Browsing Category
ଖବର
ଆଜି ଆପଣଙ୍କ ଦିନଟି କିପରି କଟିବ,ଜାଣନ୍ତୁ ..
ମେଷ: ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ।ବୃଷ :ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ଉନ୍ନତିର!-->…
ଝାରସୁଗୁଡ଼ା ଡିଏଭି ସ୍କୁଲର ୨୮ ତମ ପ୍ରତିଷ୍ଠା ଉତ୍ସବ ପାଳିତ
ରକ୍ତଦାନ ଶିବିର ଆୟୋଜନ ସହିତ ବୈଦିକ ସଂସ୍କୃତିର ପ୍ରଗତି ଓ ବିଶ୍ଵ ଶାନ୍ତି ଲାଗି ହୋମଯଜ୍ଞ ଆୟୋଜିତଝାରସୁଗୁଡ଼ା, ୨୪/୦୩/୨୦୨୬ : ଝାରସୁଗୁଡ଼ା ଡିଏଭି ପବ୍ଲିକ ସ୍କୁଲର ୨୮ ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଡିଏଭି କଲେଜ ମ୍ୟାନେଜିଙ୍ଗ କମିଟି ସମ୍ପାଦକ ତଥା ସ୍କୁଲ!-->…
ଇରାନ ସହ ଯୁଦ୍ଧ କେବେ ଶେଷ ହେବ, କହିଲେ ଟ୍ରମ୍ପ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଇରାନ ଏବଂ ଇସ୍ରାଇଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧକୁ ୯ ଏପ୍ରିଲ ମଧ୍ୟରେ ଶେଷ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଟ୍ରମ୍ପ ନିଜର ଆମେରିକାର ଫାଷ୍ଟ ନିୟମ ଅନୁଯାୟୀ ଆମେରିକା ବିଦେଶୀ ଯୁଦ୍ଧମାନଙ୍କରେ ହସ୍ତକ୍ଷେପ କମ କରିବାକୁ ଚାହୁଁଛି ଏବଂ ଏହି…
ED ଚାପରେ ଇସ୍ତଫା ଦେଇଥିଲେ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼; ସଞ୍ଜୟ ରାଉତଙ୍କ ପୁସ୍ତକ ‘ଅନଲାଇକଲି…
ନୂଆଦିଲ୍ଲୀ: ଶିବସେନା (ୟୁବିଟି) ସାଂସଦ ସଞ୍ଜୟ ରାଉତଙ୍କ ନୂଆ ପୁସ୍ତକ 'ଅନଲାଇକଲି ପାରାଡାଇଜ୍' (Unlikely Paradise) ଏବେ ଦେଶର ରାଜନୀତିରେ ହଲଚଲ ସୃଷ୍ଟି କରିଛି। ଏହି ପୁସ୍ତକରେ ଶ୍ରୀ ରାଉତ ଦେଶର ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ନେଇ ଏକ ବିସ୍ଫୋରକ ଦାବି କରିଛନ୍ତି।…
ଆଇନ୍ ଛାତ୍ରଛାତ୍ରୀ ନ୍ୟାୟ ବ୍ୟବସ୍ଥାକୁ ବଜାୟ ରଖିବା ନିମନ୍ତେ ଦୃଢ଼ପ୍ରତିଜ୍ଞ ହେବା ଆବଶ୍ୟକ: ଜଷ୍ଟିସ୍ ରମଣ
ଭୁବନେଶ୍ୱର, : ଆଇନ ବୃତିକୁ ଆପଣେଇବା ନିମନ୍ତେ ଇଚ୍ଛୁକ ଛାତ୍ରଛାତ୍ରୀମାନେ ମୂଳରୁ ନ୍ୟାୟ ବ୍ୟବସ୍ଥାକୁ ବଜାୟ ରଖିବା ନିମନ୍ତେ ଦୃଢ଼ପ୍ରତିଜ୍ଞ ହେବା ଆବଶ୍ୟକ ବୋଲି ଓଡ଼ିଶା ହାଇକୋର୍ଟର ବିଚାରପତି ନ୍ୟାୟମୂର୍ତୀ ମୂରହରୀ ଶ୍ରୀ ରମଣ କହିଛନ୍ତି ।
ଜଣେ ଆଇନଜୀବିଙ୍କୁ ନ୍ୟାୟ ପ୍ରଦାନ ବ୍ୟବସ୍ଥା…
ଭାରତ ସରକାରଙ୍କ ଆର୍ଥିକ ସହାୟତାରେ ନିର୍ମିତ ଏହି ଚଳଚ୍ଚିତ୍ର ରଚିଥିଲା ଇତିହାସ: ଜାଣନ୍ତୁ କାହିଁକି ଏହା ଗିନିଜ୍…
ନୂଆଦିଲ୍ଲୀ: ସିନେମା ଜଗତରେ ଏମିତି କିଛି ଚଳଚ୍ଚିତ୍ର ଥାଏ, ଯାହା କେବଳ ମନୋରଞ୍ଜନ ପାଇଁ ନୁହେଁ ବରଂ ନିଜର ନିର୍ମାଣ ଶୈଳୀ ଏବଂ ଐତିହାସିକ ଗୁରୁତ୍ୱ ପାଇଁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଯାଏ। ଆଜି ଆମେ ସେମିତି ଏକ ଚଳଚ୍ଚିତ୍ର ବିଷୟରେ କହିବାକୁ ଯାଉଛୁ, ଯାହା ପ୍ରାୟ ୪୪ ବର୍ଷ ପୂର୍ବେ…
ଧମକ ସତ୍ତ୍ୱେ ପାକିସ୍ତାନରେ ପହଞ୍ଚିଲେ ଷ୍ଟିଭ୍ ସ୍ମିଥ୍: PSL ୨୦୨୬ ପାଇଁ ମୁଲ୍ତାନ ସୁଲତାନରେ ସାମିଲ ହେଲେ ଅଷ୍ଟ୍ରେଲୀୟ…
ଲାହୋର: ଆସନ୍ତା ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ପାକିସ୍ତାନ ସୁପର ଲିଗ୍ (PSL) ୨୦୨୬ ପାଇଁ କ୍ରିକେଟ ଦୁନିଆରେ ଚର୍ଚ୍ଚା ଜୋର ଧରିଛି। ସବୁଠାରୁ ବଡ଼ ଖବର ହେଉଛି, ଆତଙ୍କବାଦୀ ସଂଗଠନରୁ ମିଳିଥିବା ଖୋଲା ଧମକକୁ ଖାତିର ନକରି ଅଷ୍ଟ୍ରେଲିଆର ଷ୍ଟାର୍ ବ୍ୟାଟର ଷ୍ଟିଭ୍ ସ୍ମିଥ୍…
ଡେଭିଡ୍ ୱାର୍ଣ୍ଣର ଓ ଷ୍ଟିଭ୍ ସ୍ମିଥଙ୍କୁ ଆତଙ୍କବାଦୀଙ୍କ ଧମକ, ପାକିସ୍ତାନ ଗଲେ ବିପଦରେ ପଡ଼ିବ ଜୀବନ
ପାକିସ୍ତାନ କ୍ରିକେଟ୍ ପାଇଁ ପୁଣି ଏକ ବଡ଼ ଖରାପ ଖବର ସାମ୍ନାକୁ ଆସିଛି। ଆସନ୍ତା ମାର୍ଚ୍ଚ ୨୬ ତାରିଖରୁ ପାକିସ୍ତାନର ଘରୋଇ ଟି-୨୦ ଟୁର୍ଣ୍ଣାମେଣ୍ଟ 'ପାକିସ୍ତାନ ସୁପର ଲିଗ୍' (PSL) ୨୦୨୬ ଆରମ୍ଭ ହେବାକୁ ଯାଉଛି। କିନ୍ତୁ ଏହି ବଡ଼ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଏହା ଉପରେ ଏକ ବଡ଼…
‘ଡିପ୍-ଟେକ୍’ ଇନୋଭେସନକୁ ବିଶ୍ୱ ଦରବାରରେ ପହଞ୍ଚାଇବ ‘ଭାରତ ଇନୋଭେଟ୍ସ’ – ଧର୍ମେନ୍ଦ୍ର…
ମୁମ୍ବାଇ, – 'ଭାରତ ଇନୋଭେଟ୍ସ’ ଆମ ଦେଶର 'ଡିପ୍-ଟେକ୍' ଇନୋଭେସନକୁ ବିଶ୍ୱ ଦରବାରରେ ପହଞ୍ଚାଇବ ବୋଲି ରବିବାର ଆଇଆଇଟି ବମ୍ବେ ପରିସରରେ ଆୟୋଜିତ 'ଭାରତ ଇନୋଭେଟ୍ସ ଡିପ୍-ଟେକ୍ ପ୍ରି-ସମିଟ୍ - ୨୦୨୬' ର ଉଦ୍ଯାପନୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର…
ଦୁର୍ନୀତିରେ ମାତିଛନ୍ତି ସରକାରୀ ବାବୁ
ଭୁବନେଶ୍ୱର,୨୩/୦୩:ଦୁର୍ନୀତିରେ ମାତିଛନ୍ତି ସରକାରୀ ବାବୁ। ଦୁର୍ନୀତିଖୋରଙ୍କ ବିରୋଧରେ କଡା ଆଭିମୁଖ୍ୟ ନେଉଛି ଭିଜିଲାନ୍ସ ।5 ବର୍ଷରେ ଗିରଫ ହୋଇଛନ୍ତି 822 ଅଧିକାରୀ।161 କ୍ଲାସ ୱାନ ଅଫିସର, 158 କ୍ଲାସ ଟୁ, 485 ତୃତୀୟ ଶ୍ରେଣୀ ଏବଂ 18 ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ଗିରଫ।ସର୍ବାଧିକ!-->…