Browsing Category
ଖବର
୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ
ଭୁବନେଶ୍ୱର: ଚଳିତ ଜାନୁଆରୀ ୧୧ ରୁ ୧୭ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଥିବାବେଳେ, ରାଜ୍ୟରେ ଜରୁରୀକାଳିନ ୧୦୮ ଆମ୍ବୁଲାନ୍ସ ସେବା ପ୍ରଦାନକାରୀ ସଂସ୍ଥା, ଜିକିତ୍ସା ହେଲଥକେୟାର ଲିଃ. ପକ୍ଷରୁ ଜନସାଧାରଣଙ୍କୁ ସଡ଼କ ସୁରକ୍ଷା ସମ୍ପର୍କରେ ଅବଗତ କରାଇବା ଲାଗି…
ଉଲ୍ଲାସର ସହ ସମାପନ ହେଲା ‘ଭୁଫେଷ୍ଟୋ ୨୦୨୩’
ଭୁବନେଶ୍ୱର : ଡଟ୍ ଫେଷ୍ଟ୍ରେ ଆୟୋଜିତ ସର୍ବବୃହତ୍ ଆନ୍ତର୍ଜାତୀୟ ଓରାଲ୍ ଷ୍ଟୋରିଟେଲିଙ୍ଗ ଫେଷ୍ଟିଭାଲ- ଭୁଫେଷ୍ଟୋ (ଭୁବନେଶ୍ୱର ଫେଷ୍ଟିଭାଲ ଅଫ୍ ଷ୍ଟୋରିଟେଲିଙ୍ଗ୍) ଆଜି ଅନେକ ଉଲ୍ଲାସର ସହ ସମାପନ ହୋଇଯାଇଛି । ଭୁଫେଷ୍ଟୋ ଆସନ୍ତା ଜାନୁଆରୀ ୧୪ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ…
କଂଗ୍ରେସ ଛାଡ଼ିଲେ ସତ୍ୟ ନାୟକ !
କଂଗ୍ରେସର ହାତ ଛାଡିଲେ ସତ୍ୟପ୍ରକାଶ ନାୟକ । ପୂର୍ବରୁ ରାଜ୍ୟ କଂଗ୍ରେସର ସାଧାରଣ ସମ୍ପାଦକ ଓ ମିଡିଆ ସେଲର ଆବାହକ ସତ୍ୟ ପ୍ରକାଶ ନାୟକ ଦଳର ଏହି ଦୁଇ ଗୁରୁତ୍ୱପୂର୍ଣ୍ଣ ପଦବୀରୁ ଇସ୍ତଫା ଦେଇଥିଲେ । ସେ ତାଙ୍କର ଇସ୍ତଫା ପତ୍ରକୁ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଓ କଂଗ୍ରେସର ଓଡିଶା…
ଆଠଗଡରେ କୃଷି ଓ ପ୍ରାଣୀସଂପଦ ମେଳା
ଭୁବନେଶ୍ୱର : ରାଜ୍ୟରେ କୃଷି ଓ କୃଷକର ବିକାଶ ପାଇଁ ରାଜ୍ୟ ସରକାର ଅନେକ ଯୁଗାନ୍ତକାରୀ ଯୋଜନା ପ୍ରଣୟନ କରିଛନ୍ତି । କୃଷି କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳ, ଓ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଓ କୃଷି ଯନ୍ତ୍ରପାତିର ବ୍ୟବହାର ଫଳରେ କୃଷି ଉତ୍ପାଦନ ବୃଦ୍ଧି ହେବା ସହ ସମୟ ମଧ୍ୟ ସଂଚୟ ହୋଇପାରୁଛି…
କିପରି କଟିବ ଆଜି ଆପଣଙ୍କ ଦିନ, ଜାଣନ୍ତୁ
ମେଷ: ସ୍ୱାସ୍ଥ୍ୟ ସଚେତନ ହେବେ । ସ୍ଥିର ଚିତ୍ତରେ ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ତୁଳାଇବେ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ବ୍ୟବସାୟ ଭଲ ହେବ । ପାରିବାରିକ ସୁଖସମ୍ମାନ ଲାଭ କରିବେ । ସେବା ପୂଜା ପ୍ରତି ମନ ବଳିବ । ବ୍ୟବସାୟ ଲାଭପ୍ରଦ ହେବ ।
ବୃଷ: ଦାନ ଧର୍ମ ପ୍ରତି ମନ…
ଚୀନରେ ୩୫ ଦିନରେ ୬୦ ହଜାର କରୋନା ରୋଗୀ ମୃତ
ଚୀନରେ ମହାମାରୀ କରୋନାକୁ ନେଇ ଭୟାବୟ ସ୍ଥିତି ଉପୁଜିଛି । ଗତ ୩୫ ଦିନରେ ୫୯ହଜାର ୯୩୮ଜଣଙ୍କ ମୃତ୍ୟୁ ଘଟିଛି । ଚୀନ ପ୍ରଥମଥର ପାଇଁ ମୃତ୍ୟୁସଂଖ୍ୟା ଜାରି କରିଛି । ଡିସେମ୍ବର ୮ରୁ ଜାନୁଆରୀ ୧୨ ମଧ୍ୟରେ ହସ୍ପିଟାଲରେ ହୋଇଥିବା ମୃତ୍ୟୁକୁ ନେଇ ଏହି ରିପୋର୍ଟ ଜାରି କରାଯାଇଛି । ସରକାର କରୋନା…
ଡଟ ଫେଷ୍ଟରେ ଆୟୋଜିତ ହେଉଥିବା ସିଟି ଟ୍ରେଲର ଶୁଭାରମ୍ଭ; ହେବ ଓଡ଼ିଶା ପର୍ଯ୍ୟଟନ ଅଭିବୃଦ୍ଧିରେ ସହାୟକ
ଭୁବନେଶ୍ୱର: ଡଟ୍ ଫେଷ୍ଟ ରେ ଆୟୋଜିତ ହେଉଥିବାବେଳେ ସିଟି ଟ୍ରେଲ୍ର ଆଜି ଶୁଭାରମ୍ଭ ହୋଇଛି, ଯାହା ଆସନ୍ତା ଫେବୃଆରୀ ୧୨ ତାରିଖ ୨୦୨୩ ପର୍ଯ୍ୟନ୍ତ ଜାରି ରହିବ । ଭୁବନେଶ୍ୱର ତଥା ଓଡ଼ିଶା ର ପର୍ଯ୍ୟଟନର ବିକାଶ ପାଇଁ ଏହି ସିଟି ଟ୍ରେଲ୍ ମୁଖ୍ୟ ସହାୟକ ହେବ । ଏହା ମୁଖ୍ୟତଃ ୩ଟି ବର୍ଗରେ ବିଭକ୍ତ…
ବିଶ୍ବର ଦୀର୍ଘତମ ରିଭର କ୍ରୁଜ ଗଙ୍ଗା ଭିଳାସ କ୍ରୁଜରେ ମିଳିବ ୫ ଷ୍ଟାର ଭଳି ସୁବିଧା :ଗୋଟିଏ ରାତିର ରହିବ ଭଡା ଏତେ,
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ଦୀର୍ଘତମ ଜଳପଥ “ଗଙ୍ଗା ବିଲାସ କ୍ରୁଜ୍” କୁ ଉନ୍ମୋଚନ କରିଛନ୍ତି। ଗଙ୍ଗା ବିଳାସ କ୍ରୁଜ୍ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତର ସମୃଦ୍ଧ ରୋଷେଇକୁ ଅନୁଭବ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଏହା ଏକ ଉତ୍ତମ ସୁଯୋଗ। ଏହି…
ହଠାତ୍ ବନ୍ଦ କରିବାକୁ ପଡ଼ିଲା ଭାରତ ଯୋଡ଼ୋ ଯାତ୍ରା, ରାହୁଲ ଗାନ୍ଧୀଙ୍କ ସହ ଚାଲୁଥିବା କଂଗ୍ରେସ ସାଂସଦଙ୍କ ଦେହାନ୍ତ
ଭାରତ ଯୋଡ଼ୋ ଯାତ୍ରା ସମୟରେ କଂଗ୍ରେସ ସାଂସଦ (Congress MP) ସାନ୍ତୋଖ ସିଂ ଚୌଧୁରୀ (Santokh Singh Chaudhary) ଙ୍କ ଦେହାନ୍ତ ହୋଇଛି । କଂଗ୍ରେସ ସାଂସଦ ସାନ୍ତୋଖ ସିଂ ଚୌଧୁରୀ ରାହୁଲ ଗାନ୍ଧୀ (Rahul Gandhi) ଙ୍କ ସହ ଭାରତ ଯୋଡ଼ୋ ଯାତ୍ରା (Bharat Jodo Yatra) ରେ ଚାଲୁଥିଲେ,…
ଓଡିଆ କଳାକାରଙ୍କୁ ଆନ୍ତର୍ଜାତୀୟ ସ୍ତରର ପ୍ଲାଟ୍ଫର୍ମ ଦେବ ଡଟ୍ ଫେଷ୍ଟ୍
ଭୁବନେଶ୍ୱର, ୧୩ ଜାନୁଆରୀ ୨୦୨୩: ଡଟ୍ ଫେଷ୍ଟ୍ର ୨ୟ ସଂସ୍କରଣ ଓଡିଶାର ସର୍ବୋତମ
ସଙ୍ଗୀତକାର, ଗାୟକ, ଷ୍ଟାଣ୍ଡ-ଅପ୍ କଳାକାର ଓ ନୃତ୍ୟଶିଳ୍ପୀମାନଙ୍କୁ ଏକ
ଆନ୍ତର୍ଜାତୀୟ ସ୍ତରର ପ୍ଲାଟଫର୍ମ ପ୍ରଦାନ କରିଛି ଯାହା ସେମାନଙ୍କର ସର୍ବଶ୍ରେଷ୍ଠ
ପ୍ରତିଭାକୁ ପ୍ରଦର୍ଶିତ କରିବ । ଭୁବନେଶ୍ୱରରେ…