Browsing Category
ଖବର
୨୯ରେ ଓଡ଼ିଶା ଆସିବେ ନଡ୍ଡା
୨୦୨୪ ନିର୍ବାଚନ ପାଇଁ ରାଜ୍ୟ ବିଜେପି ତାର ରଣନୀତି ପ୍ରସ୍ତୁତି ଆରମ୍ଭ କରୁଛି । ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ଓଡ଼ିଶା ଆସିବେ ବୋଲି ସୂଚନା ମିଳିଛି । ଏନେଇ ଗଣମାଧ୍ୟମକୁ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ୨ଦିନିଆ ଓଡ଼ିଶା ଗସ୍ତରେ…
ପ୍ରଥମ ଥର ପାଇଁ ଲଶ୍କର ଆତଙ୍କବାଦୀଙ୍କୁ ନିଜର ବୋଲି ଗ୍ରହଣ କଲା ପାକିସ୍ତାନ
ପ୍ରଥମ ଥର ପାଇଁ ଜଣେ ଲଶ୍କର ଆତଙ୍କବାଦୀଙ୍କୁ ନିଜର ବୋଲି ଗ୍ରହଣ କରିଛି ପାକିସ୍ତାନ। ଆତଙ୍କବାଦୀ LoC ଦେଇ ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲା ଏହି ଆତଙ୍କବାଦୀ । ତେବେ ଭାରତୀୟ ଯବାନ ମାନେ ତାଙ୍କୁ ଧରିଥିଲେ। ଉଭୟଙ୍କ ମଧ୍ୟରେ ଗୁୁଳି ବିନିମୟ ହେବା ଦ୍ୱାରା ଆତଙ୍କବାଦୀ ଜଣଙ୍କ…
ଭାରତୀୟ ବୋଲର ଅର୍ଶଦୀପଙ୍କ ୱିକିପିଡିଆରେ ଏଡିଟ୍ କରି ଯୋଡାଗଲା ଖଲିସ୍ତାନ, ସୂଚନା ଓ ପ୍ରଯୁକ୍ତିବିଦ୍ୟା…
ଭାରତୀୟ କ୍ରିକେଟ୍ ଦଳର ବୋଲର ଅର୍ଶଦୀପ ସିଂଙ୍କ ୱିକିପିଡିଆ ପେଜ୍କୁ ଏଡିଟ୍ କରି ‘ଖାଲିସ୍ତାନ’ ସହିତ ଯୋଡିବାକୁ ନେଇ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଗମ୍ଭୀରତାର ସହ ନେଇଛି। ମନ୍ତ୍ରଣାଳୟ ଅର୍ଶଦୀପଙ୍କ ପେଜ୍କୁ ଖଲିସ୍ତାନ ସହିତ ଲିଙ୍କ୍ କରିବା ଉପରେ ଓ ସେହି କଣ୍ଟେଣ୍ଟକୁ…
ସିଟ୍ ବେଲ୍ଟ ବାନ୍ଧି ନଥିଲେ ସାଇରସ୍ ମିସ୍ତ୍ରୀ, ୯ ମିନିଟ୍ରେ ୨୦ କିଲୋମିଟର ସ୍ପିଡ୍ରେ ଥିଲା ତାଙ୍କ କାର :…
ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ରବିବାର ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ପୋଲିସ ପ୍ରାଥମିକ ତଦନ୍ତରେ କହିଛି ଯେ, ଡିଭାଇଡରରେ ମାଡ ହେବା ପୂର୍ବରୁ ତାଙ୍କର ଲଗଜରୀ କାର ଖୁବ୍ ଦୃତ ଗତିରେ ଚାଲୁଥିଲା। କେବଳ ସେତିକି ନୁହେଁ ସିଟ୍ରେ ବସିଥିବା ଦୁଇଜଣ ବ୍ୟକ୍ତି ସିଟ୍…
କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢ଼ିପାରନ୍ତି ରାହୁଲ ଗାନ୍ଧୀ
ଦେଶର ସର୍ବ ପୁରାତନ ଦଳ କଂଗ୍ରେସ ତାର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ କରିବାକୁ ପ୍ରସ୍ତୁତ ହେଊୁଛି। ତେବେ ଏହାର ଠିକ୍ ପୂର୍ବରୁ ଦଳକୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିବ। ଗୁଲାମ ନବୀ ଆଜାଦଙ୍କ ପରି ବରିଷ୍ଠ ନେତାମାନେ ନିର୍ବାଚନ ପୂର୍ବରୁ ଦଳରୁ ଇସ୍ତଫା ଦେଇସାରିଛନ୍ତି। ଏଥି ସହ ଶଶି…
ଆଜାଦଙ୍କୁ କପଟି କହି ତାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଅଲତାଫ ବୁଖାରୀ
ଗୁଲମାନ ନବୀ ଆଜାଦଙ୍କ ଇସ୍ତଫା ପରେ କଂଗ୍ରେସ କେବଳ ତାଙ୍କୁ ଟାର୍ଗେଟ କରିଛି ତାହା ନୁହେଁ, ବର୍ତ୍ତମାନ ସେ ଅନ୍ୟ ଦଳର ନେତାଙ୍କର ମଧ୍ୟ ବିରୋଧର ସମ୍ମୁଖୀନ ହୋଇଛନ୍ତି। ଜାମ୍ମୁ କାଶ୍ମୀରର ‘ଆପନି ପାର୍ଟି’ର ମୁଖ୍ୟ ଅଲତାଫ ବୁଖାରୀ ଆଜାଦଙ୍କୁ କପଟି ବୋଲି କହିବା ସହ ଗମ୍ଭୀର ଅଭିଯୋଗ ଆଣିଛନ୍ତି।…
ଜାପାନ ତିଆରି କରିବ ସୁପର ସୋନିକ ମିସାଇଲ୍, ଚିନ୍ତାରେ ଚୀନ୍
ଗତ କିଛି ସମୟ ହେବ ଜାପାନ ଉପରେ ଚୀନ୍ କୌଣସି ନା କୌଣସି ପ୍ରସଙ୍ଗରେ କ୍ରମାଗତ ଭାବରେ ଚାପ ପକାଉଥିବା ଦେଖାଯାଇଛି। ଏହା ତାଇୱାନର ପ୍ରସଙ୍ଗ ହେଉ କିମ୍ବା ଅନ୍ୟାନ୍ୟ ପ୍ରସଙ୍ଗ। ଚୀନ୍ ଜାପାନକୁ ଆଖି ଦେଖାଇବାକୁ କୁଣ୍ଠାବୋଧ ମଧ୍ୟ କରୁନି। ଚୀନ୍ର ଏହି କାର୍ଯ୍ୟକଳାପକୁ ମୁକାବିଲା କରିବାକୁ ଜାପାନ…
ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବ ଲିଜ୍ ଟ୍ରସ୍
ପୂର୍ବତନ ବିଦେଶ ସଚିବ ଲିଜ୍ ଟ୍ରସ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ଦେଶବ୍ୟାପୀ ହୋଇଥିବା କନ୍ଜରଭେଟିଭ ପାର୍ଟି ଭୋଟିଂ, ୧୨ଟି ନିର୍ବାଚନୀ ସଭା ଓ ୩ଟି ଟିଭି ବିତର୍କରେ ଅନ୍ୟତମ ଦାବିଦାର ତଥା ପୂର୍ବତନ ଚାନ୍ସେଲର ଋଷି ସୁନକଙ୍କୁ ସେ ବହୁ ପଛରେ ପକାଇ ଦେଇଛନ୍ତି…
ଆପ୍ ବିଧାୟିକା ଘରୋଇ ହିଂସାର ଶିକାର, ସର୍ବ ସମ୍ମୁଖରେ ସ୍ୱାମୀ ମାରିଲେ ଚାପୁଡା
ଆମ୍ ଆଦମୀ ପାର୍ଟିର ବିଧାୟିକା ବଲଜିନ୍ଦର କୌରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଦୃତ ଗତିରେ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ଦାବି କରାଯାଇଛି ଯେ, ବଲଜିନ୍ଦର କୌରଙ୍କୁ ତାଙ୍କ ସ୍ୱାମୀ ସମସ୍ତଙ୍କ ଆଗରେ ଚାପୁଡା ମାରିଛନ୍ତି। ଏହି ଘଟଣା ସିସିଟିଭିରେ ରେକର୍ଡ ହୋଇଯାଇଛି। ଭିଡିଓରେ ଆପ୍ ବିଧାୟକ…
କଂଗ୍ରେସର ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ଭୋଟର ଲିଷ୍ଟ ଜାରି କରିବାକୁ ଦାବି କଲେ ଶଶୀ ଥରୁର
କଂଗ୍ରେସ ସଙ୍କଟ ଥମିବାରେ ନାଁ ଧରୁନି । ଏବେ ଅଧ୍ୟକ୍ଷ ପଦକୁ ନେଇ କଂଗ୍ରେସରେ ଚାଲିଛି ଘମାସାନ ଚର୍ଚ୍ଚା। ଜଣେ ପରେ ଜଣେ ବଡ଼ ବଡ଼ ନେତା କଂଗ୍ରେସର ଅଧ୍ୟକ୍ଷ ପଦ ଲାଗି ନିଜ ବୟାନ ରଖିବାରେ ଲାଗିଛନ୍ତି । ଏହିକ୍ରମରେ ଏଥିରେ ସାମିଲ ହୋଇଛନ୍ତି କଂଗ୍ରେସ ନେତା ଶଶୀ ଥରୁର । ସେ ଭୋଟର ଲିଷ୍ଟ ଜାରି…