାଧର ତଥ୍ୟ।ଗୋଟିଏ ବର୍ଷରେ 32 ହଜାର 687 ମହିଳା ବିରୋଧୀ ହିଂସା ପଞ୍ଜିକୃତ ହୋଇଛି।ଗୃହରେ ୨୦୨୫ ମସିହାର ମହିଳା ବିରୋଧୀ ଅପରାଧର ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ।ତଥ୍ୟ ଅନୁସାରେ, 7378 ଜଣ ମହିଳାଙ୍କୁ ଅପହରଣ କରାଯାଇଥିଲା।!-->…
କଟକରେ ବଢୁଛି, ଭୁବନେଶ୍ୱରରେ କମିଛି ହତ୍ୟା
ଭୁବନେଶ୍ୱର,୨୩/୦୩:ଭୁବନେଶ୍ୱର ହତ୍ୟାକାଣ୍ଡ ମାମଲା କମୁଛି, ହେଲେ କଟକରେ ବଢ଼ି ଚାଲିଛି।2024 ରେ କଟକରେ 21 ଟି ହତ୍ୟା ମାମଲା ପଞ୍ଜିକୃତ ହୋଇଥିବା ବେଳେ ଏହି ସଂଖ୍ୟା 2025 ରେ ବଢ଼ି 24 ରେ ପହଁଚିଲା।ଭୁବନେଶ୍ୱରରେ ହତ୍ୟାକାଣ୍ଡ ସଂଖ୍ୟା ଅଧିକ ରହିଥିଲେ ବି 2024 ତୁଳନାରେ 2025 ରେ ଏହା!-->…