Browsing Category
ଖବର
ତାମିଲନାଡୁ ଉପକୂଳରେ ହାଇଆଲର୍ଟ, ଦକ୍ଷିଣ ଭାରତରେ ପ୍ରଳୟ ରଚିପାରେ ‘ମାଣ୍ଡୋସ୍’
ମାଡ଼ିଆସୁଛି ବାତ୍ୟା ମାଣ୍ଡୋସ୍ । ଦକ୍ଷିଣ ଭାରତରେ ରଚିପାରେ ପ୍ରଳୟ । ପରିସ୍ଥିତିର ମୁକାବିଲା ଲାଗି ଏନଡିଆରଏଫ ଟିମକୁ ସତର୍କ କରାଯାଇଛି । ତାମିଲନାଡୁ ଉପକୂଳରେ ଆଲର୍ଟ ଜାରି ହୋଇଛି । ତାମିଲନାଡୁର ମହାବଳିପୁରମରେ ସାଇକ୍ଲୋନ ମାଣ୍ଡୋସ ଲ୍ୟାଣ୍ଡଫଲ ହେବ ବୋଲି ଆଶଙ୍କା କରାଯାଉଛି ।…
ଶୀତଦିନେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଖାଆନ୍ତୁ ଅଙ୍ଗୁର
ପ୍ରତ୍ୟେକ ଫଳରେ କିଛି ନା କିଛି ଗୁଣ ଲୁଚି ରହିଥାଏ। ଏଥିପାଇଁ ତ କୁହାଯାଏ, ଡାଏଟ୍ରେ ଫଳ ନିଶ୍ଚୟ ସାମିଲ କରନ୍ତୁ। କିନ୍ତୁ ଅଙ୍ଗରରେ ଆପଣଙ୍କୁ ଭରପୂର ମାତ୍ରାରେ କ୍ୟାଲୋରୀ, ଫାଇବର, ଭିଟାମିନ୍-ସି ଏବଂ ଭିଟାମିନ୍-ଇ ମିଳିପାରିବ। ଆୟୁର୍ବେଦରେ ବି ଏହାର ଅନେକ ଫାଇଦା ବିଷୟରେ କୁହାଯାଇଛି,…
ଜାଡେଜାଙ୍କ ପତ୍ନୀ ରିଭାବାଙ୍କ ବିପୁଳ ବିଜୟ
ଗୁଜରାଟ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ବିପୁଳ ବିଜୟ ହାସଲ କରିଛି । ଏହି ନିର୍ବାଚନରେ ଜାମନଗର ଉତ୍ତର ଆସନରୁ ଭାରତୀୟ କ୍ରିକେଟ ଦଳର ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପତ୍ନି ରିଭାବା ଜାଡେଜା ବାଜି ମାରିଛନ୍ତି। ରିଭାବା ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ଆମ୍ ଆଦ୍ମୀ…
ଭୁବନେଶ୍ବର ଠାରେ ଆଞ୍ଚଳିକ ରାଜଭାଷା ସମ୍ମିଳନୀ ଏବଂ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ
ଭୁବନେଶ୍ବର : ଭୁବନେଶ୍ବର ଆଚାର୍ଯ୍ୟ ବିହାର ସ୍ଥିତ ସିଏସଆଇଆର ଖଣିଜ ଓ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ ଠାରେ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧୀନ ରାଜଭାଷା ବିଭାଗ ପକ୍ଷରୁ ପୂର୍ବ ଓ ଉତ୍ତର-ପୂର୍ବ କ୍ଷେତ୍ର ପାଇଁ ମିଳିତ ଆଞ୍ଚଳିକ ରାଜଭାଷା ସମ୍ମିଳନୀ ଏବଂ ପୁରସ୍କାର ବିତରଣ ସମାରୋହ!-->…
ପରେଶ ରାୱଲଙ୍କ ବିରୋଧରେ ମାମଲା ଦାୟର
ବଙ୍ଗାଳି ଲୋକଙ୍କ ବିରୋଧରେ ଅଭଦ୍ର ମନ୍ତବ୍ୟ ଦେଇଥିବାରୁ ବିିଜେପି ନେତା ତଥା ଅଭିନେତା ପରେଶ ରାୱଲଙ୍କ ବିରୋଧରେ ମାମଲା ଦାୟର ହୋଇଛି । ସିପିଆଇ ରାଜ୍ୟ ସଚିବ ଏମଡୀ ସଲିମ ପରେଶ ରାୱଲଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି । ରାୱଲଙ୍କ ମନ୍ତବ୍ୟ ଦଙ୍ଗାକୁ ଉସୁକାଇବା ସହ ବଙ୍ଗଳା ଓ ଅନ୍ୟ…
ବଢିଲା ରେପୋ ରେଟ୍ ; ପୁଣି ମହଙ୍ଗା ହେବ ଋଣ
ବଢିଲା ରେପୋ ରେଟ୍। ରେପୋରେଟ୍ ବୃଦ୍ଧି ପରେ ପୁଣି ମହଙ୍ଗା ହେବ ଋଣ। ରେପୋରେଟ୍ ୦.୩୫%କୁ ବୃଦ୍ଧି କଲା ଆର୍ବିଆଇ। ରେପୋ ରେଟ୍ ୩୫ ବେସିସ୍ ପଏଣ୍ଟ ବଢାଇ ୬.୨୫% କରିଥିବା ଆଜି ଆର୍ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି। ରେପୋ ରେଟ୍ ୫.୯୦ ପ୍ରତିଶତରୁ ୬.୨୫%କୁ…
ସାଇବରିଆର ଜଣେ ତାନ୍ତ୍ରିକଙ୍କୁ ଡରନ୍ତି ପୁଟିନ !
ଋଷର ରାଷ୍ଟ୍ରପତି (Russian President) ଭ୍ଲାଦିମିର ପୁଟିନ (Vladimir Putin) ଙ୍କ ସ୍ୱାସ୍ଥ୍ୟକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି । ପୁଟିନ (Putin) କର୍କଟ ଓ ପାର୍କିନ୍ସନ୍ ଭଳି ଗୁରୁତର ରୋଗରେ ପୀଡିତ ଥିବା କଥା ଅନେକ ରିପୋର୍ଟରେ ଦର୍ଶାଯାଇଛି । ଏହି ସମୟରେ ଋଷର ବିଶିଷ୍ଟ ସାମ୍ବାଦିକ…
ଶୀତ ଋତୁରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଲାଗି କେରଳ ଟୁରିଜିମ୍ର ବଡ଼ ଯୋଜନା
ଭୁବନେଶ୍ୱର : ଦେଶ ଓ ବିଦେଶରୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ କେରଳ ଟୁରିଜିମ୍ ପକ୍ଷରୁ ଶୀତ ଋତୁ ପାଇଁ ଏକାଧିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପିଏ ମହମ୍ମଦ ରିୟାସ୍ କହିଛନ୍ତି, ନିକଟରେ ଶେଷ ହୋଇଥିବା ପାର୍ବଣ ଋତୁ କେରଳ…
ଏବେ ଏଟିଏମ୍ ରୁ କାଢ଼ି ହେବ ସୁନା : ଦେଶରେ ଲଞ୍ଚ ହେଲା ପ୍ରଥମ ଗୋଲ୍ଡ ଏଟିଏମ୍
ଏଟିଏମ୍ ରୁ ଟଙ୍କା ବାହାରିବା ବିଷୟରେ ଆମ ସଭିଙ୍କୁ ଜଣା କିନ୍ତୁ ଏଟିଏମ୍ ରୁ ସୁନା ବାହାରିବା କଥା ଶୁଣି ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିବ । ଟଙ୍କା ବିତରଣ କରୁଥିବା ସାଧାରଣ ଏଟିଏମ୍ ପରି, ଗୋଲ୍ଡସିକ୍କା ଏଟିଏମ୍ ସୁନା ମୁଦ୍ରା ବିତରଣ କରିଥାଏ | ଭାରତର ପ୍ରଥମ ସୁନା ଏଟିଏମ୍ ରେ ଲୋକମାନେ…
ବଢିପାରେ ଆର୍ବିଆଇ ଗଭର୍ଣ୍ଣରଙ୍କ କାର୍ଯ୍ୟକାଳ ଅବଧି, ସୁପାରିସ କଲା ଅର୍ଥ ସଂକ୍ରାନ୍ତ ସଂସଦର ଷ୍ଟାଣ୍ଡିଂ କମିଟି
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ଗଭର୍ଣ୍ଣରଙ୍କ କାର୍ଯ୍ୟକାଳ ୬ ବର୍ଷ ହୋଇପାରେ । ସେହିଭଳି ଡେପୁଟି ଗଭର୍ଣ୍ଣର ସଂଖ୍ୟା ୬ରୁ ୮କୁ ବଢ଼ିପାରେ । ଅର୍ଥ ସଂକ୍ରାନ୍ତ ସଂସଦର ଷ୍ଟାଣ୍ଡିଂ କମିଟି ଏଭଳି ଏକ ପ୍ରସ୍ତାବକୁ ନେଇ ସୁପାରିସ କରିଛି ।
ବିଶେଷ ସୂତ୍ରରୁ ଜଣାପଡ଼ିଛି, ବିଜେପି ଏମ୍ପି…