Browsing Category
ଖବର
ଓଡ଼ିଶା ପକେଟ୍କୁ ସୁହାଇବା ଭଳି ପର୍ଯ୍ୟଟନ ସ୍ଥଳ: ପର୍ଯ୍ୟଟନ ପ୍ରମୁଖ ସଚିବ
ଭୁବନେଶ୍ୱର: ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର ଓଡ଼ିଶାକୁ ଏକ ପକେଟ୍କୁ ସୁହାଇବା ଭଳି ପର୍ଯ୍ୟଟନ ସ୍ଥଳ ଭାବେ ବର୍ଣ୍ଣନା କରିଛନ୍ତି । ଓଡ଼ିଶା ଟ୍ରାଭେଲ ବଜାର ୨୦୨୨ର ଦ୍ୱିତୀୟ ଦିନରେ ଏକ ଅଧିବେଶନକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଓଡ଼ିଶାରେ ଉନ୍ନତ ଭିତିଭୂମି ସହ ପର୍ଯ୍ୟଟନ…
ଓଡ଼ିଶା ଟ୍ରାଭେଲ୍ ବଜାର ୨୦୨୨ ଆରମ୍ଭ
ଭୁବନେଶ୍ୱର: ରାଜ୍ୟର ପର୍ଯ୍ୟଟନକୁ ବିଶ୍ୱ ଶ୍ରେଣୀ ସମକକ୍ଷ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କହିଛନ୍ତି । ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଶିଳ୍ପ ସଂଘ ଫିକିର ମିଳିତ ସହଯୋଗରେ ଆଜିଠାରୁ ଆରମ୍ଭ ହୋଇଥିବା ତିନି ଦିନିଆ ଓଡ଼ିଶା ଟ୍ରାଭେଲ ବଜାର ୨୦୨୨କୁ ଉଦ୍ଘାଟନ କରି ସେ…
୩-ଦିନିଆ ଓଡ଼ିଶା ଟ୍ରାଭେଲ୍ ବଜାର ୨୦୨୨କୁ ଅକ୍ଟୋବର ୨୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବେ
ଭୁବନେଶ୍ୱର: ଡୋମେଷ୍ଟିକ୍ ଓ ବିଦେଶୀ ଟୁର ଅପରେଟରମାନଙ୍କ ମଧ୍ୟରେ ଓଡ଼ିଶାର ପ୍ରସାର କରିବା ଲାଗି ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଶିଳ୍ପ ସଂଘ ଫିକିର ମିଳିତ ସହଯୋଗରେ ଅକ୍ଟୋବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ଓଡ଼ିଶା ଟ୍ରାଭେଲ୍ ବଜାର …
ଲୋକସଭା ନିର୍ବାଚନ ପୂର୍ବରୁ ଭକ୍ତଙ୍କ ପାଇଁ ଖୋଲିବ ରାମ ମନ୍ଦିର
ଅଯୋଦ୍ଧାରେ ରାମ ମନ୍ଦିର ଖୋଲିବା ଅପେକ୍ଷାରେ ଅନେକ ରାମ ଭକ୍ତ ଉତ୍ସାହର ସହିତ ଅନେଇ ରହିଛନ୍ତି। ମକର ସଂକ୍ରାନ୍ତି ଦିନ ଗର୍ଭଗୃହରେ ରାମ ଲଲାଙ୍କ ମୂର୍ତ୍ତି ସ୍ଥାପନା ପରେ ୨୦୨୪ରେ ଭକ୍ତଙ୍କ ପାଇଁ ମନ୍ଦିର ଖୋଲାଯିବ। ରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟ ମହାସଚିବ ଚମ୍ପତ ରାୟ ମଙ୍ଗଳବାର…
ଆଗାମୀ ମ୍ୟାଚରେ ବିଶ୍ରାମ ନେଇ ପାରନ୍ତି ପାଣ୍ଡ୍ୟା
ନେଦରଲାଣ୍ଡ୍ସ ବିପକ୍ଷ ମ୍ୟାଚ୍ରେ ଷ୍ଟାର୍ ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ମିଳିପାରେ । ପାକିସ୍ତାନ ବିପକ୍ଷ ମୁକାବିଲାରେ ପାଣ୍ଡ୍ୟାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା । ଆଗକୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚ୍ ରହିଛି…
ଖଡଗେଙ୍କୁ ସଭାପତି ଦାୟିତ୍ୱ ହସ୍ତାନ୍ତର କଲେ ସୋନିଆ, କହିଲେ ‘ମୋ ମୁଣ୍ଡରୁ ବଡ଼ ବୋଝ ହଟିଲା’
ଦେଶର ସବୁଠାରୁ ପୁରୁଣା ଦଳ କଂଗ୍ରେସର ଆଜି ଠାରୁ ନୂଆ ଯୁଗ ଆରମ୍ଭ ହେଉଛି। ଆଜି କଂଗ୍ରେସର ମଙ୍ଗ କୌଣସି ଅଣଗାନ୍ଧୀଙ୍କ ହାତକୁ ଯାଇଛି। ବାଦବିବାଦ ମଧ୍ୟରେ ହୋଇଥିବା କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ଶଶି ଥରୁରଙ୍କୁ ହରାଇଥିବା ମଲ୍ଲିକାର୍ଜୁନ ଖଡ୍ଗେ ଦଳର ବସ୍ ବନିଛନ୍ତି।
ସୋନିଆ ଗାନ୍ଧୀ…
ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ଋଷି ସୁନକ
ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ବିଧିବଦ୍ଧ ଭାବେ ନିଯୁକ୍ତି ପାଇଛନ୍ତି ଋଷି ସୁନକ । ଭାରତୀୟ ବଂଶୋଦ୍ଭବ ତଥା ପ୍ରଥମ ହିନ୍ଦୁ ଭାବେ ବ୍ରିଟେନର ଦ୍ୱିତୀୟ ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ ହୋଇଛନ୍ତି ସେ । ମଙ୍ଗଳବାର ବ୍ରିଟେନ ରାଜାଙ୍କୁ ସାକ୍ଷାତ କରିଥିଲେ ଋଷି ସୁନକ । ବ୍ରିଟେନ ରାଜା…
ଦୁର୍ବଳ ହେଲା ବାତ୍ୟା ସିତ୍ରାଙ୍ଗ
ଦୁର୍ବଳ ହେଲା ବାତ୍ୟା ସିତ୍ରାଙ୍ଗ । ଆଗାମୀ ୩ଘଣ୍ଟା ମଧ୍ୟରେ ବାତ୍ୟା ସିତ୍ରାଙ୍ଗ ଅବପାତର ରୂପ ନେବା ସମ୍ଭାବନା ରହିଛି । ପରବର୍ତ୍ତୀ ୬ଘଣ୍ଟା ମଧ୍ୟରେ ଆହୁରି ଦୁର୍ବଳ ହେବା ସହ ସୂଦୃଶ-ଲଘୁଚାପ କ୍ଷେତ୍ରରେ ସିତ୍ରାଙ୍ଗ ପରିଣତ ହୋଇପାରେ ବୋଲି ସୂଚନା ଦିଆଯାଇଛି । ଗତକାଲି ରାତି ସାଢ଼େ ୯ଟାରୁ…
ଆପଣଙ୍କ ହାତ ପାପୁଲିରୁ ହିଁ ଜଣାପଡେ ଧନବାନ ହେବାର ଲକ୍ଷ୍ୟଣ, ଜାଣନ୍ତୁ କିପରି ଜାଣିବେ
ହସ୍ତରେଖା ଶାସ୍ତ୍ରରେ ହାତ ରେଖାର ମହତ୍ତ୍ୱ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି। ହାତରେ ଥିବା ସମସ୍ତ ରେଖା ବ୍ୟକ୍ତିର ଜୀବନରେ ଘଟୁଥିବା ଘଟଣାଗୁଡ଼ିକ ସହିତ ଜଡିତ। ବର୍ତ୍ତମାନ ବ୍ୟତୀତ, ହସ୍ତରେଖା ଆମର ଭବିଷ୍ୟତ ବିଷୟରେ ଅନେକ ରହସ୍ୟ ଖୋଲିଥାଏ । ହସ୍ତରେଖା ଶାସ୍ତ୍ରରେ, ସମସ୍ତ ରେଖା…
ତୁଳା ରାଶିରେ ଲାଗିବ ବର୍ଷର ଶେଷ ସୂର୍ଯ୍ୟପରାଗ, ଏହି ରାଶିର ବ୍ୟକ୍ତି ହୋଇଯାଆନ୍ତୁ ସତର୍କ
ଅମାବାସ୍ୟା ତିଥିରେ ସୂର୍ଯ୍ୟପରାଗ ଲାଗିଥାଏ। ଦୀପାବଳିର ପରଦିନ ଅକ୍ଟୋବର ୨୫ରେ ବର୍ଷର ଦ୍ୱିତୀୟ ଏବଂ ଶେଷ ସୂର୍ଯ୍ୟ ପରାଗ ଲାଗୁଛି। ଏହି ପରାଗ ତୁଳା ରାଶିରେ ଲାଗୁଛି। ତୁଳା ରାଶିରେ ସୂର୍ଯ୍ୟପରାଗ ଲାଗିବା ହେତୁ ଅନେକ ରାଶି ବ୍ୟକ୍ତିଙ୍କର ସମସ୍ୟା ବଢିପାରେ। ସୂର୍ଯ୍ୟ ପରାଗ ଦିନ ସୂର୍ଯ୍ୟଙ୍କ…