Browsing Category
ଖବର
ଆଜି କର୍ତ୍ତବ୍ୟପଥର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ
ଆଜି ଐତିହାସିକ ରାଜପଥ କର୍ତ୍ତବ୍ୟପଥ ନାମରେ ନାମିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି(ଗୁରୁବାର) କର୍ତ୍ତବ୍ୟପଥର ଶୁଭାରମ୍ଭ କରିବେ । ଦିଲ୍ଲୀର ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ଏହି ରାସ୍ତାକୁ ସନ୍ଧ୍ୟା ୭ଟାରେ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ଆଜି…
ଏବେ ରାଜପଥ ହେଲା କର୍ତ୍ତବ୍ୟପଥ
ଦିଲ୍ଲୀର ରାଜପଥର ନାମ ଏବେ କର୍ତ୍ତବ୍ୟପଥ ନାମରେ ହେବ ଜଣା। ବୁଧବାର ଅନୁଷ୍ଠିତ ଏନଡିଏମସି ବୈଠକରେ ପ୍ରସ୍ତାବ ଉପରେ ମୋହର ବାଜିଛି। ଖାସ୍ କଥା ଜାନୁଆରୀ 26 ପରେଡର ମୂକସାକ୍ଷୀ ପାଲଟୁଥିବା ରାଜପଥର ନାମ ପୂର୍ବେ କିଙ୍ଗ୍ସଓ୍ଵେ ଥିଲା। ଗଣତନ୍ତ୍ର ଦିବସ ପରେଡରେ ତିନି କିଲୋମିଟର ମାର୍ଗର ଦୂରତା…
୨୦୨୩ରେ ବିବାହ ବନ୍ଧନରେ ବାନ୍ଧି ହେବେ ରାହୁଲ-ଆଥିଆ
ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ରଣବୀର କପୁରଙ୍କ ବିବାହ ପରେ ଏବେ ବଲିଉଡ୍ ଅଭିନେତ୍ରୀ ଆଥିଆ ଶେଟ୍ଟୀଙ୍କ ବିବାହକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି । ଶୁଣିବାକୁ ମିଳୁଛି କି ଡିସେମ୍ବର ୨୦୨୨ରେ ସେ କ୍ରିକେଟର କେ.ଏଲ୍. ରାହୁଲଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ।କିନ୍ତୁ ଏଭଳି…
୧୦୦ରୁ ଉର୍ଦ୍ଧ୍ୱ ସ୍ଥାନରେ ଆୟକର ବିଭାଗର ଚଢାଉ
ଟିକସ ଫାଙ୍କିବା ଏବଂ ରାଜନୈତିକ ପାଣ୍ଠି ମାମଲାରେ ଆୟକର ବିଭାଗ ଆଜି ଦେଶର ୧୦୦ରୁ ଅଧିକ ସ୍ଥାନରେ ଚଢ଼ାଉ କରି ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଇଟି ଦଳ ଦିଲ୍ଲୀରୁ ଉତ୍ତରପ୍ରଦେଶ ଏବଂ ରାଜସ୍ଥାନ ଭଳି ରାଜ୍ୟରେ ପହଞ୍ଚିଛନ୍ତି। ଟିକସ ଫାଙ୍କିବା ମାମଲାରେ ଦିଲ୍ଲୀର ଅନେକ ବ୍ୟବସାୟୀ…
ଦିଲ୍ଲୀରେ ଏଥର ମଧ୍ୟ ବିନା ବାଣରେ ପାଳନ ହେବ ଦୀପାବଳୀ
ଦିଲ୍ଲୀରେ ଚଳିତ ବର୍ଷ ବିନା ବାଣରେ ପାଳନ ହେବ ଦୀପାବଳୀ। କେଜ୍ରିଓ୍ବାଲ ସରକାର ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବଡ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀରେ ୧ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ବାଣ ସମ୍ପୂର୍ଣ୍ଣ ଭାବରେ ବ୍ୟାନ୍ ହୋଇଯାଇଛି। ରାଜ୍ୟ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି,…
ବାପା ରାଜୀବ ଗାନ୍ଧୀଙ୍କୁ ମନେ ପକାଇ, “ଭାରତ ଯୋଡ ଯାତ୍ରା”ର ଶୁଭାରମ୍ଭ କଲେ ରାହୁଲ
ଅସହିଷ୍ଣୁ ରାଜନୀତିରେ ବାପାଙ୍କୁ ହରାଇଥିଲି, କିନ୍ତୁ ଅସହିଷ୍ଣୁ ରାଜନୀତିରେ ତାଙ୍କର ପ୍ରିୟତମ ଦେଶ ହରାଇବେ ନାହିଁ ବୋଲି ଆଜି କଂଗ୍ରେସର ‘ଭାରତ ଯୋଡ଼ୋ’ ଯାତ୍ରାର ଶୁଭାରମ୍ଭ ପୂର୍ବରୁ ସାଂସଦ ରାହୁଲ୍ ଗାନ୍ଧୀ ଆବେଗଭରା ଟୁଇଟ୍ କରିଛନ୍ତି।
କନ୍ୟାକୁମାରୀରୁ ବିଶାଳ ଯାତ୍ରାର ଶୁଭାରମ୍ଭ…
କଂଗ୍ରେସର “ଭାରତ ଯୋଡ ଯାତ୍ରା”, ୧୫୦ ଦିନରେ ୩୫୭୦ କିମିର ପଦଯାତ୍ରା କରିବେ ରାହୁଲ
କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜିଠାରୁ ଏକ ବଡ ପଦଯାତ୍ରା କରିବାକୁ ଯାଉଛନ୍ତି। ଆଜିଠାରୁ ସେ କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଆରମ୍ଭ କରିବେ। କଂଗ୍ରେସର ଭାରତ ଯୋଡ଼ ଯାତ୍ରା ତାମିଲନାଡୁର କନ୍ୟାକୁମାରୀ ରୁ ଆରମ୍ଭ ହୋଇ କାଶ୍ମୀର ପର୍ଯ୍ୟନ୍ତ ୩୭୫୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ପଦଯାତ୍ରା…
ସାଇରସ୍ ମିସ୍ତ୍ରୀଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ସାମିଲ ହେଲେ ଅନୀଲ ଅମ୍ବାନୀ, ସୁପ୍ରିୟା ସୁଲେ ଓ ମିଲିନ୍ଦ ଦେଓଡା
ଉଦ୍ୟୋଗପତି ତଥା ଟାଟା ସନ୍ସଙ୍କ ପୂର୍ବତନ ଅଧ୍ୟକ୍ଷ ସାଇରସ ପାଲୋନଜୀ ମିସ୍ତ୍ରୀଙ୍କର ମଙ୍ଗଳବାର ଅନ୍ତ୍ୟେଷ୍ଟି ମୁମ୍ବାଇରେ ସମ୍ପନ୍ନ ହୋଇଛି। ୱର୍ଲି ଶ୍ମଶାନରେ ପାରସୀ ରିତିନୀତିରେ ତାଙ୍କର ଅନ୍ତିମ ସଂସ୍କାର ହୋଇଥିବା ବେଳେ ଉଦ୍ୟୋଗପତି ଅନୀଲ ଅମ୍ବାନୀ ଓ ଏଚଡିଏଫସି ଚେୟାରମ୍ୟାନ ଦୀପକ ପାରେଖ…
ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍ ଙ୍କୁ ଶପଥ ପାଠ କରାଇବେ ଏଲିଜାବେଥ-୨
ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ୪୭ ବର୍ଷୀୟା ଲିଜ୍ ଟ୍ରସ୍ । ତାଙ୍କୁ ଶପଥପାଠ କରାଇବେ ରାଣୀ ଏଲିଜାବେଥ-୨ । ଭାରତୀୟ ବଂଶୋଦ୍ଭବ ରିଷି ସୁନକ୍ଙ୍କୁ ସେ ୨୦,୦୦୦ରୁ ଅଧିକ ଭୋଟ୍ରେ ହରାଇଛନ୍ତି । ସେ ତୃତୀୟ ମହିଳା ଭାବେ ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିବେ ।…
ଦିଲ୍ଲୀରୁ ଭୁବନେଶ୍ୱର ଫେରିଲେ ମୁଖ୍ୟମନ୍ତ୍ରୀ, ଜନ ସମୁଦ୍ର ବିମାନବନ୍ଦର
ଦିଲ୍ଲୀରୁ ଭୁବନେଶ୍ୱର ଫେରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କୁ ସ୍ୱାଗତ କରିବାକୁ ବିମାନବନ୍ଦରରେ ଶୁଭେଚ୍ଛୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ବିଜେଡିର ବହୁ ବରିଷ୍ଠ ନେତା ଓ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ ଜଣାଇଛନ୍ତି । ବିଜେଡି ପକ୍ଷରୁ ବ୍ୟାପକ…