Browsing Category

ଖବର

କୃଷକଙ୍କ ଆୟ ବୃଦ୍ଧି ପାଇଁ ଆନୁସଙ୍ଗିକ କ୍ଷେତ୍ର ଉପରେ ଗୁରୁତ୍ୱ ଦେବ ଓଡିଶା

ସମ୍ବଲପୁର, ୨୮ ଜାନୁଆରୀ ୨୦୨୩: କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ସଞ୍ଜୀବ କୁମାର ଚଢା କହିଛନ୍ତି, ‘ କୃଷକଙ୍କ ଆୟ ବୃଦ୍ଧି କରିବା ପାଇଁ ଆମକୁ ମାଛଚାଷ, କୁକୁଡାଚାଷ, ଦୁଗ୍ଧଚାଷ ଓ ପଶୁପାଳନ ଭଳି ଆନୁସଙ୍ଗିକ କ୍ଷେତ୍ରଗୁଡିକ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ।…

ପଶ୍ଚିମ ଓଡିଶା କୃଷି ମେଳା ୨୦୨୩ ଉଦ୍‌ଘାଟିତ

ସମ୍ବଲପୁର, ୨୭ ଜାନୁଆରୀ ୨୦୨୩: ପଶ୍ଚିମ ଓଡିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡିସି) ଏବଂ ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ମିଳିତ ଭାବେ ଫେଡେରେସନ ଅଫ ଇଣ୍ଡିଆନ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି) ସହ ସହଭାଗିତାରେ ପଶ୍ଚିମ ଓଡ଼ିଶା କୃଷି ମେଳା ୨୦୨୩ ଆୟୋଜିତ…

କୃଷି ଓ କୃଷକ ସଶକ୍ତିକରଣ ଏବଂ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ମିଳିତ ବୈଠକ

ଭୁବନେଶ୍ୱର : ରାଜ୍ୟ ସରକାର ଚାଷୀମାନଙ୍କର ଆୟ ବୃଦ୍ଧିକୁ ସର୍ବଦା ପ୍ରାଥମିକତା ଦେଇ ଆସୁଥିବାବେଳେ କୃଷି ସହିତ ଆନୁଷଙ୍ଗିକ କୃଷି ଯୋଜନାଗୁଡିକୁ ସମ୍ମିଳିତ ଭାବେ କାର୍ଯ୍ୟକାରୀ କଲେ ଚାଷୀମାନଙ୍କର ରୋଜଗାର ବୃଦ୍ଧି ପାଇବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ…

କିପରି କଟିବ ଆଜି ଆପଣଙ୍କ ଦିନ, ଜାଣନ୍ତୁ

ମେଷ ରାଶି:- ଶାରୀରିକ ସୁସ୍ଥତା ବୋଧ ହେବ । ପ୍ରତ୍ୟେକଟି କାର୍ଯ୍ୟକୁ ସଫଳ ରୂପାୟନ ଦେବେ । ଗୃହକୁ ବନ୍ଧୁ ଆଗମନ ହୋଇପାରେ । ନୂତନ ବସ୍ତ୍ରାଦି କ୍ରୟ କରିବେ । ବ୍ୟୟ ଭରା ବୃଦ୍ଧି ପାଇବ ଦୀର୍ଘଦିନରୁ ଅପେକ୍ଷା କରିଥିବା ଖବରଟି ଆଜି ପାଇ ସାମୟିକ ଖୁସି ହେବେ । ଶିଳ୍ପ, ପରିବହନ, ବ୍ୟବସାୟରେ ଲାଭ…

ମଦର୍ସ ପବ୍ଲିକ୍ ସ୍କୁଲ୍‌ରେ ଦର୍ଶକଙ୍କୁ ବିମୋହିତ କରିଛି ଏହଶାନ ନୁରାନିଙ୍କ ସଂଙ୍ଗୀତ

ଭୁବନେଶ୍ୱର: ମଦର୍ସ ପବ୍ଲିକ୍ ସ୍କୁଲ୍ ଏବଂ ପ୍ରଖ୍ୟାତ ସଙ୍ଗୀତଜ୍ଞ ଏହଶାନ ନୁରାନିଙ୍କ ମ୍ୟୁଜିକାଲ କମ୍ପାନୀ ଟୋରିନ୍‌ସ ମଧ୍ୟରେ ଏକ ସହଭାଗିତା ହୋଇଛି । ଏକ ଉତ୍ସବରେ ଏହଶାନ ଓ ତାଙ୍କ ବ୍ୟାଣ୍ଡ ପାହାଳ ଓ ୟୁନିଟ୍ ୧ ସ୍ଥିତ ମଦର୍ସ ପବ୍ଲିକ୍ ସ୍କୁଲ୍ କ୍ୟାମ୍ପସ୍‌ଗୁଡିକରେ ଛାତ୍ରଛାତ୍ରୀଙ୍କ ସହ …

ଆଠଗଡରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ଭିତ୍ତିଭୂମି ଓ ବିଦ୍ୟୁତ ସରବରାହ ବ୍ୟବସ୍ଥାର ଉନ୍ନତିକରଣ କାର୍ଯ୍ୟ…

ଭୁବନେଶ୍ୱର : ଆଠଗଡ ନିର୍ବାଚନ ମଣ୍ଡଳୀରେ ବିଦ୍ୟୁତ ସରବରାହ ବ୍ୟବସ୍ଥାରେ ଉନ୍ନତି ଓ ଭିତ୍ତିଭୂମିର ବିକାଶ କରି ଉପଭୋକ୍ତାମାନଙ୍କୁ ନିରବଚ୍ଛିନ୍ନ ଓ ଉତ୍ତମ ମାନର ବିଦ୍ୟୁତସେବା ଯୋଗାଇଦେବା ନିମନ୍ତେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡିକୁ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବା ପାଇଁ କୃଷି ଓ…

ରାହୁଲ ଗାନ୍ଧୀଙ୍କୁ ଶଙ୍କରାଚାର୍ଯ୍ୟଙ୍କ ସହ ତୁଳନା କଲେ ଫାରୁକ୍ ଅବଦୁଲ୍ଲା

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡ ଯାତ୍ରା ଗୁରୁବାର ଜାମ୍ମୁକାଶ୍ମୀରରେ ପ୍ରବେଶ କରିଛି । ତେବେ ଜାମ୍ମୁରେ ଏହି ଯାତ୍ରା ପ୍ରବେଶ କରିବା ମାତ୍ରକେ ପୂର୍ବ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ରାହୁଲ ଗାନ୍ଧୀଙ୍କ ପ୍ରଂଶସା କରିଛନ୍ତି । ରାହୁଲ ଗାନ୍ଧୀଙ୍କୁ ଫାରୁକ୍…

୩ ଦିନିଆ ପୁଲିସ ଡିଜିପି ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀଠାରେ ରାଜ୍ୟର ପୁଲିସ ମହାନିର୍ଦେଶକଙ୍କ ସମ୍ମିଳନୀ ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ଏହି ସମ୍ମିଳନୀରେ ସମସ୍ତ ରାଜ୍ୟର ପୁଲିସ୍‌ ମହାନିର୍ଦେଶକଙ୍କ ସମେତ ସିଆର୍‌ପିଏଫ୍‌ର ମହାନିର୍ଦେଶକ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଅଂଶଗ୍ରହଣ କରିଛନ୍ତି । ନୂଆଦିଲ୍ଲୀ ସ୍ଥିତ ପୁଷା…

ରାକ୍ଷୀ ସାୱନ୍ତଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ

ବିଗ୍ ବସ୍ ଛାଡିବା ପରେ ନିଜ ବିବାହ ପାଇଁ ହେଡଲାଇନରେ ଥିବା ରାକ୍ଷୀ ସାୱନ୍ତଙ୍କ ବର୍ତ୍ତମାନ ଏକ ବଡ ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି । ରାକ୍ଷୀ ସାୱନ୍ତଙ୍କୁ ପୋଲିସ ଗିରଫ କରିଛି । କିଛି ସମୟ ପରେ ପୋଲିସ ସାୱନ୍ତଙ୍କୁ ଆନ୍ଧେରି କୋର୍ଟରେ ହଜାର କରିବ । ରାକ୍ଷୀ ସାୱନ୍ତ ଉପରେ କିଛି ସମୟ…

ଆଖି ବୁଜିଲା ସୁଶାନ୍ତଙ୍କ ପୋଷା କୁକୁର ‘ଫୁଜ୍’

ହିନ୍ଦୀ ସିନେମାର ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ (Sushant Singh Rajput) ଙ୍କ ବିଷୟରେ ବଡ଼ ଖବର ସାମ୍ନାକୁ ଆସୁଛି । ସୁଶାନ୍ତ ସିଂ ରାଜପୁତଙ୍କ ପୋଷା କୁକୁର ଫୁଜର ମୃତ୍ୟୁ ଘଟିଛି । ଏହା ହେଉଛି ସେହି ଫୁଜ୍ (fudge), ଯିଏ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ…