Browsing Category

ଖବର

ଏସସିବି ଅଗ୍ନିକାଣ୍ଡ ଘଟଣା: କେନ୍ଦ୍ରର ନୀରବତାକୁ ନେଇ ପ୍ରଶ୍ନ କଲେ ନବୀନ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି

ଭୁବନେଶ୍ୱର: କଟକ ଏସସିବି (SCB) ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ଭୟାଭୟ ଅଗ୍ନିକାଣ୍ଡ ଏବଂ ଏଥିରେ ୧୩ ଜଣ ରୋଗୀଙ୍କ ମୃତ୍ୟୁ ଘଟଣାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ନୀରବତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଏଥିସହ ସେ ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ…

ନାଲକୋ କର୍ମଚାରୀଙ୍କ ପାଇଁ ‘ଉତ୍ପାଦନ ପ୍ରୋତ୍ସାହନ ରାଶି’ ଘୋଷଣା କରିବାକୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ନୂଆଦିଲ୍ଲୀ, ୨୪ ମାର୍ଚ୍ଚ, ୨୦୨୬ - ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲକୋ)ର ଶ୍ରମିକ ଓ କର୍ମଚାରୀଙ୍କ ମନୋବଳ ବଢ଼ାଇବା ତଥା ସେମାନଙ୍କର କଠିନ ପରିଶ୍ରମକୁ ସମ୍ମାନ ଜଣାଇ ଚଳିତ ଆର୍ଥିକ ବର୍ଷ ପାଇଁ 'ପ୍ରଡକ୍ସନ ଗିଫ୍ଟ' ବା ଉତ୍ପାଦନ ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ…

ଶହୀଦଙ୍କ ଆଦର୍ଶରେ ‘ଗୋଲାମି ମାନସିକତା’ରୁ ମୁକ୍ତ ହେବା – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର - କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ‘ଶହୀଦ ଦିବସ’ ଅବସରରେ ନୂଆଦିଲ୍ଲୀ ଠାରେ ‘ଅଖିଳ ଭାରତୀୟ ସ୍ୱତନ୍ତ୍ରତା ସଂଗ୍ରାମୀ ପରିବାର କଲ୍ୟାଣ ପରିଷଦ’ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ଭାରତ ମାତାର ଅମର ବୀର ସନ୍ତାନ…

ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ୨୬ରୁ ୬ ଦିନିଆ ଲିଙ୍ଗରାଜ ମହୋତ୍ସବ : ଯୋଗଦେବେ ୭୦୦ କଳାକାର

ଭୁବନେଶ୍ୱର,  : ପ୍ରତିବର୍ଷ ପରି ଚଳିତବର୍ଷ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ସଂସ୍ଥା ପକ୍ଷରୁ ପଞ୍ଚଦଶ ଲିଙ୍ଗରାଜ ମହୋତ୍ସବ ଆସନ୍ତା ୨୬ ତାରିଖ ଗୁରୁବାର ଠାରୁ ଆରମ୍ଭ ହୋଇ ୩୧ ତାରିଖ ମଙ୍ଗଳବାର ପର୍ଯ୍ୟନ୍ତ ୬ ଦିନ ବ୍ୟାପି ଚାଲିବ ।…

ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ପରିବହନ ବିଭାଗର ସ୍ୱତନ୍ତ୍ର ଅଭିଯାନ

ଭୁବନେଶ୍ୱର,୨୫/୦୩:କଡ଼ା ଆଭିମୁଖ୍ୟ ଗ୍ରହଣ କଲା ପରିବହନ ବିଭାଗ। ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଅଭିଯାନ ଚଳାଇଛି ପରିବହନ ବିଭାଗ। ପ୍ରଥମ ପର୍ଯ୍ୟାୟରେ ଦୂରଗାମୀ ଏକ୍ସପ୍ରେସ ବସ୍ ର ହୋଇଛି ଚେକିଂ। ସମସ୍ତ ଏମ୍.ଭି ଡକ୍ୟୁମେଣ୍ଟ ହୋଇଛି ଯାଞ୍ଚ୍। ଫାୟାର ଶେଫ୍ଟି, ଫାଷ୍ଟଏଡ୍,

ରାଜଧାନୀ ସାରା ବେନାମୀ ପୋଷ୍ଟର

ଭୁବନେଶ୍ୱର,୨୫/୦୩:ରାଜଧାନୀ ସାରା ବେନାମୀ ପୋଷ୍ଟରକୁ ନେଇ ବିଜେଡ଼ିର ବଡ଼ ଅଭିଯୋଗ । ଚକ୍ରାନ୍ତକାରୀ ମାନେ ମାରିଛନ୍ତି ପୋଷ୍ଟର । ଚକ୍ରାନ୍ତକାରୀ ମାନଙ୍କ କାମ ହେଉଛି ସବୁବେଳେ ଚକ୍ରାନ୍ତ କରିବା । ବିଜେପିର ସହଯୋଗରେ ଚକ୍ରାନ୍ତକାରୀ ମାନେ ପୋଷ୍ଟର ଲଗାଇଛନ୍ତି । ସେମାନେ 3 ମାସ ଆଗରୁ ନିଜେ

ଚିନ୍ତାରେ ବୋର୍ଡ ,ମାଟ୍ରିକ ଖାତା ଦେଖିବେ ନା’ ଜନଗଣନା ଟ୍ରେନିଂ ନେବେ ଶିକ୍ଷକ ?

ଭୁବନେଶ୍ୱର,୨୫/୦୩:Board of Secondary Education, Odisha ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ମାଟ୍ରିକ୍ (HSC) ପରୀକ୍ଷାର ମୂଲ୍ୟାୟନ କାର୍ଯ୍ୟରେ ଲାଗିଥିବା ଶିକ୍ଷକମାନଙ୍କ ପାଇଁ ଜନଗଣନା ଟ୍ରେନିଂ ସମୟ ପରିବର୍ତ୍ତନ କରିବାକୁ ଅନୁରୋଧ କରାଯାଇଛି। ବୋର୍ଡ ଅନୁସାରେ,

ଆଜି ଗୃହରେ ପ୍ରବଳ ହଟ୍ଟଗୋଳ କରି ପାରନ୍ତି ବିରୋଧୀ

ଭୁବନେଶ୍ୱର,୨୫/୦୩:ଆଜି ମଧ୍ୟ ବିଧାନସଭାରେ ଲାଗି ରହିବ ଅଚଳାବସ୍ଥା । ଗୃହରେ ପ୍ରବଳ ହଟ୍ଟଗୋଳ କରି ପାରନ୍ତି ବିରୋଧୀ । ଏସସିବି ମେଡ଼ିକାଲ ଅଗ୍ନିକାଣ୍ଡ ଘଟଣାକୁ ନେଇ ୧୭ ତାରିଖରୁ ଲଗାତାର ଭାବେ ଗୃହରେ ହଟ୍ଟଗୋଳ କରୁଛନ୍ତି ବିରୋଧୀ । ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ବି ବାହାରି

ମିଶନ ଶକ୍ତିର ବଡ଼ ପଦକ୍ଷେପ: ୨.୬୭ ଲକ୍ଷ SHGଙ୍କୁ ମିଳିଲା ୨୦୮.୩୫ କୋଟି ଟଙ୍କାର ସୁଧ ରିହାତି

ଭୁବନେଶ୍ୱର,୨୫/୦୩: ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ଓଡ଼ିଶା ସରକାରଙ୍କ ପକ୍ଷରୁ ଗତକାଲି ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଏଠାରେ ଉପମୁଖ୍ୟମନ୍ତ୍ରୀ ତଥା ମିଶନ ଶକ୍ତିର ବିଭାଗୀୟ ମନ୍ତ୍ରୀ ପ୍ରଭାତୀ ପରିଡା

୪ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଅଡିଟର

ଭୁବନେଶ୍ୱର,୨୫/୦୩: ଭିଜିଲାନ୍ସ ଜାଲରେ ଭୁବନେଶ୍ବର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ ଅଫିସ୍ ଅଡିଟର।୪ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଥିଲେ ଅଡିଟର ଅମ୍ବିକା ପ୍ରସାଦ ରଥ ।ଅଡିଟର ଅମ୍ବିକା ପ୍ରସାଦ ରଥଙ୍କୁ ଭିଜିଲାନ୍ସ ଗିରଫ କରିବା ସହ ଘରୁ ନଗଦ ୨୮ ଲକ୍ଷ ୭୦ ହଜାର ଟଙ୍କା ଜବତ କରିଛି