Browsing Category
ଖବର
ଖୁସି ଖବର : ଦେଶର ଅନେକ ସହରରେ ପେଟ୍ରୋଲ-ଡିଜେଲ ମୂଲ୍ୟରେ ହ୍ରାସ
ବୈଶ୍ୱିକ ବଜାରରେ ବିଗତ ୨୪ ଘଣ୍ଟା ମଧ୍ୟରେ ଅଶୋଧିତ ତୈଳ ଦରରେ ସାମାନ୍ୟ ବୃଦ୍ଧି ଘଟିଛି । ତଥାପି ଏବେବି ଅଶୋଧିତ ତୈଳ ଦର ୮୦ ଡଲାର ତଳକୁ ରହିଛି । ଅନ୍ୟପଟେ ଆଜି ସରକାରୀ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡିଜେଲର ନୂଆ ଦର ଜାରି କରିଦେଇଛନ୍ତି । ଦୀର୍ଘ ୬ ମାସ (୨୧୧ ଦିନ) ରୁ ଅଧିକ ସମୟ ହେବ…
ପୁଣି ଖସିଲା ସୁନା ଦର, ଜାଣନ୍ତୁ କ’ଣ ରହିଛି
ସପ୍ତାହର ପ୍ରଥମ ଦିନ ଅର୍ଥାତ ଡିସେମ୍ୱର ୧୯ରେ ଦେଶରେ ସୁନା ମୂଲ୍ୟରେ ହ୍ରାସ ଘଟିଥିବାବେଲେ ରୁପା ମୂଲ୍ୟରେ ବୃଦ୍ଧି ଦେଖାଦେଇଛି । ଅନ୍ୟପଟେ ଅନ୍ତର୍ଜାତୀୟ ବଜାରରେ ମଧ୍ୟ ମୂଲ୍ୟବାନ ଧାତୁ ମୂଲ୍ୟରେ ସମାନ ସ୍ଥିତି ରହିଛି । ଯାହା ଫଳରେ ଘରୋଇ ବଜାରରେ ମୂଲ୍ୟବାନ ଧାତୁ ଦରରେ ହ୍ରାସ ଘଟିଛି ।…
ବିଶ୍ୱରେ ପୁଣି ବଢ଼ୁଛି କରୋନା ସଂକ୍ରମଣ
ଚୀନ ସମେତ ବିଶ୍ୱର ଅନେକ ଦେଶରେ ବର୍ତ୍ତମାନ କରୋନା ମାମଲା ବଢ଼ିବାରେ ଲାଗିଛି । ହଠାତ୍ ନଭେମ୍ବର ମାସରୁ ବିଶ୍ୱର ଅନେକ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ହେଲେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଭାରତରେ କିନ୍ତୁ କରୋନା…
ଯବାନଙ୍କ ଗୁଳି ମାଡରେ ୩ ଆତଙ୍କୀ ମୃତ
ସୋପିଆନ୍ ଜିଲ୍ଲାରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ମୃତ ୩ ଆତଙ୍କବାଦୀ ଲସ୍କର ଏତୋଇବା ସଂଗଠନର ହୋଇଥିବା ସୂଚନା ମିଳିଥିବା ବେଳେ ଏବେ ବି ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଜାତୀୟ…
ଆତଙ୍କୀଙ୍କ ଗୁଳିରେ ୨ ନାଗରିକ ମୃତ
ଜମ୍ମୁ-କାଶ୍ମୀରର ରାଜୋରୀରେ ଶୁକ୍ରବାର ସକାଳେ ଆତଙ୍କବାଦୀଙ୍କ ଗୁଳିଚାଳନାରେ ଦୁଇ ଜଣ ସ୍ଥାନୀୟ ନାଗରିକଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି। ଏହାପରେ ଅଞ୍ଚଳରେ ଚାପା ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ସାଧାରଣ ନାଗରିକଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ସ୍ଥାନୀୟ ଲୋକେ…
ଚଳିତ ମାସ ୧୭ରୁ ଆରମ୍ଭ ହେବ ‘ଅଙ୍କୁରାୟନ’
ଜଗତସିଂହପୁର : ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଆନନ୍ଦ ଓ ଆଲୋକର ଉତ୍ସବ ଅଙ୍କୁରାୟନ ଏଥର ଆସନ୍ତା ୧୭ ଡିସେମ୍ବର ୨୦୨୨ ରୁ ଆରମ୍ଭ ହେଉଛି ବୋଲି ଏ ବର୍ଷର ଆବାହକ ଶ୍ରୀ ବିଭୁସେନ ପତି ଜଣାଇଛନ୍ତି। ବନ୍ଧୁ ସଂଗଠନ ଦ୍ୱାରା୨୦୦୭ ମସିହାରୁ ନିରବଛିନ୍ନ ଭାବେ…
ପୁଣି ବଢ଼ିଲା ଅଶୋଧିତ ତୈଳ ଦର
ଅନ୍ତର୍ଜାତୀୟ ବଜାରରେ ପୁଣି ଥରେ ଅଶୋଧିତ ତୈଳ ଦରରେ ବୃଦ୍ଧି ରେକର୍ଡ କରାଯାଇଛି । ସେପଟେ ଆଜି (ଗୁରୁବାର) ଅର୍ଥାତ ଡିସେମ୍ୱର ୧୫ରେ ସରକାରୀ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡିଜେଲର ନୂଆ ଦର ଜାରି କରିଦେଇଛନ୍ତି । ଦୀର୍ଘ ୨୦୫ ଦିନ ହେବ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିଛି । ଆଜି…
ପାକିସ୍ତାନର ଓଟିଟି ପ୍ଲାଟଫର୍ମ ଉପରେ ବ୍ୟାନ ଲଗାଇଲା ଭାରତ
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପାକିସ୍ତାନରୁ ପରିଚାଳିତ OTT ପ୍ଲାଟଫର୍ମ ଭିଡ଼ିଲି ଟିଭି ଉପରେ ପ୍ରତିବନ୍ଧକ ଲଗାଇଛି। ଏହା ବ୍ୟତୀତ ଦୁଇଟି ମୋବାଇଲ୍ ଆପ୍ଲିକେସନ୍ ଏବଂ ୪ଟି ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମ, ଏକ ୱେବସାଇଟ୍ ଏବଂ ଏକ ସ୍ମାର୍ଟ ଟିଭି ଆପ୍ ମଧ୍ୟ ନିଷେଧ କରାଯାଇଛି। ପାକିସ୍ତାନର OTT…
ସଂସଦ ଆକ୍ରମଣକୁ ପୁରିଲା ୨୧ ବର୍ଷ, ସହିଦ୍ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଅନେକ ବିଶିଷ୍ଟ ନେତା
ସଂସଦ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଆଜି ୨୧ ବର୍ଷ ପୁରଣ ହୋଇଛି। ୨୦୦୧ ମସିହା ଡିସେମ୍ବର ୧୩ରେ ପାକିସ୍ତାନ ସମର୍ଥିତ ଲସ୍କର ଏ ତୋଏବା ଏବଂ ଜୈସେ ଏ ମୋହମ୍ମଦ ଆତଙ୍କବାଦୀ ସଂସଦ ଉପରେ ଆକ୍ରମଣ କରିଥିଲେ। ଆଜି ଉପରାଷ୍ଟ୍ରତି ଓ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼, ଲୋକସଭା ବାଚସ୍ପତି ଓମ…
ଗାଡ଼ି ଚାଳକଙ୍କ ପାଇଁ ନୂଆ ଘୋଷଣା କଲେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ
ଯଦି ଆପଣଙ୍କର ମଧ୍ୟ ଏକ କାର ଅଛି ଓ ଦୁଇ-ଚାରି ବର୍ଷ ମଧ୍ୟରେ ଆପଣ ପୁରୁଣା କାର ବିକ୍ରୟ କରି ଏକ ନୂତନ କାର କିଣନ୍ତି, ତେବେ ଏହି ଖବର ଆପଣଙ୍କୁ ଖୁସି କରିଦେବ । ବୋଧହୁଏ ଏଥର ଯେତେବେଳେ ଆପଣ ଏକ ନୂତନ କାର କିଣିବାକୁ ଯାଆନ୍ତି, ସେତେବେଳେ ଆପଣ ଏକ ଭିନ୍ନ ଅନୁଭୂତି ପାଇବେ । ଆଜ୍ଞା ହଁ, ଯଦି…