Browsing Category
ଖବର
ଦେଶର ସବୁଠାରୁ ସୁରକ୍ଷିତ ଓ ନିର୍ଭରଯୋଗ୍ୟ ବ୍ୟାଙ୍କର ନାମ ଘୋଷଣା କଲା ଆରବିଆଇ
ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦେଶର ସବୁଠାରୁ ସୁରକ୍ଷିତ ଓ ନିର୍ଭରଯୋଗ୍ୟ ବ୍ୟାଙ୍କ (Safest Bank Of India) ର ନାମ ଖୁଲାସା କରିଛି । ଗ୍ରାହକ ଓ ଭାରତୀୟ ଅର୍ଥ ବ୍ୟବସ୍ଥା (Indian Economy) ପାଇଁ ଏହି ବ୍ୟାଙ୍କ (Banks) ଗୁଡିକ ଏତେ ଗୁରୁତ୍ୱପୂର୍ଣ୍ଣ ଯେ ଯଦି ଏହି ବ୍ୟାଙ୍କଗୁଡିକରେ…
ଦେଶରେ ଶୀଘ୍ର ଖୋଲିବ ଫରେନ ୟୁନିଭର୍ସିଟି କ୍ୟାମ୍ପସ : ଏହାର ଡ୍ରାଫ୍ଟ ଗାଇଡ ଲାଇନ ସେୟାର କଲେ UGC ଅଧ୍ୟକ୍ଷ
ଖୁବ୍ ଶୀଘ୍ର ଭାରତରେ ଉଚ୍ଚଶିକ୍ଷା ପାଇଁ ବିଦେଶୀ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍ ଖୋଲିବ | କେଉଁ ନିୟମ ଅନୁଯାୟୀ ସେମାନେ ଏଠାରେ ଅଧ୍ୟୟନ କରାଇବେ |ଆଡମିଶନ ନିୟମ କ’ଣ ହେବ ସେନେଇ ସମସ୍ତ ପ୍ରଶ୍ନ ସମ୍ବନ୍ଧରେ ବିଶ୍ୱବିଦ୍ୟାଳୟ ଗ୍ରାଣ୍ଟ କମିଶନ ଏକ ସମ୍ପୂର୍ଣ୍ଣ ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି।…
ଲୋକସଭା ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି, ଜାଣନ୍ତୁ କ’ଣ
୨୦୨୪ ମସିହାରେ ଦେଶରେ ଲୋକସଭା ନିର୍ବାଚନ (Lok Sabha Elections 2024) ହେବାକୁ ଯାଉଛି । ବର୍ତ୍ତମାନ ଦେଶରେ ମୋଦି ସରକାର (Modi Govt) ଙ୍କ ଦ୍ୱିତୀୟ କାର୍ଯ୍ୟକାଳ ଚାଲିଛି । ଏହି ସମୟରେ ଲୋକସଭା ନିର୍ବାଚନ ୨୦୨୪ର ୧.୫ ବର୍ଷ ପୂର୍ବରୁ ମୋଦି ସରକାର ଏକ ବଡ ଘୋଷଣା କରିଛନ୍ତି । ବାସ୍ତବରେ…
ନିଜକୁ କାଦୁଆରେ ପୋତି ଅଭିନବ ଉପାୟରେ ପ୍ରତିବାଦ କଲେ କୃଷକ
ବିଭିନ୍ନ ସମସ୍ୟାର ସମାଧାନ ପାଇଁ କରାଯାଉଥିବା ଆନ୍ଦୋଳନ ସମ୍ପର୍କରେ ଆପଣ ଜାଣିଥିବେ। ଅନେକ ସମୟରେ ବିଭିନ୍ନ ସମସ୍ୟାର ସମାଧାନ ଲାଗି ଅଭିନବ ଉପାୟରେ ପ୍ରତିବାଦ କରାଯାଇଥାଏ। ଯାହାର ଖବର ଆପଣ ପଢିଥିବେ। ସଦ୍ୟ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଯେଉଁଠି ଜଣେ କୃଷକ ମାଟିରେ ନିଜକୁ…
ଓଡିଶାରେ ପୁଣି ଆଖି ବୁଜିଲେ ଜଣେ ରୁଷୀୟ ନାଗରିକ
ଓଡିଶାରେ ପୁଣି ଜଣେ ରୁଷୀୟ ନାଗରିକଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ମୃତକ ହେଉଛନ୍ତି, ରୁଷ ଜାହାଜର ଚିଫ୍ ଇଂଜିନିୟର ମିଲ ୟାକୁବ ସର୍ଜଇ (Mil Yakub Sarjai) । ପାରାଦୀପରେ ରୁଷୀୟ ଚିଫ୍ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଛି । ପୂର୍ଵରୁ ୨ ଜଣ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ…
ନୋଟବନ୍ଦୀକୁ ଠିକ୍ ବୋଲି କହିଲେ ସୁପ୍ରିମକୋର୍ଟ
ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଆଜି ୭ ବର୍ଷ ତଳୁ ହୋଇଥିବା ନୋଟବନ୍ଦୀ ଉପରେ ହୋଇଥିବା ଶୁଣାଣି ଉପରେ କ୍ଲିନଚିଟ୍ ଦେଇଛନ୍ତି ସରକାର। ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଏହା ସହିତ, ଏହା ବିମୁଦ୍ରୀକରଣ ପ୍ରକ୍ରିୟାରେ କୌମସି ପ୍ରକାରର ବିଶୃଙ୍ଖଳାକୁ ସ୍ପଷ୍ଟ…
୧୦୮ତମ ଭାରତୀୟ ବିଜ୍ଞାନ କଂଗ୍ରେସକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦୀ
୧୦୮ତମ ଭାରତୀୟ ବିଜ୍ଞାନ କଂଗ୍ରେସ ମଙ୍ଗଳବାରଠାରୁ ଆରମ୍ଭ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭାରତୀୟ ବିଜ୍ଞାନ କଂଗ୍ରେସକୁ ସମ୍ବୋଧିତ କରିବେ। ମହାରାଷ୍ଟ୍ରର ରାଷ୍ଟ୍ରସନ୍ଥ ତୁକାଡୋଜୀ ମହାରାଜ ନାଗପୁର ବିଶ୍ବବିଦ୍ୟାଳୟରେ ଜାନୁଆରୀ ୩ ରୁ ୭ ତାରିଖ…
ଡିସେମ୍ବର ୩୧ ରୁ ଏହି ୪୯ ଟି ସ୍ମାର୍ଟଫୋନରେ ଚାଲିବା ବନ୍ଦ କରିଦେବ WhatsApp : ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା
ପ୍ରତିବର୍ଷ ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ହ୍ବାଟସ୍ ଆପ୍ ଅନେକ ଫୋନ୍ ପାଇଁ ଏହାର ସପୋର୍ଟ ଶେଷ କରେ ଏବଂ ଏହି ବର୍ଷ ଭିନ୍ନ ନୁହେଁ | ୨୦୨୨ ବର୍ଷ ଶେଷ ହେବାକୁ ଯାଉଥିବାରୁ ହ୍ବାଟସ୍ ଆପ୍ କିଛି ଆଣ୍ଡ୍ରଏଡ୍ ଫୋନ୍ ଏବଂ କିଛି ଆଇଫୋନ୍ ମଡେଲ୍ ପାଇଁ ସପୋର୍ଟ ଶେଷ କରୁଛି। ଯଦିଓ ଏହା ଚିନ୍ତାଜନକ…
ଅଭିନେତ୍ରୀ ତୁନିଶା ଶର୍ମାଙ୍କୁ ହତ୍ୟା କରାଯାଇଛି – କଙ୍ଗନା ରାଣାୱତ
ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଅକାଳ ବିୟୋଗ ସମଗ୍ର ଦେଶରେ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା। ଡିସେମ୍ବର ୨୪ରେ ତୁନିଶା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଅଭିନେତ୍ରୀଙ୍କ ଦେହାନ୍ତ ହେବାର ଗୋଟିଏ ଦିନ ପରେ ‘ଅଲି ବାବା ଦସ୍ତାନ-ଇ-କାବୁଲ’ରେ ତୁନିଶାଙ୍କ ସହ କାମ କରିଥିବା ଶିଜାନ…
ପଞ୍ଚଭୂତରେ ବିଲୀନ ହେଲେ ହୀରାବେନ୍, ମୁଖାଗ୍ନି ଦେଲେ ପ୍ରଧାନମନ୍ତ୍ରୀ
ପଞ୍ଚଭୂତରେ ବିଲୀନ ହେଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଆ ହୀରାବେନ୍ । ଶୁକ୍ରବାର ହୀରାବେନ୍ଙ୍କ ପରଲୋକ ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦୀ ମାଆଙ୍କର ପାର୍ଥିବ ଶରୀରକୁ କାନ୍ଧ ଦେଇଥିଲେ । ଏହାସହ ମାଆଙ୍କୁ ମୁଖାଗ୍ନି ଦେଇଛନ୍ତି ମୋଦୀ । ମଙ୍ଗଳବାରରେ ହୀରବେନ୍ଙ୍କ ଶ୍ୱାସକ୍ରିୟାରେ ଅସୁବିଧା…