Browsing Category

ଖବର

ତ୍ରିକୋଣୀୟ ପ୍ରେମର କରୁଣପରିଣତି, ପ୍ରେମିକାର ଗଳାକାଟି ହତ୍ୟା କଲା ପ୍ରେମିକ

ଏକ ଆଶ୍ଚର୍ଯ୍ୟଜନକ ଘଟଣାରେ, ସୋମବାର ହରିଦ୍ୱାରରେ ଜଣେ ବ୍ୟକ୍ତି ତାଙ୍କ ପ୍ରେମିକାଙ୍କୁ ଛୁରୀରେ କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ସ୍ଥାନୀୟ ଲୋକଙ୍କ ଏବଂ ପ୍ରଶାସନକୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି। ମୃତକଙ୍କ ନାମ ହଂସିକା ଯାଦବ। ସେ ଚାରି ବର୍ଷ ଧରି ପ୍ରଦୀପ ପାଲଙ୍କ ସହ…

ପୁରୀ ଧାମର ଅକୁହା କାହାଣୀଗୁଡ଼ିକ ଉପରେ ଏଆଇ ଜେନେରେଟେଡ ମ୍ୟୁଜିକ ଭିଡିଓ ‘ଜଗା କଥା’ ଉନ୍ମୋଚିତ

ଭୁବନେଶ୍ୱର : ଟେକ୍ନୋଲୋଜି ଓ ପରମ୍ପରାର ଏକ ଉଲ୍ଲେଖନୀୟ ମିଶ୍ରଣରେ ଓଡିଶା-ଭିତିକ ଡିପ୍‌-ଟେକ ଷ୍ଟାର୍ଟଅପ ଜେଡଟପ ଆଇଓଟି ସଲ୍ୟୁଶନ୍ସ ପ୍ରାଇଭେଟ ଲିମିଟେଡ ଏହାର ନୂତନ ସାଂସ୍କୃତିକ ପଦକ୍ଷେପ ଜଗା କଥା’ର ଉନ୍ମୋଚନ କରିଛି । ଏହା ହେଉଛି ଏକ ଏଆଇ-ଜେନେରେଟେଡ ମ୍ୟୁଜିକ ଭିଡିଓ ଯାହା ପୁରୀ ଧାମ ଓ…

ଦିଲ୍ଲୀର ହାଉଜଖାସ ଜଗନ୍ନାଥ ମନ୍ଦିରରେ ବାହୁଡା଼ ଯାତ୍ରା ସମ୍ପନ୍ନ

ନୂଆଦିଲ୍ଲୀ, ତା ୦୬.୦୭. ରିଖ ; ନୂଆଦିଲ୍ଲୀର ହାଉଜଖାସସ୍ଥିତ ଜାତୀୟ ରାଜଧାନୀ କ୍ଷେତ୍ରର ପ୍ରମୁଖ ଜଗନ୍ନାଥ ମନ୍ଦିରଠାରେ ୪୭ତମ ପବିତ୍ର ବାହୁଡା଼ ଯାତ୍ରା ପର୍ବ ଆଧ୍ୟାତ୍ମିକ ଉତ୍ସ୍ୱାସ ଓ ଭକ୍ତିପୂତ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବ ଉପଲକ୍ଷେ ବଢ଼ି ଭୋରରୁ ମୁଖ୍ୟ ମନ୍ଦିରର…

ଆମେରିକାର ଡାଲାସରେ ୫୬ତମ OSA ବାର୍ଷିକ ସମ୍ମିଳନୀରେ ବିଶିଷ୍ଟ ବୈଜ୍ଞାନିକ ଏବଂ ସମାଜସେବୀ ଡକ୍ଟର ଏସ.କେ. ଦାଶଙ୍କ…

ଭୁବନେଶ୍ବର :  ଓଡ଼ିଶା ବାହାରେ ରହୁଥିବା ଓଡ଼ିଆମାନଙ୍କର ସର୍ବବୃହତ ଏବଂ ସଂରଚିତ ସଂଗଠନ, ଓଡ଼ିଶା ସୋସାଇଟି ଅଫ୍ ଦି ଆମେରିକା (OSA) ଆମେରିକାର ଟେକ୍ସାସର ଡାଲାସରେ ଏହାର 56ତମ ବାର୍ଷିକ ସମ୍ମିଳନୀ ଆୟୋଜନ କରି ଏକ ଐତିହାସିକ ମାଇଲଖୁଣ୍ଟ ସୃଷ୍ଟି କରିଛି। ଏହି ବର୍ଷର ସମ୍ମିଳନୀରେ ଭାରତ

ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ଦକ୍ଷତା ଉତ୍ତର ପ୍ରଦେଶ ସରକାର ଅଧିକାରିଙ୍କ ଦ୍ଵାରା ପ୍ରଶଂସିତ

ଭୁବନେଶ୍ବର : ଉତ୍ତର ପ୍ରଦେଶ ସରକାରଙ୍କ ତରଫରୁ ଏକ ପ୍ରତିନିଧି ଦଳ ୪ ଦିନିଆ ଓଡ଼ିଶା ଗସ୍ତ କରିଛନ୍ତି । ଏହି ପ୍ରତିନିଧିମାନେ ଓଡ଼ିଶା ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ପଦକ୍ଷେପଗୁଡ଼ିକୁ ଉଚ୍ଚ ପ୍ରଶଂସା କରିଛନ୍ତି । ଏହି ପ୍ରତିନିଧି ପଦାଧିକାରୀଙ୍କ ମଧ୍ୟରେ ରହିଛନ୍ତି ଉତ୍ତର

ଘୋଷଯାତ୍ରାରେ ଆଦାନୀ ଗ୍ରୁପର ପରିବେଶ ଅନୁକୂଳ ପ୍ରସାଦ ସେବା ବିତରଣ

ପୁରୀ, ୦୫.୦୭.୨୦୨୫: ଆଦାନୀ ଗ୍ରୁପ ଏବଂ ଇସ୍କନ ପକ୍ଷରୁ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାରେ ପ୍ରସାଦ ସେବା କେବଳ ସେବା ନୁହେଁ, ବରଂ ମହାପ୍ରଭୁଙ୍କୁ ସମର୍ପିତ ଏକ ଭକ୍ତିପୂତ ମହାର୍ଘ୍ୟ । ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକ ଚେତନା ମଧ୍ୟରେ ପରିବେଶ ସନ୍ତୁଳନକୁ ବଜାୟ ରଖି ନୀରବ ବିପ୍ଳବ ଭାବେ

ବାଲେଶ୍ୱରର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ବାଲେଶ୍ୱର, ୩.୦୭.୨୦୨୫ : ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବାଲେଶ୍ୱରର ବିଭିନ୍ନ ବନ୍ୟାଜଳ ପ୍ରଭାବିତ ଅଞ୍ଚଳକୁ ଗସ୍ତ କରି ଲୋକପ୍ରତିନିଧିଙ୍କ ସହ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ ପ୍ରଥମେ ଆକାଶମର୍ଗରେ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକ

ପୁରୀ ରଥଯାତ୍ରାରେ ଗୌତମ ଆଦାନୀଙ୍କ ନୀରବ ସେବା

ପୁରୀ, ୩.୦୭.୨୦୨୫: ଚଳିତ ବର୍ଷ ପୁରୀ ରଥଯାତ୍ରାରେ ଶ୍ରଦ୍ଧାଳୁମାନଙ୍କ ପାଇଁ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ‘ପ୍ରସାଦ ସେବା’ ଶ୍ରଦ୍ଧାଳୁଙ୍କ ମନରେ ଧାର୍ମିକ ଚେତନା ଜାଗ୍ରତ କରିଛି । ‘ଜୟ ଜଗନ୍ନାଥ’ ଧ୍ୱନି ସହିତ ଶ୍ରୀ ଆଦାନୀ ଇସ୍କନ ରୋଷଶାଳାରେ ସ୍ୱେଚ୍ଛାକୃତ ଭାବେ ପ୍ରସାଦ

ଟାଟା ଷ୍ଟିଲ ଫାଉଣ୍ଡେସନ୍ ତରଫରୁ ବନ ମହୋତ୍ସବ ପାଳିତ

କଳିଙ୍ଗନଗର, ଜୁଲାଇ ୩, ୨୦୨୫: ‘ବନ ମହୋତ୍ସବ' ଅବସରରେ ଟାଟା ଷ୍ଟିଲ ଫାଉଣ୍ଡେସନ୍‌, ଟାଟା ଷ୍ଟିଲ କଳିଙ୍ଗନଗରର ଲଜିଷ୍ଟିକ୍ସ ଅପରେସନ୍ସ ଏବଂ ପରିବେଶ ବିଭାଗ ସହ ମିଶି, ଗୁରୁବାର ବ୍ରାହ୍ମଣୀ ନଦୀ କୂଳରେ ଏକ ବିଶାଳ ଚାରା ରୋପଣ ଏବଂ ନଦୀ କୂଳ ସଫେଇ ଅଭିଯାନ ସଫଳତାର ସହିତ ଆୟୋଜିତ ହୋଇଯାଇଛି।…